ମନୋରଞ୍ଜନ

୪୮ ବର୍ଷରେ ପାଦ ଥାପିଲେ ବଲିଉଡ୍‌ କୁଇନ୍‌

ମୁମ୍ବାଇ: ଆଜି ହେଉଛି ବିଶ୍ୱସୁନ୍ଦରୀ ତଥା ନୀଳନୟନା ଐଶ୍ୱର୍ଯ୍ୟା ରାୟଙ୍କ ଜନ୍ମଦିନ। ୧୯୭୩ ମସିହା ନଭେମ୍ବର ୧ରେ ଜନ୍ମ ଗ୍ରହଣ କରିଥିବା ଐଶ୍ୱର୍ଯ୍ୟା ୧୯୯୪ରେ ମିସ୍‌ ଓ୍ବାଲର୍‌ଡ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ବିଜୟୀ ହୋଇଥିଲେ। ୨୦୦୭ ମସିହାରେ ସେ ବିଗ୍‌-ବି ଅମିତାଭ…

ବିବାଦ ପରେ ମଙ୍ଗଳସୂତ୍ର ବିଜ୍ଞାପନ ପ୍ରତ୍ୟାହାର କରିନେଲେ ସବ୍ୟସାଚୀ

ମୁମ୍ବାଇ: ସୋସିଆଲ ମିଡିଆରେ ଟ୍ରୋଲ ହେବା ପରେ ଫ୍ୟାଶନ ଡିଜାଇନର ସବ୍ୟସାଚୀ ମୁଖାର୍ଜୀ ନିଜର ମଙ୍ଗଳସୂତ୍ର ବିଜ୍ଞାପନ ପ୍ରତ୍ୟାହାର କରି ନେଇଛନ୍ତି। ବାସ୍ତବରେ ସବ୍ୟସାଚୀ ମଙ୍ଗଳସୂତ୍ରର ବିଜ୍ଞାପନ ପାଇଁ ଜଣେ ଅର୍ଦ୍ଧ ନଗ୍ନ ମଡେଲଙ୍କୁ ବ୍ୟବହାର କରିଥିଲେ। ଏହା ପରେ ମଧ୍ୟପ୍ରଦେଶ…

ଏମିତି କାମ କଲେ ଶାହିଦ କପୁର, ରାଗିଗଲେ ସ୍ତ୍ରୀ

ଅଭିନେତା ଶାହିଦ କପୁର-ମୀରା ରାଜପୁତଙ୍କୁ ବଲିଉଡର ସୁପରହିଟ୍‌ କପଲ୍‌ ଆଖ୍ୟା ଦିଆଯାଇଛି। ଏହି ଦୁଇଜଣ ପ୍ରାୟତଃ ସୋସିଆଲ ମିଡିଆରେ ପରସ୍ପର ପ୍ରତି ଥିବା ପ୍ରେମକୁ ପ୍ରକାଶ କରନ୍ତି। ବେଳେବେଳେ ଉଭୟ ପରସ୍ପରର ଗୋଡ ଟାଣିବାର ସୁଯୋଗ ମଧ୍ୟ ହାତଛଡ଼ା କରନ୍ତି ନାହିଁ।…

ଏହି ଅଭିନେତ୍ରୀଙ୍କ ସହ କଥା ପଦେ ହେଉ ନ ଥିଲେ ଅନ୍ୟ ଅଭିନେତ୍ରୀ; ମୁହଁ ବୁଲାଇ…

ବଲିଉଡ୍‌ ଅଭିନେତ୍ରୀ ମମତାଜ୍‌ ବହୁ ବର୍ଷ ଧରି ଦର୍ଶକଙ୍କ ଭରପୂରମନୋରଞ୍ଜନ କରିଥିଲେ। ତାଙ୍କ ଅଭିନୟ ଦର୍ଶକଙ୍କୁ ଖୁବ୍‌ ପସନ୍ଦ ଆସୁଥିଲା। ମମତାଜ ଶିଶୁ କଳାକାର ଭାବରେ ନିଜର କ୍ୟାରିଅର୍‌ ଆରମ୍ଭ କରିଥିଲେ । ରାଜେଶ ଖାନ୍ନା ଏବଂ ଶମି କପୁରଙ୍କ ସହ…

ଐଶ୍ୱର୍ଯ୍ୟାଙ୍କ ଏହି ଗୁଣକୁ ପସନ୍ଦ କରନ୍ତିନି ନଣନ୍ଦ ଶ୍ୱେତା

ମୁମ୍ବାଇ: ଆଜି ଅର୍ଥାତ୍‌ ନଭେମ୍ବର ୧ରେ ହେଉଛି ବିଶ୍ୱସୁନ୍ଦରୀ ତଥା ନୀଳନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଜନ୍ମଦିନ। ଆଜିର ଏହି ଶୁଭଦିନରେ ଜାଣନ୍ତୁ ଅଭିନେତ୍ରୀଙ୍କ ଜୀବନର କିଛି ଖାସ୍‌ କଥା ସମ୍ପର୍କରେ… ବିଶ୍ୱସୁନ୍ଦରୀ ଐଶ୍ୱର୍ଯ୍ୟା ୨୦୦୭ ଏପ୍ରିଲ ୨୦ରେ ବିଗ୍‌-ବି’ଙ୍କ ପୁଅ…

ବାଜିବ ଶାହାନାଇ; ପ୍ରେମିକ ବିକ୍କିଙ୍କ ହାତ ଧରିବାକୁ ଯାଉଛନ୍ତି ଏହି ଚର୍ଚ୍ଚିତ ଅଭିନେତ୍ରୀ

ବମ୍ବେ: ଖୁବ୍‌ଶୀଘ୍ର ବାଜିବ ଶାହାନାଇ। ପ୍ରେମିକ ବିକ୍କି ଜୈନଙ୍କ ହାତ ଧରିବେ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ। ଦୀର୍ଘଦିନରୁ ଉଭୟ ପରସ୍ପରକୁ ଡେଟ୍‌ କରୁଥିଲେ। ଏବେ କିନ୍ତୁ ଆଉ ପାଦେ ଆଗକୁ ଯାଇ ସମ୍ପର୍କ ଉପରେ ମୋହର ମାରିବାକୁ ଦୁହେଁ ନିଷ୍ପତ୍ତି ନେଇଛନ୍ତି।…

ସଲମାନଙ୍କୁ ଦଣ୍ଡ ଦେଲେ କାଟ୍ରିନା

ଟିଭିର ସବୁଠାରୁ ବିବାଦୀୟ ଶୋ’ ବିଗ ବସ ରେ ଗୋଟିଏ ପରେ ଗୋଟିଏ ଟୁଇଷ୍ଟ ଦେଖିବାକୁ ମିଳୁଛି। ନିକଟରେ ଶୋ’ର ନାମ ଏପିସୋଡରେ କାଟ୍ରିନା କୈଫ ଏବଂ ରୋହିତ ଶେଟ୍ଟୀ ସେମାନଙ୍କ ଫିଲ୍ମ ‘ସୂର୍ଯ୍ୟବଂଶୀ’ର ପ୍ରମୋଶନ ପାଇଁ ପହଞ୍ଚିଛନ୍ତି। ଏହି ଶୋ’ରେ…

ଶେହନାଜଙ୍କ ଗୀତ ଶୁଣି ଭାବପ୍ରବଣ ହେଲେ ଆଫଗାନିସ୍ତାନ କ୍ରିକେଟର୍‌

ଦିବଂଗତ ଅଭିନେତା ସିଦ୍ଧାର୍ଥ ଶୁକ୍ଲାଙ୍କ ସ୍ମୃତିରେ ଶେହନାଜ ଗିଲଙ୍କ ‘ତୁ ୟହିଂ ହୈ’ ଗୀତ ରିଲିଜ ହୋଇଛି। ଏହି ଗୀତ ଶୁଣିବା ପରେ ସିଦ୍ଧାର୍ଥ ଏବଂ ଶେହନାଜଙ୍କ ପ୍ରଶଂସକମାନେ ପୁଣି ଥରେ ଭାବପ୍ରବଣ ହୋଇପଡିଛନ୍ତି। ପ୍ରଶଂସକମାନେ ପୁଣିଥରେ ସିଦ୍ଧାର୍ଥଙ୍କୁ ମନେ ପକାଇଛନ୍ତି।…

ଲୁହ ଛଳ ଛଳ ଆଖିରେ ପୁନିତ ରାଜକୁମାରଙ୍କ ଶେଷକୃତ୍ୟ ସମ୍ପନ୍ନ

ବେଙ୍ଗାଲୁରୁ,୩୧।୧୦: କନ୍ନଡ ଚଳଚ୍ଚିତ୍ରର ସୁପରଷ୍ଟାର ପୁନିତ ରାଜକୁମାରଙ୍କ ରବିବାର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ବେଙ୍ଗାଲୁରୁର କାନ୍ତିରଭା ଷ୍ଟୁଡିଓ ନିକଟରେ ପୂରା ରାଜକୀୟ ସମ୍ମାନରେ ଶେଷକୃତ୍ୟ କରାଯାଇଥିଲା। ସଂସ୍କାର ବେବେଳ ତାଙ୍କ ଝିଅ ଏବଂ ସ୍ତ୍ରୀ ଉପସ୍ଥିତ ଥିଲେ। ପୁଣେ ରାଜକୁମାର୨୯ ଅକ୍ଟୋବରରେ…

ଏହି ଅଭିନେତାଙ୍କୁ ମାରୁ ମାରୁ ଜୀବନରୁ ମାରିଦେଇଥାନ୍ତେ ଲୋକେ, କାରଣ ଜାଣିଲେ…

ଅଜୟ ଦେବଗନଙ୍କୁ ବଲିଉଡର ସିଙ୍ଘମ କୁହାଯାଏ । ସେ ପରଦାରେ ସମସ୍ତ ପ୍ରକାରର ଅଭିନୟ କରିପାରନ୍ତି। କିନ୍ତୁ ଆକ୍ସନ ଚରିତ୍ରରେ ତାଙ୍କୁ ବହୁତ ପସନ୍ଦ କରାଯାଏ। ଅଜୟ ‘ଫୁଲ ଓର୍‌ କାଣ୍ଟେ’ ସହିତ ଫିଲ୍ମରେ ଡେବ୍ୟୁ କରିଥିଲେ। ଭେରୁ ଦେବଗନଙ୍କ ପୁଅ…

ନଭେମ୍ବରରେ ବିବାହ କରିବେ ରାଜକୁମାର

ମୁମ୍ବାଇ: ବଲିଉଡ୍‌ ଅଭିନେତା ରାଜକୁମାର ରାଓ ନଭେମ୍ବରରେ ବିବାହ କରିବା ନେଇ ଚର୍ଚ୍ଚା ହେଉଛି। ତେବେ ସେ କାହାକୁ ବିବାହ କରିବେ ସେ ନେଇ ଫ୍ୟାନ୍ସମାନଙ୍କ ମଧ୍ୟରେ ଆଗ୍ରହ ବଢ଼ି ଚାଲିଛି। ହଂସଲ ମେହୋଟ୍ଟାଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ସିଟିଲାଇଟ୍ସ’ରେ ଅଭିନୟ କରିଥିବା…

ରିଲିଜ ହେବ ‘ବଧାଇ ଦୋ’

ମୁମ୍ବାଇ : ଆସୁଛି ‘ବଧାଇ ଦୋ’। ଆସନ୍ତାବର୍ଷ ସାଧାରଣତନ୍ତ୍ର ଦିବସର ଶେଷ ସପ୍ତାହରେ ଏହି ଫିଲ ରିଲିଜ୍‌ ହେବ। ହର୍ଷବର୍ଦ୍ଧନ କୁଲକର୍ଣ୍ଣିଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ରିଲିଜ ହେବା ନେଇ ନିର୍ମାତା ଏହାର ରିଲିଜ ତାରିଖ ଘୋଷଣା କରିସାରିଲେଣି। ଏହି ଫିଲ୍ମରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri