ରକ୍ତଦାନ କରି ପ୍ରଶଂସକ ପାଳିଲେ ଜନ୍ମଦିନ
ମୁମ୍ବାଇ: ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିର ବେବି ଡଲ୍ କୁହାଯାଉଥିବା ସନି ଲିଓନିଙ୍କ ଫ୍ୟାନ୍ସମାନେ ଭିନ୍ନ ଢଙ୍ଗରେ ତାଙ୍କ ଜନ୍ମଦିନ ପାଳିଛନ୍ତି। ଯାହା ପାଇଁ ସନି ମଧ୍ୟ ବେଶ୍ ଖୁସିଥିବା ବେଳେ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। କର୍ନାଟକର ମାଣ୍ଡ୍ୟା ଗାଁରେ ସନିଙ୍କ ପ୍ରଶଂସକ…
ବୁଢ଼ା କହିଥିବା ୟୁଜରଙ୍କ ଦୀର୍ଘାୟୁ କାମନା କଲେ ବିଗ୍ ବି
ମୁମ୍ବାଇ:ବଲିଉଡ୍ ଇଣ୍ଡଷ୍ଟିର କିଛି କଳାକାର ସୋସିଆଲ ମିଡିଆରେ ବେଶ୍ ଆକ୍ଟିଭ୍। ସେମାନଙ୍କ ମଧ୍ୟରୁ ବିଗ୍ ବି ଅମିତାଭ ବଚ୍ଚନ ହେଉଛନ୍ତି ଜଣେ। ଯିଏ ପ୍ରତ୍ୟେକ ଦିନ କିଛି ନା କିଛି ସୋସିଆଲ ମିଡିଆରେ ପୋଷ୍ଟ କରିଥାନ୍ତି। ରବିବାର ପୂର୍ବାହ୍ନ ସାଢ଼େ ୧୧ଟା…
କାନ୍ସରେ ଦୀପିକା: ପ୍ରଶଂସକ କହିଲେ, ତୁମ ପାଇଁ ଆମେ ଗର୍ବିତ
୭୫ତମ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ଜଜ୍ ଭାବରେ ନଜର ଆସିବେ। ଦୀପିକା କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଯୋଗଦେବା ପାଇଁ ଫ୍ରେଞ୍ଚ ରିଭିଏରାରେ ପହଞ୍ଚିଛନ୍ତି। ସେଠାରୁ ତାଙ୍କ ପ୍ରଥମ ଫଟୋ ଭାଇରାଲ ହୋଇଛି। ଦୀପିକା କାନ୍ସ ଫେଷ୍ଟିଭାଲର…
ପ୍ରଭାସଙ୍କ ସହ ଫିଲ୍ମକୁ ନେଇ ଏପରି କହିଲେ କିଆରାଙ୍କ ଟିମ୍
ବଲିଉଡ୍ ଅଭିନେତ୍ରୀ କିଆରା ଆଡ୍ଭାନୀ ପ୍ରାୟତଃ ଆଲୋଚନାରେ ରହିଥାନ୍ତି। ବର୍ତ୍ତମାନ ସେ ତାଙ୍କର ଆଗାମୀ ଫିଲ୍ମ ‘ଜୁଗ ଜୁଗ ଜିଓ’ ଏବଂ ‘ଭୁଲ ଭୁଲେୟା ୨’ ପାଇଁ ଚର୍ଚ୍ଚାରେ ରହିଛନ୍ତି । ‘ଭୁଲ ଭୁଲେୟା ୨’ ଚଳିତ ମାସ ୨୦ ତାରିଖରେ…
୧୨୦୦ କୋଟି ବ୍ୟବସାୟ କଲା କେଜିଏଫ ୨, ଆର୍ଆର୍ଆର୍କୁ ପଛରେ ପକାଇଲା
ମୁମ୍ବାଇ: ରକିଂ ଷ୍ଟାର ୟଶଙ୍କ ଫିଲ୍ମ କେଜିଏଫ୍ ଚାପ୍ଟର ୨ ରିଲିଜ ହେବାକୁ ୫ ସପ୍ତାହ ହୋଇଗଲାଣି । ହେଲେ ଏବେବି ଏହା ରେକର୍ଡ ପରେ ରେକର୍ଡ କରି ଚାଲିଛି । ଏହି ଫିଲ୍ମ ଏବେ ସାରା ବିଶ୍ୱରେ ୧୨୦୦ କୋଟି…
ଅଲଗା ହେବାକୁ ଯାଉଛନ୍ତି ଆଉ ଜଣେ କପଲ୍
ବି-ଟାଉନରେ ସେଲିବ୍ରିଟିମାନଙ୍କ ସମ୍ପର୍କ କେଉଁଠି ଯୋଡି ହେଉଥିବାବେଳେ ଆଉ କେଉଁଠି ଭାଙ୍ଗୁଥିବା ଖବର ମଧ୍ୟ ଆସିଥାଏ। ନିକଟରେ ଅଭିନେତା ସୋହେଲ ଖାନ ଏବଂ ସୀମା ଖାନଙ୍କ ଛାଡପତ୍ର ଖବର ପ୍ରଶଂସକଙ୍କ ମନରୁ ନ ଲିଭୁଣୁ, ଏବେ ବି-ଟାଉନରୁ ଆଉ ଏକ ବିବାହ…
ଭାରତୀ ସିଂହଙ୍କ ନାଁରେ ଏଫ୍ଆଇଆର
ମୁମ୍ବାଇ,୧୬।୫: ବିବାଦ ଘେରରେ ଏବେ କମେଡି କୁଇନ ଭାରତୀ ସିଂହ। ମହଙ୍ଗା ପଡ଼ିଲା ଥଟ୍ଟା କରିବା। ସୋମବାର ତାଙ୍କ ବିରୋଧରେ ଏଫ୍ଆଇଆର ରୁଜୁ ହୋଇଥିବା ଜଣାପଡ଼ିଛି। ଶିଖ୍ଙ୍କ ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇଥିବାରୁ ଏସ୍ଜିପିସି ପକ୍ଷରୁ ଏହି ଏଫ୍ଆଇଆର ରୁଜୁ କରାଯାଇଛି।…
ବିବାଦରେ କମେଡି କୁଇନ୍
ଅଢୁଆରେ କମେଡି କୁଇନ୍ ଭାରତୀ ସିଂହ। ଜୋକ କରିବା ତାଙ୍କୁ ମହଙ୍ଗା ପଡିଛି। ଦାଢି ନିଶକୁ ନେଇ କମେଡି କରିବାରୁ ବିବାଦ ସୃଷ୍ଟି ହୋଇଛି। ନିକଟରେ ଭାରତୀ ନିଜର ଏକ ଶୋ’ରେ ନିଶ ଦାଢିକୁ ନେଇ ଏକ ଜୋକ କରିଥିଲେ। ଯାହାକୁ…
ସିଝା ଅଣ୍ଡା ଭଳି ଦେଖାଯାଉଛନ୍ତି ଷ୍ଟାର କିଡସ୍: କଙ୍ଗନା
ମୁମ୍ବାଇ: କଙ୍ଗନା ରାନାୱତ ଏମିତି ଏକମାତ୍ର ଅଭିନେତ୍ରୀ ଯେକି ବିନା ହିରୋରେ ୧୦୦ କୋଟିର ମୁଭିଜ ଦେଇପାରନ୍ତି । କଙ୍ଗନାଙ୍କୁ ତାଙ୍କ ଦମଦାର ଅଭିନୟ ପାଇଁ ୪ ଥର ନ୍ୟାଶନାଲ ଆୱାର୍ଡ ମିଳିସାରିଛି । କେବଳ ସେତିକି ନୁହେଁ ବିଭିନ୍ନ ଚର୍ଚ୍ଚିତ…
ନୂଆ ଲୁକ୍ରେ ଶିଳ୍ପା
ବଲିଉଡ୍ର ଗ୍ଲାମରସ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ତାଙ୍କର ଲୁକ୍କୁ ନେଇ ଚର୍ଚ୍ଚାରେ ରୁହନ୍ତି। ବର୍ତ୍ତମାନ ଅଭିନେତ୍ରୀଙ୍କର ନୂଆ ଲୁକ୍ ଫ୍ୟାନ୍ସମାନଙ୍କୁ ଆଶ୍ଚର୍ଯ୍ୟ କରିଛି। ନିକଟରେ ସେ ସୋସିଆଲ ମିଡିଆକୁ ବାଏ କହିଥିଲେ। ହେଲେ ଏବେ ସୋସିଆଲ ମିଡିଆରେ ତାଙ୍କର ଆଗାମୀ ଫିଲ୍ମ…
ବିକି କୌଶଲଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି
ବଲିଉଡ ଅଭିନେତା ବିକି କୌଶଲ ଆଜି ୩୪ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ମେ ୧୬, ୧୯୮୮ରେ ଜନ୍ମଗ୍ରହଣ କରିଥିଲେ। ବିବାହ ପରେ ସେ ସ୍ତ୍ରୀ କ୍ୟାଟ୍ରିନା କୈଫ୍ଙ୍କ ସହ ନ୍ୟୁୟର୍କରେ ପ୍ରଥମ ଥର ପାଇଁ ପାଳନ କରିଛନ୍ତି। ସେ ‘ଗ୍ୟାଙ୍ଗସ…
ଅପମାନଜନକ ମନ୍ତବ୍ୟ ପୋଷ୍ଟ କରି ଅଡୁଆରେ ଅଭିନେତ୍ରୀ
ମୁମ୍ବାଇ,୧୬।୫: ଏନ୍ସିପି ଅଧ୍ୟକ୍ଷ ଶରଦ ପାଓ୍ବାରଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଫେସ୍ବୁକ୍ରେ ପୋଷ୍ଟ କରିବା ମରାଠୀ ଅଭିନେତ୍ରୀ କେତକୀ ଚିତାଲେଙ୍କୁ ମହଙ୍ଗା ପଡିଛି। ଅଭିଯୋଗକକୁ ଭିତ୍ତି କରି ପୋଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ…

