ବିବାଦ ପରେ ମଙ୍ଗଳସୂତ୍ର ବିଜ୍ଞାପନ ପ୍ରତ୍ୟାହାର କରିନେଲେ ସବ୍ୟସାଚୀ

ମୁମ୍ବାଇ: ସୋସିଆଲ ମିଡିଆରେ ଟ୍ରୋଲ ହେବା ପରେ ଫ୍ୟାଶନ ଡିଜାଇନର ସବ୍ୟସାଚୀ ମୁଖାର୍ଜୀ ନିଜର ମଙ୍ଗଳସୂତ୍ର ବିଜ୍ଞାପନ ପ୍ରତ୍ୟାହାର କରି ନେଇଛନ୍ତି। ବାସ୍ତବରେ ସବ୍ୟସାଚୀ ମଙ୍ଗଳସୂତ୍ରର ବିଜ୍ଞାପନ ପାଇଁ ଜଣେ ଅର୍ଦ୍ଧ ନଗ୍ନ ମଡେଲଙ୍କୁ ବ୍ୟବହାର କରିଥିଲେ। ଏହା ପରେ ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ମୁଖାର୍ଜୀଙ୍କ ବିଜ୍ଞାପନ ଉପରେ ଆପତ୍ତି ଉଠାଇଥିଲେ। ସେ ସବ୍ୟସାଚୀଙ୍କୁ ୨୪ ଘଣ୍ଟିଆ ଚେତାବନୀ ଦେଇଥିଲେ। ଯାହା ପରେ ସବ୍ୟସାଚୀ ରବିବାର ବିଳମ୍ବିତ ରାତିରେ ତାଙ୍କର ବିବାଦୀୟ ବିଜ୍ଞାପନକୁ ହଟାଇ ଦେଇଛନ୍ତି।

ବର୍ତ୍ତମାନ ନରୋତ୍ତମ ମିଶ୍ର ଏକ ବିବୃତ୍ତିରେ କହିଛନ୍ତି, ମୋର ପୋଷ୍ଟ ପରେ ସବ୍ୟସାଚୀ ତାଙ୍କର ଆପତ୍ତିଜନକ ବିଜ୍ଞାପନ ପ୍ରତ୍ୟାହାର କରି ନେଇଛନ୍ତି। ଯଦି ସେ ଏହା ପୁନର୍ବାର କରନ୍ତି ତେବେ ପ୍ରତ୍ୟକ୍ଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତାଙ୍କୁ କୌଣସି ଚେତାବନୀ ଦିଆଯିବ ନାହିଁ।

ଅନ୍ୟପକ୍ଷରେ ସବ୍ୟସାଚୀ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଲେଖିଛନ୍ତି, ମଙ୍ଗଳସୂତ୍ର ବିଜ୍ଞାପନ ଅନ୍ତର୍ଭୂକ୍ତିକରଣ ଏବଂ ସଶକ୍ତିକରଣ ଉପରେ ବାର୍ତ୍ତାଳାପ ପାଇଁ ଉଦ୍ଦିଷ୍ଟ ଥିଲା। ଐତିହ୍ୟ ଏବଂ ସଂସ୍କୃତି ଉପରେ ନିରନ୍ତର ଆଲୋଚନାର ପୃଷ୍ଠଭୂମିରେ। ଏହି ଅଭିଯାନର ଉଦ୍ଦେଶ୍ୟ ଥିଲା ଉତ୍ସବ ପାଳନ କରିବା। ଆମେ ଗଭୀର ଦୁଃଖିତ ଯେ, ଏହି କାରଣରୁ ଆମ ସମାଜର ଏକ ବିଭାଗ କ୍ଷତିଗ୍ରସ୍ତ ହୋଇଛି। ତେଣୁ ଆମେ ଏହି ବିଜ୍ଞାପନ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛୁ।


Enter your email to get our daily news in your inbox.

All Right Reserved By Dharitri.Com

୯୭ ବର୍ଷ ହେବ ବଢିନି ଏହି ଗାଁର ଜନସଂଖ୍ୟା

ଦେଶରେ ଜନସଂଖ୍ୟା ହୁ ହୁ ହୋଇ ବଢୁଛି। ଏହାକୁ ନେଇ ସରକାର ଚିନ୍ତାପ୍ରକଟ କରୁଥିବାବେଳେ ମଧ୍ୟପ୍ରଦେଶରେ ଏକ ଏମିତି ଗାଁ ଅଛି, ଯେଉଁଠି ଗତ ୯୭...

ଦେଶର ଅର୍ଥନୀତିକୁ ହାତୀ ସହ ତୁଳନା କଲେ ଆନନ୍ଦ ମହିନ୍ଦ୍ରା: ଦେଖନ୍ତୁ ମଜାଦାର ଭିଡିଓ

ନୂଆଦିଲ୍ଲୀ,୨୨।୧୧: ମହିନ୍ଦ୍ରା ଗ୍ରୁପ୍‌ର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ସୋସିଆଲ ମିଡିଆରେ ବହୁତ ସକ୍ରିୟ। ସେ ପ୍ରତିଦିନ କିଛି ନୂଆ ନୂଆ ମଜାଦାର ଶିକ୍ଷଣୀୟ ଭିଡିଓ ଶେୟାର...

୩ହଜାର ୩ଶହ ୫୦ କୋର୍ଟରେ ଲାଗିବ ନ୍ୟାୟିକ ଘଣ୍ଟା: ଖର୍ଚ୍ଚ ହେବ ୪ଶହ ୩୬ କୋଟି

ନୂଆଦିଲ୍ଲୀ,୧୦।୭: ଦେଶର ୩ହଜାର ୩ଶହ ୫୦ କୋର୍ଟରେ ନ୍ୟାୟିକ ଘଣ୍ଟା ଲାଗିବ ବୋଲି କେନ୍ଦ୍ର ସରକାର ଯୋଜନା କରିଛନ୍ତି। ଏସମ୍ପର୍କିତ ପ୍ରସ୍ତାବ ୧୫ତମ ଅର୍ଥ କମିଶନଙ୍କ...

ଇସ୍ତଫା ଦିଅନ୍ତୁ ଶିନ୍ଦେ: ଉଦ୍ଧବ…

ମୁମ୍ବାଇ,୧୧।୪ : ମହାରାଷ୍ଟ୍ର ସରକାରଙ୍କ ମନ୍ତ୍ରୀ ଚନ୍ଦ୍ରକାନ୍ତ ପାଟିଲଙ୍କ ବିବୃତ୍ତି ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କୁ ଟାର୍ଗେଟ କରିଛନ୍ତି।...

କପିଲଙ୍କ ସହ ବିବାଦ ଭୁଲିଲେ ସୁନିଲ, ବାପା ହେବା ନେଇ ଜଣାଇଲେ ଶୁଭେଚ୍ଛା

ବମ୍ବେ: ଲୋକପ୍ରିୟ କମେଡିଆନ୍‌ କପିଲ ଶର୍ମା-ସୁନିଲ ଗ୍ରୋଭରଙ୍କ ମଧ୍ୟରେ ଉପୁଜିଥିବା ବିବାଦ ବିଷୟରେ କାହାକୁ ବା ଅଚ୍ଛପା। ଉଭୟଙ୍କୁ ଏକାଠି ଗୋଟିଏ ମଞ୍ଚରେ ଦେଖିବା ଲାଗି...

ଶାନ୍ତିଶ୍ରୀ ଜେଏନ୍‌ୟୁର ପ୍ରଥମ ମହିଳା କୁଳପତି…

ନୂଆଦିଲ୍ଲୀ, ୭।୨ : ଦେଶର ପ୍ରତିଷ୍ଠିତ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ) ର ନୂତନ କୁଳପତି ଭାବେ ପ୍ରଫେସର ଶାନ୍ତିଶ୍ରୀ ଧୁୁଲିପୁଡି ପଣ୍ଡିତଙ୍କୁ ନିଯୁକ୍ତି ଦିଆଯାଇଛି।...

ଲାଇଭ୍‌ ଶୋ’ ବେଳେ ଟଳିପଡିଲେ ପ୍ରଖ୍ୟାତ ଗାୟକ

ମାଲାୟାଲମ ସଙ୍ଗୀତ ଜଗତର ପ୍ରସିଦ୍ଧ ଗାୟକ ଏଡଭା ବଶିରଙ୍କ ପରଲୋକ ଘଟିଛି। ଏକ ଲାଇଭ୍‌ ଶୋ’ ବେଳେ ସେ ଷ୍ଟେଜ୍‌ ଉପରେ ଟଳିପଡିଛନ୍ତି। ମୃତ୍ୟୁବେଳକୁ ତାଙ୍କୁ...

ବୋହୂଙ୍କ ଖୁସି ପାଇଁ ଏହି ମନ୍ଦିରକୁ ଶାଶୂ କରିଥିଲେ ନିର୍ମାଣ…

ମଧ୍ୟପ୍ରଦେଶର ଗ୍ବାଲିୟରଠାରେ ରହିଛି ଶାଶୂ-ବୋହୂ ମନ୍ଦିର। ଏହାର ଆକାର ପିରାମିଡ୍‌ ସଦୃଶ। ଏହାର ଲମ୍ବ ୩୨ ମିଟର ହୋଇଥିବାବେଳେ ଓସାର ୨୨ ମିଟର। ଶାଶୂ-ବୋହୂ ଦୁଇଟିଯାକ...

Advertisement
Archives

Model This Week