ମନୋରଞ୍ଜନ

ପ୍ରୋଜେକ୍ଟ-କେ’ ଫିଲ୍ମ ପାଇଁ ସାହାଯ୍ୟ କରିବେ ଆନନ୍ଦ ମହିନ୍ଦ୍ରା, ଜାଣନ୍ତୁ କିପରି

ସାଉଥ ନିର୍ଦ୍ଦେଶକ ନାଗ ଅଶ୍ୱିନଙ୍କୁ ସାହାଯ୍ୟ କରିବେ ମହିନ୍ଦ୍ରା ଗ୍ରୁପ ଚେୟାରମ୍ୟାନ ଆନନ୍ଦ ମହିନ୍ଦ୍ରା। ତାଙ୍କୁ ଟୁଇଟ୍‌ରେ ଏକ ସାହାଯ୍ୟ ମାଗିଛନ୍ତି ଅଶ୍ବିନ। ଅଭିନେତା ପ୍ରଭାସ, ଦୀପିକା ପାଦୁକୋନ ଏବଂ ଅମିତାଭ ବଚ୍ଚନଙ୍କ ସହ ‘ପ୍ରୋଜେକ୍ଟ-କେ’ ଫିଲ୍ମର ଶୁଟିଂ ଚାଲିଛି। ଏହି…

ଚର୍ଚ୍ଚାରେ ତାରାଙ୍କ ଫଟୋ ଶୁଟ୍‌

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ତାରା ସୁତାରିଆଙ୍କ ଫ୍ୟାଶନ ସେନ୍ସ ୟଙ୍ଗଷ୍ଟରଙ୍କୁ ବେଶ ପସନ୍ଦ । ସେ ସବୁବେଳେ ନୂଆ ନୂଆ ଲୁକ୍ସ ନିଜ ଉପରେ ଟ୍ରାଏ କରିଥାଆନ୍ତି । ହେଲେ ଏଥର ସେ ତାଙ୍କର ନୂଆ ଫଟୋଶୁଟରେ ଇଣ୍ଟରନେଟର ପାରାକୁ ଆହୁରି…

ଶହେ କୋଟି କ୍ଲବରେ ‘ଗଙ୍ଗୁବାଇ’

ମୁମ୍ବାଇ: ଆଲିଆ ଭଟ୍ଟଙ୍କ ଅଭିନୀତ ଫିଲ୍ମ ‘ଗଙ୍ଗୁବାଇ କାଠିଆୱାଡି’ ଦର୍ଶକଙ୍କ ମନକୁ ବେଶ ଛୁଇଁ ପାରିଛି । ରିଲିଜର ପ୍ରଥମ ଦିନ ଧମାକାଦାର କଲେକ୍ସନ୍ କରିବା ପରେ ଏବେ ଏହାକୁ ଭଲ ରେସପନ୍ସ ମିଳୁଛି । ସପ୍ତାହରୁ ଅଧିକ ସମୟ ହେବ…

ନୀଳନୟନାଙ୍କ ଡାକ ନାମ ଜାଣିଲେ…

ସମସ୍ତଙ୍କର ଏକ ଭଲ ନାଁ ସହିତ ଡାକ ନାଁ ରହିଛି । ସେ ସାଧାରଣ ଲୋକ ହୁଅନ୍ତୁ ବା କୌଣସି ସେଲିବ୍ରିଟି। ସମସ୍ତଙ୍କର ପ୍ରିୟଜନ ତାଙ୍କୁ କୌଣସି ନା କୌଣସି ନାମରେ ଡାକନ୍ତି। ଆଜି ଆମେ ଆପଣଙ୍କୁ ନୀଳନୟନା ଐଶ୍ୱର୍ଯ୍ୟା ରାୟ…

ଭାଇଜାନଙ୍କୁ ପୂର୍ବରୁ ବିବାହ କରିଥିଲେ ଏହି ଅଭିନେତ୍ରୀ!

ମୁମ୍ବାଇ: ବଲିଉଡ୍‌ ଭାଇଜାନ -ସୋନାକ୍ଷୀ ସିହ୍ନା ଫିଲ୍ମରେ ଏକାଠୀ କାମ କରିଛନ୍ତି। ନିକଟରେ ସଲମାନ ଏବଂ ସୋନାକ୍ଷୀଙ୍କର ବିବାହ କରିସାରିଥିବା ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ତେବେ ସେହି ଫଟୋଟି ନିଶ୍ଚିତ ଭାବରେ ନକଲି ଏବଂ ଏଡିଟିଂ ହୋଇଥିବା ଜଣାପଡିଛି।…

ଝିଅକୁ ନେଇ କିଛି ଭିନ୍ନ ସ୍ବପ୍ନ ଦେଖିଥିଲେ ଶ୍ରୀଦେବୀ, ଜାଣନ୍ତୁ…

ବଲିଉଡ୍‌ର ଆଗଧାଡିର ଅଭିନେତ୍ରୀ ମଧ୍ୟରୁ ଜାହ୍ନବୀ କପୁର ଅନ୍ୟତମ। ଖୁବ ଶୀଘ୍ର ଜାହ୍ନବୀ ତାଙ୍କର ୨୫ ତମ ଜନ୍ମଦିନ ପାଳନ କରିବାକୁ ଯାଉଛନ୍ତି । ବଲିଉଡ୍‌ରେ ତାଙ୍କ ସଫଳତା ନେଇ ଗର୍ବ କରିବାକୁ ତାଙ୍କ ମା’ତଥା ଭେଟରାନ ଅଭିନେତ୍ରୀ ଶ୍ରୀଦେବୀ ଜୀବିତ…

ଆଗରେ ‘ରାଧେ ଶ୍ୟାମ’

ଆଲିଆ ଭଟ୍ଟଙ୍କ ଅଭିନୀତ ‘ଗଙ୍ଗୁବାଇ କାଠିଆୱାଡି’ ଫେବୃଆରୀରେ ମୁକ୍ତିଲାଭ କରିଥିଲା। ଏହା ସହିତ ତେଲୁଗୁର ଅନେକ ଫିଲ୍ମ ମଧ୍ୟ ପରଦାକୁ ଆସିଥିଲା। ବର୍ତ୍ତମାନ ମାର୍ଚ୍ଚର ପାଳି ହୋଇଥିବା ବେଳେ ଅନେକ ଫିଲ୍ମର ଲମ୍ବା ଲାଇନ୍‌ ଲାଗିଛି। ମାର୍ଚ୍ଚରେ ଅନେକ ଫିଲ୍ମ ଏବଂ…

୧୦ ବର୍ଷ ଧରି ଦୂରେଇ ଯାଇଥିଲି

ବମ୍ବେ: ବଲିଉଡ୍‌ର ସୁପରହିଟ୍‌ ନାୟିକା ତାଲିକାରେ ନାଁ ଥିଲେ ହେଁ ବଡ଼ ପରଦାରୁ ଦୂରେଇ ଯାଇଥିଲେ ସୁନ୍ଦରୀ ସୁସ୍ମିତା ସେନ୍‌। ଏବେ କିନ୍ତୁ ସେ ଓଟିଟି ପ୍ଲାଟଫର୍ମରେ ନିଜର ଦମ୍‌ ଦେଖାଉଛନ୍ତି। ଓ୍ବେବ୍‌ ସିରିଜ୍‌ ‘ଆର଼୍ୟା’ର ସଫଳତା ପରେ ଏବେ ଏହାର…

ବାହୁବଳୀ ୩ରେ ପୁଣି ପ୍ରଭାସଙ୍କୁ ଦେଖିବାକୁ ପାଇବେ ଦର୍ଶକ

ସାଉଥ୍‌ ସୁପରଷ୍ଟାର ପ୍ରଭାସଙ୍କ ଫିଲ୍ମ ପାଇଁ ତାଙ୍କ ପ୍ରଶଂସକ ଉତ୍ସାହିତ ଥାନ୍ତି। ଦର୍ଶକଙ୍କ ଉତ୍ସାହ ବଢ଼ାଇବା ସହ ପ୍ରଭାସ ତାଙ୍କ ପ୍ରଶଂସକଙ୍କୁ ଆଉ ଏକ ଇସାରା ଦେଇଛନ୍ତି। ସେ ପୁଣିଥରେ ମହେନ୍ଦ୍ର ବାହୁବଳୀ ହେବାକୁ ପ୍ରସ୍ତୁତ ହେଉଛନ୍ତି । ଏକ ସାକ୍ଷାତକାରରେ…

ରାତିରେ ମୋ’ ଭିଡିଓ ଦେଖନ୍ତି, ସକାଳୁ ମୋତେ ଟ୍ରୋଲ କରନ୍ତି: ପୁନମ୍‌

ବମ୍ବେ: ରାତିରେ ମୋ’ ଭିଡିଓ ଦେଖନ୍ତି, ସକାଳେ ମୋତେ ଟ୍ରୋଲ କରନ୍ତି। କିଛି ଏଭଳି ଢଙ୍ଗରେ ନିଜର ଟ୍ରୋଲରଙ୍କୁ ଜବାବ ଦେଇଛନ୍ତି ମଡେଲ ତଥା ଅଭିନେତ୍ରୀ ପୁନମ ପାଣ୍ଡେ। ଯେଉଁମାନେ ଅଙ୍ଗ ପ୍ରଦର୍ଶନ କରୁଛନ୍ତି ବୋଲି ନିଲ୍ଲଜ କୁହନ୍ତି, ସେମାନଙ୍କୁ ପାଲଟା…

କହୁ କହୁ କହିଦେଲେ କରିନା

ବମ୍ବେ: କହୁ କହୁ କହିଦେଲେ କରିନା କପୁର ଖାନ୍‌। ମେହବୁବ୍‌ ଷ୍ଟୁଡିଓ ବାହାରେ ଅଭିନେତ୍ରୀ କାଜୋଲଙ୍କ ସହ ତାଙ୍କର ଦେଖା ହୋଇଥିଲା। ଉଭୟ କିଛି ସମୟ ଧରି ପରସ୍ପର ସହ କଥା ହୋଇଥିଲେ। ଏହି ସମୟରେ କଥା କଥାରେ କରିନା କରିସ୍ମାଙ୍କୁ…

କମେଡିଆନ ନ ହୋଇଥିଲେ ଡକାୟତ ହୋଇଥାଆନ୍ତେ କପିଲ ଶର୍ମା !

ମୁମ୍ବାଇ: କମେଡିଆନ୍ କପିଲ ଶର୍ମାଙ୍କର ବଲିଉଡରେ ରହିଛି ଏକ ସ୍ୱତନ୍ତ୍ର ପରିଚୟ । ଏକ ଘରୋଇ ଚ୍ୟାନେଲରେ ପ୍ରସାରିତ ହେଉଥିବା ତାଙ୍କ କମେଡି ଶୋ’ରେ ଆସୁଥିବା ଅତିଥିମାନେ ହସି ହସି ବେହାଲ ହୁଅନ୍ତି । ଅସଲରେ କପିଲ ତାଙ୍କ କମେଡି ଶୋ’ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?