ମନୋରଞ୍ଜନ

ଟ୍ରେଲର ରିଲିଜ ପୂର୍ବରୁ ଅଜୟ ଦେବଗନଙ୍କ ଫାଷ୍ଟ୍‌ ଲୁକ୍‌

ମୁମ୍ବାଇ: ଚଳିତବର୍ଷ ସୁପରଷ୍ଟାର ଅଜୟ ଦେବଗନଙ୍କୁ ନୂଆ ରୂପରେ ଦର୍ଶକେ ଦେଖିବେ। ଏହି ବର୍ଷ ଅଜୟ ଜଣେ ଅଭିନେତା, ନିର୍ଦ୍ଦେଶକ ଏବଂ ପ୍ରଯୋଜକ ଭାବରେ ଓଟିଟିରୁ ଆରମ୍ଭ କରି ପ୍ରେକ୍ଷାଳୟ ପର୍ଯ୍ୟନ୍ତ ଛାଇ ରହିବେ। ଅଜୟ ଦେବଗନଙ୍କ ଫିଲ୍ମସ ବ୍ୟାନରରେ ଏକ…

ଘର ବିକିଦେଲେ ବିଗ୍‌ ବି! ଜାଣନ୍ତୁ କେତେ କୋଟିରେ ହେଲା ଡିଲ୍‌

ବମ୍ବେ: ଘର ବିକିଲେ ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନ। ଦକ୍ଷିଣ ଦିଲ୍ଲୀର ଗୁଲମୋହର ପାର୍କରେ ଥିବା ନିଜ ଘରକୁ ବିକିଛନ୍ତି ସେ। ଉକ୍ତ ଘରେ ବିଗ୍‌ବିଙ୍କର ବହୁତ ସ୍ମୃତି ରହିଥିଲା। ମା’ ତେଜି ବଚ୍ଚନ ଏବଂ ବାପା ହରିବଂଶ ରାୟ ବଚ୍ଚନ…

ମା’ ହେବାର ୧୧ ଦିନ ପରେ ଏମିତି ଫଟୋଶୁଟ୍‌ କରି ଚର୍ଚ୍ଚାରେ ପ୍ରିୟଙ୍କା

ମୁମ୍ବାଇ: ବଲିଉଡ୍‌ରୁ ହଲିଉଡ୍‌ ପର୍ଯ୍ୟନ୍ତ ନିଜର ଅଭିନୟ ଦକ୍ଷତା ପ୍ରଦର୍ଶନ କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଆଜି କୌଣସି ପରିଚୟ ପ୍ରତି ଆଗ୍ରହୀ ନୁହନ୍ତି। କାରଣ ନିକଟରେ ଅର୍ଥାତ୍‌ ୨୨ ଜାନୁୟାରୀରେ ପ୍ରିୟଙ୍କା ପ୍ରଶଂସକଙ୍କୁ ମା’ ହେବାର ଖୁସି ଖବର ଦେଇଛନ୍ତି।…

‘ଜୀବନରେ କେବେ ବି ତାଙ୍କ ମୁହଁ ଦେଖିବାକୁ ଚାହେଁନା’

ବମ୍ବେ: ଜୀବନରେ ଆଉ କେବେ ବି ତେଜସ୍ବୀ ପ୍ରକାଶଙ୍କ ମୁହଁ ଦେଖିବି ନାହିଁ। କିଛି ଏଭଳି କହିଛନ୍ତି ଅଭିନେତ୍ରୀ ସମିତା ସେଟ୍ଟୀ। ନିକଟରେ ଶେଷ ହୋଇଥିବା ବିଗ୍‌ବସ୍‌ରେ ପ୍ରତିଯୋଗୀ ଭାବେ ଭାଗ ନେଇଥିଲେ ସେ। ଶୋ’ ଜିତି ପାରି ନ ଥିଲେ…

ଦିବଂଗତ ମା’ଙ୍କୁ ମନେ ପକାଇ ଭାବବିହ୍ବଳ ହେଲେ ଅର୍ଜୁନ, ପୋଷ୍ଟରେ ଲେଖିଲେ…

ବମ୍ବେ: ଦିବଂଗତ ମା’ଙ୍କ ଜନ୍ମଦିନରେ ଭାବବିହ୍ବଳ ହୋଇଛନ୍ତି ବଲିଉଡ୍‌ ଅଭିନେତା ଅର୍ଜୁନ କପୁର। ସୋସିଆଲ ମିଡିଆରେ ସେ ଏକ ଫଟୋ ଶେୟାର କରି ତାଙ୍କୁ ମନେପକାଇଛନ୍ତି। ଏହି ପୋଷ୍ଟଟି ଏବେ ବେଶ୍‌ ଭାଇରାଲ ହେଉଛି। ଅର୍ଜୁନ ଲେଖିଛନ୍ତି, ଜନ୍ମଦିନର ଶୁଭେଚ୍ଛା ମା’।…

ମାର୍ଚ୍ଚରେ ପଡିବ ହାତଗଣ୍ଠି!

ମୁମ୍ବାଇ: ଦୀର୍ଘ ଦିନର ସମ୍ପର୍କ ପରେ ଏକାଠି ହେବାକୁ ଯାଉଛନ୍ତି ରିଚା ଚଢା ଏବଂ ଅଲି ଫଜଲ। ଏବେ ସେ ବିବାହ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ୨୦୨୦ ମସିହାରେ ଏପ୍ରିଲରେ ସେମାନଙ୍କ ବିବାହ ବିଷୟରେ ଆଲୋଚନା ହୋଇଥିଲା। ବର୍ତ୍ତମାନ…

ଅମିତାଭ ବଚ୍ଚନଙ୍କୁ ଶକ୍ତ ଚାପୁଡା ମାରିଥିଲେ ଏହି ଅଭିନେତ୍ରୀ

ହିନ୍ଦୀ ସିନେମାର ପ୍ରସିଦ୍ଧ ଅଭିନେତ୍ରୀଙ୍କ ମଧ୍ୟରୁ ୱାହିଦା ରେହମାନ ଅନ୍ୟତମ। ତାମିଲନାଡୁର ଚେଙ୍ଗାଲପାଟୁରେ ୧୯୩୮, ଫେବୃୟାରୀ ୩ରେ ଜନ୍ମଗ୍ରହଣ କରିଥିଲେ। ୫୦ ଏବଂ ୬୦ ଦଶକରେ ୱାହିଦା ନିଜର ସୌନ୍ଦର୍ଯ୍ୟ ଏବଂ ଚମତ୍କାର ଅଭିନୟ ସହିତ ପ୍ରଶଂସକଙ୍କ ହୃଦୟରେ ରାଜ୍‌ କରୁଥିଲେ।…

ପୁଅର ପ୍ରଥମ ଜନ୍ମଦିନର ଫଟୋ ଶେୟାର କଲେ କମେଡି କିଙ୍ଗ୍‌

ମୁମ୍ବାଇ: କମେଡି କିଙ୍ଗ୍‌ ତଥା ଅଭିନେତା କପିଲ ଶର୍ମା ବୁଧବାର ପ୍ରଶଂସକଙ୍କ ସହ ତାଙ୍କ ପୁଅ ତ୍ରିଶାନଙ୍କ ପ୍ରଥମ ଜନ୍ମଦିନର ଫଟୋ ଶେୟାର କରିଛନ୍ତି। ତ୍ରିଶାନଙ୍କ ପ୍ରଥମ ଜନ୍ମଦିନର ଗୋଟିଏ ଦିନ ପରେ ସେ ସୁନ୍ଦର ଫଟୋଟିଏ ଶେୟାର କରିଛନ୍ତି। ଯେଉଁଥିରେ…

ମେ’ ୧୩ରେ ପ୍ରେକ୍ଷାଳୟକୁ ଆସିବ ଆୟୁଷ୍ମାନଙ୍କ ଏହି ଫିଲ୍ମ

ମୁମ୍ବାଇ: ବଲିଉଡ୍‌ ଅଭିନେତା ଆୟୁଷ୍ମାନ ଖୁରାନା ସବୁବେଳେ ନିଜର ଆକ୍ଟିଭିଟିଜ୍‌କୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ଏଥିସହିତ ସେ ଦେଶର ସମସାମୟିକ ପ୍ରସଙ୍ଗରେ ନିଜର ମତ ପ୍ରକାଶ କରି ବି ଚର୍ଚ୍ଚାକୁ ଆସିଥାନ୍ତି। ସେ ତାଙ୍କର ଆଗାମୀ ଫିଲ୍ମ ‘ଅନେକ’ର ନୂଆ ରିଲିଜ…

ଆଉ ନାହାନ୍ତି ଅଭିନେତା ଅମିତାଭ ଦୟାଲ…

ବମ୍ବେ: ପରଲୋକରେ ବଲିଉଡ୍‌ ଅଭିନେତା ତଥା ଚଳଚ୍ଚିତ୍ର ନିର୍ମାତା ଅମିତାଭ ଦୟାଲ। ବୁଧବାର ସକାଳେ ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ଘଟିଛି। ସେ ଗତ ୧୩ ଦିନ ଧରି ଅସୁସ୍ଥ ଥିଲେ। ମୃତ୍ୟୁବେଳକୁ ତାଙ୍କୁ ୫୧ ବର୍ଷ ହୋଇଥିଲା। ଅଭିନେତାଙ୍କ ପତ୍ନୀ ମୃଣାଳିନୀ…

ବିଗ୍‌ ବି’ଙ୍କୁ ଏମିତି କହିଲେ ଫିଲ୍ମ ‘ପୁଷ୍ପା’ର ହିରୋଇନ୍‌

ବହୁ ପ୍ରତୀକ୍ଷିତ ଫିଲ୍ମ ‘ପୁଷ୍ପା’କୁ ନେଇ ରଶ୍ମିକା ମନ୍ଦାନା ଏବେ ଚର୍ଚ୍ଚାରେ। ତେବେ ରଶ୍ମିକାଙ୍କ ଦୁଇଟି ବଲିଉଡ୍‌ ‘ଫିଲ୍ମ ମିଶନ ମଜ୍ନୁ’ ଏବଂ ‘ଗୁଡ୍‌ ବାଏ’ ଆଗକୁ ରିଲିଜ୍‌ ହେବାକୁ ଯାଉଛି। ଏଥିପାଇଁ ସେ ଅତ୍ୟନ୍ତ ଉତ୍ସାହିତ ଅଛନ୍ତି। ସେ ‘ଫିଲ୍ମ…

ଡାକ୍ତରଖାନାରେ ଲୋକପ୍ରିୟ କମେଡିଆନ୍‌ ସୁନିଲ୍‌; ଦୀର୍ଘ ଜୀବନର କାମନା କରୁଛନ୍ତି ପ୍ରଶଂସକ

ବମ୍ବେ: ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ଲୋକପ୍ରିୟ କମେଡିଆନ୍‌ ସୁନିଲ ଗ୍ରୋଭର। ଡା. ମଶହୁର ଗୁଲାଟି ଏବଂ ଗୁତ୍ଥି ଭଳି ଚରିତ୍ରରେ ଅଭିନୟ କରି ଲକ୍ଷ ଲକ୍ଷ ଦର୍ଶକଙ୍କୁ ଖସର ଖୋରାକ ଯୋଗାଉଥିବା ସୁନିଲ ଅସୁସ୍ଥ ହୋଇପଡ଼ିଛନ୍ତି। ବମ୍ବେର ଏସିଆନ୍‌ ହାର୍ଟ ଇନ୍‌ଷ୍ଟିଚ୍ୟୁଟ୍‌ରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri