କଙ୍ଗନାଙ୍କୁ ନେଇ ଦମଦାର ମୁଭି ଭେଟି ଦେବାକୁ ପ୍ରସ୍ତୁତ ହେଲେଣି ବିବେକ ଅଗ୍ନିହୋତ୍ରୀ
ମୁମ୍ବାଇ: ବଲିଉଡ୍ ମୁଭି ‘ ଦ କଶ୍ମୀର ଫାଇଲ୍ସ’ ଏବେ ଖୁବ୍ ଚର୍ଚ୍ଚାରେ । ଏହାର ନିର୍ଦ୍ଦେଶକ ବିବକେ ଅଗ୍ନିହୋତ୍ରୀ ଏବେ ତାଙ୍କ ଆଗାମୀ ପ୍ରୋଜେକ୍ଟକୁ ଢିଲା ନ ଦେଇ ଖୁବ୍ ଦମରେ କାମର ଲାଗି ପଡିଥିବା ଜଣାପଡିଛି । ‘ଦ…
ସାଉଥ୍ର ଏହି ଫିଲ୍ମର ହିନ୍ଦୀ ରିମେକ୍ରେ ନଜର ଆସିବେ ବରୁଣ ଧାଓ୍ବନ
ମୁମ୍ବାଇ: ଅଭିନେତା ବରୁଣ ଧାଓ୍ବନ ତାଙ୍କର ଦମ୍ଦାର ଅଭିନୟକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ସେ ପ୍ରାୟତଃ ସୋସିଆଲ ମିଡିଆରେ ତାଙ୍କର ଆଗାମୀ ଫିଲ୍ମ ସମ୍ବନ୍ଧୀୟ ଅପଡେଟ୍ ଶେୟାର କରିଥାନ୍ତି। ଏବେ ଜାଣିବାକୁ ମିଳିଛି ସାଉଥ୍ ଇଣ୍ଡଷ୍ଟ୍ରିର ସୁପରହିଟ୍ ଫିଲ୍ମ ‘ଥେରି’ର ହିନ୍ଦୀ…
ବିବାହ ପରେ ପ୍ରଥମ ଥର ହୋଲି ଖେଳିଲେ କ୍ୟାଟ୍ରିନା
ବଲିଉଡର ଅଭିନେତ୍ରୀ କ୍ୟାଟ୍ରିନା କୈଫ ହୋଲିରେ ପ୍ରଶଂସକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। କ୍ୟାଟ୍ରିନା ବର୍ତ୍ତମାନ ସ୍ବାମୀ ଭିକି କୌଶଲ ସମେତ ଦିଅର ସନ୍ନି କୌଶଲ ଏବଂ ଶାଶୁ-ଶ୍ବଶୁରଙ୍କ ସହ ହୋଲି ଖେଳୁଥିବା ଦେଖିବାକୁ ମିଳିଛି। କ୍ୟାଟ୍ରିନା କୈଫଙ୍କ ବିବାହ ପରେ ଏହା ହେଉଛି…
ମ୍ୟୁଜିକ ଭିଡିଓ ପାଇଁ ଐଶ୍ୱର୍ଯ୍ୟାଙ୍କୁ ଶୁଭେଚ୍ଛା ଜଣାଇଲେ ଧନୁଷ
ଅଭିନେତା ଧନୁଷ-ଐଶ୍ୱର୍ଯ୍ୟା ରଜନୀକାନ୍ତ ତାଙ୍କ ବ୍ୟକ୍ତଗତ ଏବଂ ବୃତ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରୁହନ୍ତି। ୧୮ ବର୍ଷର ସମ୍ପର୍କ ପରେ ଦୁହେଁ ଏବେ ପରସ୍ପରଠାରୁ ଅଲଗା ହୋଇଯାଇଛନ୍ତି। ଏହି ଖବର ଶୁଣିବା ପରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ହେଲେ ଏବେ ଦୁହିଁଙ୍କୁ…
ଫିଲ୍ମ ‘ଦ କାଶ୍ମୀର ଫାଇଲସ’୧୦୦ କୋଟି କ୍ଲବ୍ ସାମିଲ: ବିଭିନ୍ନ ସ୍ଥାନରେ ହଲ ଫୁଲ
ଫିଲ୍ମ ‘ଦ କାଶ୍ମୀର ଫାଇଲସ’ ବକ୍ସ ଅଫିସ୍ରେ ରେକର୍ଡ ଭାଙ୍ଗୁଛି। ରିଲିଜ ହେବାର ଗୋଟିଏ ସପ୍ତାହରେ ୧୦୦ କୋଟି କ୍ଲବ୍ ସାମିଲ ହୋଇଛି ଏହି ଫିଲ୍ମ। ଅନେକ ସିନେମା ହଲ ହାଉସ ଫୁଲ ଚାଲୁଛି। ଫିଲ୍ମକୁ ଦେଖିବାକୁ ସିନେମା ହଲ୍ରେ ଦର୍ଶକଙ୍କ…
‘ଦ କଶ୍ମୀର ଫାଇଲ୍ସ’ର ସଫଳତା ପାଇଁ ନିର୍ଦ୍ଦେଶକଙ୍କୁ ଅଭିନନ୍ଦନ ଜଣାଇଲେ ସନ୍ନି
ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ‘ଦ କଶ୍ମୀର ଫାଇଲ୍ସ’ ବକ୍ସ ଅଫିସରେ ସମସ୍ତ ରେକର୍ଡ ଭାଙ୍ଗିଛି । ଫିଲ୍ମଟି ମାର୍ଚ୍ଚ ୧୧ରେ ରିଲିଜ୍ ହୋଇଥିବା ବେଳେ ଏହାକୁ ଦେଖିବାକୁ ଦର୍ଶକଙ୍କ ପ୍ରବଳ ଭିଡ ଜମୁଛି। ଖୁବ୍ଶୀଘ୍ର ୧୦୦ କୋଟି ଅତିକ୍ରମ କରିବ ବୋଲି…
୫ମ ମହଲାରୁ ଖସିପଡ଼ି ବଲିଉଡ୍ର ଖ୍ୟାତନାମା ନିର୍ଦ୍ଦେଶକଙ୍କ ପୁଅଙ୍କ ମୃତ୍ୟୁ
ବମ୍ବେ: ହୋଲିରେ ଅଘଟଣ। ଗୋଟିଏ ପଟେ ଯେଉଁଠି ହୋଲିକୁ ନେଇ ସାରା ଦେଶ ଉତ୍ସବମୁଖର ଥିବା ବେଳେ ଏଭଳି ଦିନରେ ବଲିଉଡ୍ର ଖ୍ୟାତନାମା ନିର୍ଦ୍ଦେଶକ ଗିରିଶ ମଲିକଙ୍କ ପୁଅଙ୍କ ମୃତ୍ୟୁ ଘଟିଛି। ରହୁଥିବା କୋଠାର ୫ମ ମହଲାରୁ ଖସିପଡ଼ିବା ହେତୁ ୧୭…
୧୦୦ କୋଟି ଅତିକ୍ରମ କରିବ ‘ଦ କଶ୍ମୀର ଫାଇଲ୍ସ’
ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ‘ଦ କଶ୍ମୀର ଫାଇଲ୍ସ’ ବକ୍ସ ଅଫିସରେ ସମସ୍ତ ରେକର୍ଡ ଭାଙ୍ଗିଛି । ଫିଲ୍ମଟି ମାର୍ଚ୍ଚ ୧୧ରେ ରିଲିଜ୍ ହୋଇଥିବା ବେଳେ ଏହାକୁ ଦେଖିବାକୁ ଦର୍ଶକଙ୍କ ପ୍ରବଳ ଭିଡ ଜମୁଛି। ୭ ଦିନରେ ବକ୍ସ ଅଫିସରେ ମୋଟ୍ ୯୭.୩୦…
ପ୍ରେମିକା ‘ଲକ୍ ଅପ୍’ରେ; ହେଲେ ବାହାରେ ବିବାହ ନେଇ ଘୋଷଣା କରି ଚର୍ଚ୍ଚାରେ…
ବମ୍ବେ: ପ୍ରେମିକା ‘ଲକ୍ ଅପ୍’ରେ। ହେଲେ ବାହାରେ ବିବାହ ନେଇ ଘୋଷଣା କରିଛନ୍ତି ପ୍ରେମିକ। ଆମେ କହୁଛୁ ଅର୍ଜୁନ ପୁରସ୍କାର ବିଜେତା ରେସଲର୍ ସଂଗ୍ରାମ ସିଂହଙ୍କ ବିଷୟରେ। ଅର୍ଜୁନଙ୍କ ପ୍ରେମିକା ଅଭିନେତ୍ରୀ ପାୟଲ ରୋହତଗୀ ଏବେ ଏକତା କପୁରଙ୍କ ଶୋ’ ‘ଲକ୍…
ବିବାହ ପରେ ପ୍ରଥମ ହୋଲି
ବମ୍ବେ: ବିବାହ ପରେ ପ୍ରଥମ ହୋଲି ପାଳିବେ ବି ଟାଉନ୍ର ଅନେକ କଳାକାର ଯୋଡ଼ି। ସେମାନଙ୍କ ମଧ୍ୟରେ ବିକ୍କି-କୌଶଲ-କଟ୍ରିନା କୈଫଙ୍କଠାରୁ ଆରମ୍ଭ କରି ଫରହାନ୍ ଅଖତର-ଶିବାନୀ ଦାଣ୍ଡେକର ରହିଛନ୍ତି। ରଙ୍ଗର ଏହି ପର୍ବକୁ ନେଇ ସମସ୍ତେ ବେଶ ଉତ୍ସାହିତ ଥିବା ବେଳେ…
ଆଜି ରିଲିଜ୍ ହେବ ବହୁ ପ୍ରତୀକ୍ଷିତ ଫିଲ୍ମ‘ବଚ୍ଚନ ପାଣ୍ଡେ’
ବହୁ ପ୍ରତୀକ୍ଷିତ ଫିଲ୍ମ‘ବଚ୍ଚନ ପାଣ୍ଡେ’ଆଜି ରିଲିଜ୍ ହେବାକୁ ଯାଉଛି। ଏହି ଫିଲ୍ମରେ ଅଭିନେତା ଅକ୍ଷୟ କୁମାର ଏବଂ ଅଭିନେତ୍ରୀ କ୍ରିତି ସାନନଙ୍କୁ ଦେଖିବାକୁ ପାଇବେ ଦର୍ଶକ। ଏହି ଫିଲ୍ମରେ ଆକ୍ସନ-କମେଡି ଭରପୂର ରହିଛି। ଆଶା କରାଯାଉଛି ଫିଲ୍ମକୁ ଦର୍ଶକ ପସନ୍ଦ କରିବେ।…
‘ଦ କଶ୍ମୀର ଫାଇଲ୍’ର ନିର୍ଦ୍ଦେଶକଙ୍କୁ ମିଳିଲା ଓ୍ବାଇ ସୁରକ୍ଷା
ମୁମ୍ବାଇ,୧୮।୩: ବଲିଉଡ୍ ଫିଲ୍ମ ‘ଦ କଶ୍ମୀର ଫାଇଲ’ ବର୍ତ୍ତମାନ ଚର୍ଚ୍ଚାରେ ରହିଛି। ବକ୍ସ ଅଫିସ୍ରେ ଧମାଲ୍ କରିଥିବା ଏହି ଫିଲ୍ମ ୬ଦିନରେ ପ୍ରାୟ ୮୦କୋଟି ଟଙ୍କା ଆୟ କରିସାରିଲାଣି। ଏହି ଫିଲ୍ମକୁ ଅନେକ ରାଜ୍ୟରେ ଟିକସମୁକ୍ତ କରାଯାଇଛି। କେବଳ ଏତିକି ନୁହେଁ…
Archives


