‘ଗଡଫାଦର’ ଟିଜର୍ ରିଲିଜ, ସଲମାନଙ୍କ ପାଇଁ ଉତ୍ସାହିତ ପ୍ରଂଶସକ
ଦୀର୍ଘ ଦିନ ଧରି ଫିଲ୍ମ ‘ଗଡଫାଦର’କୁ ନେଇ ଚର୍ଚ୍ଚା ହେଉଥିଲା। ବର୍ତ୍ତମାନ ଏହି ଫିଲ୍ମର ଟିଜର ରିଲିଜ ହୋଇଛି। ଏହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଟିଜରରେ ଦେଖିବାକୁ ମିଳିଛି, ଏକ କାର ଯାଉଛି, ଯେଉଁଥିରୁ ଚିରଞ୍ଜୀବୀ ଓହ୍ଲାଉଛନ୍ତି।…
ଦୀପିକା ଦେବେ ଖୁସି ଖବର!
ମୁମ୍ବାଇ: ବଲିଉଡର ଆଦର୍ଶ କପୁଲ ଭାବେ ଜଣାଶୁଣା ଦୀପିକା ପାଦୁକୋନ ଓ ରଣବୀର କପୁରଙ୍କ ବିବାହକୁ ପ୍ରାୟ ୪ ବର୍ଷ ହୋଇଗଲାଣି । ଏବେ ତାଙ୍କ ପ୍ରଶଂସକମାନେ ଅପେକ୍ଷା ରଖିଛନ୍ତି କେବେ ଏମାନେ ଦେବେ ଖୁସି ଖବର । ତେବେ ପ୍ରଶଂସକଙ୍କ…
ରାମ ମନ୍ଦିର ଉପରେ ନିର୍ମାଣ ହେବ ଡକ୍ୟୁମେଣ୍ଟାରୀ
ମୁମ୍ବାଇ: ମର୍ଯ୍ୟାଦା ପୁରୁଷୋତ୍ତମ ରାମଚନ୍ଦ୍ରଙ୍କ ଅଯୋଧ୍ୟାରେ ମନ୍ଦିର ନିର୍ମାଣ ପାଇଁ ନାନା ସମସ୍ୟା ଉପୁଜିଛି । ଏ ସମ୍ପର୍କରେ ଦେଶବାସୀ ଅଳ୍ପ ବହୁତେ ଜାଣିଛନ୍ତି । ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ରାଜନେତା ପର୍ଯ୍ୟନ୍ତ ସମସ୍ତେ ରାମମନ୍ଦିର ନିର୍ମାଣକୁ ନେଇ ସ୍ୱର…
ଖୁସି ଖବର ଦେଲେ କ୍ୟାଟ୍ରିନା
ମୁମ୍ବାଇ: ବଲିଉଡ ନାୟିକା କ୍ୟାଟ୍ରିନା କୈଫ ଦେଇଛନ୍ତି ଖୁସି ଖବର । ନିଜର ଅଭିନୟ ବଳରେ ଦର୍ଶକଙ୍କ ନିକଟତର ହୋଇଥିବା ଏହି ନାୟିକା କେବଳ ବଲିଉଡ ଇଣ୍ଡଷ୍ଟ୍ରି ନୁହେଁ ସାରା ବିଶ୍ୱରେ ବେଶ ପରିଚିତ । ତାଙ୍କର ଦମଦାର ଅଭିନୟ ଦର୍ଶକଙ୍କୁ…
ଫିଲ୍ମ ‘କାଳୀ’ ପୋଷ୍ଟରକୁ ନେଇ ବଢ଼ୁଛି ବିବାଦ: ଦିଲ୍ଲୀ-ୟୁପିରେ ମାମଲା ରୁଜୁ
ନୂଆଦିଲ୍ଲୀ/ଲକ୍ଷ୍ନୌ,୫।୭: ଡକ୍ୟୁମେଣ୍ଟାରୀ ଫିଲ୍ମ ‘କାଳୀ’ଙ୍କ ପୋଷ୍ଟରକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ଫିଲ୍ମ ନିର୍ମାତା ଲୀନା ମଣିମେକଲଇଙ୍କ ଡକ୍ୟୁମେଣ୍ଟାରୀ ଫିଲ୍ମର ପୋଷ୍ଟରରେ ମା’ କାଳୀଙ୍କୁ ସିଗାରେଟ୍ ଟାଣୁଥିବାର ଦେଖିବାକୁ ମିଳିଥିଲା। ଏଥିସହ ଆଉ ଗୋଟିଏ ହାତରେ ଏଲ୍ଜିବିଟି ସମ୍ପ୍ରଦାୟର ପତାକା ମଧ୍ୟ…
ରାଜନୀତିରେ ଏଣ୍ଟ୍ରି କରିବେ ଅକ୍ଷୟ! ଜାଣନ୍ତୁ କ’ଣ କହିଲେ…
ବଲିଉଡ୍ ଅଭିନେତା ଅକ୍ଷୟ କୁମାର ଅଭିନୟ ଏବଂ ଲୁକ୍କୁ ନେଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ଅନେକ ଦର୍ଶକ ତାଙ୍କ ଫିଲ୍ମ ଦେଖିବାକୁ ଭଲ ପାଆନ୍ତି। ନିକଟରେ ଅକ୍ଷୟଙ୍କ ଫିଲ୍ମ ‘ବଚ୍ଚନ ପାଣ୍ଡେ’ ଏବଂ ‘ସମ୍ରାଟ ପୃଥ୍ବୀରାଜ’ ରିଲିଜ୍ ହୋଇଥିଲା। ହେଲେ ଫିଲ୍ମଟି…
ଝିଅର ପ୍ରଥମ ଫଟୋ ଶେୟାର କଲେ ଦେବିନା-ଗୁରୁମିତ
ଅଭିନେତ୍ରୀ ଦେବିନା ବାନାର୍ଜି ନିକଟରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ଅନେକ ଦିନ ଧରି ଗୁରୁମିତ ଏବଂ ଦେବିନା ନିଜ ଝିଅର ଫଟୋ ସୋସିଆଲ ମିଡିଆରେ ଶେୟାର କରୁ ନ ଥିଲେ। ବର୍ତ୍ତମାନ ଉଭୟ ଝିଅର ପ୍ରଥମ ଫଟୋ ଶେୟାର…
ଫିଲ୍ମ ‘କାଳୀ’ ପୋଷ୍ଟରକୁ ନେଇ ବଢ଼ୁଛି ତାତି : ନିର୍ମାତାଙ୍କୁ ଗିରଫ ଦାବି
ଡକ୍ୟୁମେଣ୍ଟାରି ଫିଲ୍ମ ‘କାଳୀ’ର ପୋଷ୍ଟରକୁ ନେଇ ବିବାଦ ବଢ଼ୁଛି । ନିର୍ମାତା ଲିନା ମଣିମେକଲଇ ଜୁଲାଇ ୨ରେ ଫିଲ୍ମର ପୋଷ୍ଟର ରିଲିଜ କରିଥିଲେ । ଏହି ପୋଷ୍ଟରରେ ମା’ କାଳୀଙ୍କୁ ସିଗାରେଟ୍ ପିଉଥିବାର ଦେଖିବାକୁ ମିଳୁଛି । ଖାଲି ସେତିକି ନୁହେଁ…
‘ମହାଭାରତ’ର କାହାଣୀକୁ ବଡ ପରଦାରେ ଆଣିବେ ରାଜାମୌଲି!
ଲୋକପ୍ରିୟ ନିର୍ଦ୍ଦେଶକ ଏସ୍ ଏସ୍ ରାଜାମୌଲିଙ୍କ ଫିଲ୍ମ ବାହୁବଳୀ, ଆର୍ଆର୍ଆର୍ ବକ୍ସ ଅଫିସରେ ରେକର୍ଡ କରିଛି। ଏହା ପରେ ନିର୍ଦ୍ଦେଶକ ଆଗକୁ ‘ମହାଭାରତ’ କାହାଣୀ ଉପରେ ଫିଲ୍ମ କରିବାକୁ ନଜର ରଖିଛନ୍ତି। ଯାହାର କାହାଣୀ ଟିଭିରେ ଦେଖାଯାଇଛି କିନ୍ତୁ ଏ ପର୍ଯ୍ୟନ୍ତ…
୧୦ ବର୍ଷ ମଧ୍ୟରେ କୌଣସି ସାକ୍ଷାତକାର ଦେଇ ନ ଥିଲେ ବିଜୟ
ଚେନ୍ନାଇ: ସାଉଥ୍ ସୁପରଷ୍ଟାର ଥାଲାପତି ବିଜୟ ନିଜ ଅଭିନୟ ବଳରେ ଦର୍ଶକଙ୍କ ଖୁବ୍ ନିକଟତର ହୋଇପାରିଛନ୍ତି । ନିକଟରେ ରିଲିଜ ହୋଇଥିବା ଫିଲ୍ମ ‘ବିଷ୍ଟ’ ପାଇଁ ସେ ଏବେ ଚର୍ଚ୍ଚାରେ ଅଛନ୍ତି । ଏହା ବକ୍ସ ଅଫିସରେ ଖୁବ୍ ସଫଳତା ପାଇଛି…
ଜଣାଶୁଣା ଫିଲ୍ମ ନିର୍ମାତା ତରୁଣ ମଜୁମଦାରଙ୍କ ପରଲୋକ
ବଙ୍ଗଳା ଫିଲ୍ମ ଇଣ୍ଡଷ୍ଟ୍ରିର ଜଣାଶୁଣା ନିର୍ଦ୍ଦେଶକ ତରୁଣ ମଜୁମଦାରଙ୍କ ପରଲୋକ ଘଟିଛି। ୯୨ ବର୍ଷ ବୟସରେ କୋଲକାତାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତରୁଣ ମଜୁମଦାରଙ୍କ ମୃତ୍ୟୁ ପରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି। ତରୁଣ ମଜୁମଦାର ଦୀର୍ଘ…
ଇନ୍ଷ୍ଟା ଡିପିରୁ ରଣବୀରଙ୍କ ସହ ଫଟୋ ହଟାଇଲେ ଆଲିଆ
ଅଭିନେତ୍ରୀ ଆଲିଆ ଭଟ୍ଟ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ପ୍ରଶଂସକଙ୍କ ସହ ସେ ଗର୍ଭବତୀ ଥିବା ଖବର ଶେୟାର କରିବା ପରେ ତାଙ୍କୁ ଏବେ ଚାରିଆଡୁ ଶୁଭେଚ୍ଛା ମିଳୁଛି। ନିକଟରେ ଆଲିଆ ଏକ ଗ୍ଲାମରସ୍ ଫଟୋଶୁଟ କରିଛନ୍ତି। ଏହାର ଫଟୋଗୁଡିକ ସେ ସୋସିଆଲ…
Archives


