ମନୋରଞ୍ଜନ

ସ୍ୱାମୀଙ୍କ ସହ ମିଶି ଜନ୍ମଦିନ ପାଳିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ୟାମି ଗୌତମ ବିବାହ ପରେ ସ୍ୱାମୀଙ୍କ ସହ ମିଶି ତାଙ୍କର ପ୍ରଥମ ଜନ୍ମଦିନ ପାଳିଛନ୍ତି। ଚଳିତବର୍ଷ ଜନ୍ମଦିନ ପାଳନ ୟାମିଙ୍କ ପାଇଁ ଟିକେ ନିଆରା ଥିଲା। ଗତକାଲି ଅର୍ଥାତ୍‌ ନଭେମ୍ବର ୨୮ରେ ଥିଲା ୟାମିଙ୍କ ଜନ୍ମଦିନ। ଏହି…

ସାମ୍ନାକୁ ଆସିଲା ‘ରକି ଔର ରାନୀ କି ପ୍ରେମ କାହାନୀ’ର ରିଲିଜ୍‌ ଡେଟ୍‌

ମୁମ୍ବାଇ : କରଣ ଜୋହରଙ୍କ ଫିଲ୍ମ‘ରକି ଔର ରାନୀ କି ପ୍ରେମ କାହାନୀ’ର ରିଲିଜ୍‌ ଡେଟ୍‌ ସାମ୍ନାକୁ ଆସିଲା। ଅଭିନେତା ରଣବିର ସିଂହ ଏବଂ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଅଭିନୀତ ଏହି ଫିଲ୍ମଟି ୨୦୨୩ ଫେବୃୟାରୀ ୧୦ ରିଲିଜ୍‌ ହେବାକୁ ଯାଉଛି…

ଅମିତାଭ ବଚ୍ଚନଙ୍କ ଆଖିରେ ଲୁହ

‘କୌନ ବନେଗା କରୋଡପତି’ ହେଉଛି ଟିଭି ଜଗତର ସବୁଠାରୁ ହିଟ ରିଏଲିଟି ଶୋ। ଶୋ’ର ହୋଷ୍ଟ ଅମିତାଭ ବଚ୍ଚନଙ୍କ ଶୈଳୀ ପ୍ରଶଂସକମାନେ ବହୁତ ପସନ୍ଦ କରନ୍ତି। ଆଜିକାଲି ଟିଭିରେ ଏହି ଶୋ’ର ୧୩ତମ ସିଜିନ୍‌ ଏବେ ଚାଲିଛି। ଏହି ଶୋ’ ଏବେ…

‘ଡାଲଚିନି’କୁ ‘ବେଷ୍ଟ ଫିଚର ଫିଲ୍ମ’ ଆଓ୍ବାର୍ଡ

ଭୁବନେଶ୍ୱର, ୨୯।୧୧ (ବ୍ୟୁରୋ): ଅନ୍ତର୍ଜାତୀୟ ସ୍ତରରେ ପୁଣି ଓଡ଼ିଶା ପାଇଁ ସୁନାମ ଆଣିଛି ଓଡ଼ିଆ ଚଳଚ୍ଚିତ୍ର। ରିତୁପ୍ରିୟା ପ୍ରଡକ୍ସନ୍ସର ଚଳଚ୍ଚିତ୍ର ‘ଡାଲଚିନି’କୁ ୭ମ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ ଅଫ୍‌ ସିମ୍‌ଲାରେ ‘ବେଷ୍ଟ ଫିଚର ଫିଲ୍ମ’ ଆଓ୍ବାର୍ଡ ମିଳିଛି। ଅତିଶ କୁମାର ରାଉତଙ୍କ…

ଅର୍ଜୁନ-ମଲାଇକାଙ୍କ ମଧ୍ୟରେ ବ୍ରେକ୍‌ଅପ୍‌!

ବଲିଉଡ ଅଭିନେତା ଅର୍ଜୁନ କପୁର ଏବଂ ମଲାଇକା ଆରୋରା ପ୍ରାୟତଃ ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚାରେ ଥାନ୍ତି। ଏହି ଦୁଇଜଣ ଦୀର୍ଘ ସମୟ ଧରି ପରସ୍ପରକୁ ଡେଟ କରୁଛନ୍ତି। କେବଳ ଏତିକି ନୁହେଁ, ଇଭେଣ୍ଟ ହେଉ କିମ୍ବା ପାର୍ଟି, ଅର୍ଜୁନ ଏବଂ…

ପୂର୍ବ ଶଶୁରଙ୍କ ଷ୍ଟୁଡିଓରେ କାମ କରୁଛନ୍ତି ସାମନ୍ଥା

ମୁମ୍ବାଇ : ସାଉଥ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁ ଗତ କିଛିଦିନ ଧରି ପର୍ସନାଲ ଲାଇଫକୁ ନେଇ ବେଶ୍‌ ଚର୍ଚ୍ଚାରେ ଅଛନ୍ତି । ନିକଟରେ ସେ ଓ ତାଙ୍କ ସ୍ବାମୀ ତଥା ଅଭିନେତା ନାଗା ଚୈତନ୍ୟ ପରସ୍ପର ଠାରୁ ଅଲଗା ହୋଇଛନ୍ତି…

ହାତକୁ ଦି’ହାତ ହେବେ ମୌନୀ ରାୟ!

ମୁମ୍ବାଇ : ବଲିଉଡ୍‌ରେ ବିବାହ ଋୁତୁ ଆରମ୍ଭ ହୋଇ ଯାଇଛି । କିଛି ସେଲିବ୍ରିଟି ଏହାରି ମଧ୍ୟରେ ହାତକୁ ଦି’ହାତ ହୋଇ ସାରି ଥିବା ବେଳେ ଆଉ କିଛି ଜଣଙ୍କ ହାତଗଣ୍ଠି ପଡିବାକୁ ଯାଉଥିବା ନେଇ ଚର୍ଚ୍ଚା ହେଉଛି । ତେବେ…

ସଲମାନଙ୍କ ଫଟୋରେ କ୍ଷୀର ଢାଳିଲେ ପ୍ରଶଂସକ, ଭାଇଜାନ କହିଲେ…

ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଫିଲ୍ମ ‘ଅନ୍ତିମ’ ମୁକ୍ତିଲାଭ କରିଛି। ପ୍ରଶଂସକମାନେ ଏହି ଫିଲ୍ମକୁ ନେଇ ବହୁତ ଉତ୍ସାହିତ ଦେଖାଯାଉଛନ୍ତି। ବହୁତ ସମୟ ପରେ ସଲମାନ ବଡ ପରଦାରେ ନଜର ଆସୁଛନ୍ତି। ଫିଲ୍ମ ରିଲିଜ୍‌ ହେବା ପରେ ପ୍ରଶଂସକମାନେ ପୋଷ୍ଟରରେ କ୍ଷୀର…

ରୋମାଣ୍ଟିକ୍‌ ହେଲେ କୋହଲି: କହିଲେ, ତୁମେ ମୋ ସହ ଥିଲେ…

ବିଶ୍ୱର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ବିରାଟ କୋହଲି ଏବେ କ୍ରିକେଟ ପଡ଼ିଆରୁ ଦୂରରେ ଅଛନ୍ତି। ତାଙ୍କୁ ଟି -୨୦ ବିଶ୍ୱକପ -୨୦୨୧ ପରେ ବିଶ୍ରାମ ଦିଆଯାଇଥିଲା। ସେ ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜରେ ଖେଳି ନ ଥିଲେ। ଏହା ପରେ ସେ ନ୍ୟୁଜିଲାଣ୍ଡ…

କିଏ କାହାକୁ ପ୍ରଥମେ କରିଥିଲେ ପ୍ରପୋଜ୍‌-କାଟ୍ରିନା ନା ଭିକି

ବଲିଉଡ୍‌ ଅଭିନେତ୍ରୀ କାଟ୍ରିନା କୈଫ ଏବଂ ଭିକି କୌଶଲ ଖୁବଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। କୁହାଯାଉଛି ଉଭୟ ଡିସେମ୍ବର ୯ରେ ରାଜସ୍ଥାନରେ ସାତ ଫେରା ନେବେ। ତେବେ ଏହି ସମୟରେ ପ୍ରଶଂସକଙ୍କ ମନରେ ଉଭୟଙ୍କୁ ନେଇ ଅନେକ ସମୟରେ…

ଥିଏଟରରେ ବାଣ ଫୁଟାଉଥିବା ଫ୍ୟାନ୍ସଙ୍କ ପାଇଁ ଏମିତି କହିଲେ ଭାଇଜାନ

ନୂଆଦିଲ୍ଲୀ,୨୮।୧୧: ନିକଟରେ ରିଲିଜ ହୋଇଛି ବଲିଉଡ୍‌ ସୁପରଷ୍ଟାର ସଲମାନ ଖାନଙ୍କ ଫିଲ୍ମ ‘ଅନ୍ତିମ: ଦି ଫାଇନାଲ ଟ୍ରୁଥ୍‌’। ଏହି ଫିଲ୍ମର ସ୍କ୍ରିନିଂ ବେଳେ ଥିଏଟରରେ ବାଣ ଫୁଟାଇ ଉତ୍ସବ ମନାଇଛନ୍ତି ଭାଇଜାନଙ୍କ ଫ୍ୟାନମାନେ। ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ…

୩ ଲକ୍ଷ ଟଙ୍କାର ଲେହେଙ୍ଗା ପିନ୍ଧି ଚର୍ଚ୍ଚାରେ ଦିୟା

ମୁମ୍ବାଇ: ବଲିଉଡ୍ ନାୟିକା ଦିୟା ମିର୍ଜା ବଡ ପରଦାରୁ ଦୂରେଇ ଯାଇଥିଲେ ବି ତାଙ୍କ ଗ୍ଲାମର ଓ ଫ୍ୟାଶନ ଏବେବି ରୁହେ ଚର୍ଚ୍ଚାରେ । ସୋସିଆଲ ମିଡିଆରେ ଆକ୍ଟିଭ ରହୁଥିବା ଏହି ନାୟିକା ନିକଟରେ ଏକ ଫଟୋ ଶେୟାର କରି ଆସିଛନ୍ତି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri