ମନୋରଞ୍ଜନ

ମା’ଙ୍କୁ ନେଇ ଇମୋସନାଲ ପୋଷ୍ଟ କଲେ ଅକ୍ଷୟ କୁମାର

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ଫିଲ୍ମ ସହିତ ସୋସିଆଲ ମିଡିଆରେ ମଧ୍ୟ ଆକ୍ଟିଭ ରୁହନ୍ତି । ତାଙ୍କ ଅଭିନୟ ମାଧ୍ୟମରେ ଦର୍ଶକଙ୍କୁ ସେ ବାନ୍ଧି ରଖନ୍ତି। ନିକଟରେ ତାଙ୍କ ଅଭିନୀତ ଫିଲ୍ମ ‘ସୂର୍ଯବଂଶୀ’କୁ ବେଶ୍‌ ପ୍ରଶଂସା କରିଛନ୍ତି ଦର୍ଶକ। ସେ…

ଦେଶର ଅପମାନ କରିନାହିଁ, ଭାରତୀୟ ବୋଲି ମୁଁ ଗର୍ବ କରେ: ବୀର୍‌ ଦାସ

ବମ୍ବେ: ବିବାଦରେ ଅଭିନେତା ତଥା ଷ୍ଟାଣ୍ଡ ଅପ୍‌ କମେଡିଆନ୍‌ ବୀର ଦାସ। ଓ୍ବାଶିଂଟନ ଡିସିରେ ‘ଜନ୍‌ ଏଫ୍‌ କୈନେଡି ସେଣ୍ଟର ଫର୍‌ ଦ ପରଫର୍ମିଂ ଆଟ୍ସ’ରେ ନିଜର ପର୍‌ଫର୍ମାନ୍ସରେ ଭାରତୀୟଙ୍କ ଦୋମୁହାଁ ଚରିତ୍ର ବିଷୟରେ କହିଥିଲେ। ଏହାର ଭିଡିଓ ଭାଇରାଲ ହେବା…

ସବୁଠୁ କମ୍‌ ପାରିଶ୍ରମିକ ନିଅନ୍ତି ଏହି ଅଭିନେତ୍ରୀ !

ମୁମ୍ବାଇ: ବଲିଉଡ୍‌ର ଅନେକ ଅଭିନେତ୍ରୀ ଅଛନ୍ତି, ଯେଉଁମାନେ ଗୋଟିଏ ଗୋଟିଏ ଫିଲ୍ମ ପାଇଁ କୋଟି କୋଟି ଟଙ୍କା ପାରିଶ୍ରମିକ ଦାବି କରିଥାନ୍ତି। ମାତ୍ର ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ଏମିତି ବି କିଛି ଅଭିନେତ୍ରୀ ଅଛନ୍ତି, ଯେଉଁମାନେ ଖୁବ୍‌ କମ୍‌ ଟଙ୍କା ପାରିଶ୍ରମିକ ରୂପେ…

ବଲିଉଡ୍‌ ଅଭିନେତାଙ୍କଠାରୁ କମ୍‌ ନୁହନ୍ତି କଟ୍ରିନାଙ୍କ ବଡିଗାର୍ଡ; ଏକାଧିକ ଫିଲ୍ମ ଅଫର୍‌କୁ…

ବମ୍ବେ: ବଲିଉଡ୍‌ ଅଭିନେତ୍ରୀ କଟ୍ରିନା କୈଫଙ୍କ ପ୍ରଶଂସକ କାହିଁରେ କେତେ। ସେ ଯେତେବେଳେ ବାହାରକୁ ଯାଆନ୍ତି ପ୍ରଶଂସକ ଘେରି ଯାଆନ୍ତି। ଏଣୁ ତାଙ୍କ ସୁରକ୍ଷା ଲାଗି ପାଖେ ପାଖେ ଥାନ୍ତି ତାଙ୍କ ବଡିଗାର୍ଡ ଦୀପକ ସିଂହ। ଅଭିନେତ୍ରୀଙ୍କ ପରି ସେ ମଧ୍ୟ…

ଅଭିନେତ୍ରୀଙ୍କୁ ଆକ୍ରମଣ

ମୁମ୍ବାଇ: ନିକଟରେ ଜଣେ ଅଜଣା ଆକ୍ରମଣର ଶିକାର ହୋଇଛନ୍ତି ଅଭିନେତ୍ରୀ ଶାଲୁ ଚୌରାସିଆ। ତାଙ୍କୁ ଏକ ଅଜଣା ବ୍ୟକ୍ତି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ତାଙ୍କ ମୋବାଇଲ ଫୋନ ଛଡ଼ାଇ ନେବା ସହିତ ତାଙ୍କୁ ଆକ୍ରମଣ କରାଯାଇଛି । ଟୋନି ବନଜାରା…

ଏହି ଅଭିନେତ୍ରୀଙ୍କୁ ଚୁମ୍ବନ ଦେବା ବେଳେ ଡରି ଯାଇଥିଲେ ସୈଫ୍‌

ବଲିଉଡ୍‌ ଅଭିନେତା ସୈଫ୍‌ ଅଲ୍ଲୀ ଖାନ୍‌ ଏବଂ ଅଭିନେତ୍ରୀ ରାଣୀ ମୁଖାର୍ଜୀ ତାଙ୍କର ଆଗାମୀ ଫିଲ୍ମ ‘ବଣ୍ଟି ଔର ବବ୍‌ଲି-୨’କୁ ନେଇ ଏବେ ଚର୍ଚ୍ଚାରେ। ଏହି ଫିଲ୍ମର ପ୍ରମୋଶନ ସମୟରେ ଦୁହେଁ କିଛି ଲୁକ୍କାୟିତ କଥା ଖୁଲାସା କରିଛନ୍ତି। ଏକଥା ରାଣୀ…

ବିପାଶାଙ୍କୁ ପ୍ରେମିକ ମିଳିବନି ବୋଲି କହିଥିଲେ ନିର୍ଦ୍ଦେଶକ, କାରଣ ଜାଣିଲେ

ବିପାଶା ବସୁ ୨୦୦୧ରେ ‘ଅଜନବି’ ଚଳଚ୍ଚିତ୍ରରୁ ନିଜର କ୍ୟାରିଅର୍‌ ଆରମ୍ଭ କରିଥିଲେ। ଏହି ଚଳଚ୍ଚିତ୍ରରେ ସେ ଅକ୍ଷୟ କୁମାରଙ୍କ ଗର୍ଲଫ୍ରେଣ୍ଡ ସୋନିଆ ଚରିତ୍ରରେ ଅଭିନୟ କରିଥିଲେ। ତେବେ ଏହି ଚଳଚ୍ଚିତ୍ର ବିପାଶାଙ୍କୁ ସେପରି ସଫଲତା ମିଳି ନ ଥିଲା ଯେପରି ସେ…

ବିନା ଅନୁମତିରେ ରାଜ୍‌ କପୁରଙ୍କ ବେଡ୍‌ରୁମ୍‌କୁ ପଶିଯାଇଥିଲେ ନର୍ଗିସ: ପରେ ଯାହା ଘଟିଲା…

ଅଭିନେତା ରାଜ କପୁର ଏବଂ ନର୍ଗିସ ଅନେକ ଚଳଚ୍ଚିତ୍ରରେ ଏକାଠି କାମ କରିଥିଲେ। ସେମାନଙ୍କର ଯୋଡିକୁ ମଧ୍ୟ ଦର୍ଶକମାନେ ଭଲ ପାଉଥିଲେ। ଉଭୟଙ୍କ ସମ୍ପର୍କକୁ ନେଇ ଅନେକ ଆଲୋଚନା ହୋଇଥିଲା। ଏପରିକି କୁହାଯାଇଥିଲା ଯେ ନର୍ଗିସ ପୂର୍ବରୁ ବିବାହିତ ରାଜ କପୁରଙ୍କ…

ବିବାହ ବନ୍ଧନରେ ବାନ୍ଧି ହେଲେ ଶ୍ରଦ୍ଧା

ମୁମ୍ବାଇ : ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଟେଲି ଅଭିନେତ୍ରୀ ଶ୍ରଦ୍ଧା ଆର୍ଯ୍ୟା । ନିଜର ଦୀର୍ଘ ଦିନର ବୟଫ୍ରେଣ୍ଡ ରାହୁଲ ଶର୍ମାଙ୍କ ହାତ ଧରିଛନ୍ତି। ‘କୁଣ୍ଡଲି ଭାଗ୍ୟ’ ଫେମ ଅଭିନେତ୍ରୀ ହେଉଛନ୍ତି ଶ୍ରଦ୍ଧା। ଶ୍ରଦ୍ଧା ଆର୍ଯ୍ୟା ଜଣେ ଅଭିନେତ୍ରୀ ହୋଇଥିବା…

ପୁଣି ଘୁଞ୍ଚିଲା ରିଲିଜ୍‌ ଡେଟ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅମିର ଖାନ ଏବଂ ଅଭିନେତ୍ରୀ କରୀନା କପୁରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ’ଲାଲ ସିଂହ ଚଢା’ର ରିଲିଜ ଡେଟ୍‌ ପୁଣି ଘୁଞ୍ଚିଲା । ତେବେ ଏହି ଫିଲ୍ମକୁ ନେଇ ଅମିର ଖାନ ଏବଂ କରୀନା କପୁର ବେଶ୍‌ ଚର୍ଚ୍ଚାରେ…

ପୁନିତଙ୍କୁ ‘କର୍ନାଟକ ରତ୍ନ’ ପୁରସ୍କାର

ସ୍ବର୍ଗତ ସୁପରଷ୍ଟାର ପୁନିତ ରାଜକୁମାରଙ୍କୁ କର୍ନାଟକ ରତ୍ନ ପୁରସ୍କାର ପ୍ରଦାନ କରାଯିବ ବୋଲି କର୍ନାଟକ ସରକାର ଘୋଷଣା କରିଛନ୍ତି। କର୍ନାଟକର ମୁଖ୍ୟମନ୍ତ୍ରୀ ବାସଭାରାଜ ଏସ୍‌ ବୋମାଇ ତାଙ୍କ ଟୁଇଟର୍‌ରେ ଏହି ସୂଚନା ଦେଇଛନ୍ତି। କର୍ନାଟକ ରତ୍ନ ପୁରସ୍କାର ପାଇଥିବା ରାଜକୁମାର ଦଶମ…

ଅନୁଷ୍କାଙ୍କ ଫଟୋ ଦେଖି କୋହଲି କହିଲେ…

ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ତାଙ୍କ ଅଭିନୟ ଏବଂ ଫ୍ୟାଶନ ପାଇଁ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଥାନ୍ତି। ସେ ପ୍ରାୟତଃ ପ୍ରଶଂସକଙ୍କ ପାଇଁ ଫଟୋ ଶେୟାର କରନ୍ତି। ନିକଟରେ ସେ ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରିଥିଲେ, ଯାହା ଭାଇରାଲ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?