ଡେଞ୍ଜର ଲୁକ୍ରେ ଅକ୍ଷୟ କୁମାର
ମୁମ୍ବାଇ: ବଲିଉଡ୍ର ଆକ୍ସନ ମାଷ୍ଟର ଅକ୍ଷୟ କୁମାର ଗୋଟିଏ ପରେ ଗୋଟିଏ ନିଜ ଫିଲ୍ମର ଲୁକ୍ ଶେୟାର କରିବା ସହ ରିଲିଜ୍ ଡେଟ୍ ମଧ୍ୟ ଘୋଷଣା କରିଛନ୍ତି। କିଛି ଦିନ ପୂର୍ବରୁ ଅକ୍ଷୟ କୁମାର ଫିଲ୍ମ ପୃଥ୍ବୀରାଜର ରିଲିଜ ଡେଟ୍ ଘୋଷଣା…
ଯନ୍ତ୍ରଣା ବଖାଣିଲେ ଡ୍ରାମା କୁଇନ୍
ଅଭିନେତ୍ରୀ ରାଖୀ ସାୱନ୍ତ ତାଙ୍କ ସ୍ବାମୀ ରିତେଶଙ୍କଠାରୁ ଅଲଗା ହୋଇଛନ୍ତି। ସେମାନେ ସେମାନଙ୍କର ତିନି ବର୍ଷର ବିବାହକୁ ଭାଙ୍ଗି ଦେଇଛନ୍ତି। ଭାଲେଣ୍ଟାଇନ୍ସ ଡେ’ର ଗୋଟିଏ ଦିନ ପୂର୍ବରୁ ରବିବାର ଦିନ ରାଖୀ ରିତେଶଙ୍କଠାରୁ ଅଲଗା ହେବାର ଘୋଷଣା କରିଥିଲେ। ବିବାହ ଭାଙ୍ଗିବାପରେ…
ମଲାଇକାଙ୍କ ସହ ସମ୍ପର୍କକୁ ନେଇ ଏମିତି କହିଲେ ଅର୍ଜୁନ
ଅଭିନେତା ଅର୍ଜୁନ କପୁର ଏବଂ ମଲାଇକା ଆରୋରା ବଲିଉଡ୍ର ଚର୍ଚ୍ଚିତ ଯୋଡିଙ୍କ ମଧ୍ୟରୁ ଅନ୍ୟତମ। ନିଜଠାରୁ ବୟସରେ ବଡ଼ ମଲାଇକାଙ୍କ ସହ ସମ୍ପର୍କକୁ ନେଇ ଅର୍ଜୁନ ପ୍ରାୟତଃ ଚର୍ଚ୍ଚାରେ ଥାନ୍ତି। ତେବେ ସମ୍ପର୍କକୁ ନେଇ ଚର୍ଚ୍ଚା ହେବା ପରେ ସେମାନେ ମୁହଁ…
ଡିଜିଟାଲ ସିରିଜ ଦୁନିଆରେ ଅଜୟ
ମୁମ୍ବାଇ: ନିର୍ଦ୍ଦେଶକ ରାଜେଶ ମାପୁସ୍କରଙ୍କ ଦ୍ୱାରା ନିର୍ଦ୍ଦେଶିତ ସାଇକୋଲଜିକାଲ କ୍ରାଇମ ଡ୍ରାମା ସହିତ ଅଭିନେତା ଅଜୟ ଦେବଗନ ଡିଜିଟାଲ ସିରିଜ ଦୁନିଆରେ ପାଦ ରଖିଛନ୍ତି । ସସପେନ୍ସରେ ଭରପୁର ଡିଜନି ପ୍ଲସ ହଟଷ୍ଟାରର ମୋଷ୍ଟ ଆୱେଟେଡ ହଟଷ୍ଟାର ସ୍ପେଶାଲ୍ସ କ୍ରାଇମ ଥ୍ରିଲର’…
ଭାଲେଣ୍ଟାଇନ୍ସ ଡେ’ରେ ସ୍ବାମୀଙ୍କୁ ମନେ ପକାଇଲେ ଏହି ଅଭିନେତ୍ରୀ, କହିଲେ ତମେ ଥିଲେ…
ଭାଲେଣ୍ଟାଇନ୍ସ ଡେ ଅର୍ଥାତ ଫେବୃୟାରୀରେ ୧୪ ରେ ପ୍ରେମୀ ଯୁଗଳମାନେ ବିବାହ କରିବାକୁ ପସନ୍ଦ କରନ୍ତି। ସେହିଭଳି ଅଭିନେତ୍ରୀ ମନ୍ଦିରା ବେଦୀ ଓ ରାଜ କୌଶଲ ମଧ୍ୟ ଏହି ଦିନ ବିବାହ ହୋଇଥିଲା। ରାଜ ବର୍ତ୍ତମାନ ଏହି ଦୁନିଆରେ ନାହାନ୍ତି ।…
‘ରୁଦ୍ର ଦ ଏଜ୍ ଅଫ୍ ଡାର୍କନେସ୍’ର ଟ୍ରେଲର ରିଲିଜ୍
ଡିଜନି ପ୍ଲସ୍ ହଟ୍ଷ୍ଟାର, ହଟଷ୍ଟାର ସ୍ପେସିଆଲ ଓ ବଲିଉଡ୍ ଅଭିନେତା ଅଜୟ ଦେବଗନଙ୍କ ବହୁ ପ୍ରତିକ୍ଷୀତ କ୍ରାଇମ, ଥ୍ରୀଲର ଓ ସସ୍ପେନ୍ସ ସିରିଜ୍ ‘ରୁଦ୍ର ଦ ଏଜ୍ ଅଫ୍ ଡାର୍କନେସ୍’ର ଦ୍ୱିତୀୟ ଟ୍ରେଲର ରିଲିଜ୍ ହୋଇଛି। ସୋମବାର ମୁମ୍ବାଇର ଏକ ଇଭେଣ୍ଟରେ…
ଭାଲେଟାଇନ୍ସ ଡେ’ରେ ମନ ଦୁଃଖ କଲେ କ୍ୟାଟ୍ରିନା
ବଲିଉଡ୍ ଅଭିନେତା ବିକି କୌଶଲ-କ୍ୟାଟ୍ରିନା କୈଫଙ୍କ ବିବାହ ପରେ ସେମାନଙ୍କର ପ୍ରଥମ ‘ଭାଲେଣ୍ଟାଇନ୍ସ ଡେ’ ପାଳନ କରୁଛନ୍ତି। ଏହି ବିଶେଷ ଦିନରେ ଉଭୟଙ୍କୁ ଲଣ୍ଡନରୁ ଫେରୁଥିବାବେଳେ ମୁମ୍ବାଇ ବିମାନବନ୍ଦରରେ ଏକାଠି ଦେଖିବାକୁ ମିଳିଥିଲା। କ୍ୟାଟ୍ରିନା ଏବଂ ଭିକି ୁ ଫେରିଛନ୍ତି। ଏହା…
ଭାଲେଟାଇନ୍ସ ଡେ’ରେ ପ୍ରେମିକାଙ୍କ ସହ ରୋମାଣ୍ଟିକ ହେଲେ ରାହୁଲ
ଆଜି ଭାଲେଣ୍ଟାଇନ୍ସ ଡେ’ ଅର୍ଥାତ୍ ପ୍ରେମ ଦିବସ। ଏହି ଦିନ ପ୍ରେମିକା-ପ୍ରେମିକାମାନେ ପରସ୍ପର ପ୍ରତି ଥିବା ପ୍ରେମ ପ୍ରକାଶ କରିଥାନ୍ତି। ଭାରତୀୟ କ୍ରିକେଟର୍ କେ.ଏଲ ରାହୁଲ ଭାଲେଣ୍ଟାଇନ୍ସ ଡେ ଅବସରରେ ସୋସିଆଲ ମିଡିଆରେ ନିଜର ଗର୍ଲଫ୍ରେଣ୍ଡ ତଥା ବଲିଉଡ ଅଭିନେତ୍ରୀ ଆଥିଆ…
ସିଦ୍ଧାର୍ଥଙ୍କ ପ୍ରେମରେ ଉବୁଟୁବୁ ଅମିତାଭ ବଚ୍ଚନଙ୍କ ନାତୁଣୀ
ବଲିଉଡ ଅଭିନେତା ସିଦ୍ଧନ୍ତ ଚତୁର୍ବେଦୀ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ନିକଟରେ ତାଙ୍କ ଅଭିନୀତ ଫିଲ୍ମ ‘ଗେହରାୟାଁ’ ଓଟିଟି ପ୍ଲାଟଫର୍ମରେ ରିଲିଜ ହୋଇଛି। ଫିଲ୍ମ ରିଲିଜ ହେବା ପରେ ସିଦ୍ଧାନ୍ତଙ୍କ ଅଭିନୟକୁ ପ୍ରଶଂସା କରାଯାଉଛି। ସିଦ୍ଧାନ୍ତ ନିଜ ଅଭିନୟ ପରେ ବ୍ୟକ୍ତିଗତ ଜୀବନକୁ…
ଭାଲେଣ୍ଟାଇନ୍ ଡେ’ରେ ରୋମାଣ୍ଟିକ୍ ହେଲେ ନେହା କକ୍କର
ଆଜି ହେଉଛି ଭାଲେଣ୍ଟାଇନ୍ ଡେ’ ବା ପ୍ରେମ ଦିବସ। ଏହି ଦିବସଟିକୁ ପ୍ରେମୀଯୁଗଳ ବେଶ୍ ଉତ୍ସାହର ସହ ପାଳନ କରିଛନ୍ତି। ବଲିଉଡ୍ର ସେଲିବ୍ରିଟିମାନେ ମଧ୍ୟ ଭାଲେଣ୍ଟାଇନ୍ସ ଡେ’କୁ ଆନନ୍ଦ ସହକାରେ ପାଳନ କରୁଛନ୍ତି। ଏଥିରୁ ଗାୟିକା ନେହା କକ୍କର ଏବଂ ଏବଂ…
ଅଜୟ ଦେବଗନଙ୍କ ପୂର୍ବରୁ ଏହି ଅଭିନେତାଙ୍କୁ ପ୍ରେମ କରି ବସିଥିଲେ କାଜୋଲ
କୁହାଯାଏ ପ୍ରେମ ଯେତେ ଲୁଇଲେ ବି ଲୁଚି ରହେନା। ସେହିଭଳି ବଲିଉଡ ସେଲିବ୍ରିଟିଙ୍କ ପ୍ରେମ କାହାଣୀ ବେଶ୍ ମଧ୍ୟ ବହୁତ ରଙ୍ଗୀନ। ଅଭିନେତ୍ରୀ କାଜୋଲଙ୍କ ପ୍ରେମ କାହାଣୀ ସେମିତି ନିଆରା। ଖୁବ୍ କମ୍ ଲୋକ ଜାଣିଥିବେ ଯେ ଅଜୟଙ୍କ ପୂର୍ବରୁ ସେ…
ପ୍ରଶଂସିକାରୁ ଜୀବନସାଥୀ: ଶ୍ରୀତମ ଦାସ
ପ୍ରଶଂସିକାରୁ ଜୀବନସାଥୀ – ଶ୍ରୀତମ ଦାସ (ଅଭିନେତା) ପ୍ରଶଂସିକାରୁ ପ୍ରେମିକା ଏବଂ ପରେ ଜୀବନସାଥୀ। ବିବାହର ୬/୭ ବର୍ଷ ପୂର୍ବରୁ ଭୁବନେଶ୍ୱରରେ ମୋ ସହ ପୁନମ୍ଙ୍କର ଦେଖା ହୋଇଥିଲା। ପରେ ହଠାତ୍ ଦିନେ ପୁନମ୍ ମୋତେ ଫୋନ୍ କରିଥିଲେ। ଧୀରେ ଧୀରେ…
Archives


