ମନୋରଞ୍ଜନ

Uttam mohanty: ଚାର୍ଟାର୍ଡ ଆକାଉଣ୍ଟାଣ୍ଟରୁ ଅଭିନେତା

ଭୁବନେଶ୍ୱର,୨୮ା୨: କଲେଜରେ ପଢ଼ିବା ମଞ୍ଚରେ ଅଭିନୟ କରି ବେଷ୍ଟ ଆକ୍ଟର ଭାବେ ପୁରସ୍କୃତ ହୋଇଥିଲେ ଉତ୍ତମ। ମାତ୍ର ଅଭିନେତା ହେବାକୁ ତାଙ୍କର ଇଚ୍ଛା ନ ଥିଲା। ୧୯୭୫ ମସିହା ବେଳକୁ ଲୁଧିଆନାରେ ଚାଟାର୍ଡ ଆକାଉଣ୍ଟାଣ୍ଟ ପାଠ ପଢୁଥିବାବେଳେ, ନିର୍ଦ୍ଦେଶକ ସାଧୁ ମେହେର…

ଉତ୍ତମ ଅଭିନୟର ଅବସାନ: ମନୋରଞ୍ଜନ ଜଗତରେ ଶୋକର ଛାୟା

ଗୁରୁଗ୍ରାମ(ଏଜେନ୍ସି),୨୮।୨:ଓଡ଼ିଆ ଚଳଚ୍ଚିତ୍ର ଜଗତର ବର୍ଷୀୟାନ ଅଭିନେତା ଉତ୍ତମ ମହାନ୍ତିଙ୍କର ଗୁରୁବାର ବିଳମ୍ବିତ ରାତିରେ ପରଲୋକ ହୋଇଯାଇଛି। ୬୬ ବର୍ଷୀୟ ଉତ୍ତମ କିଛିଦିନ ହେଲା ଲିଭର ସିରୋସିସ୍‌ ରୋଗରେ ପୀଡ଼ିତ ହୋଇ ହରିୟାଣାର ଗୁରୁଗ୍ରାମସ୍ଥିତ ମେଦାନ୍ତା ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତାଙ୍କ ପରଲୋକରେ…

ବାବୁସାନଙ୍କ ସହିତ କଥା ହେଲେ ମୁଖ୍ୟମନ୍ତ୍ରୀ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ସମ୍ପନ୍ନ ହେବ ଶେଷକୃତ୍ୟ

ଭୁବନେଶ୍ୱର,୨୮ା୨: ଓଲିଉଡ୍ ଜଗତର ବିଶିଷ୍ଟ ଅଭିନେତା ଉତ୍ତମ ମହାନ୍ତିଙ୍କ ପରଲୋକରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିବା ସହିତ ତାଙ୍କ ପୁଅ ତଥା ଅଭିନେତା ବାବୁସାନଙ୍କ ସହିତ କଥା ହୋଇ ସମବେଦନା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି,…

ଉତ୍ତମ ମହାନ୍ତିଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, କହିଲେ ଓଡ଼ିଆ ସିନେ ଜଗତର ଧ୍ରୁବତାରା…

ଭୁବନେଶ୍ୱର,୨୮ା୨: ଓଡ଼ିଆ ସିନେ ଜଗତର ବିଶିଷ୍ଟ ଅଭିନେତା ଉତ୍ତମ ମହାନ୍ତିଙ୍କ ଗୁରୁବାର ରାତିରେ ପରଲୋକ ଘଟିଛି। ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଉତ୍ତମ ମହାନ୍ତି ଥିଲେ ଓଡ଼ିଆ…

ଆଉ ନାହାନ୍ତି ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି

ଭୁବନେଶ୍ୱର,୨୭।୨: ଆଉ ନାହାନ୍ତି ଓଡ଼ିଆ ଚଳଚ୍ଚିତ୍ର ଜଗତର ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି । ଦିଲ୍ଲୀସ୍ଥିତ ମେଦାନ୍ତ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ରାତିରେ ତାଙ୍କର ପରଲୋକ ଘଟିଛି। କିଛିଦିନ ହେଲା ସେ ଲିଭର ସିରୋସିସ୍‌ ରୋଗରେ ପୀଡିତ ଥିଲେ। ୬୬ବର୍ଷ…

Sonakshi Sinha: ‘ଭାରତରେ ପହଁରିବାକୁ ମୁଁ ଡରୁଛି, ନଚେତ୍ କେହି ଚୋରି କରିନେବ…’, ସୋନାକ୍ଷୀ ଦେଲେ ବଡ଼ ବୟାନ

ମୁମ୍ବାଇ, ୨୬ା୨: ନିକଟରେ, ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ତାଙ୍କ ଜୀବନ ସହିତ ଜଡିତ କିଛି ଘଟଣା ଶେୟାର କରିଛନ୍ତି। ସେହି ଆଲୋଚନା ସମୟରେ, ସେ କହିଥିଲେ ଯେ ସେ ଜଣେ ପ୍ରଶିକ୍ଷିତ ପହଁରାଳୀ, ଯିଏ ପ୍ରାୟତଃ ବିଦେଶରେ ପହଁରିବାର ରୋମାଞ୍ଚ…

Hema Malini: ବ୍ଲାଉଜକୁ ଟିକେ ଟାଇଟ୍‌ ରଖିବ, ତାଙ୍କ ଟଚ୍‌ ମୋତେ…କାହିଁକି ଏମିତି କହିଥିଲେ ହେମାମାଳିନୀ

ମୁମ୍ବାଇ: ବାଗବାନ ଫିଲ୍ମରେ ଦର୍ଶକ ଡ୍ରିମଗାର୍ଲ ହେମାମାଳିନୀ ଓ ବିଗ୍‌ ବି ଅମିତାଭ ବଚ୍ଚନଙ୍କ ରୋଲ୍‌କୁ ବହୁତ ପସନ୍ଦ କରିଥିଲେ। ଏହି ଯୋଡି ୨୦୦୩ରେ ବଲିଉଡକୁ ଏହି ଫିଲ୍ମ ଭେଟି ଦେଇ ନିଜର ଅଭିନୟ ଜାଦୁରେ ହଇଚଇ ସୃଷ୍ଟି କରି ଦେଇଥିଲେ…

Govinda-Sunita Divorce: ୧୫୦କୋଟି ଟଙ୍କାର ମାଲିକ ଗୋବିନ୍ଦା, ଜାଣନ୍ତୁ ଛାଡପତ୍ର ହେଲେ ଭରଣପୋଷଣ ପାଇଁ ଏତେ ଟଙ୍କା ମାଗିବେ ସ୍ତ୍ରୀ ସୁନୀତା

ମୁମ୍ବାଇ: ଗୋବିନ୍ଦା ବଲିଉଡକୁ ଅନେକ ସୁପରହିଟ ଫିଲ୍ମ ଦେଇଛନ୍ତି। ଆଜି ମଧ୍ୟ ଦେଶ ଏବଂ ବିଶ୍ୱରେ ଲକ୍ଷ ଲକ୍ଷ ଲୋକ ତାଙ୍କୁ ଭଲ ପାଆନ୍ତି। କିନ୍ତୁ ଛାଡପତ୍ର ଖବର ପ୍ରସାରିତ ହେବା ପରେ, ଏବେ ଅନେକ ପ୍ରଶ୍ନ ଉଠାଯାଉଛି। ଗଣମାଧ୍ୟମ ରିପୋର୍ଟ…

୨୦୦ କୋଟିର ବଙ୍ଗଳା ଛାଡ଼ି ଭଡ଼ାରେ ରହିବେ ଶାହାରୁଖ ଖାନ୍‌; ମାସକୁ ଗଣିବେ ୨୪ ଲକ୍ଷ, କାରଣ ଜାଣିଲେ…

ମୁମ୍ବାଇ: କିଙ୍ଗ୍‌ ଖାନ୍‌ ଶାହାରୁଖଙ୍କ ପ୍ରଶଂସକଙ୍କ ଲାଗି ମୁମ୍ବାଇରେ ଥିବା ତାଙ୍କ ଘର ‘ମନ୍ନତ’ ଐତିହ୍ୟସ୍ଥଳ ଭଳି। ଘର ବାହାରେ ପ୍ରତ୍ୟେହ ପ୍ରଶଂସକଙ୍କ ଭିଡ଼ ଜନ୍ମେ। ସମସ୍ତେ ତାଙ୍କର ଏକ ଝଲକ ପାଇବା ଲାଗି ଚାତକ ଭଳି ଘଣ୍ଟା ଘଣ୍ଟା ଯାଏ…

ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ,ଏବେ କିନ୍ତୁ ସବୁ ଠିକ୍‌… ଗୋବିନ୍ଦାଙ୍କ ଓକିଲ ଖବରକୁ କହିଲେ ମିଥ୍ୟା

ମୁମ୍ବାଇ: ଆଜିକାଲି ଚର୍ଚ୍ଚାରେ ବଲିଉଡ୍‌ ଅଭିନେତା ଗୋବିନ୍ଦାଙ୍କ ବ୍ୟକ୍ତିଗତ ଜୀବନ। ବର୍ଷେ କିମ୍ବା ଦୁଇ ବର୍ଷ ନୁହେଁ ଦୀର୍ଘ ୩୭ ବର୍ଷର ବୈବାହିକ ଜୀବନରେ ତାଙ୍କର ଝଡ଼ ସୃଷ୍ଟି ହୋଇଛି। ପତ୍ନୀ ସୁନୀତାଙ୍କ ସହ ତାଙ୍କର ଛାଡ଼ପତ୍ର ହେବ ବୋଲି କୁହାଯାଉଛି।…

ପତ୍ନୀଙ୍କଠାରୁ ଅଲଗା ହେବେ ‘ବାଗ୍‌ବାନ୍‌’ ଫେମ୍‌ ଅଭିନେତା ଅମନ ବର୍ମା

ମୁମ୍ବାଇ: ସୁପରଷ୍ଟାର ଗୋବିନ୍ଦାଙ୍କ ବ୍ୟକ୍ତିଗତ ଜୀବନରେ ଝଡ଼କୁ ନେଇ ଖବର ଥମି ନ ଥିବା ବେଳେ ଏବେ ଆଉ ଜଣେ ଅଭିନେତା ପତ୍ନୀଙ୍କୁ ଛାଡ଼ପତ୍ର ଦେବାକୁ ଯାଉଛନ୍ତି। ସେ ହେଲେ ବାଗବାନ୍‌ ଭଳି ସିନେମାରେ ତଥା ଅନେକ ଟେଲିଭିଜନ ଶୋ’ରେ ନିଜର…

Video: ସୀମା-ସଚିନଙ୍କ ସମ୍ପର୍କରେ ଫାଟ! କାନ୍ଦିକି କହିଲେ, କ’ଣ ଭାବି ଆସିଥିଲି…

ଲକ୍ଷ୍ନୌ,୨୬।୨: ପାକିସ୍ତାନ ଛାଡି ଭାରତ ପଳାଇଆସିଥିବା ସୀମା ହାଇଦର ଏବଂ ସଚିନ ମୀନା ପ୍ରାୟତଃ ସୋସିଆଲ ମିଡିଆରେ ଭାଇରାଲ କଣ୍ଟେଣ୍ଟ ଶେୟାର କରି ଚର୍ଚ୍ଚାରେ ରହିଥାନ୍ତି। ସୀମା ପାକିସ୍ତାନରୁ ଭାରତ ଆସିବା ପରେ ବହୁତ ଲୋକପ୍ରିୟତା ହାସଲ କରିଛନ୍ତି। ବିଭିନ୍ନ ସୋସିଆଲ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri