୧୧ରେ ଆସିବ ‘କାଥୁଭାକୁଲା ରେଣ୍ଡୁ କାଧଲ’ର ଟିଜର୍
ନିର୍ଦ୍ଦେଶକ ଭିଗ୍ନେଶ ଶିବନ ସୋସିଆଲ ମିଡିଆରେ ନେଇ ନିଶ୍ଚିତ କରିଛନ୍ତି ଯେ, ତାଙ୍କର ଆଗାମୀ ଫିଲ୍ମ ‘କାଥୁଭାକୁଲା ରେଣ୍ଡୁ କାଧଲ’ କେବଳ ପ୍ରେକ୍ଷାଳୟରେ ଏପ୍ରିଲରେ ମୁକ୍ତିଲାଭ କରିବ। ଭାଲେଣ୍ଟାଇନ୍ସ ଡେ ପୂର୍ବରୁ ଫେବୃୟାରୀ ୧୧ରେ ଫିଲ୍ମର ଟିଜର୍ ୱେବକୁ ଆସିବ ବୋଲି…
ସମିତାଙ୍କ ଜନ୍ମଦିନରେ ରୋମାଣ୍ଟିକ୍ ହେଲେ…
ବମ୍ବେ: ବିଗ୍ବସ୍ ଘରୁ ବାହାରିବା ପରେ ପ୍ରେମିକ ରାକେଶ ବାପତଙ୍କ ସହ ସମୟ ବିତାଉଛନ୍ତି ଅଭିନେତ୍ରୀ ସମିତା ସେଟ୍ଟୀ। ବୁଧବାର ସମିତା ନିଜର ଜନ୍ମଦିନ ପାଳନ କରୁଛନ୍ତି। ଏଭଳି ଖାସ୍ ଦିନରେ ରାକେଶ ନିଜ ସୋସିଆଲ ମିଡିଆରେ ଏକ ରୋମାଣ୍ଟିକ ଫଟୋ…
ଏହି ଦିନ ପ୍ରେକ୍ଷାଳୟକୁ ଆସିବ ବିଗ୍-ବି’ଙ୍କ ଫିଲ୍ମ ‘ଝୁଣ୍ଡ’
ମୁମ୍ବାଇ: ଅମିତାଭ ବଚ୍ଚନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଝୁଣ୍ଡ’ମାର୍ଚ୍ଚ ୪ ତାରିଖରେ ପ୍ରେକ୍ଷାଳୟରେ ରିଲିଜ୍ ହେବା ନେଇ ଘୋଷଣା ହୋଇଛି। କୋଭିଡ-୧୯ ହେତୁ ଫିଲ୍ମ ନିର୍ମାତା ଫିଲ୍ମର ରିଲିଜ୍ ତାରିଖକୁ ସ୍ଥଗିତ ରଖିଥିଲେ। ନିକଟରେ ଅମିତାଭ୍ ବଚ୍ଚନ ଫିଲ୍ମର ନୂଆ ପୋଷ୍ଟର…
ବାଇକ୍ କିଣିଲେ ଅର୍ଜୁନ, ଦାମ୍ ରହିଛି…
ବଲିଉଡର ପ୍ରସିଦ୍ଧ ଅଭିନେତା ଅର୍ଜୁନ କପୁର ଅଭିନୟ ପ୍ରତି ଯେତିକି ଆଗ୍ରହୀ, ସେ ଗାଡିକୁ ମଧ୍ୟ ଭଲ ପାଆନ୍ତ। ଗତ କିଛି ବର୍ଷ ମଧ୍ୟରେ ଅର୍ଜୁନ ଅନେକ ନୂଆ କାର ଏବଂ ବାଇକ କିଣିଛନ୍ତି। ସେ ପ୍ରାୟତଃ ଏସୟୁଭି କିଣିବାକୁ ପସନ୍ଦ…
ବିବାହର ୯ ବର୍ଷ ପରେ ବାପା ହେଲେ ଅଭିନେତା, ଘରକୁ ଆସିଲା…
ବମ୍ବେ: ପିତା ହୋଇଛନ୍ତି ଲୋକପ୍ରିୟ ଟେଲି ଅଭିନେତା ମୃଣାଳ ଜୈନ। ତାଙ୍କ ସ୍ତ୍ରୀ ସ୍ବିଟି ଜୈନ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ୨୦୧୩ରେ ପରିବାରର ସମ୍ମତି କ୍ରମେ ସ୍ବିଟିଙ୍କ ହାତ ଧରିଥିଲେ ମୃଣାଳ। ହେଲେ ବିବାହର ନଅ ବର୍ଷ ପରେ…
ବିବାହର ପ୍ରଥମ ଭାଲେଣ୍ଟାଇନ୍ ଡେ’ ସଲମାନଙ୍କ ସହ ବିତାଇବେ କ୍ୟାଟ୍ରିନା
ସୁପରଷ୍ଟାର ସଲମାନ ଖାନ ମୁମ୍ବାଇର ୟଶ ରାଜ ଫିଲ୍ମ ଷ୍ଟୁଡିଓରେ ଆସନ୍ତା ଫେବୃୟାରୀ ୫ଠାରୁ ‘ଟାଇଗର ୩’ର ଶୁଟିଂ ଆରମ୍ଭ କରିବାକୁ ଯାଉଛନ୍ତି। ଏହି ଶୁଟିଂ ପାଇଁ ମୁମ୍ବାଇର ଅନ୍ଧେରିରେ ଅବସ୍ଥିତ ୟଶ ରାଜ ଫିଲ୍ମ ଷ୍ଟୁଡିଓରେ ଜବରଦସ୍ତ ପ୍ରସ୍ତୁତି ଦେଖିବାକୁ…
ପୁଣି ପ୍ରେମରେ ପଡିଛନ୍ତି କାର୍ତ୍ତିକ
ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ଜଣେ ଆଗଧାଡିର କଳାକାର। ତାଙ୍କର ଅନେକ ମହିଳା ପ୍ରଶଂସକ ଅଛନ୍ତି। ସେ ବଲିଉଡର ଏପରି ଜଣେ ଅଭିନେତା, ଯିଏ ଖୁବ କମ ସମୟ ମଧ୍ୟରେ ନିଜର ପରିଶ୍ରମ ସହିତ ଇଣ୍ଡଷ୍ଟ୍ରିରେ ଏକ ଭଲ ସ୍ଥାନ ହାସଲ…
ନବାଜ୍ଙ୍କ ଇଏ କି ରୂପ…
ବମ୍ବେ: ଝିଅ ରୂପରେ ଅଭିନେତା ନବାଜୁଦ୍ଦିନ ସିଦ୍ଧକିଙ୍କ ଫଟୋ ହେଉଛି ଭାଇରାଲ। ଅଭିନେତ୍ରୀ କଙ୍ଗନା ରାଣାଓ୍ବତ ଫଟୋଗୁଡ଼ିକୁ ଶେୟାର କରିବା ପରେ ପ୍ରଶଂସକଙ୍କ ଉତ୍କଣ୍ଠା ବଢ଼ିଛି। ଇଏ କେଉଁ ରୂପ, କ’ଣ ପାଇଁ ସେ ନିଜକୁ ଝିଅ ଭାବେ ସଜାଇଛନ୍ତି ତାହା…
ତିନି ମାସ ପରେ ମୁହଁ ଦେଖାଇଲେ
ବମ୍ବେ: ତିନି ମାସ ପରେ ଝିଅର ମୁହଁ ଦେଖାଇଛନ୍ତି ସୁସ୍ମିତା ସେନଙ୍କ ଭାଉଜ ତଥା ଅଭିନେତ୍ରୀ ଚାରୁ ଅସୋପା। ସୋସିଆଲ ମିଡିଆରେ ସେ ଝିଅ ଜିୟାନାଙ୍କ ସହ ଫଟୋ ଶେୟାର କରି ଭାବବିହ୍ବଳ ବାର୍ତ୍ତା ଦେଇଛନ୍ତି। ତିନି ମାସର ଜନ୍ମଦିନର ଶୁଭେଚ୍ଛା…
ଏକତାଙ୍କ ନୂଆ ରିୟଲିଟି ଶୋ’କୁ ହୋଷ୍ଟ କରିବେ କଙ୍ଗନା
ମୁମ୍ବାଇ: ବଲିଉଡ ଦୁନିଆରେ ନିଜର ପାୱାରଫୁଲ ପରଫରମାନ୍ସକୁ ନେଇ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଅଭିନେତ୍ରୀ କଙ୍ଗନା ରାନାୱତ । ଏବେ ସେ ଏକତା କପୁରଙ୍କ ଅପକମିଙ୍ଗ ରିୟଲିଟି ଶୋ’କୁ ହୋଷ୍ଟ କରିବାକୁ ଯାଉଛନ୍ତି । ଏନେଇ ନିଜେ…
୨୦ ବର୍ଷ ପରେ ସତ କହିଲେ କପିଲ!
ମୁମ୍ବାଇ: କମେଡି କିଙ୍ଗ କପିଲ ଶର୍ମା ନିକଟରେ ଓଟିଟି ଡେବ୍ୟୁ କରି ସାରିଛନ୍ତି । ନେଟଫ୍ଲିକ୍ସରେ ୨୮ ଜାନୁୟାରୀରେ କପିଲଙ୍କ ଶୋ ‘ଆଇ ଆମ୍ ନଟ୍ ଡନ୍ ୟେଟ’ ରିଲିଜ ହୋଇଛି ଯାହାର ଖୁବ୍ ଚର୍ଚ୍ଚା ହେଉଛି । ଏହି ଶୋ’ରେ…
‘ଛାଡପତ୍ର ପରେ ପୁଣି କୋଳାଗ୍ରତ’
ବଲିଉଡର ମିଷ୍ଟର ପରଫେକ୍ଟନିଷ୍ଟ ଅମିର ଖାନ ନିକଟରେ ତାଙ୍କ ପୂର୍ବତନ ସ୍ତ୍ରୀ କିରଣ ରାଓଙ୍କ ସହ ପୁଣିଥରେ ନଜର ଆସିଥିଲେ। ମୁମ୍ବାଇର ବାନ୍ଦ୍ରା ଅଞ୍ଚଳରେ ଉଭୟ ଏକାଠି ଫଟୋଗ୍ରାଫର୍ଙ୍କୁ ପୋଜ୍ ଦେଇଥିଲେ। କେବଳ ଏତିକି ନୁହେଁ, ଦୁହେଁ ପରସ୍ପରକୁ କୋଳାଗ୍ରତ ମଧ୍ୟ…
Archives


