ମନୋରଞ୍ଜନ

ଦିଲଜିତ ଦୋସାଞ୍ଜ, ‘ଅମର ସିଂ ଚାମକିଲା’ ଏମି ପୁରସ୍କାର ପାଇଁ ମନୋନୀତ

ନୂଆଦିଲ୍ଲୀ,୨୬।୯: ପଞ୍ଜାବୀ ସୁପରଷ୍ଟାର ଦିଲଜିତ ଦୋସାଞ୍ଜ ବିଶ୍ୱ ମଞ୍ଚରେ ଭାରତର ନାମ ଉଜ୍ଜ୍ୱଳ କରିଛନ୍ତି। ନେଟଫ୍ଲିକ୍ସର ବାୟୋପିକ୍ ଫିଲ୍ମ ‘ଅମର ସିଂ ଚମକିଲା’ ପାଇଁ ସେ ଇଣ୍ଟରନ୍ୟାସନାଲ ଏମି ପୁରସ୍କାର ୨୦୨୫ରେ ଦୁଇଟି ବିଭାଗରେ ମନୋନୀତ ହୋଇଛନ୍ତି – ‘ଶ୍ରେଷ୍ଠ ଅଭିନେତା’…

The Taj Story: ସତରେ କ’ଣ ଶାହଜାହାନ ତିଆରି କରିଥିଲେ ତାଜମହଲ? ନା ଆଉ…, ପୋଲ୍‌ ଖୋଲିବେ…

ମୁମ୍ବାଇ: ସ୍ବର୍ଣ୍ଣିମ ଗ୍ଲୋବାଲ ସର୍ଭିସେସ ପ୍ରାଇଭେଟ ଲିମିଟେଡ ଏବଂ ସିଏ ସୁରେଶ ଝାଙ୍କ ଚଳଚ୍ଚିତ୍ର ‘ଦି ତାଜ ଷ୍ଟୋରି’, ଏହାର ପ୍ରଥମ ଟିଜର ସହିତ ଦର୍ଶକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଏବଂ ଗୁଞ୍ଜରଣ ସୃଷ୍ଟି କରିଛି। ଏବେ, ଏହି କୌତୁହଳକୁ ଆହୁରି…

ସଲମାନଙ୍କ ଦୁଃଖ, କହିଲେ ଶତ୍ରୁକୁ ବି ନ ହେଉ ଏମିତି ରୋଗ

ମୁମ୍ବାଇ: ବଲିଉଡ ସୁପରଷ୍ଟାର ସଲମାନ ଖାନ ତାଙ୍କର ଚମତ୍କାର ଫିଟନେସ ଏବଂ ଦମଦାର ବଡି ପାଇଁ ପ୍ରସିଦ୍ଧ ଥିଲେ ମଧ୍ୟ, ସେ ଟ୍ରାଇଜେମିନାଲ ନ୍ୟୁରାଲଜିଆ ନାମକ ଏକ ଗମ୍ଭୀର ସ୍ନାୟୁ ରୋଗ ସହିତ ମଧ୍ୟ ଲଢ଼ିଛନ୍ତି। ସମ୍ପ୍ରତି, ଆମାଜନ ପ୍ରାଇମ ଭିଡିଓର…

ପୁଣି ଶାହରୁଖଙ୍କ ପଛରେ ପଡିଲେ ସମୀର ୱାଙ୍ଖେଡେ, ଏଥର କୋର୍ଟରେ ଲଢେଇ

ମୁମ୍ବାଇ,୨୫।୯: ପୂର୍ବତନ ନାର୍କୋଟିକ୍ସ ଅଧିକାରୀ ସମୀର ୱାଙ୍ଖେଡେ ନେଟ୍‌ଫ୍ଲିକ୍ସ ସିରିଜ୍‌ ‘ଦି ବା***ଡସ୍‌ ଅଫ୍‌ ବଲିଉଡ୍‌’ ଏବଂ ଶାହାରୁଖ ଖାନଙ୍କ ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ମାନହାନି ମାମଲା ଦାୟର କରିଛନ୍ତି। ଆର୍ଯ୍ୟନ ଖାନ ନିର୍ଦେଶିତ ଏହି ସିରିଜ୍‌ରେ ତାଙ୍କୁ ଭୁଲ ଭାବେ…

ଓଡ଼ିଆ ସିନେମା ‘ବୋଉ ବୁଟୁ ଭୁତ’ର ହିନ୍ଦୀ ରିମେକ କରିବେ କରନ ଜୋହର

ଭୁବନେଶ୍ୱର,୨୩ା୯: ଶେଷରେ ଓଡ଼ିଆ ସିନେମା ଇଣ୍ଡଷ୍ଟ୍ରି କଣ୍ଟେଣ୍ଟ ଉପରେ ପଡିଛି ବଲିଉଡ ନଜର। ଓଡ଼ିଆରେ ସର୍ବାଧିକ ଆୟ କରିଥିବା ସିନେମା ‘ବୋଉ ବୁଟୁ ଭୁତ’ର ରିମେକ ରାଇଟ୍ସ କରନ ଜୋହରଙ୍କ ଧର୍ମା ପ୍ରଡକ୍ସନ୍ସ କିଣିବାର ପ୍ରକ୍ରିୟାରେ ଆରମ୍ଭ କରିଛି। କୋମଲ ନହଟାର…

ମା’ ହେବେ କ୍ୟାଟ୍ରିନା: ସୁନ୍ଦର ଫଟୋ ଶେୟାର କରି ଦେଲେ ଖୁସିଖବର

ବଲିଉଡର ସବୁଠାରୁ ଲୋକପ୍ରିୟ ଦମ୍ପତି କ୍ୟାଟ୍ରିନା କୈଫ ଏବଂ ବିକି କୌଶଳ ଖୁବଶୀଘ୍ର ମାତାପିତା ହେବାକୁ ଯାଉଛନ୍ତି। ଦୀର୍ଘ ଦିନର ଚର୍ଚ୍ଚା ପରେ, ଏହି ଦମ୍ପତି ଶେଷରେ ଏକ ଖୁସି ଖବର ଘୋଷଣା କରିଛନ୍ତି। ଆଲିଆ, ଦୀପିକା ଏବଂ କିଆରାଙ୍କ ପରେ,…

ୟଶ୍‌ଙ୍କ ନାୟିକା ସାଜିବେ ରୁକ୍ମିଣୀ

ହାଇଦ୍ରାବାଦ: ଆସନ୍ତା ଅକ୍ଟୋବର ୨ ତାରିଖରେ ଅଭିନେତା ରିସଭ ସେଟ୍ଟୀଙ୍କର ବହୁ ପ୍ରତୀକ୍ଷିତ ‘କାନ୍ତାରା ଚାପ୍ଟର ୧’ ଫିଲ୍ମ ରିଲିଜ୍‌ ହେବାକୁ ଯାଉଛି। ଏହି ଫିଲ୍ମରେ ଅଭିନେତ୍ରୀ ରୁକ୍ମିଣୀ ବସନ୍ତ ମୁଖ୍ୟ ଭୂମିକାରେ ନଜରକୁ ଆସିବେ। ସୋମବାର ‘କାନ୍ତାରା ଚାପ୍ଟର ୧’ର…

ଆର୍ଯ୍ୟାନ ଖାନଙ୍କ ସିରିଜରେ ଫସିଲେ ରଣବୀର କପୁର, ଚେତାବନୀ ନ ଦେଇ ପିଉଥିଲେ ସିଗାରେଟ୍

ମୁମ୍ବାଇ,୨୨ା୯: ଜାତୀୟ ମାନବାଧିକାର ଆୟୋଗ (ଏନଏଚଆରସି) ଅଭିନେତା ରଣବୀର କପୁର, ଓ୍ଵେବ ସିରିଜ ‘ଦି ବାଷ୍ଟାର୍ଡସ ଅଫ ବଲିଉଡ’ର ପ୍ରଯୋଜକ ଓ ନେଟଫ୍ଲିକ୍ସ ବିରୁଦ୍ଧରେ ଇଲେକ୍ଟ୍ରୋନିକ ସିଗାରେଟ ନିଷିଦ୍ଧ ଆଇନ, ୨୦୧୯ର ଉଲ୍ଲଂଘନ ଅଭିଯୋଗରେ ମାମଲା ରୁଜୁ କରିବାକୁ ମୁମ୍ବାଇ ପୋଲିସକୁ…

ଶୁଟିଂସେଟ୍‌ରେ ଆହତ ହେଲେ ସଲମାନ, ମୁମ୍ବାଇ ଫେରି…

ମୁମ୍ବାଇ,୨୧ା୯: ସୁପରଷ୍ଟାର ସଲମାନ ଖାନ୍‌ ‘ବ୍ୟାଟଲ୍‌ ଅଫ୍‌ ଗଲଓ୍ବାନ’ ଫିଲ୍ମର ଶୁଟିଂରେ ବ୍ୟସ୍ତ। ସେ ଫିଲ୍ମ ପାଇଁ ଲଦାଖରେ ଶୁଟିଂ କରୁଥିଲେ। ଏହି ସମୟରେ ଭାଇଜାନ ଆହତ ହୋଇଥିଲେ। ତଥାପି ସେ ତାଙ୍କ ସିଡ୍ୟୁଲ ଶେଷ କରି ମୁମ୍ବାଇ ଫେରି ଆସିଛନ୍ତି।…

ମା’ ହେବାକୁ ଯାଉଛନ୍ତି କଟ୍ରିନା, ଅକ୍ଟୋବରରେ ଆସିବ ନୂଆ ଅତିଥି ! ହେଲା ଖୁଲାସା

ମୁମ୍ବାଇ: ବଲିଉଡର ଜଣାଶୁଣା ଅଭିନେତ୍ରୀ କଟ୍ରିନା କୈଫ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ। କିଛିଦିନ ହେଲା ସେ ଚଳଚ୍ଚିତ୍ରଜଗତରୁ ଦୂରେଇ ଯାଇଥିବା ବେଳେ ଏବେ ସେ ମା’ ହେବାକୁ ଯାଉଥିବା କୁହାଯାଉଛି। ପୂର୍ବରୁ ତାଙ୍କ ଘରେ ନୂଆ ଅତିଥି ଆସିବାକୁ…

ସାଉଥ୍‌ ସୁପରଷ୍ଟାର Mohanlalଙ୍କୁ ମିଳିବ ଦାଦାସାହେବ ଫାଲ୍‌କେ ପୁରସ୍କାର, PM ମୋଦି ଜଣାଇଲେ ଶୁଭେଚ୍ଛା

ନୂଆଦିଲ୍ଲୀ: ଭାରତୀୟ ସିନେମା ଜଗତର ସର୍ବୋଚ୍ଚ ସମ୍ମାନ ଦାଦାସାହେବ ଫାଲକେ ପୁରସ୍କାର ୨୦୨୩ ପାଇଁ ଦକ୍ଷିଣ ଭାରତୀୟ ଅଭିନେତା ମୋହନଲାଲଙ୍କ ନାମ ଘୋଷଣା କରାଯାଇଛି। ଭାରତ ସରକାରଙ୍କ ପକ୍ଷରୁ ଏହି ଘୋଷଣା କରାଯାଇଥିବା ବେଳେ ମୋହନଲାଲଙ୍କ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ଓ…

ମନ୍ଦୋଦରୀ ଭୂମିକାରେ ପୁନମ ପାଣ୍ଡେ

ନୂଆଦିଲ୍ଲୀ: ଅନେକ ସମୟ ଧରି ଅଭିନେତ୍ରୀ ପୁନମ ପାଣ୍ଡେ କୌଣସି ଫିଲ୍ମ କିମ୍ବା ଟିଭି ଶୋ’ରେ ନଜରକୁ ଆସିନାହାନ୍ତି। ତେବେ ତାଙ୍କ ଫ୍ୟାନ୍ସଙ୍କ ପାଇଁ ଏକ ଗୁଡ୍‌ନ୍ୟୁଜ୍‌ ସାମ୍‌ନାକୁ ଆସିଛି। ତାଙ୍କୁ ବଡ଼ ପରଦା କିମ୍ବା ଛୋଟ ପରଦାରେ ନୁହେଁ ବରଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?