ମନୋରଞ୍ଜନ

ଅଲ୍ଲୁ ଅର୍ଜୁନଙ୍କ ଲଭ ଷ୍ଟୋରୀ ….

ସାଉଥ୍‌ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ସାଉଥ ଇଣ୍ଡଷ୍ଟ୍ରିରୁ ଆରମ୍ଭ କରି ବଲିଉଡ ପର୍ଯ୍ୟନ୍ତ ଲକ୍ଷାଧିକ ପ୍ରଶଂସକ। ନିକଟରେ ରିଲିଜ ହୋଇଥିବା ଫିଲ୍ମ ପୁଷ୍ପାକୁ ନେଇ ସେ ବେଶ ଲୋକ ପ୍ରିୟ ହୋଇଥିଲେ। ଏବେ ଦର୍ଶକ ଏହାର ସିକ୍ୱେଲକୁ ଅପେକ୍ଷା କରିିଛନ୍ତି ।…

ଏପ୍ରିଲ୧୫ କି ୧୬ ନୁହେଁ, ଏହି ଦିନ ପଡ଼ିବ ହାତଗଣ୍ଠି

ବମ୍ବେ: ବଲିଉଡର ଅନ୍ୟତମ ଚର୍ଚ୍ଚିତ ଲଭ୍‌ବାର୍ଡ ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କ ବିବାହକୁ ନେଇ ବି-ଟାଉନ୍‌ରେ ଚର୍ଚ୍ଚା ବଢ଼ିବାରେ ଲାଗିଛି। ପୂର୍ବରୁ ବିବାହକୁ ନେଇ ଏକାଧିକ ତାରିଖ ସାମ୍ନାକୁ ଆସିଥିଲା। ହେଲେ ଏବେ ଏପ୍ରିଲ ୧୪ରେ ଉଭୟ ବିବାହ କରିବାକୁ…

ଆସିବ ‘ଆର୍‌ଆର୍‌ଆର୍‌’ର ସିକ୍ୱୁଲ!

ମୁମ୍ବାଇ: ଅଭିନେତା ରାମ ଚରଣ, ଜୁନିୟର ଏନ୍‌ଟିଆର୍‌, ଆଲିଆ ଭଟ୍ଟ ଓ ଅଜୟ ଦେବଗନ ଷ୍ଟାରର ଫିଲ୍ମ ‘ଆର୍‌ଆର୍‌ଆର୍‌’ ବକ୍ସ ଅଫିସରେ ଝଡ ସୃଷ୍ଟି କରିଛି । ଫିଲ୍ମକୁ କେବଳ ଦର୍ଶକେ କାହିଁକି ଫିଲ୍ମ କ୍ରିଟିକ୍ସ ବି ପ୍ରଶଂସା କରି କରି…

ବିଦେଶରେ ଦେଶୀ ଅନ୍ଦାଜରେ ପିସି

ମୁମ୍ବାଇ: ବଲିଉଡ ଦେଶୀ ଗର୍ଲ ସବୁବେଳେ କିଛି ନା କିଛି କାରଣ ପାଇଁ ଥାଆନ୍ତି ଲାଇମ ଲାଇଟରେ । ସୋସିଆଲ ମିଡିଆରେ ଆକ୍ଟିଭ ଥିବା ନାୟିକା ପ୍ରିୟଙ୍କା ଚୋପ୍ରା ତାଙ୍କ ଆଉଟଫିଟକୁ ନେଇ ସବୁବେଳେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥାଆନ୍ତି ।…

ବଲିଉଡ୍‌ରେ ଡେବ୍ୟୁକୁ ନେଇ ଏଭଳି କହିଲେ ଅଭିନେତା

ସାଉଥ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ମହେଶ ବାବୁ ବେଶ୍‌ ଜଣାଶୁଣା ଆକ୍ଟର। ନିକଟରେ ଅଭିନେତାଙ୍କୁ ଏକ ସାକ୍ଷାତକାରରେ ବଲିଉଡ୍‌ରେ ଡେବ୍ୟୁ କରିବା ଉପରେ ପଚରାଯାଇଥିଲା। ଯାହାର ଉତ୍ତରରେ ସେ ବଲିଉଡ୍‌ରେ ଏଣ୍ଟ୍ରି କରିବାକୁ ସମ୍ପୂର୍ଣ୍ଣ ଭାବେ ମନା କରି ଦେଇଛନ୍ତି। ଅଭିନେତା କହିଛନ୍ତି,…

ନୂଆ ଲୁକ୍‌ରେ କିଙ୍ଗ୍‌ଖାନ୍‌

ମୁମ୍ବାଇ: ସୁପରଷ୍ଟାର ଶାହରୁଖ ଖାନ୍‌ ମୁମ୍ବାଇରେ ଏକ ଆଗାମୀ ପ୍ରୋଜେକ୍ଟ ପାଇଁ ଶୁଟିଂ କରୁଥିବା ଦେଖିବାକୁ ମିଳିଛି। ଶୁଟିଂ ସେଟ୍‌ରୁ ଏକ ଫଟୋ ଭାଇରାଲ ହୋଇଛି। ଏହା ଦେଖିବା ପରେ ପ୍ରଶଂସକମାନେ ଖୁସି ହୋଇଯାଇଛନ୍ତି। ଏଥିରୁ ଅନୁମାନ କରିହେଉଛି ଯେ, କିଙ୍ଗଖାନ୍‌ଙ୍କ…

ଦୀର୍ଘ ଦିନ ପରେ ସଂସଦରେ ଏକାଠି ନଜର ଆସିଲେ ଜୟା-କିରଣ

କିରଣ ଖେର ଜୟା ବଚ୍ଚନ ଦୀର୍ଘ ବର୍ଷ ପରେ ଦୁହେଁ ଏକାଠି ନଜର ଆସିଛନ୍ତି। ତାହା ପୁଣି ସଂସଦରେ। ଦୁହେଁ ଦୁଇ ଦଶନ୍ଧିର କଳାକାର। କିରଣ ଜୟାଙ୍କ ସହ ଏକ ଫଟୋ ଶେୟାର କରିଛନ୍ତି। ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ…

‘ଯେଉଁ ଭାଷାରେ ବି ଫିଲ୍ମ କରେ, ତାକୁ ସମ୍ମାନ କରେ’

ସାଉଥ୍‌ ଅଭିନେତ୍ରୀ ରାଶି ଖାନ୍ନାଙ୍କୁ କିଏ ବା ନ ଜାଣେ। ଅଜୟ ଦେବଗନଙ୍କ ୱେବସିରିଜ ‘ରୁଦ୍ର’ରୁ ବଲିଉଡରେ ପୁଣି ଥରେ ଏଣ୍ଟ୍ରି କରିଛନ୍ତି । ସେ ସବୁବେଳେ ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ ରୁହନ୍ତି। ତେବେ ଅଭିନେତ୍ରୀ ଏବେ ଅଡୁଆରେ ଫସିଛନ୍ତି…

ମା’ ହେବେ ଝିଲିକ୍‌

ଭୁବନେଶ୍ୱର: ଓଲିଉଡ୍‌ ଅଭିନେତ୍ରୀ ଝିଲିକ୍‌ ଭଟ୍ଟାଚାର୍ଯ୍ୟ ବିବାହର ଦୁଇ ବର୍ଷ ପରେ ଖୁସି ଖବର ଦେଇଛନ୍ତି।  ବଙ୍ଗୀୟ ସୁନ୍ଦରୀ ଝିଲିକ୍‌ ୨୦୨୦ ମସିହାରେ ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼େଇଙ୍କ ପୁଅ ପ୍ରୀତିରଞ୍ଜନଙ୍କୁ ପ୍ରେମ ବିବାହ କରିଥିଲେ। ଏହାପରଠାରୁ ଓଲିଉଡ୍‌ରୁ ଦୂରେଇ…

ଏକାନ୍ତରେ ରହୁଛନ୍ତି ଏହି ପ୍ରସିଦ୍ଧ ଅଭିନେତ୍ରୀ

ବଲିଉଡର ଭେଟେରାନ ଅଭିନେତା ଦିଲୀପ କୁମାରଙ୍କ ଗତ ବର୍ଷ ଦେହାନ୍ତ ହୋଇଛି। ଦିଲୀପ କୁମାରଙ୍କ ବିୟୋଗ ପରେ ତାଙ୍କ ସ୍ତ୍ରୀ ସାଇରା ବାନୋ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି। ସ୍ବାମୀଙ୍କ ମୃତ୍ୟୁ ପର୍ଯ୍ୟନ୍ତ ପାଖରେ ରହି ତାଙ୍କର ଯତ୍ନ ନେଉଥିଲେ ସାଇରା। ତେବେ…

ଆକ୍ସନ ଫିଲ୍ମରେ ରୁଚି

ଏକାଧିକ ବଲିଉଡ୍‌ ଫିଲ୍ମରେ ଅଭିନୟ କରି ଅଭିନୟ ଜଲଓ୍ବାରେ ଦର୍ଶକଙ୍କ ମନ କିଣିଥିବା ଭୂମି ପେଡ଼ନେକର ଏବେ ଆକ୍ସନ ଫିଲ୍ମ କରିବା ପାଇଁ ମନ ବଳାଇଛନ୍ତି। ଏକ ସାକ୍ଷାତକାରରେ ଭୂମି କହିଛନ୍ତି ଯେ, ମୁଁ ବର୍ତ୍ତମାନ ଆକ୍ସନ ଫିଲ୍ମରେ ଅଭିନୟ କରିବାକୁ…

ବିଜୟଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି

ସାଉଥ୍‌ ସିନେମାର ପ୍ରସିଦ୍ଧ ଅଭିନେତା ଥଲାପଥି ବିଜୟ କେବଳ ତାଙ୍କର ଫିଲ୍ମ ପାଇଁ ନୁହେଁ ବରଂ ବିଳାସପୂର୍ଣ୍ଣ ଜୀବନଶୈଳୀ ପାଇଁ ମଧ୍ୟ ଜଣାଶୁଣା। ଗତ ବର୍ଷ ମୁକ୍ତିଲାଭ କରିଥିବା ବିଜୟଙ୍କ ଫିଲ୍ମ ‘ମାଷ୍ଟର’ ବକ୍ସ ଅଫିସରେ ସୁପରହିଟ୍‌ ହୋଇଥିଲା। ବିଜୟଙ୍କ ସମ୍ପତ୍ତି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri