ମନୋରଞ୍ଜନ

‘ମାଲିକ’ରେ ରାଜକୁମାର-ମାନୁଷୀ ରୋମାନ୍ସ

ମୁମ୍ବାଇ: ଅଭିନେତା ରାଜକୁମାର ରାଓଙ୍କ ଆଗାମୀ ଫିଲ୍ମ ‘ମାଲିକ’ ଆସନ୍ତା ଜୁଲାଇ ୧୧ରେ ରିଲିଜ୍‌ ହେବାକୁ ଯାଉଛି। ଫିଲ୍ମରେ ରାଜକୁମାର ଗ୍ୟାଙ୍ଗଷ୍ଟର ଭୂମିକାରେ ନଜରକୁ ଆସିବେ। ମଙ୍ଗଳବାର ‘ମାଲିକ’ ଫିଲ୍ମର ଏକ ଗୀତ ‘ନାମୁମ୍‌କିନ’କୁ ରିଲିଜ୍‌ କରାଯାଇଛି। ଏହି ଗୀତରେ ରାଜକୁମାରଙ୍କ…

୯୦ ବର୍ଷରେ ଡେବ୍ୟୁ କରିବେ ଆମିରଙ୍କ ମାଆ

ମୁମ୍ବାଇ,୭।୬: ଅଭିନେତା ଆମିର ଖାନ ଆଜିକାଲି ତାଙ୍କ ଆଗାମୀ ଫିଲ୍ମ ସିତାରେ ଜମିନ ପର ପାଇଁ ଖବରରେ ଅଛନ୍ତି। ଏହି ଫିଲ୍ମ କେବଳ ଏହାର ବିଶେଷ କାହାଣୀ ପାଇଁ ନୁହେଁ ବରଂ ଉତ୍କୃଷ୍ଟ କ୍ୟାମିଓ ପାଇଁ ମଧ୍ୟ ଲଗାତାର ଖବରରେ ରହିଛି।…

ସ୍ପିରିଟ୍ ବିବାଦ ମଧ୍ୟରେ କଲ୍କି-୨ ଛାଡ଼ିଲେ ଦୀପିକା ପାଦୁକୋନ: ରିପୋର୍ଟ

ନୂଆଦିଲ୍ଲୀ,୬।୬: ସନ୍ଦୀପ ରେଡ୍ଡୀ ଭାଙ୍ଗାଙ୍କ ଫିଲ୍ମ ‘ସ୍ପିରିଟ୍’ରୁ ଦୀପିକା ପାଦୁକୋନଙ୍କ ବାହାରିବା ନେଇ ଚାଲିଥିବା ବିବାଦ ମଧ୍ୟରେ, ଏହି ଅଭିନେତ୍ରୀ ତାଙ୍କ ବ୍ଲକବଷ୍ଟର ଫିଲ୍ମ ‘କଳ୍କି ୨୮୯୮ ଏଡି’ର ଦ୍ୱିତୀୟ ଭାଗରୁ ମଧ୍ୟ ବାହାରି ଯାଇଥିବା ଖବର ମିଳିଛି। ରିପୋର୍ଟ ଅନୁଯାୟୀ,…

ଦୀର୍ଘ ଦିନର ଗର୍ଲଫ୍ରେଣ୍ଡ ଜୈନାବ ରାବଜୀଙ୍କୁ ବିବାହ କଲେ ନାଗାର୍ଜୁନଙ୍କ ପୁଅ ଅଖିଲ ଆକ୍କିନେନି

ହାଇଦ୍ରାବାଦ,୬।୬: ତେଲୁଗୁ ସିନେମା ଜଗତର ପ୍ରଖ୍ୟାତ ଅଭିନେତା ନାଗାର୍ଜୁନ ଆକ୍କିନେନିଙ୍କ ଛୋଟ ପୁତ୍ର ଅଖିଲ ଆକ୍କିନେନି ଶୁକ୍ରବାର ତାଙ୍କ ଦୀର୍ଘ ଦିନର ଗର୍ଲଫ୍ରେଣ୍ଡ ଜୈନାବ ରାବଜୀଙ୍କୁ ବିବାହ କରି ନୂଆ ଜୀବନ ଆରମ୍ଭ କରିଛନ୍ତି। ଏହି ଅନ୍ତରଙ୍ଗ ବିବାହ ଉତ୍ସବ ହାଇଦ୍ରାବାଦର…

ମୁଁ ଆଦୌ କ୍ଷମା ମାଗିବିନି…ରୋକଠୋକ କହିଦେଲେ କମଲ ହାସନ

ଚେନ୍ନାଇ,୩।୬: ତାମିଲ-କନ୍ନଡ ଭାଷା ବିବାଦ ସମ୍ପର୍କରେ ସାଉଥ୍‌ ଷ୍ଟାର୍‌ କମଲ ହାସନ କ୍ଷମା ମାଗିବାକୁ ମନା କରିଦେଇଛନ୍ତି। ତାଙ୍କ ଫିଲ୍ମ ଠଗ ଲାଇଫ ଆଉ କର୍ନାଟକରେ ରିଲିଜ ହେବ ନାହିଁ। କମଲ ହାସନଙ୍କ ପ୍ରଯୋଜନା କମ୍ପାନୀ ମଙ୍ଗଳବାର କର୍ନାଟକ ହାଇକୋର୍ଟକୁ କହିଛି…

ବିନୀତା ଛେତ୍ରୀ ରନର୍‌ଅପ୍‌

ଲଣ୍ଡନ: ବ୍ରିଟେନ୍‌ର ଲୋକପ୍ରିୟ ରିୟଲିଟି ଶୋ’ ‘ବ୍ରିଟେନ୍ସ ଗଟ୍‌ ଟ୍ୟାଲେଣ୍ଟ’ର ଚଳିତ ସିଜନରେ ଭାରତର ୯ ବର୍ଷୀୟା ବିନୀତା ଛେତ୍ରୀ ଦ୍ୱିତୀୟ ରନର ଅପ୍‌ ହୋଇଛନ୍ତି। ଏହି ମଞ୍ଚରେ ବିନୀତା ନିଜ ନୃତ୍ୟ ଦ୍ୱାରା ଦର୍ଶକ ଏବଂ ବିଚାରକମଣ୍ଡଳୀଙ୍କୁ ମନ୍ତ୍ରମୁଗ୍ଧ କରି…

‘ଠଗ୍‌ ଲାଇଫ୍‌’ ରିଲିଜ୍‌ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ କମଲ ହାସନ୍‌

ବେଙ୍ଗାଲୁରୁ, ୩।୬ (ପି.ଟି.): ଅଭିନେତା କମଲ ହାସନଙ୍କ ଆଗାମୀ ଫିଲ୍ମ ‘ଠଗ୍‌ ଲାଇଫ୍‌’ ଆସନ୍ତା ଜୁନ୍‌ ୫ରେ ରିଲିଜ୍‌ ହେବାକୁ ଯାଉଛି। କର୍ନାଟକରେ ଏହି ଫିଲ୍ମକୁ ସୁରୁଖୁରୁରେ ମୁକ୍ତିଲାଭ କରିବାକୁ ଦିଆଯାଉ ଦାବିରେ କମଲ ସୋମବାର କର୍ନାଟକ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବା…

କିଏ ସେ ଓପାଲ ସୁଚତା? ଯିଏ ପିନ୍ଧିଲେ ବିଶ୍ୱ ସୁନ୍ଦରୀ ୨୦୨୫ ମୁକୁଟ

ନୂଆଦିଲ୍ଲୀ,୩୧।୫: ମିସ୍‌ ୱାଲର୍‌ଡ ୨୦୨୫ ଜିତିଛନ୍ତି ଥାଇଲାଣ୍ଡର ସୁନ୍ଦରୀ ଓପାଲ ସୁଚତା ଚୁଆଙ୍ଗଶ୍ରୀ। ପ୍ରାୟ ୧୧୦ ଦେଶର ପ୍ରତିଯୋଗୀଙ୍କୁ ପଛରେ ପକାଇ, ଓପାଲ ସୁଚତା ଏହି ଟାଇଟଲ ଜିତିଛନ୍ତି। ଏହି ଇଭେଣ୍ଟ ହାଇଦ୍ରାବାଦରେ ଆୟୋଜିତ ହୋଇଥିଲା, ଯେଉଁଠାରେ ତାଙ୍କୁ ମିସ ୱାଲର୍‌ଡ…

ଟିଭି ସିରିଆଲକୁ ଫେରିବେ ଭାଜପା ନେତ୍ରୀ ସ୍ମୃତି ଇରାନୀ, ଜାଣନ୍ତୁ କାହିଁକି?

ମୁମ୍ବାଇ,୩୧।୫: ଭାରତୀୟ ଟେଲିଭିଜନର ଆଇକନିକ ଧାରାବାହିକ ‘କ୍ୟୁଙ୍କି ସାସ ଭି କଭି ବହୁ ଥି’ର ଦ୍ୱିତୀୟ ସିଜନ ପାଇଁ ସୁଟିଂ ଆରମ୍ଭ ହୋଇଛି। ଏହି ଧାରାବାହିକରେ ତୁଳସୀ ବିରାଣୀ ଚରିତ୍ରରେ ଘରେ ଘରେ ପରିଚିତ ହୋଇଥିବା ଅଭିନେତ୍ରୀ ତଥା ପୂର୍ବତନ କେନ୍ଦ୍ରୀୟ…

ବିରାଟଙ୍କ ସହ ଉର୍ବଶୀଙ୍କର ରହିଛି କେଉଁ ସମ୍ପର୍କ? କାନ୍ସର ରେଡ କାର୍ପେଟ ଲୁକ ଖୋଲିଲା ଅସଲ ଗୁମର…

ମୁମ୍ବାଇ,୨୮।୫: ବଲିଉଡ ଅଭିନେତ୍ରୀ ଉର୍ବଶୀ ରାଉତେଲା ଆଜିକାଲି ଶିରୋନାମାରେ ଅଛନ୍ତି। କାନ୍ସରେ ତାଙ୍କ ଲୁକ ସହିତ ଉର୍ବଶୀ ସମସ୍ତଙ୍କ ହୃଦୟ ଜିତିଛନ୍ତି। ତାଙ୍କର କାନ୍ସ ଲୁକ ସମସ୍ତଙ୍କଠାରୁ ଖୁବ ଭିନ୍ନ ଥିଲା। ସେ ସୋସିଆଲ ମିଡିଆରେ ତାଙ୍କର ପ୍ରତ୍ୟେକ ଲୁକର ଫଟୋ…

ଦୀପିକାଙ୍କୁ ଲିଭର କ୍ୟାନସର୍‌: ପୋଷ୍ଟ ଶେୟାର କରି ବଖାଣିଲେ ଦୁଃଖ

ଟିଭି ଅଭିନେତ୍ରୀ ଦୀପିକା କକ୍କର ଆଜିକାଲି ତାଙ୍କ ଜୀବନର ଏକ କଷ୍ଟକର ପର୍ଯ୍ୟାୟ ଦେଇ ଗତି କରୁଛନ୍ତି। ଦୀପିକାଙ୍କ ଦ୍ୱିତୀୟ ପର୍ଯ୍ୟାୟ ଲିଭର କ୍ୟାନସର ହୋଇଛି। ଏନେଇ ସେ ନିଜେ ସୋସିଆଲ ମିଡିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି। ସେ ସମସ୍ତ…

‘ଡକାୟତ’: ଅଦିଭିଙ୍କ ବିପକ୍ଷରେ ମୃଣାଳ

ହାଇଦ୍ରାବାଦ: ଅଭିନେତା ଅଦିଭି ଶେଷ ଏବଂ ଅଭିନେତ୍ରୀ ମୃଣାଳ ଠାକୁରଙ୍କ ଆଗାମୀ ଫିଲ୍ମ ‘ଡକାୟତ: ଏକ ପ୍ରେମ କଥା’ର ଟିଜରକୁ ସୋମବାର ଜାରି କରାଯାଇଛି। ଟିଜର ସାମ୍‌ନାକୁ ଆସିବା ପରେ ଫିଲ୍ମକୁ ନେଇ ଅଦିଭି ଏବଂ ମୃଣାଳଙ୍କ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?