ବାପା-ମା’-ଭାଇଙ୍କ ପରି ଫିଲ୍ମ ଜଗତକୁ କାହିଁକି ଆସିଲେ ନାହିଁ ଅମିତାଭ ବଚ୍ଚନଙ୍କ ଝିଅ
ମେଗାଷ୍ଟାର ଅମିତାଭ ବଚ୍ଚନ ଏବଂ ଜୟା ବଚ୍ଚନଙ୍କ ଝିଅ ଶ୍ୱେତା ବଚ୍ଚନ ନନ୍ଦା ବଡ଼ ପରଦାରୁ ଦୂରରେ ଥିଲେ ମଧ୍ୟ ପ୍ରାୟତଃ ଚର୍ଚ୍ଚାରେ ଥାନ୍ତି। ଶ୍ୱେତା ଆଜି ତାଙ୍କ ୪୮ ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ହୁଏତ ଫିଲ୍ମରେ ନିଜର…
ମୁନ୍ମୁନ୍ଙ୍କ ପାଇଁ ଶାର୍ଟ-ପ୍ୟାଣ୍ଟ ଖୋଲିଦେଲେ…
ବମ୍ବେ: ଟେଲି ପରଦାର ଅଭିନେତ୍ରୀ ମୁନ୍ମୁନ୍ ଦତ୍ତାଙ୍କ କ୍ରେଜ୍ କାହିଁରେ କେତେ। ହାସ୍ୟଭିତ୍ତିକ ଧାରାବାହିକ‘ତାରକ ମେହତା କା ଉଲଟା ଚଷମା’ରେ ଅଭିନୟ କରିଥିବା ଏହି ଅଭିନେତ୍ରୀଙ୍କ ମନ ଜିଣିବାକୁ ଅନେକ ଚେଷ୍ଟା କରିଥାନ୍ତି। ଏଥିପାଇଁ ସେମାନେ କିଛି ବି ଉପାୟ ଆପଣାଇଥାନ୍ତି।…
‘ଦ କଶ୍ମୀର ଫାଇଲ୍ସ’କୁ ନେଇ ଚର୍ଚ୍ଚାରେ ଥିବା ନିର୍ଦ୍ଦେଶକ ବିବେକଙ୍କ ଲଭ୍ଷ୍ଟୋରୀ: କିଛି ଏଭଳି…
ବମ୍ବେ: ଗତ ଶୁକ୍ରବାର ରିଲିଜ ହୋଇଥିବା ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’ ବକ୍ସ ଅଫିସରେ ନୂଆ କୀର୍ତ୍ତିମାନ ରଚୁଛି। ଦର୍ଶକମାନେ ଏହାକୁ ବେଶ ପସନ୍ଦ କରୁଥିବା ବେଳେ ଦିନକୁ ଦିନ ଏହାର ବ୍ୟବସାୟ ବଢ଼ିବାରେ ଲାଗିଛି। କଶ୍ମୀର ପଣ୍ଡିତମାନଙ୍କ ଉପରେ ଆଧାରିତ…
ନିକ୍ଙ୍କ ପୂର୍ବରୁ ପିସିଙ୍କ ପ୍ରେମରେ ପଡ଼ିଥିଲେ ଏହି ହଲିଉଡ୍ ଅଭିନେତା; ଅଧା ଘଣ୍ଟାରେ ଥରେ କରିଥିଲେ ପ୍ରପୋଜ୍…
ବମ୍ବେ: ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ୨୦୧୮ରେ ନିକ୍ ଜୋନାସଙ୍କୁ ବିବାହ କରିଛନ୍ତି। ନିକଟରେ ଉଭୟ ପିତାମାତା ମଧ୍ୟ ହୋଇଛନ୍ତି। ହେଲେ ଦିନ ଥିଲା ପିସିଙ୍କୁ ବିବାହ କରିବାକୁ ବଲିଉଡ୍ ତଥା ହଲିଉଡ୍ର କିଛି କଳାକାର ଚାହିଁ ରହିଥିଲେ। ସେଭଳି ଜଣେ…
ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରୀରେ ସଲମାନ୍ଙ୍କ ଏଣ୍ଟ୍ରି
ସାଉଥ ସିନେମାର ବଢୁଥିବା ଲୋକପ୍ରିୟତା ଦେଖି ଏବେ ବଲିଉଡ ତାରକାମାନେ ଟଲିଉଡ ଆଡକୁ ମୁହାଁଉଛନ୍ତ। ଅଜୟ ଦେବଗନଙ୍କ ପରେ ଆଲିଆ ଭଟ୍ଟ ଏବେ ସଲମାନ ଖାନ ମଧ୍ୟ ସାଉଥ ଫିଲ୍ମ ଜଗତରେ ପ୍ରବେଶ କରିଛନ୍ତି। ତାଙ୍କୁ ସୁପରଷ୍ଟାର ଚିରଞ୍ଜୀବୀଙ୍କ ସହ ଗଡଫାଦରରେ…
ପୁଅ ସହ ସମୁଦ୍ର କୂଳରେ ଖୁସି ମନାଉଛନ୍ତି କରୀନା, ଫଟୋ ଶେୟାର କରି କହିଲେ…
ମୁମ୍ବାଇ: କରୀନା କପୁର ଖାନ ଅଧିକାଂଶ ସମୟ ସୋସିଆଲ ମିଡିଆରେ ଆକ୍ଟିଭ୍ ରହିଥାନ୍ତି। ତାଙ୍କର ପ୍ରତ୍ୟେକ କଥା ସେ ପ୍ରଶଂସକଙ୍କ ସହ ଶେୟାର କରିଥାନ୍ତି। ଏବେ ଏକ ଫଟୋ ଶେୟାର କରିଛନ୍ତି। ଯେଉଁଥିରେ ସେ ସାନପୁଅ ଜେହ୍ଙ୍କୁ ଧରି ସମୁଦ୍ର କୂଳରେ…
ଶିଳ୍ପାଙ୍କ ମା’ଙ୍କ ବିରୋଧରେ ଜାରି ହେଲା ଓ୍ବାରେଣ୍ଟ
ବମ୍ବେ: ଗିରଫ ହୋଇପାରନ୍ତି ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ମା’ ସୁନନ୍ଦା। ଏକ ଠକେଇ ମାମଲାରେ ତାଙ୍କ ବିରୋଧରେ ଓ୍ବାରେଣ୍ଟ ଜାରି ହୋଇଛି। ପୂର୍ବରୁ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ୍(ଅନ୍ଧେରୀ କୋର୍ଟ) ଆର୍ ଆର୍ ଖାନ୍ ଶିଳ୍ପା, ତାଙ୍କ ମା’ ସୁନନ୍ଦା ଏବଂ ଭଉଣୀ ସମିତାଙ୍କୁ…
ଫିଲ୍ମ ‘ରାଧେ ଶ୍ୟାମ’ ଦେଖି ଜୀବନ ହାରିଲେ ପ୍ରଭାସଙ୍କ ପ୍ରଶଂସକ
ସମଗ୍ର ବିଶ୍ୱରେ ବାହୁବଳୀ ତଥା ତେଲୁଗୁ ସୁପରଷ୍ଟାର ପ୍ରଭାସଙ୍କର କୋଟି କୋଟି ପ୍ରଶଂସକ ଅଛନ୍ତି। ନିକଟରେ ତାଙ୍କ ଫିଲ୍ମ ‘ରାଧେ ଶ୍ୟାମ’ ରିଲିଜ ହୋଇଛି। ଏହି ଫିଲ୍ମକୁ ପ୍ରଶଂସକ ଉତ୍କଣ୍ଠାର ସହ ଅପେକ୍ଷା କରିଥିଲେ। କିନ୍ତୁ ବକ୍ସ ଅଫିସରେ ଫିଲ୍ମଟି ଫ୍ଲପ୍…
ଫିଲ୍ମକୁ ଦେଖିବା ପାଇଁ ଆସାମରେ ସରକାରୀ କର୍ମଚାରୀ ନେଇପାରିବେ ଅଧା ଦିନ ଛୁଟି
ଦିସପୁର,୧୬।୩: ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’କୁ ନେଇ ସାରା ଦେଶରେ ବର୍ତ୍ତମାନ ଚର୍ଚ୍ଚା ଜୋର ଧରିଛି। ନିକଟରେ ଏହି ଫିଲ୍ମ ରିଲିଜ ହେବା ପରେ ଏହାକୁ ଦେଖିବା ପାଇଁ ଦର୍ଶକଙ୍କ ସୁଅ ଛୁଟୁଛି। ଏହି ଫିଲ୍ମକୁ ଦେଶର…
୫ ଦିନରେ ସର୍ବାଧିକ ଆୟ କଲାଣି ଫିଲ୍ମ ‘ଦ କଶ୍ମୀର ଫାଇଲସ’
ଫିଲ୍ମ ‘ଦ କଶ୍ମୀର ଫାଇଲସ’କୁ ଦର୍ଶକଙ୍କ ଭଲ ରେସପନ୍ସ ମିଳିଛି। ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ବକ୍ସ ଅଫିସରେ ଭଲ ଆୟ କରୁଛି। କଶ୍ମୀର ପଣ୍ଡିତଙ୍କ ଉପରେ ହୋଇଥିବା ଅତ୍ୟାଚାରକୁ ନେଇ ଏହି ଫିଲ୍ମରେ ଦେଖାଯାଇଛି। କିଭଳି ଆତଙ୍କବାଦୀମାନେ ଗୋଳବାରୁଦ…
ଟୁଇଟ୍ କରି ଟ୍ରୋଲ ହେଲେ ଅଭିନେତ୍ରୀ
ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରିଙ୍କ ଫିଲ୍ମ ‘ଦ କାଶ୍ମୀର ଫାଇଲ୍ସ’କୁ ନେଇ ଚାରିଆଡେ ଚର୍ଚ୍ଚା ଚାଲିଛି। ଫିଲ୍ମଟି ୧୧ ମାର୍ଚ୍ଚରେ ସିନେମା ହଲରେ ରିଲିଜ୍ ହେବା ପରେ ଏହାକୁ ଦେଖିବାକୁ ଦର୍ଶକଙ୍କ ଭିଡ ଜମୁଛି। ତେବେ ଫିଲ୍ମଟିକୁ ସମସ୍ତେ ପସନ୍ଦ କରୁଥିବା ବେଳେ…
‘ଦ କଶ୍ମୀର ଫାଇଲ୍ସ’କୁ ଦେଖିବା ପାଇଁ ଦର୍ଶକଙ୍କ ଭିଡ, ଏବେ ଏହି ରାଜ୍ୟରେ ଟ୍ୟାକ୍ସ ଫ୍ରି କଲେ ସରକାର
ମୁମ୍ବାଇ,୧୬।୩: ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’କୁ ନେଇ ସାରା ଦେଶରେ ବର୍ତ୍ତମାନ ଚର୍ଚ୍ଚା ଜୋର ଧରିଛି। ନିକଟରେ ଏହି ଫିଲ୍ମ ରିଲିଜ ହେବା ପରେ ଏହାକୁ ଦେଖିବା ପାଇଁ ଦର୍ଶକଙ୍କ ସୁଅ ଛୁଟୁଛି। ଏହି ଫିଲ୍ମକୁ ଦେଶର…
Archives


