ମନୋରଞ୍ଜନ

କରୋନା ହେବା ପରେ ଅଭିନେତ୍ରୀଙ୍କୁ ଚିହ୍ନି ହେଉ ନ ଥିଲା

ବମ୍ବେ: ଥରକୁ ଥର ନୂଆ ରୂପରେ ଆସି କଲବଲ କରୁଛି ମହାମାରୀ କରୋନା। ସାଧାରଣଜନତାଙ୍କଠାରୁ ଆରମ୍ଭ କରି ବଡ଼ ବଡ଼ ସେଲିବ୍ରିଟିମାନେ ଏଥିରୁ ବର୍ତ୍ତି ପାରୁନାହାନ୍ତି। କିଛି କରୋନାରେ ପ୍ରାଣ ହରାଇଥିବା ବେଳେ କିଛି ଅନେକ ସ୍ବାସ୍ଥ୍ୟଗତ ସମସ୍ୟା ଦେଇ ଗତି…

ହସ୍ପିଟାଲରେ ‘କଟପ୍ପା’

ସାଉଥ ଫିଲ୍ମ ବାହୁବଳୀ ଫେମ୍‌ ‘କଟପ୍ପା’ ତଥା ଅଭିନେତା ସତ୍ୟରାଜ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ନିକଟରେ ସେ କରୋନାରେ ଆକ୍ରାନ୍ତ ହୋଇଥିଲେ । ଏବେ ସେ ଅସୁସ୍ଥ ହୋଇପଡିଛନ୍ତି। ତାଙ୍କୁ ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଫିଲ୍ମ ଇଣ୍ଡଷ୍ଟ୍ରିର…

ବିବାହକୁ ପୂରିଲା ମାସେ: ଭିକିଙ୍କ ସହ ରୋମାଣ୍ଟିକ୍‌ ହେଲେ କ୍ୟାଟ୍‌

ବଲିଉଡ୍‌ ଅଭିନେତ୍ରୀ କ୍ୟାଟ୍ରିନା କୈଫ ଏବଂ ଭିକି କୌଶଲ ନିକଟରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ବିବାହ ପରେ ଉଭୟଙ୍କୁ ନେଇ ଚର୍ଚ୍ଚା ହେଉଛି। ବର୍ତ୍ତମାନ ଦୁହେଁ ବଲିଉଡ୍ର ଚର୍ଚ୍ଚିତ ଯୋଡି ଭାବେ ବେଶ ପରିଚିତ । ନିକଟରେ ଉଭୟ ବିବାହର…

କାମ ପାଇଁ ଭିକ ମାଗିଥିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ଛୋଟ ପରଦାର ଲୋକପ୍ରିୟ ଅଭିନେତ୍ରୀମାନଙ୍କ ମଧ୍ୟରୁ ନିଆ ଶର୍ମା ଅନ୍ୟତମ। ସେ ଅନେକ ଟିଭି ସିରିଏଲରେ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତିଛନ୍ତି। ଅଭିନୟ ସହିତ ନଆ ତାଙ୍କ ବ୍ୟକ୍ତିଗତ ଜୀବନ ଏବଂ କ୍ୟାରିୟର ବିଷୟରେ ଅନେକ ଖୁଲାସା କରିଥାନ୍ତି।…

ଏହି ଅଭିନେତ୍ରୀଙ୍କୁ ଶକ୍ତ ଚାପୁଡ଼ା ମାରି ମଧ୍ୟ ମୋର ଭୁଲ ନାହିଁ କହିଥିଲେ ଇଶା

ବଲିଉଡ ଇଣ୍ଡଷ୍ଟ୍ରିରେ ଅଭିନେତ୍ରୀମାନଙ୍କ ମଧ୍ୟରେ ଝଗଡା ସାଧାରଣ କଥା। ଇଣ୍ଡଷ୍ଟ୍ରିରେ ଅନେକ ଅଭିନେତ୍ରୀ ଅଛନ୍ତି, ଯେଉଁମାନେ ଛୋଟଛୋଟ ମନୋମାଳିନ୍ୟ ଲାଗି ଚର୍ଚ୍ଚାକୁ ଆସିଥାନ୍ତି। ଏହି କାରଣରୁ, ଇଣ୍ଡଷ୍ଟ୍ରିର କିଛି ଅଭିନେତ୍ରୀ ପରସ୍ପର ସହ କାମ କରିବା ଠାରୁ ଦୂରେଇ ରହିଛନ୍ତି। କିନ୍ତୁ…

ଚୁମ୍ବନକୁ ନେଇ ଚର୍ଚ୍ଚାରେ ଏହି ଅଭିନେତ୍ରୀ

ମୁମ୍ବାଇ: ଅଭିନେତ୍ରୀ ଜ୍ୟାକଲିନ୍‌ ଫର୍ନାଡିଜ୍‌ ଏବେ ଚର୍ଚ୍ଚାରେ ରହିଛନ୍ତି। ଠଗ୍‌ ସୁକେଶ ଚନ୍ଦ୍ରଶେଖରଙ୍କ ସହ ସମ୍ପର୍କକୁ ନେଇ ଏବେ ବଲିଉଡ୍‌ରେ ଚର୍ଚ୍ଚା। ଏହି ଚର୍ଚ୍ଚା ଭିତରେ ଆଉ ଏକ ନୂଆ ଫଟୋ ସାମ୍ନାକୁ ଆସିଛି। ଯେଉଁଥିରେ ସୁକେଶ ଜ୍ୟାକଲିନଙ୍କୁ ଚୁମ୍ବନ ଦେଉଥିବାର…

ଏହି ଅଭିନେତ୍ରୀଙ୍କୁ ବିବାହ ପାଇଁ ପ୍ରପୋଜ୍‌ କରିଥିଲେ ଗୋବିନ୍ଦା; ହେଲେ ନା ନା କହି ନେନେଙ୍କ…

ବମ୍ବେ: ଆଜି ବି ଲକ୍ଷ ଲକ୍ଷ ଲୋକଙ୍କ ହୃଦୟରେ ରାଜ୍‌ କରୁଛନ୍ତି ବଲିଉଡ୍‌ର ଲୋକପ୍ରିୟ ଅଭିନେତ୍ରୀ ମାଧୁରୀ ଦିକ୍ଷୀତ। ୯୦ ଦଶକରେ ସେ ଆଗଧାଡ଼ିର ଅଭିନେତ୍ରୀ ମଧ୍ୟରୁ ଜଣେ ଥିଲେ। ‘ଧକ୍‌ ଧକ୍‌ ଗଲ୍‌’ ବୋଲି ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କର…

ଦୁଇ ଦୁଇଥର ବିବାହ କରିବାକୁ ନିଷ୍ପତ୍ତି ନେଇ ଫେରିଆସିଛନ୍ତି ଏହି ଅଭିନେତ୍ରୀ

ବମ୍ବେ: ଜୀବନରେ ପ୍ରେମର ବସନ୍ତ ବେହୁଛି, ହେଲେ କଥା ବିବାହ ଯାଏ ଯାଉନାହିଁ। ଆମେ କଥା ହେଉଛୁ ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ସୁସ୍ମିତା ସେନ୍‌ଙ୍କ କଥା। କିଛି ଦିନ ପୂର୍ବେ ସେ ପ୍ରେମିକ ରୋହମନ ସଲ୍‌ଙ୍କଠାରୁ ଅଲଗା ହୋଇଯାଇଥିବା ନେଇ ଘୋଷଣା…

ଧୋନୀ ମୋ ହିରୋ: ରଶ୍ମିକା

ହାଇଦ୍ରାବାଦ: ଦକ୍ଷିଣ ଭାରତୀୟ ସିନେମାର ଲୋକପ୍ରିୟ ଅଭିନେତ୍ରୀ ତଥା ନ୍ୟାଶନାଲ କ୍ରସ ରଶ୍ମିକା ମନ୍ଦନା ନିଜର ଚୁଲବୁଲୀ ସ୍ବଭାବକୁ ନେଇ ଜଣାଶୁଣା। ‘ଡିଅର୍‌ କ୍ରୋମ୍ରେଡ୍‌’ ଚଳଚ୍ଚିତ୍ରରେ ହାତରେ ବ୍ୟାଟ୍‌ ଧରି ବୋଲର୍‌ଙ୍କ ଝାଳ ବୁହାଇଦେଇଥିଲେ ସେ। ବାସ୍ତବ ଜୀବନରେ ସେ ମଧ୍ୟ…

ବୋଲ୍ଡ ଫଟୋ ଶେୟାର କଲେ କାଜଲଙ୍କ ଝିଅ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କାଜଲ ଏବଂ ଅଭିନେତା ଅଜୟ ଦେବଗନଙ୍କ ଝିଅ ନିସା ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ରହୁଛନ୍ତି। କହିବାକୁ ଗଲେ ସୋସିଆଲ ମିଡିଆରେ ଜଣେ ଲୋକପ୍ରିୟ ଚେହେରା। ଯିଏ କି ପ୍ରଶଂସକଙ୍କ ପାଇଁ ସବୁବେଳେ କିଛି ନା କିଛି…

ସୁସ୍ଥ ହୋଇ କାମ ଆରମ୍ଭ କଲେଣି ଦୀପିକା

ମୁମ୍ବାଇ: ଦେଶରେ କରୋନା ସଂକ୍ରମଣ ବେଳକୁ ବେଳ ବଢି ଚାଲିଥିବା ବେଳେ ଏହାଦ୍ୱାରା ସବୁ ବର୍ଗର ଲୋକେ ସଂକ୍ରମିତ ହେଉଛନ୍ତି । ବଲିଉଡ୍ ଦୁନିଆ ବି ଏଥିରୁ ବାଦ୍ ଯାଇନାହିଁ । ବହୁ ସତର୍କତା ପରେ ବି କେତେଜଣ କଳାକାର କରୋନାରେ…

‘ଲୁପ ଲପେଟା’କୁ ନେଇ ଉତ୍ସାହିତ ଅଛନ୍ତି ତାପସୀ

ମୁମ୍ବାଇ: ବଲିଉଡରେ ଏବେ ରାଜ୍ କରୁଥିବା ନାୟିକାଙ୍କ ମଧ୍ୟରେ ଜଣେ ହେଉଛନ୍ତି ତାପସୀ ପନ୍ନୁ । ଏବେ ତାଙ୍କ ପ୍ରଶଂସକଙ୍କ ପାଇଁ ଆସିଛି ଏକ ବଡ ଖବର । ତାପସୀଙ୍କ ଅଭିନୀତ ଫିଲ୍ମ ‘ଲୁପ ଲପେଟା’ ଆସନ୍ତା ମାସ ୪ ତାରିଖରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri