ମନୋରଞ୍ଜନ

ଜାଣନ୍ତୁ ଅମିରଙ୍କ ଜନ୍ମଦିନରେ କିଏ ଜଣାଇଥିଲେ ପ୍ରଥମ ଶୁଭେଚ୍ଛା

ବଲିଉଡ୍‌ ଅଭିନେତା ଅମିର ଖାନ୍‌ଙ୍କୁ କିଏ ବା ନ ଜାଣେ। ସେ ତାଙ୍କର ଲୁକ୍‌ ଏବଂ ଅଭିନୟରେ ଦର୍ଶକଙ୍କୁ ବାନ୍ଧି ରଖିଥାନ୍ତି। ତେବେ ଆଜି ଅର୍ଥାତ୍‌ ମାର୍ଚ୍ଚ ୧୪ରେ ଅମିର ତାଙ୍କର ୫୭ ତମ ଜନ୍ମଦିନ ପାଳୁଛନ୍ତି। ପ୍ରସଂଶକଙ୍କ ଠାରୁ ସେଲିବ୍ରିଟି…

ଭାଇରାଲ ହେଉଛି ଅନୁପମଙ୍କ ଟୁଇଟର

ମୁମ୍ବାଇ: ଫିଲ୍ମ ‘ ଦ କଶ୍ମୀର ଫାଇଲ୍ସ’ର ପ୍ରଶଂସା ସମସ୍ତଙ୍କ ମୁହଁରୁ ଶୁଣିବାକୁ ମିଳୁଛି । ଦର୍ଶକ ହୁଅନ୍ତୁ ଅବା କ୍ରିଟିକ୍ସ, ରିଲିଜ ପରଠାରୁ ‘ଦ କଶ୍ମୀର ଫାଇଲ୍ସ’କୁ ବକ୍ସ ଅଫିସରେ ଖୁବ୍ ଭଲ ରେସପନ୍ସ ମିଳୁଛି । ଏହି ଫିଲ୍ମ…

ଟ୍ରୋଲ୍‌ ପରେ ଜ୍ୟାକଲିନ କହିଲେ ଏମିତି

ବଲିଉଡ୍‌ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ବୟ ଫ୍ରେଣ୍ଡ ସୁକେଶଙ୍କୁ ଇଡି ଗିରଫ କରିବା ପରେ ତାଙ୍କୁ ନେଇ ସୋସିଆଲ ମିଡିଆରେ ନାନା ପ୍ରଶ୍ନ ଉଠିଛି । ସୁକେଶଙ୍କ ନାମରେ ୨୦୦ କୋଟି ଟଙ୍କାର ଅର୍ଥ ହେରଫେର ଅଭିଯୋଗ ହୋଇଥିବା ବେଳେ ସେ…

ଓଟିଟିରେ ରିଲିଜ ହେବ ‘ମିଶନ ସିଣ୍ଡ୍ରେଲା’

ବଲିଉଡ୍‌ର ଆକ୍ସନ ହିରୋ ଅକ୍ଷୟ କୁମାର ବର୍ତ୍ତମାନ ତାଙ୍କ ଆଗାମୀ ଫିଲ୍ମ ‘ବଚ୍ଚନ ପାଣ୍ଡେ’ର ପ୍ରମୋଶନ ପାଇଁ ବ୍ୟସ୍ତ ଅଛନ୍ତି। ତେବେ ତାଙ୍କର ନୂଆ ଫିଲ୍ମ ‘ମିଶନ ସିଣ୍ଡ୍ରେଲା’କୁ ନେଇ କିଛି ତଥ୍ୟ ମଧ୍ୟ ସାମ୍ନାକୁ ଆସିଛି। ଖବର ଅନୁଯାୟୀ, ଅକ୍ଷୟ…

ପୁଣି ବିବାହ ବନ୍ଧନରେ ବାନ୍ଧି ହେବେ ଗାୟିକା

ପୁଣି ବିବାହ ବନ୍ଧନରେ ବାନ୍ଧି ହେବେ ଗାୟିକା କନିକା କପୁର। ଆସନ୍ତା ମେ ମାସରେ କନିକା ଏନଆରଆଇ ବିଜନେସ ମ୍ୟାନ ଗୌତମଙ୍କୁ ବିବାହ କରିବାକୁ ଯାଉଛନ୍ତି। ଏହା ଗାୟିକାଙ୍କର ଦ୍ୱିତୀୟ ବିବାହ। ଗତ ୬ମାସ ଧରି ଗୌତମ ଏବଂ କନିକାଙ୍କ ମଧ୍ୟରେ…

ଜୁନ୍‌ରେ ଆରମ୍ଭ ହେବ କ୍ରିସ-୪ର ଶୁଟିଂ!

ବଲିଉଡ ଅଭିନେତା ହ୍ରିତିକ୍‌ ରୋଶନ ଏଇ କିଛି ଦିନ ହେବ ନିଜ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହୁଛନ୍ତି। ତେବେ ହ୍ରିତିକ୍‌ ଏବେ ତାଙ୍କର ଅପକମିଙ୍ଗ୍‌ ଫିଲ୍ମର ଶୁଟିଂକୁ ନେଇ ଖୁବ ବ୍ୟସ୍ତ ଥିବା ଜଣାପଡିଛି। ଏହି ଫିଲ୍ମରେ…

କବିତା ପଢ଼ିଲେ ଆରାଧ୍ୟା, ମା-ଜେଜେ ବାପାଙ୍କ ସହ ତୁଳନା କଲେ ପ୍ରଶଂସକ

ମୁମ୍ବାଇ: ଅମିତାଭ ବଚ୍ଚନଙ୍କ ନାତୁଣୀ ତଥା ଐଶ୍ୱର୍ଯ୍ୟା-ଅଭିଷେକଙ୍କ ଝିଅ ଆରାଧ୍ୟା ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଷ୍ଟାର କିଡ୍‌ଙ୍କ ମଧ୍ୟରୁ ଜଣେ। ମାତ୍ର ୧୦ ବର୍ଷ ବୟସରେ ତାଙ୍କର ଅନେକ ଫ୍ୟାନ୍‌ ଫଲୋଅର୍ସ ଅଛନ୍ତି। ଏବେ ସୋସିଆଲ ମିଡିଆରେ ଆରାଧ୍ୟାଙ୍କର ଏକ ଭିଡିଓ…

ଜନ୍ମଦିନରେ ଅମିରଙ୍କୁ ବଡ଼ ଉପହାର ଦେଲେ ପୂର୍ବତନ ସ୍ତ୍ରୀ

ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଅମିର ଖାନ ଆଜି ୫୭ ତମ ଜନ୍ମଦିନ ପାଳନ କରୁଛନ୍ତି। ପ୍ରଶଂସକଙ୍କଠାରୁ ଆରମ୍ଭ କରି ଅନେକ ସେଲିବ୍ରିଟି ତାଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି। ତେବେ ଅମିକଙ୍କୁ ଜନ୍ବଦିନରେ ଏକ ଖାସ୍‌ ଉପହାର ମିଳିଛି। ଏହି ଉପହାରଟି ଦେଇଛନ୍ତି…

ଅମିର ଖାନ୍‌ଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି

ହିନ୍ଦୀ ସିନେମାର ଜଣେ ଜଣାଶୁଣା ନାମ ହେଉଛନ୍ତି ଅମିର ଖାନ। ଦର୍ଶକମାନେ ଉତ୍ସାହର ସହିତ ତାଙ୍କ ଫିଲ୍ମକୁ ଅପେକ୍ଷା କରନ୍ତି। ସେ ଗୋଟିଏ କିମ୍ବା ଦୁଇ ବର୍ଷରେ ଗୋଟିଏ ଫିଲ୍ମ କରନ୍ତି। ଆଜି ଅମିର ୫୭ ବର୍ଷରେ ପଦାର୍ପଣ କରିଛନ୍ତି। ଫିଲ୍ମ…

‘ବଚ୍ଚନ ପାଣ୍ଡେ’ର ନୂଆ ଗୀତରେ ଜମୁଛି ଜ୍ୟାକଲିନ-ଅକ୍ଷୟଙ୍କ କେମେଷ୍ଟ୍ରି

ମୁମ୍ବାଇ: ସୁପରଷ୍ଟାର ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ‘ବଚ୍ଚନ ପାଣ୍ଡେ’ର ନୂଆ ଗୀତ ରିଲିଜ୍ ହୋଇଛି । ଆକ୍ସନ, କମେଡିର ନିର୍ମାତା ସମ୍ପୂର୍ଣ୍ଣ ଗୀତଟିକୁ ସୋସିଆଲ ମିଡିଆରେ ରିଲିଜ୍ କରିସାରିଛନ୍ତି । ଏହି ଗୀତଟିକୁ ଏକ ମେଳାର ପୃଷ୍ଠଭୂମୀରେ ଶୁଟିଂ କରାଯାଇଛି…

ପର୍ସ ଚୋରି କରି ଗିରଫ ହେଲେ ଅଭିନେତ୍ରୀ

ବଙ୍ଗଳା ଫିଲ୍ମ ଅଭିନେତ୍ରୀ ରୂପା ଦତ୍ତଙ୍କୁ ଚୋରି ଅଭିଯୋଗରେ ପୋଲିସ ଗିରଫ କରିଛି। କୋଲକାତାର ଅନ୍ତର୍ଜାତୀୟ ପୁସ୍ତକ ମେଳାରେ ସେ ଚୋରି କରୁଥିବାବେଳେ ଧରାପଡିଥିଲେ। ବିଦ୍ଧନଗର ଉତ୍ତର ପୋଲିସ ଷ୍ଟେଶନ ସୂତ୍ରରୁ ପ୍ରକାଶ ଯେ, ମାର୍ଚ୍ଚ ୧୨ରେ ମେଳାରେ ଜଣେ ମହିଳା…

ବୋଲ୍ଡ ହେଲେ ଦୀପିକା, ପ୍ରଶଂସକ ପାଗଳ

ମୁମ୍ବାଇ,୧୩ା୩: ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ ଅଭିନୟ ବ୍ୟତୀତ ସୋସିଆଲ ମିଡିଆ ପ୍ଲାଟଫର୍ମରେ ବହୁତ ଆକ୍ଟିଭ୍‌। ସେ ଅଧିକାଂଶ ସମୟରେ ପ୍ରଶଂସକମାନଙ୍କ ସହିତ ତାଙ୍କର ହଟ୍‌ ଫଟୋ ଏବଂ ଶେୟାର କରିଥାନ୍ତି। ଏବେ ଦୀପିକାଙ୍କ ଏକ ଫଟୋ ଖୁବ୍‌ ଚର୍ଚ୍ଚାରେ ରହିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?