ହୋଲି ଖେଳରୁ ଦୂରେଇ ରୁହନ୍ତି କରୀନା, କାରଣ ଜାଣିଲେ…
ହୋଲିର ପର୍ବ ସମଗ୍ର ଦେଶରେ ଧୁମଧାମ୍ର ସହିତ ପାଳନ କରାଯାଏ। ବଲିଉଡରେ ବି ହୋଲିର ପର୍ବ ଧୁମଧାମରେ ପାଳନ କରାଯାଏ। ତେବେ ଇଣ୍ଡଷ୍ଟ୍ରିରେ ଏପରି ଜଣେ ଅଭିନେତ୍ରୀ ଅଛନ୍ତି ଯିଏକି ହୋଲିର ରଙ୍ଗ ପସନ୍ଦ କରନ୍ତି ନାହିଁ। ସେ ପୂର୍ବରୁ ହୋଲି…
ରିଲିଜ୍ ହେଲା ଦିବଂଗତ ଅଭିନେତା ପୁନୀତଙ୍କ ଶେଷ ଫିଲ୍ମ
ଦିବଂଗତ କନ୍ନଡ ଅଭିନେତା ପୁନୀତ ରାଜକୁମାରଙ୍କ ଶେଷ ଫିଲ୍ମ ଜେମ୍ସ ରିଲିଜ୍ ହୋଇଯାଇଛି। ଗୁରୁବାର ୪୦୦ ସ୍କ୍ରିନରେ ମୁକ୍ତିଲାଭ କରିଛି ଜେମ୍ସ । ଫିଲ୍ମଟି ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ନିରବଚ୍ଛିନ୍ନ ଭାବେ ଥିଏଟରରେ ପ୍ରଦର୍ଶିତ ହେବ । ହିନ୍ଦୀ, କନ୍ନଡ, ମାଲାୟାଲମ,…
ପରଦାରେ ବୋଲ୍ଡ ସିନ୍ କରିବାକୁ ମନା କରିଥିଲେ ଏହି ଅଭିନେତ୍ରୀ
ମୁମ୍ବାଇ: ଅଭିନେତ୍ରୀମାନେ ପରଦାରେ ଅଭିନୟ କରନ୍ତି ସତ ମାତ୍ର ଏମିତି କିଛି ସିନ୍ ବା ଦୃଶ୍ୟ ଥାଏ ଯାହାକୁ ସେ କରିବାକୁ ମନା କରିଥାନ୍ତି। ସେମିତି ଜଣେ ଅଭିନେତ୍ରୀ ହେଉଛନ୍ତି, ହିବା ନଓ୍ବାବ। ସେ ଛୋଟପରଦାରେ ଅଭିନୟ କରନ୍ତି। ବଡ଼ ଫିଲ୍ମରୁ…
ନବୀନଙ୍କୁ ପ୍ରଶଂସାରେ ପୋତି ପକାଇଲେ କପିଲ
ପ୍ରସିଦ୍ଧ କମେଡିଆନ୍ କପିଲ ଶର୍ମା ଆଜିକାଲି ଭୁବନେଶ୍ୱରରେ ଅଛନ୍ତି। ଏକ ଫିଲ୍ମ ଶୁଟିଂ ପାଇଁ ସେ ଏଠାକୁ ଆସିଛନ୍ତି। ଶୁଟିଂରୁ ସମୟ ବାହାର କରି ସେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ନିର୍ଦ୍ଦେଶିକା ନନ୍ଦିତା ଦାସଙ୍କ ସହ ମିଶି କପିଲ…
ଗୋଟିଏ ଫିଲ୍ମ ପାଇଁ ଏତିକି ଟଙ୍କା ନିଅନ୍ତି ଖିଲାଡି କୁମାର
ବଲିଉଡର ଖିଲାଡି ଅକ୍ଷୟ କୁମାର ତାଙ୍କ ଫିଲ୍ମ ‘ବଚ୍ଚନ ପାଣ୍ଡେ’ ପାଇଁ ଚର୍ଚ୍ଚାରେ ଅଛନ୍ତି। ଫିଲ୍ମଟି ହୋଲି ଯଥା ମାର୍ଚ୍ଚ ୧୮ରେ ରିଲିଜ ହେବାକୁ ଯାଉଛି। ଏହି ଫିଲ୍ମରେ ଅକ୍ଷୟ କୁମାରଙ୍କ ଚରିତ୍ର ଅତ୍ୟନ୍ତ ଅନନ୍ୟ। ଫିଲ୍ମର ଟ୍ରେଲର୍ ପ୍ରଶଂସକଙ୍କ ଠାରୁ…
ୟାମିଙ୍କ ସହ ବ୍ରେକ୍ଅପ ପରେ ଭାଙ୍ଗି ପଡିଥିଲେ ଅଭିନେତା
ବଲିଉଡ ଅଭିନେତା ପ୍ରତୀକ ବବର ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଥାନ୍ତି। ନିକଟରେ ପ୍ରତୀକ ବବର ତାଙ୍କ ପ୍ରେମ ଜୀବନକୁ ନେଇ କିଛି ଖୁଲାସା କରିଛନ୍ତି । ତାଙ୍କର ଏକ ଫିଲ୍ମ ‘ଏକ ଦିୱାନା ଥା’ ଫ୍ଲପ ହୋଇଥିଲା ।…
ଫିଲ୍ମ ‘ଦ କଶ୍ମୀର ଫାଇଲ’କୁ ନେଇ ଏମିତି କହିଲେ ହିନା
ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ‘ଦ କଶ୍ମୀର ଫାଇଲ୍ସ’କୁ ନେଇ ସବୁଆଡେ ଏବେ ଚର୍ଚ୍ଚା ଜୋର ଧରିଛି। ଫିଲ୍ମଟି ରିଲିଜ୍ ହେବା ପରେ ଏହାକୁ ଦେଖିବା ପାଇଁ ଦର୍ଶକଙ୍କ ଭିଡ ଜମୁଛି। ଏହି ଫିଲ୍ମକୁ ନେଇ ପ୍ରଶଂସକ ଭଲ ରିଭ୍ୟୁ ମଧ୍ୟ ଦେଉଛନ୍ତି।…
‘ହିରୋପନ୍ତି-୨’ର ଟ୍ରେଲର ରିଲିଜ୍
ବଲିଉଡ୍ ଅଭିନେତା ଟାଇଗର ଶ୍ରଫଙ୍କ ଆଗାମୀ ଫିଲ୍ମ ‘ହିରୋପନ୍ତି-୨’ର ଟ୍ରେଲର ରିଲିଜ୍ ହୋଇଛି । ତବେ ଏହି ଫିଲ୍ମଟି ୨୯ ଏପ୍ରିଲ୨୦୨୨ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । ଟାଇଗରଙ୍କ ସହ ତାରା ସୁତରିଆ ଏହି ଫିଲ୍ମରେ ନଜର ଆସିବେ। ସେପଟେ ନୱାଜୁଦ୍ଦିନ…
ଓଟିଟିରେ ଡେବ୍ୟୁ କରିବେ ବେବୋ
ବମ୍ବେ: ଖୁବ୍ଶୀଘ୍ର ଓଟିଟିରେ ଡେବ୍ୟୁ କରିବେ ବଲିଉଡ୍ ଅଭିନେତ୍ରୀ କରିନା କପୁର ଖାନ୍। ସୁଜୟ ଘୋଷଙ୍କ ଆଗାମୀ ଫିଲ୍ମରେ ସେ ନଜର ଆସିବେ। ଫିଲ୍ମଟି ଜାପାନୀ ଲେଖକ କିଗୋ ହିଗାଶିନୋଙ୍କ ଉପନ୍ୟାସ ଉପରେ ପର୍ଯ୍ୟବେସିତ ‘ଦ ଡିଭୋସନ୍ ଅଫ୍ ସସ୍ପେକ୍ଟ ଏକ୍ସ’…
ପୁଅ ସନ୍ନି ଦେଓଲଙ୍କ ସହ ଛୁଟି କାଟୁଛନ୍ତି ଧର୍ମେନ୍ଦ୍ର, ଫଟୋ ଶେୟାର କରି ଲେଖିଲେ…
ମୁମ୍ବାଇ,୧୭ା୩: ବଲିଉଡ୍ର ଭେଟେରାନ ଅଭିନେତା ଧର୍ମେନ୍ଦ୍ର ପୁରୁଣା ଦିନରୁ ଆଜି ପର୍ଯ୍ୟନ୍ତ ଯୁବପିଢ଼ିଙ୍କୁ ବହୁତ ଭଲପାଆନ୍ତି। କେବଳ ଫିଲ୍ମରେ ନୁହେଁ, ୮୬ ବର୍ଷ ବୟସରେ ବି ସୋସିଆଲ ମିଡିଆରେ ସେ ବହୁତ ଆକ୍ଟିଭ୍ ଅଟନ୍ତି। ଅଧିକାଂଶ ସମୟରେ ପ୍ରଶଂସକମାନଙ୍କ ସହ ଯୋଡ଼ି…
ମିସ୍ ଓ୍ବାଲର୍ଡ ଟାଇଟଲ ଜିତିଲେ କରୋଲିନା
ଓ୍ବାର୍ସୋ,୧୭ା୩: ପୋଲାଣ୍ଡର କରୋଲିନା ବିଲାଓ୍ବସ୍କା ମିସ୍ ଓ୍ବାଲର୍ଡ ଟାଇଟଲ ଜିତିଛନ୍ତି। ପୁଏର୍ତ୍ତୋ ରିକୋର କୋକାକୋଲା ମ୍ୟୁଜିକ୍ ହଲ୍ରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଜାମାଇକାର ଟୋନି ଆନ୍ ସିଂହ କରୋଲିନାଙ୍କୁ ମିସ୍ ଓ୍ବାଲର୍ଡ ମୁକୁଟ ପିନ୍ଧାଇଛନ୍ତି। ଯୁକ୍ତରାଷ୍ଟ୍ରର ସାଇନ ଏହି ପ୍ରତିଯୋଗିତାରେ…
ଭୁବନେଶ୍ୱର ରାସ୍ତାରେ ଭୋରୁ ଭୋରୁ ବୁଲେଟ୍ ଧରି ବୁଲିଲେ କମେଡି କିଙ୍ଗ୍
କମେଡି ରାଜା କପିଲ ଶର୍ମା ଆଜିକାଲି ଅନେକ ଚର୍ଚ୍ଚାରେ ଅଛନ୍ତି। ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ ‘ଦ କାଶ୍ମୀର ଫାଇଲ୍ସ’ ର ପ୍ରମୋଶନ କରିବାକୁ ସଫା ସଫା ମନା କରିବା ପରେ ଚାରିଆଡେ ସମାଲୋଚନାର ଶିକାର ହେଉଛନ୍ତି କମେଡି କିଙ୍ଗ କପିଲ ଶର୍ମା।…
Archives


