ଚୁମ୍ବନକୁ ନେଇ ଚର୍ଚ୍ଚାରେ ଏହି ଅଭିନେତ୍ରୀ

ମୁମ୍ବାଇ: ଅଭିନେତ୍ରୀ ଜ୍ୟାକଲିନ୍‌ ଫର୍ନାଡିଜ୍‌ ଏବେ ଚର୍ଚ୍ଚାରେ ରହିଛନ୍ତି। ଠଗ୍‌ ସୁକେଶ ଚନ୍ଦ୍ରଶେଖରଙ୍କ ସହ ସମ୍ପର୍କକୁ ନେଇ ଏବେ ବଲିଉଡ୍‌ରେ ଚର୍ଚ୍ଚା। ଏହି ଚର୍ଚ୍ଚା ଭିତରେ ଆଉ ଏକ ନୂଆ ଫଟୋ ସାମ୍ନାକୁ ଆସିଛି। ଯେଉଁଥିରେ ସୁକେଶ ଜ୍ୟାକଲିନଙ୍କୁ ଚୁମ୍ବନ ଦେଉଥିବାର ଦେଖିବାକୁ ମିଳିଛି। ତାଙ୍କର ଏହି ବିବାଦୀୟ ସମ୍ପର୍କ ଏବେ ଖୁବ୍‌ ଚର୍ଚ୍ଚାରେ। ଏଥିରୁ ଜ୍ୟାକଲିନ-ସୁକେଶଙ୍କ ପ୍ରେମ ସମ୍ପର୍କ ଥିବା ସ୍ପଷ୍ଟ ବାରି ହୋଇପଡୁଛି। ଏପରିକି ଜ୍ୟାକଲିନଙ୍କ ବେକରେ ଏକ ଚୁମ୍ବନ ଦାଗ ରହିଥିବା ଫଟୋରେ ଦେଖିବାକୁ ମିଳିଛି। ଏହି ଦାଗକୁ ନେଇ ଉଭୟ ବେଶ୍‌ ଚର୍ଚ୍ଚାରେ ରହିଛନ୍ତି।

ଫଟୋରୁ ସ୍ପଷ୍ଟ ହୋଇଛି ଯେ, ଉଭୟଙ୍କ ମଧ୍ୟରେ ଏକ ବିଶେଷ ସମ୍ପର୍କ ଅଛି। ଯଦିଓ ଜ୍ୟାକଲିନ ସୁକେଶଙ୍କ ସହ ଡେଟିଂ କରିବାକୁ ମନା କରି ଦେଇଛନ୍ତି, କିନ୍ତୁ ଏହି ଫଟୋ ଆଉ କିଛି କହୁଛି।


Enter your email to get our daily news in your inbox.

All Right Reserved By Dharitri.Com

ସେନା ପୋଷାକରେ ନଜର ଆସିଛନ୍ତି ଏହି ବଲିଉଡ୍‌ କଳାକାର

ମୁମ୍ବାଇ: ବଲିଉଡ୍‌ରେ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ କାହଣୀକୁ ନେଇ ନିର୍ମାଣ କରାଯାଇଥାଏ ଫିଲ୍ମ। ଏମିତିକି ସତ ଘଟଣାକୁ ନେଇ ତିଆରି ହୋଇଥିବା ଫିଲ୍ମ ଦର୍ଶକଙ୍କ...

ଭାରତ ରତ୍ନ ଡା. ଆମ୍ବେଦକର ଆୱାର୍ଡର ଫଟୋ ଶେୟର କରି ଟ୍ରୋଲ ହେଲେ ପାୟଲ

ମୁମ୍ବାଇ: ଅଭିନେତ୍ରୀ ପାଲୟ ଘୋଷଙ୍କୁ କିଏ ବା ନ ଜାଣେ । ତାଙ୍କ ଅଭିନୟ ପାଇଁ ସେ ଯେତିକି ପରିଚିତ ତା’ଠାରୁ ଅଧିକ ପରିଚିତ ଅନୁରାଗ...

ପୁଣି କଥିତ ପ୍ରେମିକା ସାରାଙ୍କ ସହ ନଜର ଆସିଲେ ଶୁଭମନ, ଏୟାରପୋର୍ଟରେ ଲୁଚାଛପାରେ…

ନୂଆଦିଲ୍ଲୀ,୨।୧: କ୍ରିକେଟର ଶୁଭମନ ଗିଲ ନ୍ୟୁଜିଲାଣ୍ଡ ବିପକ୍ଷରେ ଶତକ ମାରିବା ପରଠାରୁ ଭାରତର ପ୍ରିୟ କ୍ରିକେଟର ପାଲଟିଛନ୍ତି। ଏମିତିରେ ତାଙ୍କ ବ୍ୟକ୍ତିଗତ ଜୀବନ ବି ରହିଛି...

ପ୍ରାଇଭେଟ୍‌ ଜେଟ୍‌ରୁ ଭବ୍ୟ ବଙ୍ଗଳା: ସାଉଥ୍‌ ସୁପରଷ୍ଟାର ବିଜୟଙ୍କ ମୋଟ ସମ୍ପତ୍ତି ମୂଲ୍ୟ ଜାଣିଲେ…

ବମ୍ବେ: ସାଉଥ୍‌ ସୁପରଷ୍ଟାର ବିଜୟ ଦେବରକୋଣ୍ଡା ଆଜିର ସମୟର ଲୋକପ୍ରିୟ ଅଭିନେତାଙ୍କ ମଧ୍ୟରୁ ଜଣେ। ୨୦୧୭ରେ ‘ଅର୍ଜୁନ ରେଡ୍ଡି’ ଫିଲ୍ମ ଜରିଆରେ ଡେବ୍ୟୁ କରିଥିଲେ ସେ।...

କୋହଲିଙ୍କୁ ଆଲିଙ୍ଗନ କଲେ ରଣବୀର

ଲଣ୍ଡନ, ୧୭।୬: ଇଂଲଣ୍ଡରେ ଚାଲିଥିବା କ୍ରିକେଟ ବିଶ୍ୱକପର ଏକ ମ୍ୟାଚ୍‌ରେ ଭାରତ ପାକିସ୍ତାନକୁ ୮୯ ରନ୍‌ରେ ପରାସ୍ତ କରିଛି। ରବିବାର ଅନୁଷ୍ଠିତ ଏହି ହାଇଭୋଲଟେଜ୍‌ ମ୍ୟାଚ୍‌...

ଶର୍ଟଲେସ୍‌ ହୋଇ ଯୋଗ କଲେ ବରୁଣ, ଏହି ଅଭିନେତ୍ରୀ ଉଡ଼ାଇଲେ ମଜା

ମୁମ୍ବାଇ: ଅଭିନେତା ବରୁଣ ଧାଓ୍ବନ ଫିଟ୍‌ନେସ ପ୍ରିୟ। ତାଙ୍କର ଓ୍ବାର୍କଆଉଟ୍‌ ଭିଡିଓ ସବୁବେଳେ ଚର୍ଚ୍ଚାରେ ରହିଥାଏ। ଯେତେ ବ୍ୟସ୍ତତା ଭିତରେ ବରୁଣ ରହିଲେ ମଧ୍ୟ ଓ୍ବାର୍କଆଉଟ୍‌...

ବଲିଉଡ୍‌ରେ ଡେବ୍ୟୁ କରିବେ ଲୋକପ୍ରିୟ ଶ୍ରୀଲଙ୍କା ଗାୟିକା ୟୋହାନି

ମୁମ୍ବାଇ: ‘ମାନିକେ ମାଗେ ହିତେ’ ଗାଇ ଚର୍ଚ୍ଚାରେ ଥିବା ଶ୍ରୀଲଙ୍କା ଗାୟିକା ୟୋହାନି ଏବେ ବଲିଉଡ୍‌ରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି । ସୋସିଆଲ ମିଡ଼ିିଆରେ ତାଙ୍କ...

ରାଜନୀତିରେ ଏଣ୍ଟ୍ରି କରିବେ ଅକ୍ଷୟ! ଜାଣନ୍ତୁ କ’ଣ କହିଲେ…

ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ଅଭିନୟ ଏବଂ ଲୁକ୍‌କୁ ନେଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ଅନେକ ଦର୍ଶକ ତାଙ୍କ ଫିଲ୍ମ ଦେଖିବାକୁ ଭଲ ପାଆନ୍ତି। ନିକଟରେ...

Advertisement
Archives

Model This Week