ପେଟା ଇଣ୍ଡିଆ ୨୦୨୧ର ‘ପର୍ସନ ଅଫ୍ ଦ ଇୟର’ ଆଲିଆ
ମୁମ୍ବଇ: ବଲିଉଡ୍ ନାୟିକା ଆଲିଆ ଭଟ୍ଟଙ୍କୁ ପେଟା ଇଣ୍ଡିଆ ୨୦୨୧ର ‘ପର୍ସନ ଅଫ୍ ଦ ଇୟର’ ଭାବେ ବାଛିଛି । ଆଲିଆ ଜଣେ ଆଗଧାଡିର ଅଭିନେତ୍ରୀ ସହ ଜଣେ ଆନିମଲ ଲଭର ବୋଲି ଅନେକେ ହୁଏତ ଜାଣିଥିବେ । ସେ ଆନିମଲଙ୍କ…
‘ସୀତା ଔର ଗୀତା’ ଅଭିନେତା ମୁସ୍ତାକ୍ ମର୍ଚ୍ଚାଣ୍ଟଙ୍କ ପରଲୋକ
ମୁମ୍ବାଇ, ୨୮ା୧୨: ବଲିଉଡ୍ ଅଭିନେତା ତଥା କମେଡିଆନ ମୁସ୍ତାକ ମର୍ଚ୍ଚାଣ୍ଟଙ୍କ ସୋମବାର ପରଲୋକ ଘଟିଛି। ତାଙ୍କୁ ୬୭ ବର୍ଷ ହୋଇଥିଲା। ଦୀର୍ଘଦିନରୁ ସେ ମଧୁମେହରେ ପୀଡ଼ିତ ଥିଲେ। ଚିକିତ୍ସାଧୀନ ଅବସ୍ଥାରେ ମୁମ୍ବାଇର ହୋଲି ଫ୍ୟାମିଲି ହସ୍ପିଟାଲରେ ସେ ଶେଷ ନିଃଶ୍ୱାସ ତ୍ୟାଗ…
କ୍ୟାଟ୍ରିନାଙ୍କ ଡ୍ରେସ୍କୁ ନେଇ ହେଉଛି ଚର୍ଚ୍ଚା: ଦାମ୍ ରହିଛି…
ବଲିଉଡ୍ ଅଭିନେତ୍ରୀ କ୍ୟାଟ୍ରିନା କୈଫ ନିକଟରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସ୍ବାମୀ ତଥା ଅଭିନେତା ବିକି କୌଶଲଙ୍କ ସହ ପ୍ରଥମ ଖ୍ରୀଷ୍ଟମାସ ପାଳନ କରିଛନ୍ତି। ଖ୍ରୀଷ୍ଟମାସ ଅବସରରେ ଦୁହେଁ ପରସ୍ପରକୁ ରୋମାଣ୍ଟିକ ଅଭିନନ୍ଦନ ଜଣାଇଛନ୍ତି। ଏହାର ଫଟୋ ସେ ସୋସିଆଲ…
ପୁରୁଷଙ୍କ ନିକଟତର ହେବା ନେଇ ଏଭଳି କହି ଚର୍ଚ୍ଚାକୁ ଆସିଥିଲେ ରେଖା
ବଲିଉଡ ଅଭିନେତ୍ରୀ ରେଖା ଅଭିନୟ ଏବଂ ଗ୍ଲାମରସ ଷ୍ଟାଇଲ ପାଇଁ ବେଶ ଜଣାଶୁଣା। ରେଖା ଚଳଚ୍ଚିତ୍ର ଜଗତକୁ ଅନେକ ହିଟ୍ ଫିଲ୍ମ ଦେଇଛନ୍ତ। କିନ୍ତୁ ସେ ତାଙ୍କ ଚଳଚ୍ଚିତ୍ର ବ୍ୟତୀତ ସେ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ତାଙ୍କୁ ଦୀର୍ଘ…
ବ୍ୟସ୍ତ ଅଛନ୍ତି ହୁମା
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ହୁମା କୁରୈଶି ଇନଷ୍ଟ୍ରାମ ଆକାଉଣ୍ଟରେ ରାଣୀ ଭାରତି ଅବତାରରେ ଏକ ସେଲ୍ଫି ଶେୟାର କରିଛନ୍ତି । ଏଥିରେ ସେ ସିଜିନ ୨ ଆଡକୁ ଇସାରା କରିଛନ୍ତି । ଏହାସହ ଭିକ୍ଟ୍ରି ସାଇନ୍ ମଧ୍ୟ ଦେଖାଇଛନ୍ତି । ହୁମା…
କେତେ ପାଠ ପଢ଼ିଛନ୍ତି ସଲମାନ୍
ମୁମ୍ବାଇ: ୧୯୬୫ ଡିସେମ୍ବର ୨୭ ଅର୍ଥାତ୍ ଆଜିର ଦିନରେ ମଧ୍ୟପ୍ରଦେଶର ଇନ୍ଦୋରଠାରେ ଜନ୍ମଗ୍ରହଣ କରିଥିଲେ ଲୋକପ୍ରିୟ ଅଭିନେତା ସଲମାନ ଖାନ୍। ଆଜି ହେଉଛି ସଲମାନଙ୍କ ଜନ୍ମଦିନ। ଏହି ସ୍ବତନ୍ତ୍ର ଦିବସ ଅବସରରେ ତାଙ୍କ ବିଷୟରେ ଜାଣନ୍ତୁ କିଛି କଥା… ବରିଷ୍ଠ ଲେଖକ…
ସଲମାନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ କ୍ୟାଟ୍ରିନା କହିଲେ…
ଦବଙ୍ଗ ଷ୍ଟାର୍ ସଲମାନ ଖାନ ଆଜି ୫୬ ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ବିଶେଷ ଅବସରରେ ପ୍ରଶଂସକଙ୍କ ସହ ସେଲିବ୍ରିଟିମାନେ ମଧ୍ୟ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। କିନ୍ତୁ ପ୍ରଶଂସକମାନେ ତାଙ୍କ ପୂର୍ବତନ ପ୍ରେମିକା ତଥା ନିକଟରେ ବିବାହ ବନ୍ଧନରେ ଆବଦ୍ଧ…
ଶୁଟିଂ ବେଳେ ଗାୟିକାଙ୍କୁ କାମୁଡିଲା ସାପ: ଦେଖନ୍ତୁ ଭୟଙ୍କର ଭିଡିଓ
ବଲିଉଡ ଅଭିନେତା ସଲମାନ ଖାନ୍ଙ୍କ ପରେ ଏବେ ହଲିଉଡ ସିଙ୍ଗର ମେଟା ମଧ୍ୟ ସର୍ପାଘାତର ଶିକାର ହୋଇଛନ୍ତି। ନିକଟରେ ସେ ଏକ ଭିଡିଓ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଭିଡିଓରେ ତାଙ୍କୁ ସାପ କାମୁଡୁଥିବାର ଦେଖାଯାଇଛି। ଏହାର ଭିଡିଓ ଭାଇରାଲ ହେଉଛି।…
ମନ୍ତ୍ରୀଙ୍କ ଚେତାବନୀ ପରେ ବଦଳିବ ‘ମଧୁବନ’ ଗୀତ
ଭୋପାଲ,୨୭।୧୨: ବଲିଉଡ୍ ଅଭନେତ୍ରୀ ସନ୍ନି ଲିଓନଙ୍କ ଗୀତ ‘ମଧୁବନ’ ବିବାଦ ଘେରକୁ ଆସିବା ପରେ ଏହାକୁ ନେଇ ସେ ଚର୍ଚ୍ଚାରେ ଅଛନ୍ତି। ତେବେ ଏହି ଗୀତର ମ୍ୟୁଜିକ ଭିଡିଓ ବଦଳାଇବେ ବୋଲି କମ୍ପାନୀ ପ୍ରତିଶ୍ରୁତି ଦେଇଛି । ଏହି ଗୀତକୁ ନେଇ…
ବିବାହରେ ନାଚିବା ପାଇଁ ଏତିକି ଟଙ୍କା ଫି’ ନିଅନ୍ତି ବଲିଉଡ୍ ସେଲିବ୍ରିଟି
ନିକଟରେ ଅଭିନେତା ସଲମାନ ଖାନ ନେତା ପ୍ରଫୁଲ୍ଲ ପଟେଲଙ୍କ ପୁଅ ପ୍ରଜୟ ପଟେଲଙ୍କ ବିବାହରେ ପହଞ୍ଚିଥିଲେ। ଏବେ ସୋସିଆଲ ମିଡିଆରେ ବିବାହର ଏକ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓରେ ସଲମାନ ନାଚୁଥିବାର ନଜର ଆସିଛନ୍ତି। ଏହି ଭିଡିଓର ପ୍ରତିକ୍ରିୟାରେ ପ୍ରଶଂସକମାନେ…
ସଲମାନଙ୍କ ପ୍ରଥମ ଦରମା ଥିଲା ଏତିକି
ବଲିଉଡ ଅଭିନେତା ସଲମାନ ଖାନଙ୍କୁ ଆଜି ୫୬ ବର୍ଷ ବୟସ ହୋଇଛି । ଏହି ବିଶେଷ ଅବସରରେ ତାଙ୍କ ପ୍ରଶଂସକ, ତାଙ୍କ ବନ୍ଧୁ ଏବଂ ପରିବାର ସଦସ୍ୟମାନେ ତାଙ୍କୁ ଜନ୍ମଦିନ ରେ ଅଭିନନ୍ଦନ ଜଣାଇଛନ୍ତି। ସେ ୩୦ ବର୍ଷରୁ ଅଧିକ ସମୟ…
୧୦ ଜଣଙ୍କ ପ୍ରେମରେ ପଡିଥିଲେ ବି ମୋଷ୍ଟ ଇଲିଜିବଲ ବ୍ୟାଚେଲର ଲିଷ୍ଟରେ ରହିଗଲେ ଭାଇଜାନ
ମୁମ୍ବାଇ: ବଲିଉଡ୍ ଭାଇଜାନ୍ ସଲମାନ ଖାଁ ୫୬ ବର୍ଷରେ ପଦାର୍ପଣ କରିଛନ୍ତି । ଏଥର କିନ୍ତୁ ବିଳମ୍ବିତ ରାତିରେ ଜନ୍ମଦିନ ପାଳନ କରିବାର ଆୟୋଜନ ସମୟରେ ସଲମାନଙ୍କୁ ସାପ କାମୁଡିବା ଓ ସେ ହସ୍ପିଟାଲ ଯିବା ତାଙ୍କ ପ୍ରଶଂସକଙ୍କୁ ନିରାଶ କରିଛି…
Archives


