କୋରିଆନ ଇଣ୍ଡଷ୍ଟ୍ରିରେ କାମ କରିବେ ଅଭିନେତ୍ରୀ

କମ୍‌ ବୟସରୁ ବଡ଼ ନାଁ କମାଇଥିବା ଅଭିନେତ୍ରୀ ଅନୁଷ୍କା ସେନ ଏବେ ଚର୍ଚ୍ଚାରେ ଅଛନ୍ତି। ସେ ଶିଶୁ କଳାକାର ଭାବେ ଅନେକ ଟିଭି ଶୋ’, ଫିଲ୍ମ, ୱେବ ସିରିଜ ଓ ମ୍ୟୁଜିକ ଭିଡିଓରେ କାମ କରିଛନ୍ତି। ବର୍ତ୍ତମାନ ଅନୁଷ୍କାଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି। କୁହାଯାଉଛି କି, ସେ ଏବେ ଭାରତୀୟ ସିନେମା ଛାଡ଼ି କୋରିଆନ ସିନେମା ଜଗତରେ ଏଣ୍ଟ୍ରି କରିବେ। ଅନୁଷ୍କା କୋରିଆନ ସିରିଜ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି।

ଏ ନେଇ ନିକଟରେ ଏକ ସାକ୍ଷାତକାରରେ ଖୁଲାସା କରିଛନ୍ତି ଅନୁଷ୍କା ସେନ। ସେ କହିଛନ୍ତି, ମୁଁ ଏକ କୋରିଆ ୱେବ ଶୋ’ରେ ଫିଲ୍ମ କରିବାକୁ ଯାଉଛି। ଏହି ବର୍ଷଟା ମୋ ପାଇଁ ପୂରା ଭିନ୍ନ ରହିବ। ଭାରତ ଓ କୋରିଆ ମଧ୍ୟରେ ଅନେକ କଣ୍ଟେଣ୍ଟ ଆଦାନ ପ୍ରଦାନ ହେଉଛି। ଆମେ ତାଙ୍କ କେ-ଡ୍ରାମା ଓ କେ-ପପ୍‌କୁ ପସନ୍ଦ କରୁଛୁ। ସେମାନେ ବି ଆମ ସିନେମା ଓ ସଂସ୍କୃତିକୁ ପସନ୍ଦ କରୁଛନ୍ତି। କୋରିଆରେ ମୋର ଅନେକ ଫ୍ୟାନ ଅଛନ୍ତି। ମୁଁ ଏହା ଜାଣିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲି। ମୁଁ ମୋ ଫ୍ୟାନ୍ସଙ୍କୁ ବହୁତ ଭଲ ପାଏ ଓ ଆଜି ଯାହା ବି ଅଛି କେବଳ ସେମାନଙ୍କ ପାଇଁ ହିଁ ବୋଲି କହିଛନ୍ତି ଅନୁଷ୍କା ସେନ।


Enter your email to get our daily news in your inbox.

All Right Reserved By Dharitri.Com

ହାଇକୋର୍ଟ ଗଲେ ବାବୁସାନ୍‌

କଟକ ଅଫିସ,୨୭ା୭: ଓଲିଉଡ୍‌ ଅଭିନେତା ବାବୁସାନ୍‌ ମହାନ୍ତି ବୁଧବାର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ରାଜଧାନୀ ରାଜରାସ୍ତାରେ ଅଭିନେତା ବାବୁସାନ୍‌, ସ୍ତ୍ରୀ ତୃପ୍ତି ଏବଂ ଅଭିନେତ୍ରୀ ପ୍ରକୃତି...

ପିଲାଦିନେ ଫ୍ରିଜ୍‌ ଭିତରେ ଲୁଚୁଥିଲେ ଏହି ଅଭିନେତା, ନିକଟରେ ପାଇଛନ୍ତି ଜାତୀୟ ପୁରସ୍କାର

ପିଲାଦିନେ ବହୁତ ଦୁଷ୍ଟ ଥିଲେ ଜଣେ ଅଭିନେତା। ଯିଏ କି, ନିକଟରେ ଜାତୀୟ ପୁରସ୍କାର ପାଇଛନ୍ତି। ସେ ଆଉ କେହି ନୁହନ୍ତି, ଅଭିନେତା ବିକି କୌଶଲ।...

‘ସିନେମାର ସିନେମା ସହ ମିଳନ’..

ମୁମ୍ବାଇ: ଏସ ଏସ ରାଜାମୌଳି ମନୋରଞ୍ଜନ ଦୁନିଆର ଜଣେ ଜଣାଶୁଣା ନିର୍ଦ୍ଦେଶକ । ଏହାର ପ୍ରମାଣ ଅନେକ ଥର ମିଳିଛି । ତାଙ୍କ ନିର୍ଦ୍ଦେଶିତ ମୁଭି...

ଦୋଛକିରେ ପଡିଛନ୍ତି ତାରା

ନବାଗତା ତାରା ସୁଟାରିଆ ଏବେ ଦୋଛକିରେ ପଡିଯାଇଛନ୍ତି। କାରଣ ତାଙ୍କୁ ମିଳିଥିବା ଏକ ନୂଆ ଅଫର ତାଙ୍କର ଟେନ୍‌ସନ୍‌କୁ ବଢ଼ାଇ ଦେଇଛି। କାରଣ ଏଥିରେ ତାଙ୍କୁ...

ପରଦାକୁ ଆସୁଛି ‘ସାହୋ’:୮ ମିନିଟ୍‌ର ଆକ୍ସନ୍‌ ଦୃଶ୍ୟ ଶୁଟିଂ ପାଇଁ ଖର୍ଚ୍ଚ ହୋଇଛି ୭୦ କୋଟି ଟଙ୍କା

‘ବାହୁବଳୀ-୨’ ସୁପରହିଟ ହେବାପରେ ଖୁବଶୀଘ୍ର ଆଉ ଏକ ନୂଆ ଫିଲ୍ମ ’ସାହୋ’ରେ ନଜର ଆସିବେ ପ୍ରଭାସ। ଫିଲ୍ମଟି ଚଳିତବର୍ଷର ସବୁଠାରୁ ବଡ ଫିଲ୍ମ ତାଲିକାରେ ସାମିଲ...

ଚାଇନାରେ ରିଲିଜ ହେବ ‘ଛିଛୋରେ’

ନୂଆଦିଲ୍ଲୀ,୧୫।୧୨: ସ୍ବର୍ଗତ ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଅଭିନୀତ ‘ଛିଛୋରେ’ ଚାଇନାରେ ରିଲିଜ ହେବ। ଜାତୀୟ ପୁରସ୍କାର ପାଇଥିବା ଫିଲ୍ମ ଆସନ୍ତା ଜାନୁୟାରୀ ୭...

ନର୍ଭସ ଅଛନ୍ତି ଆଲିଆ

‘ଗଙ୍ଗୁବାଇ କାଠିଆଓ୍ବାଡି’ ଏବଂ ‘ଆରଆରଆର’ ଫିଲ୍ମ ସୁପରହିଟ୍‌ ସାବ୍ୟସ୍ତ ହେବା ପରେ ଆଲିଆ ଭଟ୍ଟ ଏବେ ତାଙ୍କର ପ୍ରଥମ ହଲିଉଡ ଫିଲ୍ମର ଶୁଟିଂ ଆରମ୍ଭ କରିବାକୁ...

କୁକୁରକୁ ୨୫ ଶହ ଟଙ୍କାରେ ବିକି ପୁଣି ୧୦ ଲକ୍ଷ ଟଙ୍କାରେ କିଣିଥିଲେ ଏହି ଅଭିନେତା

ହଲିଉଡ ସୁପରଷ୍ଟାର ସିଲ୍‌ୱେଷ୍ଟର ଷ୍ଟେଲାନ୍‌ ଷ୍ଟାଇଲ୍‌ ଓ ଆକ୍‌ସନ୍‌ ପାଇଁ ପ୍ରସିଦ୍ଧ। ଭାରତରେ ମଧ୍ୟ ତାଙ୍କ ଫ୍ୟାନ୍‌ମାନଙ୍କ ସଂଖ୍ୟା ଅଧିକ। କିନ୍ତୁ ଏପରି ଏକ ସମୟ...

Advertisement
Archives

Model This Week