ମନୋରଞ୍ଜନ

ରିଲିଜ୍‌ ହେଲା ବହୁ ପ୍ରତୀକ୍ଷିତ ଫିଲ୍ମ ‘କେଜିଏଫ୍‌-୨’

ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ରିଲିଜ୍‌ ହେଲା ବହୁ ପ୍ରତୀକ୍ଷିତ ଫିଲ୍ମ ‘କେଜିଏଫ୍‌-୨’। ତେବେ ଫିଲ୍ମକୁ ଦେଖିବାକୁ ଦର୍ଶକଙ୍କ ଭିଡ ଦେଖିବାକୁ ମିଳିଛି। ଫିଲ୍ମ ରିଲିଜ୍‌ ପୂର୍ବରୁ ଆଡଭାନ୍ସ ବୁକିଂରେ ରେକର୍ଡ କରଥିଲା ‘କେଜିଏଫ୍‌-୨’। ସିନେମାରେ ଫିଲ୍ମ ଷ୍ଟାର୍‌ ୟଶଙ୍କ ସହ…

ଆଜିି ହାତଗଣ୍ଠି

ମୁମ୍ବାଇ: ବଲିଉଡ୍‌ ନାୟକ ରଣବୀର କପୁର ଓ ନାୟିକା ଆଲିଆ ଭଟ୍ଟ ଗୁରୁବାର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ମୁମ୍ବାଇ ସ୍ଥିତ ଭାସ୍ତୁ ବିଲ୍ଡିଂରେ ବୈଦିକ ରୀତିନୀତିରେ ବାହାଘର ଅନୁଷ୍ଠିତ ହେବାକୁ ଥିବାବେଳେ ଏଥିରେ ମାତ୍ର ୨୮ ଜଣ ଅତିଥି…

ଆଲିଆଙ୍କ ହାତରେ ଲାଗିଲା ରଣବୀରଙ୍କ ମେହେନ୍ଦୀ

ମୁମ୍ବାଇ: ଅଭିନେତା ରଣବୀର କପୁର ଏବଂ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ବିବାହ ପୂର୍ବର କାର୍ଯ୍ୟ ଆରମ୍ଭ ହୋଇଛି। ଅଭିନେତ୍ରୀଙ୍କ ହାତରେ ରଣବୀର କପୁରଙ୍କ ନାମରେ ମେହେନ୍ଦୀ ଲାଗିଛି। ମେହେନ୍ଦୀ ସହିତ ସଙ୍ଗୀତ କାର୍ଯ୍ୟକ୍ରମ ମଧ୍ୟ ଜୋରସୋର୍‌ରେ ଚାଲିଛି।  ଦୁହେଁ ଜୀବନସାଥୀ ହେବେ।…

ସୋନମଙ୍କ ଘରୁ ଚୋରି କରିଥିଲେ ନର୍ସ; ଧିରେ ଧିରେ କରି ନେଇଯାଇଥିଲେ ଅଢ଼େଇ କୋଟି

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ସୋନମ କପୁରଙ୍କ ଶାଶୁଘରୁ ଅଢ଼େଇ କୋଟି ଟଙ୍କାର ସୁନା ଅଳଙ୍କାର ଚୋରି ହୋଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ଏବେ ଧରାପଡିଛନ୍ତି ଜଣେ ନର୍ସ। ପୋଲିସ ତାଙ୍କ ସହ ସ୍ବାମୀଙ୍କୁ ମଧ୍ୟ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ…

କଡ଼ା ସୁରକ୍ଷା ମଧ୍ୟରେ ଆରମ୍ଭ ହେଲା ରଣବୀର-ଆଲିଆଙ୍କ ବିବାହ କାର୍ଯ୍ୟକ୍ରମ

ମୁମ୍ବାଇ,୧୩।୪: ବି-ଟାଉନର ଚର୍ଚ୍ଚିତ ଲଭ୍‌ବାର୍ଡ ତଥା ବଲିଉଡ୍‌ ଅଭିନେତା ରଣବୀର କପୁର ଓ ଅଭିନେତ୍ରୀ ଆଲିଆ ଭଟ୍ଟ ଏବେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ରାତି ପାହିଲେ ଆଲିଆଙ୍କ ହାତ ଧରିବେ ରଣବୀର। ଅର୍ଥାତ୍‌ ଏପ୍ରିଲ ୧୪ରେ ଆଲିଆ ଓ…

ଆଲିଆଙ୍କୁ ଏହି ସ୍ବତନ୍ତ୍ର ଉପହାର ଦେବେ ରଣବୀର

ଦୀର୍ଘ ଦିନ ପ୍ରତୀକ୍ଷା ପରେ ରଣବୀର କପୁର ଏବଂ ଆଲିଆ ଭଟ୍ଟ ସାରା ଜୀବନ ପାଇଁ ସାଥୀ ହେବାକୁ ଯାଉଛନ୍ତି। ହାତରେ ମେହେନ୍ଦୀ ପିନ୍ଧି ସବ୍ୟସାଚୀଙ୍କ ଲେହେଙ୍ଗାରେ ରଣବୀରଙ୍କ ସ୍ତ୍ରୀ ସାଜିବାକୁ ପ୍ରସ୍ତୁତ ଅଛନ୍ତି ଆଲିଆ। ଆରକେ ଷ୍ଟୁଡିଓରେ ଉଭୟଙ୍କ ବିବାହ…

କିଛି ସମୟର ଅପେକ୍ଷା, ରିଲିଜ୍‌ ହେବ ‘କେଜିଏଫ-୨’

ଆଉ ମାତ୍ର କିଛି ଘଣ୍ଟା ପରେ ‘କେଜିଏଫ-୨’ ରିଲିଜ୍‌ ହେବାକୁ ଯାଉଛି। ଏହାକୁ ନେଇ ଦର୍ଶକ ଖୁବ୍‌ ଉତ୍ସାହ ଅଛନ୍ତି। ଫିଲ୍ମ ରିଲିଜ ପୂର୍ବରୁ ଆଡଭାନ୍ସ ବୁକିଂରେ ରେକର୍ଡ କରିଥିବା ବେଳେ ‘ଆର୍‌ଆର୍‌ଆର୍‌’କୁ ମଧ୍ୟ ପଛରେ ପକାଇ ଦେଇଛି। ‘ଆର୍‌ଆର୍‌ଆର୍‌’ ଆଡଭାନ୍ସ…

ରଣବୀରଙ୍କୁ ୧ କୋଟି ଟଙ୍କା ମାଗୁଛନ୍ତି ଡ୍ରାମା କୁଇନ୍‌

ଆଜିକାଲି ବଲିଉଡ୍‌ରେ ଅଭିନେତା ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ବିବାହ ସବୁଠୁ ଚର୍ଚ୍ଚାର ବିଷୟ ପାଲଟିଛି। ବିବାହର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏହି ସମୟରେ ବଲିଉଡର ‘ଡ୍ରାମା କୁଇନ’ ଭାବରେ ଜଣାଶୁଣା ରାଖୀ ସାୱନ୍ତଙ୍କ ଏକ ଭିଡିଓ ଭାଇରାଲ ହେବାରେ…

ଟ୍ରାଫିକ୍‌ ନିୟମ ଉଲ୍ଲଙ୍ଘନ କରି ଜରିମାନା ଦେଲେ ଏହି ଅଭିନେତା

ସାଉଥ୍‌ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ପରେ ବର୍ତ୍ତମାନ ଅଭିନେତା ନାଗା ଚୈତନ୍ୟ ଟ୍ରାଫିକ୍‌ ନିୟମ ଭଙ୍ଗ କରି ଜରିମାନା ଦେଇଛନ୍ତି। ସେ ଏକ କାରରେ ଯିବା ସମୟରେ ହାଇଦ୍ରାବାଦ ପୋଲିସ ତାଙ୍କୁ ଅଟକାଇ ଚାଲାଣ କାଟି ଥିଲା। ନିଜ ଭୁଲକୁ ସ୍ବୀକାର…

ନୂଆ ଇନିଂସ ଆରମ୍ଭ କରିବେ ଶାହରୁଖଙ୍କ ପୁଅ

ବଲିଉଡ୍‌ ଅଭିନେତା ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ବଲିଉଡ୍‌ରେ କେବେ ଡେବ୍ୟୁ କରିବେ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ତେବେ ଖୁବ୍‌ଶୀଘ୍ର ସେ ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି। କିନ୍ତୁ ଜଣେ ଅଭିନେତା ଭାବରେ ନୁହେଁ, ଜଣେ ନିର୍ଦ୍ଦେଶକ ଭାବରେ…

କୋରିଆନ ଇଣ୍ଡଷ୍ଟ୍ରିରେ କାମ କରିବେ ଅଭିନେତ୍ରୀ

କମ୍‌ ବୟସରୁ ବଡ଼ ନାଁ କମାଇଥିବା ଅଭିନେତ୍ରୀ ଅନୁଷ୍କା ସେନ ଏବେ ଚର୍ଚ୍ଚାରେ ଅଛନ୍ତି। ସେ ଶିଶୁ କଳାକାର ଭାବେ ଅନେକ ଟିଭି ଶୋ’, ଫିଲ୍ମ, ୱେବ ସିରିଜ ଓ ମ୍ୟୁଜିକ ଭିଡିଓରେ କାମ କରିଛନ୍ତି। ବର୍ତ୍ତମାନ ଅନୁଷ୍କାଙ୍କୁ ନେଇ ଏକ…

ବିବାହ ପୂର୍ବରୁ ସଞ୍ଜୟ ଦେଲେ ପରାମର୍ଶ, କହିଲେ…

ଆଲିୟା ଭଟ୍ଟ ଏବଂ ରଣବୀର କପୁରଙ୍କ ବିବାହକୁ ନେଇ ଏବେ ସବୁଠି ଚର୍ଚ୍ଚା ଚାଲିଛି । ଉଭୟଙ୍କ ବିବାହ ସ୍ଥାନଠୁ ଆରମ୍ଭ କରି ଅତିଥିଙ୍କ ତାଲିକା ପର୍ଯ୍ୟନ୍ତ ସବୁ ଅପଡେଟ ଜାଣିବା ପାଇଁ ପ୍ରଶଂସକଙ୍କ ଭିତରେ ଉତ୍ସାହ ଥାଏ। ତେବେ ଦୁହିଁଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri