‘୮୩’ ଫିଲ୍ମ ପାଇଁ କପିଳ ଦେବ କେତେ ଟଙ୍କା ନେଇଛନ୍ତି ଜାଣନ୍ତି
ଅଭିନେତା ରଣଭୀର ସିଂଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘୮୩’ ଡିସେମ୍ବର ୨୪ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି। ଏହି ଫିଲ୍ମରେ ରଣଭୀର ଭାରତୀୟ ପୂର୍ବତନ ଅଧିନାୟକ କପିଳ ଦେବଙ୍କ ଭୂମିକାରେ ଅଭିନୟ କରୁଛନ୍ତି। ୧୯୮୩ ମସିହାରେ କପିଲ ଦେବଙ୍କ ଅଧିନାୟକତ୍ୱରେ ଲର୍ଡସରେ…
ଫିଲ୍ମ ‘୮୩’ କୁ ଟ୍ୟାକ୍ସ୍ ଫ୍ରି’ ଘୋଷଣା କଲେ ଦିଲ୍ଲୀ ସରକାର
ନୂଆଦିଲ୍ଲୀ,୨୨।୧୨: କବୀର ଖାନଙ୍କ ନିର୍ଦ୍ଦେଶିତ ଫିଲ୍ମ ‘୮୩’ ଡିସେମ୍ବର ୨୪ରେ ରିଲିଜ୍ ହେବାକୁ ଯାଉଛି। ଏହାକୁ ଦେଖିବା ପାଇଁ ଅନେକ ଦର୍ଶକ ଅପେକ୍ଷା କରିଛନ୍ତି। ଏହି ଫିଲ୍ମରେ ଅଭିନେତା ରଣଭୀର ସିଂ ଅଭିନୟ କରିଛନ୍ତି। ତେବେ ମଙ୍ଗଳବାର ଦିଲ୍ଲୀରେ ଟିକସ ମୁକ୍ତ…
ଭାଜପାକୁ ଅଭିଶାପ ଦେଇ ଟ୍ରୋଲ ହେଲେ ଜୟା
ନୂଆଦିଲ୍ଲୀ,୧୨।୧୨: ପାର୍ଲାମେଣ୍ଟରେ ପୁଣି ନିଜର କ୍ରୋଧ ପ୍ରକାଶ କରି ସମାଜବାଦୀ ପାର୍ଟି ଏମ୍ପି ତଥା ଅଭିନେତ୍ରୀ ଜୟା ବଚ୍ଚନ ପୁଣି ଚର୍ଚ୍ଚାରେ ଅଛନ୍ତି। ରାଜ୍ୟ ସଭାରେ ତାଙ୍କ ବିରୋଧରେ ଆସିଥିବା ବ୍ୟକ୍ତିଗତ ମନ୍ତବ୍ୟରେ ଖୁସି ନ ଥିବା ଜୟା ଭାଜପା ଏମ୍ପିମାନଙ୍କୁ…
କାହିଁକି ସୋସିଆଲ୍ ମିଡିଆରୁ ସ୍ବାମୀଙ୍କ ସର୍ନେମ୍ ହଟାଇଲେ ପ୍ରିୟଙ୍କା: କଲେ ଖୁଲାସା
ସୋସିଆଲ ମିଡିଆରୁ ତାଙ୍କ ସ୍ବାମୀ ନିକ ଜୋନାସଙ୍କ ସରନେମ୍କୁ ହଟାଇ ଦେଇଥିବା ପ୍ରିୟଙ୍କା ଚୋପ୍ରା ଏହି ପ୍ରସଙ୍ଗରେ ପ୍ରଥମ ଥର ମୁହଁ ଖୋଲିଛନ୍ତି। ମୁଁ ମୋର ୟୁଜରନେମ୍ ମୋ ଟୁଇଟର୍ ସହିତ ସମାନ୍ କରିବାକୁ ଚାହୁଁଥିଲି ସେଥିପାଇଁ ଏପରି କଲି। କିନ୍ତୁ…
‘ଦୟାଳୁ ହେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ’
ମୁମ୍ବାଇ: ଅଭିନେତ୍ରୀ ଆଥିଆ ଶେଟ୍ଟୀ ନିଜର ଲୁକ୍କୁ ନେଇ ଚର୍ଚ୍ଚାରେ ରୁହନ୍ତି। ସେ ସୋସିଆଲ ମିଡିଆରେ ବେଶ୍ ଆକ୍ଟିଭ୍। ନିକଟରେ ସେ ଏକ ସାକ୍ଷାତକାରରେ ନଜର ଆସିଥିଲେ। କିଶୋର ଅବସ୍ଥାରେ ତାଙ୍କୁ ତାଙ୍କ ଦେହର ରଙ୍ଗ ପାଇଁ ଟ୍ରୋଲ କରାଯାଇଥିଲା ବୋଲି…
ପୁଣି ପ୍ରେମରେ ପଡିଲେ ହ୍ରିତିକ ରୋଶନଙ୍କ ପୂର୍ବତନ ସ୍ତ୍ରୀ
ବଲିଉଡ ଅଭିନେତା ହ୍ରିତିକ ରୋଶନ ସୁଜାନେ ଖାନଙ୍କଠାରୁ ଛାଡପତ୍ର ନେଇଛନ୍ତି। ସୁଜାନେ ଏବେ ପୁଣିଥରେ ପ୍ରେମରେ ପଡିଛନ୍ତି। ହ୍ରିତିକ୍ଙ୍କ ଠାରୁ ଅଲଗା ହେବାପରେ ସୁଜାନେ ଆଜିକାଲି ଟିଭି ଅଭିନେତା ଅଲି ଗୋନିଙ୍କ ଭାଇ ଆର୍ସଲାନ ଗୋନିଙ୍କୁ ଡେଟ୍ କରୁଛନ୍ତି। ଉଭୟଙ୍କୁ ଅନେକ…
ଏକାଥରକେ ୫୦ ଫିଲ୍ମ ସାଇନ୍ କରିଥିଲେ ଏହି ପ୍ରସିଦ୍ଧ ଅଭିନେତା
ହିରୋ ନମ୍ବର ଗୋବିନ୍ଦା ଆଜି ୫୮ ବର୍ଷରେ ପଦାର୍ପଣ କରିଛନ୍ତି। ୯୦ ଦଶକରେ ସେ ଅନେକ କମେଡି ଫିଲରେ ଅଭିନୟ କରି ରାତାରାତି ଷ୍ଟାର ପାଲଟିଥିଲେ। ଫିଲ୍ମ ‘କୁଲି ନଂ ୧’ ହେଉ କିମ୍ବା ‘ହଦ କର ଦି ଆପ୍ନେ’ ଭଳି…
ମାତ୍ର ୧୫ ବର୍ଷ ବୟସରୁ ଅଭିନୟ ଦୁନିଆରେ ଏଣ୍ଟ୍ରି କରିଥିଲେ ତମନ୍ନା
ମୁମ୍ବାଇ: ୟଙ୍ଗଷ୍ଟରଙ୍କ ପ୍ରଥମ ପସନ୍ଦ ନାୟିକା ତମନ୍ନା ଭାଟିଆ ଚଳିତ ବର୍ଷ ତାଙ୍କର ୩୧ ତମ ଜନ୍ମଦିନ ପାଳନ କରୁଛନ୍ତି । ୨୧ ଡିସେମ୍ବର ୧୯୮୯ରେ ଜନ୍ମନେଇଥିବା ତମନ୍ନା ମାତ୍ର ୧୫ ବର୍ଷ ବୟସରେ ଅଭିନୟ ଦୁନିଆରେ ପାଦ ରଖିଥିଲେ ।…
ବିଜ୍ଞାପନରୁ କ୍ୟାରିୟର ଆରମ୍ଭ କରି ଗୋଟିଏ ବର୍ଷରେ ସାଇନ୍ କରିଥିଲେ ୪୦ ଫିଲ୍ମ
ମୁମ୍ବାଇ: ହିରୋ ନମ୍ବର ୱାନ, କୁଲି ନମ୍ବର ୱାନ । ଏହି ନମ୍ବର ୱାନ ନାୟକ ଜଣକ ହେଉଛନ୍ତି ବଲିଉଡର ବହୁ ପରିଚିତ ନାୟକ ଗୋବିନ୍ଦା । ଯାହା ଅଣ୍ଟା ହଲିଗଲେ ଦୋହଲିଯାଏ ଷ୍ଟେଜ । ଗୋବିନ୍ଦା ୫୮ ବର୍ଷରେ ପଦାର୍ପଣ…
ମା’ହେବେ କାଜଲ!
ମୁମ୍ବାଇ: ସାଉଥ୍ ସୁନ୍ଦରୀ କାଜଲ ଅଗ୍ରୱାଲ ମା’ ହେବା ଖବର କିଛିଦିନ ହେଲା ଚର୍ଚ୍ଚାରେ ରହୁଛି । ହେଲେ ଏହା କେତେ ସତ ତାହା ଏପଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଏବେ କାଜଲ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଇନଷ୍ଟାଗ୍ରାମରେ ଏକ…
ଗଣମାଧ୍ୟମ, ଫଟୋଗ୍ରାଫରଙ୍କୁ ଧନ୍ୟବାଦ ଜଣାଇଲେ ଅନୁଷ୍କା
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମା ଅନ୍ୟ ଅଭିନେତ୍ରୀମାନଙ୍କ ଅପେକ୍ଷା ସୋସିଆଲ ମିଡିଆରେ ବହୁତ ଆକ୍ଟିଭ୍। ଅନୁଷ୍କା ସବୁବେଳେ ପ୍ରଶଂସକମାନଙ୍କ ସହ ଯୋଡ଼ି ହୋଇ ରହିବା ପାଇଁ ତାଙ୍କ ଫଟୋ ଏବଂ ଭିଡିଓ ଶେୟାର କରିଥାନ୍ତି। ଏବେ ସେ ତାଙ୍କ ଇନ୍ଷ୍ଟାଗ୍ରାମରେ…
ଇଡିରେ ହାଜର ହେଲେ ଐଶ୍ୱର୍ଯ୍ୟା
ମୁମ୍ବାଇ,୨୦ା୧୨: ବହୁ ଚର୍ଚ୍ଚିତ ପାନାମା ପେପର୍ସ ମାମଲାରେ ବଚ୍ଚନ ପରିବାର ପାଇଁ ଅଡୁଆ ବଢ଼ିଛି। ବଲିଉଡ୍ ଅଭିନେତ୍ରୀ ତଥା ବଚ୍ଚନ ପରିବାରର ବୋହୂ ଐଶ୍ୱର୍ଯ୍ୟା ରାୟ ଇଡିରେ ହାଜର ହୋଇଛନ୍ତି। ଦିଲ୍ଲୀର ଲୋକନାୟକ ଭବନରେ ସେ ସୋମବାର ପୂର୍ବାହ୍ନରେ ପହଞ୍ଚିଛନ୍ତି। ସୂଚନାନୁସାରେ,…
Archives


