Hema Malini: ବ୍ଲାଉଜକୁ ଟିକେ ଟାଇଟ୍‌ ରଖିବ, ତାଙ୍କ ଟଚ୍‌ ମୋତେ…କାହିଁକି ଏମିତି କହିଥିଲେ ହେମାମାଳିନୀ

ମୁମ୍ବାଇ: ବାଗବାନ ଫିଲ୍ମରେ ଦର୍ଶକ ଡ୍ରିମଗାର୍ଲ ହେମାମାଳିନୀ ଓ ବିଗ୍‌ ବି ଅମିତାଭ ବଚ୍ଚନଙ୍କ ରୋଲ୍‌କୁ ବହୁତ ପସନ୍ଦ କରିଥିଲେ। ଏହି ଯୋଡି ୨୦୦୩ରେ ବଲିଉଡକୁ ଏହି ଫିଲ୍ମ ଭେଟି ଦେଇ ନିଜର ଅଭିନୟ ଜାଦୁରେ ହଇଚଇ ସୃଷ୍ଟି କରି ଦେଇଥିଲେ । ଏହି ସିନେମାକୁ ଯେତେ ଥର ବି ଲୋକେ ଦେଖିଛନ୍ତି,ସେତେଥର ସେମାନେ କାନ୍ଦିଛନ୍ତି ।

Hema Malini: ତେବେ ଏ ସିନେମାରେ ଏପରି ଏକ ଦୃଶ୍ୟ ରହିଥିଲା ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଡ୍ରିମ ଗାର୍ଲଙ୍କୁ ବିଭ୍‌ ବିଙ୍କ ସହ ଏକ ରୋମାଣ୍ଟିକ ସିନ କରିବାର ଥିଲା । ତେବେ ରୋମାଣ୍ଟିକ ସିନ କରିବା ପୂର୍ବରୁ ‘ବାଗବାନ’ ସିନେମାର ମେକର୍ସଙ୍କୁ ହେମା ତାଙ୍କ ବ୍ଲାଉଜ ଟିକେ ଟାଇଟ ରଖିବା ପାଇଁ ଅନୁରୋଧ କରିଥିଲେ । େସେ ଏପରି କାହିଁକି କହିଥିଲେ ଆସନ୍ତୁ ଜାଣିବା…

Hema Malini: ନିକଟରେ ମଲ୍ଟିଷ୍ଟାରର ସିନେମା ‘ବାଗବାନ’ ର ମେକର୍ସ ରବି ଚୋପଡାଙ୍କ ପତ୍ନୀ ଏହି ସିନେମାର ଏକ ଅଂଶ ବାବଦରେ ଶୁଣାଇଛନ୍ତି । ଫିଲ୍ମ ଅମିତାଭ ଗୋଟିଏ ସିନରେ ହେମାମାଳିନୀଙ୍କ ବ୍ଲାଉଜର ହୁକ ପଛପଟରୁ ଲଗାଇବାର ଥିଲା । ଯାହାକୁ ହେମା ପୂର୍ଣ୍ଣରୂପରେ ଜୀବନ୍ତ କରି ପାରିଥିଲେ । ‘ବାଗବାନ’ରେ ଅମିତାଭ ଓ ହେମା ଯଥାକ୍ରମେ ରାଜ ଓ ପୂଜା ମାଲହୋତ୍ରାଙ୍କ ଭୂମିକା ର୍ନିବାହ କରୁଥିଲେ । ସିନେମାର ଏ ସିନ କୁ ଜୀବନ୍ତ କରିବା ପାଇଁ ହେମା ମେକର୍ସଙ୍କୁ ତାଙ୍କ ବ୍ଲାଉଜ ଟାଇଟ ରଖିବା ପାଇଁ କହିଥିଲେ । କାରଣ ଅମିତାଭ ସିନ କରିବା ସମୟରେ ସତରେ ତାଙ୍କ ବ୍ଲାଉଜକୁ ଟାଇଟ କରି ବାନ୍ଧି ପାରିବେ । ଏମିତି ହେଲେ ହିଁ ଏହି ଟଚ ତାଙ୍କୁ ସେହି ଲୁକ ଦେବ ଯାହା ସେ ଚାହାଁନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଯୁବତୀଙ୍କ ସହ ଗଢ଼ି ଉଠିଲା ପ୍ରେମ ସମ୍ପର୍କ, ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର; OISF ଯବାନଙ୍କୁ ବାନ୍ଧିଲା…

ସୁନ୍ଦରଗଡ,୨୪।୪(ଜୟ ନାରାୟଣ ମେଣ୍ଡୁଳି): ବିବାହର ପ୍ରତଶ୍ରୁତି ଦେଇ ଜଣେ ଯୁବତୀଙ୍କୁ ବଳତ୍କାର କରିଥିବା ଅଭିଯୋଗରେ ସଦରଥାନା ପୋଲିସ ଏମ୍‌ସିଏଲ୍‌ରେ କାର୍ଯ୍ୟରତ ଓଡିଶା ଶିଳ୍ପାଞ୍ଚଳ ସୁରକ୍ଷା ପୋଲିସ (ଓଆଇଏସ୍‌ଏଫ୍‌)…

କୁଶପଡାରେ କ୍ରିକେଟ ଟୁର୍ନାମେଣ୍ଟ:   ମହାମାୟୀ ଟିମ୍ ଚାମ୍ପିୟନ 

ଦିଗପହଣ୍ଡି,୨୪|୪(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କୁଶପଡା ଗ୍ରାମ ଖେଳପଡିଆ ଠାରେ ଚାଲିଥିବା ଶ୍ରୀ ସିଦ୍ଧି ବିନାୟକ କ୍ରିକେଟ ଟୁର୍ନାମେଣ୍ଟ ଶୁକ୍ରବାର ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି…

ଜାତୀୟ ପଞ୍ଚାୟତିରାଜ ଦିବସରେ ଥୁଆମୂଳ ରାମପୁରରେ ବଡ଼ ଆୟୋଜନ:କାର୍ଯ୍ୟାଦେଶ ବଣ୍ଟନ ସହ ଶ୍ରେଷ୍ଠ ପଞ୍ଚାୟତ ସମ୍ମାନିତ, ହେଲେ ଶେଷ ବେଳକୁ ଖାଲି ପଡ଼ିଥିଲା ଚେୟାର

ଥୁଆମୂଳରାମପୁର, ୨୪ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ପ୍ରାଙ୍ଗଣରେ ଶୁକ୍ରବାର ସନ୍ଧ୍ୟାରେ ଜାତୀୟ ପଞ୍ଚାୟତିରାଜ ଦିବସ – ୨୦୨୬ ବ୍ଲକ ସ୍ତରୀୟ ସମାରୋହ…

ଦିଗପହଣ୍ଡିରେ ଜାତୀୟ ପଞ୍ଚାୟତରାଜ ଦିବସ: ପାଳିତ ବ୍ଲକ ପ୍ରଶାସନ ପକ୍ଷରୁ ୧୦ ସରପଞ୍ଚ ପୁରସ୍କୃତ 

ଦିଗପହଣ୍ଡି,୨୪|୪(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ଅପରାହ୍ନରେ ଜାତୀୟ ପଞ୍ଚାୟତରାଜ ଦିବସ ମହାସମାରୋହରେ ପାଳନ କରାଯାଇଛି । ରାଜ୍ୟ ପଞ୍ଚାୟତରାଜ…

୨ ଯୁବକଙ୍କ ଉନ୍ମତ୍ତ କାଣ୍ଡ: ପ୍ରତିବାଦ କରିବାରୁ ପେଟ୍ରୋଲ ଢାଳି ହତ୍ୟା ଉଦ୍ୟମ

ଦାରିଙ୍ଗବାଡ଼ି,୨୪ା୪(ଅରୁଣ ସାହୁ): ଦାରିଙ୍ଗବାଡ଼ି ଥାନା ଅଞ୍ଚଳ ସିମନବାଡ଼ି ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ୨ ଜଣ ଯୁବକ ବାଇକରେ ଆସି ପ୍ରାୟ ୨ ଘଣ୍ଟା ଧରି ଉତ୍ପାତ ଚଳାଇଥିଲେ।…

ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିଲେ ମହିଳା: ଏକୁଟିଆପାଇ ଟଣାଓଟରା କଲେ, ଏବେ ଥାନାରେ…

ଦିଗପହଣ୍ଡି,୨୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମଳାଭଞ୍ଜା ଗ୍ରାମର ଜଣେ ବିବାହିତା ମହିଳାଙ୍କୁ ଗ୍ରାମର ଦୂର୍ଯ୍ୟ ବେହେରା ଅସଦାଚରଣ କରିବା ସହ ତଳେ ପକାଇ…

Paytm ଗ୍ରାହକଙ୍କୁ ବଡ଼ ଝଟ୍‌କା! RBI ରଦ୍ଦ କଲା ବ୍ୟାଙ୍କିଂ ଲାଇସେନ୍ସ, ଏବେ ଆଉ…

ମୁମ୍ବାଇ,୨୪।୪: ଡିଜିଟାଲ କାରବାର କ୍ଷେତ୍ରରେ ଦେଶର ଅନ୍ୟତମ ପ୍ରତିଷ୍ଠିତ ସଂସ୍ଥା ପେଟିଏମ୍‌ ପେମେଣ୍ଟ ବ୍ୟାଙ୍କ ଲିମିଟେଡକୁ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ପକ୍ଷରୁ ଏକ ବଡ଼ ଶକ୍ତ…

ହିତାଧିକାରୀଙ୍କୁ ଅନ୍ତଦୋୟ ଗୃହ ଯୋଜନାରେ କାର୍ଯ୍ୟାଦେଶ ଦେଲେ ଭଞ୍ଜନଗର ବିଧାୟକ

ଭଞ୍ଜନଗର,୨୪।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ପ୍ରଶାସନ ପକ୍ଷରୁ ଶୁକ୍ରବାର ସାରେ ଜାତୀୟ ପଞ୍ଚାୟତ ରାଜ ଦିବସ ପାଳିତ ହୋଇଯାଇଛି। ଏଥିରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri