ଫେସବୁକ୍ରେ ପୋଷ୍ଟ ଲେଖି ଅଭିନେତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ
କୋଲକାତା: ଫିଲ୍ମଜଗତରୁ ଆତ୍ମହତ୍ୟା କରିବା ଖବର ଥମିବାର ନା ନେଉ ନାହିଁ। ଏବେ ଆଉ ଜଣେ ବଙ୍ଗୀୟ ଅଭିନେତ୍ରୀ ରାୟ ଦେବୋଲିନା ଦେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ହେଲେ ସୌଭାଗ୍ୟବଶତଃ ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଶୁକ୍ରବାର ଅଭିନେତ୍ରୀ…
ପ୍ରଥମ ଦରମା ଚେକ୍ ମା’ଙ୍କ ପାଦ ତଳେ ରଖିଥିଲେ ଏହି ଅଭିନେତା
ମୁମ୍ବାଇ: ସବୁ ମା’ଙ୍କ ପାଇଁ ପୁଅର ପ୍ରଥମ ରୋଜଗାର ଅତ୍ୟନ୍ତ ସ୍ବତନ୍ତ୍ର। ସେ ସାଧାରଣ ପିଲା ହୁଅନ୍ତୁ କି ଅଭିନେତା। ପିଲାଙ୍କ ପ୍ରଥମ ରୋଜଗାର ମା-ବାପାଙ୍କୁ ବହୁତ ଖୁସି ଦିଏ। ବଲିଉଡ୍ ଅଭିନେତା ରଣବୀର କପୁରଙ୍କ କ୍ଷେତ୍ରରେ ମଧ୍ୟ ଏପରି ଘଟିଥିଲା।…
ସମ୍ପର୍କ ତୁଟିବା ପଛର କାରଣ କହିଲେ ଚାରୁ !
ବମ୍ବେ: ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନଙ୍କ ଭାଇ ରାଜୀବ ସ୍ତ୍ରୀ ଚାରୁ ଅସୋପାଙ୍କଠାରୁ ଅଲଗା ହେବେ। ଉଭୟ ୨୦୧୯ରେ ବିବାହ କରିଥିଲେ। ୨୦୨୧ରେ ସେମାନେ କନ୍ୟା ସନ୍ତାନର ପିତାମାତା ହୋଇଥିଲେ। ଏଣୁ ସେମାନଙ୍କ ମଧ୍ୟରେ ସବୁକିଛି ଠିକ୍ ଚାଲୁଥିବା ନେଇ ଅନୁମାନ…
‘ପଠାନ’ରେ ଶାହାରୁଖଙ୍କ ଜବରଦସ୍ତ ଲୁକ୍
ମୁମ୍ବାଇ: ବଲିଉଡ ବାଦଶାହା ଶାହାରୁଖ ଖାଁ ରଙ୍ଗିନ ଦୁନିଆରେ ପାଦ ରଖିବା ଅର୍ଥାତ୍ ବଲିଉଡରେ ଏଣ୍ଟ୍ରି କରିବାର ୩୦ ବର୍ଷ ପୂରଣ ହେଲାଣି । ଏହାରି ଭିତରେ ଅନେକ ଉତ୍ଥାନ ପତନ ଦେଇ ଗତି କରିଥିବା ଶାହାରୁଖ କିନ୍ତୁ ପ୍ରଥମ ଅଭିନୟରୁ…
ସ୍ତ୍ରୀଙ୍କୁ ଛାଡ଼ପତ୍ର ଦେବେ ଏହି ରାପର୍
ମୁମ୍ବାଇ: ଲୋକପ୍ରିୟ ରାପର ରପ୍ତାର ସ୍ତ୍ରୀ କୋମଲଙ୍କୁ ଛାଡ଼ପତ୍ର ଦେବେ। ଏହି ଖବର ଶୁଣି ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଛନ୍ତି। ୨୦୨୦ରେ ଉଭୟେ ଛାଡ଼ପତ୍ର ପାଇଁ ନିଷ୍ପତ୍ତି ନେଇଥିଲେ। କରୋନା ଯୋଗୁ ଏଥିରେ ବିଳମ୍ବ ହୋଇଥିଲା। କୁହାଯାଉଛି, ଚଳିତ ବର୍ଷ ଅକ୍ଟୋବରରେ ଉଭୟ…
ଡେବ୍ୟୁ ଫିଲ୍ମ ଫ୍ଲପ୍ ପରେ ଦର୍ଶକଙ୍କ ପାଇଁ ଏମତି ଫଟୋ ଶେୟାର କଲେ ମାନୁଷୀ
ଅକ୍ଷୟ କୁମାରଙ୍କ ଫିଲ୍ମ ‘ସମ୍ରାଟ ପୃଥିରାଜ’ରେ ମାନୁଷୀ ଚିଲ୍ଲାର୍ ବଲିଉଡରେ ଡେବ୍ୟୁ କରିଛନ୍ତି । ସେ ଅକ୍ଷୟ କୁମାରଙ୍କ ବିପକ୍ଷରେ ମୁଖ୍ୟ ଭୂମିକାରେ ଅଭିନୟ ନଜର ଆସିଛନ୍ତି। ଫିଲ୍ମରେ ତାଙ୍କର ଲୁକ୍ ପ୍ରାୟତଃ ଦର୍ଶକଙ୍କୁ ଖୁବ ପସନ୍ଦ ଆସିଥିଲା। ହେଲେ ଫିଲ୍ମଟି…
‘ଶମ୍ଶେରା’ର ଟ୍ରେଲର ରିଲିଜ୍ ପରେ ବଢୁଛି ଉତ୍ସାହ
ବଲିଉଡ୍ର ବହୁ ପ୍ରତୀକ୍ଷିତ ଫିଲ୍ମ‘ଶମ୍ଶେରା’ ଶୁକ୍ରବାର ରିଲିଜ୍ ହୋଇଯାଇଛି। ଯାହାକୁ ଦେଖିବା ପରେ ଦର୍ଶକଙ୍କର ଉତ୍ସାହ ବଢିବାରେ ଲାଗିଛି। ଫିଲ୍ମରେ ଅଭିନେତା ରଣବୀର କପୁର, ବାଣୀ କପୁର, ସଞ୍ଜୟ ଦତ୍ତଙ୍କୁ ଦର୍ଶକ ଦେଖିବାକୁ ପାଇବେ। ଏହାରି ଭିତରେ ଫିଲ୍ମରେ ରଣବୀର ଡବଲ…
ସଲମାନଙ୍କୁ ଅଙ୍କଲ ଡାକିଲେ ସାରା
ମୁମ୍ବାଇ: ଆଇଫା ଆୱାର୍ଡ ୨୦୨୨ ଶନିବାର ରାତି ୮ଟାରେ କଲର୍ସ ଚ୍ୟାନେଲରେ ପ୍ରସାରିତ କରାଯିବ । ହେଲେ ଏବେ ଆସିଥିବା ଏହାର ଏକ ପ୍ରମୋ ବେଶ୍ ଭାଇରାଲ ହୋଇଛି । ଏହି ପ୍ରମୋରେ ସଲମାନ ଖାଁ ଓ ସାରା ଅଲି ଖାଁଙ୍କ…
‘ବିକ୍ରାନ୍ତ ରୋନା’ରେ ଜ୍ୟାକ୍ଲିନ୍ଙ୍କ ଧମାଲ, ୨୮ରେ ହେବ ରିଲିଜ୍
ସୁପର୍ଷ୍ଟାର କିଚ୍ଚା ସୁଦୀପଙ୍କ ଫିଲ୍ମ ‘ବିକ୍ରାନ୍ତ ରୋନା’ ଆସନ୍ତା ମାସ ୨୮ ତାରିଖରେ ରିଲିଜ୍ ହେବ । ଏହାର ଟ୍ରେଲର୍ ରିଲିଜ୍ ହୋଇ ଥିବା ବେଳେ ଏହାକୁ ଦର୍ଶକ ଖୁବ ପସନ୍ଦ କରୁଛନ୍ତି। ଫିଲ୍ମରେ ସୁଦୀପଙ୍କ ସହ ଜ୍ୟାକ୍ଲିନ୍ ଫର୍ଣ୍ଣାଣ୍ଡିଜ ସ୍କ୍ରିନ୍…
କାର୍ତ୍ତିକଙ୍କୁ ଉପହାରରେ ମିଳିଲା ୩.୭୩ କୋଟି ମୂଲ୍ୟର ଦାମୀ କାର୍
ବମ୍ବେ: ବଲିଉଡ୍ ଅଭିନେତା କାର୍ତ୍ତିକ ଆର୍ୟନଙ୍କ ଖୁସି କହିଲେ ନ ସରେ। କାରଣଟି ହେଲା ଏକ ଉପହାର, ଯାହାକି ତାଙ୍କୁ ଦେଇଛନ୍ତି ଫିଲ୍ମ ନିର୍ମାତା ଭୂଷଣ କୁମାର। ନିକଟରେ ରିଲିଜ ହୋଇଥିବା ଚଳଚ୍ଚିତ୍ର ‘ଭୁଲ ଭୁଲେୟାଁ -୨’ର ସଫଳତା ପରେ କାର୍ତ୍ତିକଙ୍କୁ…
‘ଶମ୍ଶେରା’ରେ ଡବଲ୍ ରୋଲ୍
ବମ୍ବେ: ଚଳିତ ବର୍ଷର ବହୁ ପ୍ରତିକ୍ଷିତ ଫିଲ୍ମ ମଧ୍ୟରୁ ଗୋଟିଏ ହେଲା ‘ଶମଶେରା’। ଶୁକ୍ରବାର ଏହାର ଟ୍ରେଲର ରିଲିଜ ହୋଇଛି। ଏହାକୁ ଦେଖିବା ପରେ ପ୍ରଶଂସକଙ୍କ ଉତ୍କଣ୍ଠା ଆହୁରି ବଢ଼ି ଯାଇଛି। ଏସବୁ ଭିତରେ ଚଳଚ୍ଚିତ୍ରରେ ଅଭିନେତା ରଣବୀର କପୁର ଡବଲ୍…
ପରପାରିରେ ଲୋକପ୍ରିୟ ଅଭିନେତା ଖାଲିଦ
ମାଲାୟାଲମ ସିନେମାଜଗତର ଲୋକପ୍ରିୟ ଅଭିନେତା ବିପି ଖାଲିଦଙ୍କର ପରଲୋକ ଘଟିଛି। ସେ ଏକ ଫିଲ୍ମର ଶୁଟିଂ କରୁଥିବା ବେଳେ ଅସୁସ୍ଥ ହୋଇପଡ଼ିଥିଲେ। ପରେ ହୃଦ୍ଘାତରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ତେବେ ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ହୋଇଥିଲା।…
Archives


