ଶ୍ୱେତା ତିୱାରୀଙ୍କ ଝିଅଙ୍କ ଭିଡିଓ ଦେଖି ଏମିତି ଲେଖିଲେ ପ୍ରଶଂସକ
ଛୋଟପରଦା ଅଭିନେତ୍ରୀ ଶ୍ୱେତା ତିୱାରୀଙ୍କ ଝିଅ ପଲକ କୌଣସି ସେଲିବ୍ରିଟିଙ୍କଠୁ କମ ନୁହଁନ୍ତି । ସୋସିଆଲ ମିଡିଆରେ ପଲକଙ୍କର ଅନେକ ଫଲୋଅର୍ସ ଅଛନ୍ତି । ସମସ୍ତେ ତାଙ୍କ ଫଟୋ ଏବଂ ଭିଡିଓକୁ ଖୁବ୍ ପସନ୍ଦ କରିଥାନ୍ତି । ଏବେ ପଲକଙ୍କୁ ଦେଶୀ…
ଚର୍ଚ୍ଚାରେ ପ୍ରିୟଙ୍କାଙ୍କ ଫଟୋ କ୍ଲିପ୍
ମୁମ୍ବାଇ: ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ସୋସିଆଲ ମିଡିଆରେ ବହୁତ ଆକ୍ଟିଭ୍। ଅଧିକାଂଶ ସମୟରେ ସେ ପ୍ରଶଂସକମାନଙ୍କ ସହ ଯୋଡ଼ି ହୋଇ ରହିବା ପାଇଁ ଭିଡିଓ ଏବଂ ଫଟୋ ଶେୟାର କରିଥାନ୍ତି। ବେଳେବେଳେ କିଛି ନା କିଛି ଫଟୋ, ଭିଡିଓକୁ ନେଇ ସେ…
ଅଲଗା ହେବାର ୨୦ ବର୍ଷ ପରେ ପୁଣି ଏକାଠି ହେଲେ ଜେନିଫର-ବେନ୍
ବମ୍ବେ: ନିର୍ବନ୍ଧର ବର୍ଷକ ପରେ ବାଟ ହୋଇଯାଇଥିଲା ଅଲଗା। ଏହାର ୨୦ ବର୍ଷ ପରେ ଏବେ ପୁଣି ଏକାଠି ହେବାକୁ ନିଷ୍ପତ୍ତି ନେଇ ଚମକାଇଛନ୍ତି ହଲିଉଡ୍ର ଏକ ଚର୍ଚ୍ଚିତ ଯୋଡ଼ି। ହଲିଉଡ୍ ଅଭିନେତା ବେନ୍ ଆଫ୍ଲେକ୍ ଏବଂ ଲୋକପ୍ରିୟ ଗାୟିକା-ଅଭିନେତ୍ରୀ ଜେନିଫର…
ଗୋବିନ୍ଦାଙ୍କ ନୂଆ ଗୀତ ରିଲିଜ୍
ମୁମ୍ବାଇ: ଦୁଇ ଦଶନ୍ଧିରୁ ଅଧିକ ଦିନ ଧରି ବଲିଉଡ୍ରେ ରାଜ୍ କରୁଥିବା ସୁପରଷ୍ଟାର ଗୋବିନ୍ଦାଙ୍କ ଯାଦୁ ଦର୍ଶକଙ୍କ ହୃଦୟରେ ଆଜି ବି ଛାପ ହୋଇରହିଛି। ଏଥିପାଇଁ ଏବେ ତାଙ୍କର ଏକ ନୂଆ ଗୀତ ‘ଟନ୍ ଟନା ଟନ୍’ ରିଲିଜ ହୋଇଛି। ସେତେବେଳେ…
ବିବାହ ପରେ ବଦଳିବ ସମ୍ପର୍କ: କରିନାଙ୍କ ଭାଉଜ ତ ତୈମୁରର ହେବେ ମାଇଁ
ବମ୍ବେ: ବିବାହ ପରେ ଯୋଡ଼ି ହୁଏ ଅନେକ ନୂଆ ସମ୍ପର୍କ। ସେଭଳି କିଛି ଘଟିବାକୁ ଯାଉଛି କପୁର ପରିବାରର ବୋହୂ ହେବାକୁ ଯାଉଥିବା ଆଲିଆ ଭଟ୍ଟଙ୍କ କ୍ଷେତ୍ରରେ। ଆସନ୍ତା ୧୪ରେ ରଣବୀର କପୁରଙ୍କ ହାତ ଧରିବେ ସେ। ଏଥିପାଇଁ ପ୍ରସ୍ତୁତି ଜୋରଦାର୍ରେ…
ରାସ୍ତାକଡ଼ରେ ଚା’ ବିକୁଛନ୍ତି ଏହି ହାସ୍ୟ ଅଭିନେତା
ମୁମ୍ବାଇ: କପିଲ ଶର୍ମା ଶୋ’ ବନ୍ଦ ହେବାର ଖବର କିଛିଦିନ ଧରି ଚର୍ଚ୍ଚା ହେଉଛି। ଏହା ଶୁଣି ପ୍ରଶଂସକମାନେ ନିରାଶ ହୋଇଛନ୍ତି। ଯଦିଓ ଏପର୍ଯ୍ୟନ୍ତ ଅଫିସିଆଲ ଭାବେ କୌଣସି ଘୋଷଣା କରାଯାଇ ନାହିଁ। ଏବେ ଏକ ଭିଡିଓ ଲୋକଙ୍କୁ ଚର୍ଚ୍ଚାର ଖୋରାକ…
ଆଲିଆ-ରଣବୀରଙ୍କ ବିବାହ ହୋଇସାରିଥିବା କହିଲେ ମା’
ବଲିଉଡ ଇଣ୍ଡଷ୍ଟ୍ରିର ସୁପର ଯୋଡି ରଣବୀର କପୁର ଏବଂ ଆଲିଆ ଭଟ୍ଟ ସେମାନଙ୍କ ବିବାହ ଖବରକୁ ନେଇ ଚର୍ଚ୍ଚାରେ ରହୁଛନ୍ତି। କହାଯାଉଛି ଯେ , ଉଭୟ ଚଳିତ ମାସ ୧୪ ରୁ ୧୭ ଏପ୍ରିଲ ମଧ୍ୟରେ ବିବାହ ବନ୍ଧନରେ ବାନ୍ଧି ହେବାକୁ…
ସୋନମଙ୍କ ଘରୁ ଚୋରି!
ମୁମ୍ବାଇ: ବଲିଉଡ ନାୟିକା ସୋନମ କପୁରଙ୍କ ଘରୁ କୋଟିଏରୁ ଊର୍ଦ୍ଧ୍ୱ ମୂଲ୍ୟର ଗହଣା ଓ ଟଙ୍କାର ଚୋରି ହୋଇଯାଇଥିବା ଜଣାପଡିଛି । ଅଭିନେତ୍ରୀଙ୍କ ଦିଲ୍ଲୀରେ ଥିବା ଘରୁ ୧.୪୧ କୋଟି ଟଙ୍କାର ଗହଣା ଚୋରି ଯାଇଥିବା ଅଭିଯୋଗ ହୋଇଛି । ଏହି…
ଭାରତୀୟ ନୁହେଁ ଆଲିଆ
ମୁମ୍ବାଇ: ବଲିଉଡର ଚୁଲବୁଲି ନାୟିକା ଆଲିଆ ଭଟ୍ଟ ଏବେ ଖୁବ୍ ଚର୍ଚ୍ଚାରେ । ଗୋଟିଏ ପଟେ ତାଙ୍କ ଅଭିନିତ ଫିଲ୍ମ ‘ଆର୍ଆର୍ଆର୍’ ବକ୍ସ ଅଫିସରେ ଧମାଲ କରଉଥିବା ବେଳେ ଅନ୍ୟପଟେ ବହୁ ପ୍ରତିକ୍ଷା ପରେ ଏବେ ସେ ହାତକୁ ଦି ହାତ…
ଆନ୍ଥୋନି ମ୍ୟାକିଙ୍କ ସହ ନଜର ଆସିବେ ଦେଶୀ ଗର୍ଲ
ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଆଉ ଏକ ହଲିଉଡ ଫିଲ୍ମରେ ନଜର ଆସିବେ। ମାର୍ଭେଲ ସିରିଜ ଫେମ ଆନ୍ଥୋନି ମ୍ୟାକିଙ୍କ ସହ ତାଙ୍କୁ ‘ଏଣ୍ଡିଙ୍ଗ ଥିଙ୍ଗ୍ସ’ରେ ଦେଖିବାକୁ ମିଳିବ । ଫିଲ୍ମଟି ଏକ ଆକ୍ସନ ଥ୍ରୀଲର ହେବ। ଯାହା ଓଟିଟି ପ୍ଲାର୍ଟଫର୍ମରେ…
ସାମାନ୍ୟ ଲେହେଙ୍ଗା ପାଇଁ ୟାମିଙ୍କୁ ଶୁଣିବାକୁ ପଡ଼ିଥିଲା ଡିଜାଇନରଙ୍କ ଏଭଳି କଥା…
ବଲିଉଡ୍ର ଜଣେ ଲୋକପ୍ରିୟ ଅଭିନେତ୍ରୀଙ୍କ ମଧ୍ୟରୁ ୟାମି ଗୌତମ ଅନ୍ୟତମ। ସେ ତାଙ୍କର ଆଗାମୀ ଫିଲ୍ମ ‘ଦଶବି’ ପାଇଁ ଚର୍ଚ୍ଚାରେ ରହିଛନ୍ତି। ଏହା ସହ ସେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଅନେକ ସମୟରେ ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟନ୍ତି। ସେ ଗତ…
୧୦ ବର୍ଷ ପାଇଁ ଓସ୍କାରରୁ ବ୍ୟାନ୍ ହେଲେ ସ୍ମିଥ୍
୯୪ ତମ ଓସ୍କାର ଆୱାର୍ଡ ବିତରଣ ସମାରୋହରେ ହୋଷ୍ଟ ତଥା କମେଡିଆନ୍ କ୍ରିସ ରକ୍ଙ୍କୁ ଚାପୁଡ଼ା ମାରି ବିବାଦ ଘେରକୁ ଆସିଥିଲେ ହଲିଉଡ୍ ଅଭିନେତା ଓ୍ବିଲ୍ ସ୍ମିଥ୍। ସେହି ଘଟଣାରେ ଏବେ ଓସ୍କାରରୁ ୧୦ ବର୍ଷ ପାଇଁ ବ୍ୟାନ୍ କରି ଦିଆଯାଇଛି।…
Archives


