ମନୋରଞ୍ଜନ

ମା’ ହେବା ପରେ ଫିଲ୍ମ ପରଦାକୁ ଦୂରେଇ ଯିବେ କି ଆଲିଆ

ବଲିଉଡ ସୁପରଷ୍ଟାର ରଣବୀର କପୁର ଆଜିକାଲି ତାଙ୍କର ଆଗାମୀ ଫିଲ୍ମ ‘ଶମଶେରା’ ପ୍ରମୋଶନରେ ବ୍ୟସ୍ତ ଅଛନ୍ତି। ଫିଲ୍ମକୁ ସହ ସେ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ଚର୍ଚ୍ଚାରେ ଅଛନ୍ତି। ଖୁବ୍‌ଶୀଘ୍ର ସେ ବାପା ହେବାକୁ ଯାଉଛନ୍ତି। ଏଥିପାଇଁ ରଣବୀୟ ବେଶ୍‌ ଖୁସି…

କାର୍ତ୍ତିକ-ସାରାଙ୍କ ସମ୍ପର୍କକୁ ନେଇ ପୋଲ୍ ଖୋଲିଲେ କରନ

ମୁମ୍ବାଇ: ବଲିଉଡ ନିର୍ଦ୍ଦେଶକ କରନ ଜୋହରଙ୍କ ଚାଟ ଶୋ ‘କଫି ୱିଥ କରନ ୭’ ଏବେ ହଙ୍ଗାମା କରୁଛି । ଏଥରର ପ୍ରଥମ ଏପିସୋଡ ଓଟିଟିରେ ସମସ୍ତ ରେକର୍ଡ ଭାଙ୍ଗିଛି । କରନ ଏବେ ଏହି ଶୋ’ର ପ୍ରମୋଶନରେ ଲାଗି ପଡିଛନ୍ତି…

ଶୋ’ ରଣବୀର ଭର୍ସେସ ୱାଇଲ୍ଡ ୱିଥ ବିୟର ଗ୍ରିଲ୍ସକୁ ମିଳିଲା ପ୍ରଶଂସକଙ୍କ ଭଲପାଇବା

ମୁମ୍ବାଇ: ବଲିଉଡ ଅଭିନେତା ରଣବୀର ସିଂ ଏବେ ଶୋ’ ରଣବୀର ଭର୍ସେସ ୱାଇଲ୍ଡ ୱିଥ ବିୟର ଗ୍ରିଲ୍ସକୁ ନେଇ ଅଛନ୍ତି ଖୁବ୍ ଚର୍ଚ୍ଚାରେ । ଏହି ଶୋ’କୁ ଦର୍ଶକେ ଖୁବ୍ ପସନ୍ଦ କରୁଛନ୍ତି । ନିକଟରେ ଅଭିନେତା ଏହାକୁ ନେଇ ତାଙ୍କ…

ମା’ ହେବାକୁ ଚାହୁଁନାହାନ୍ତି ରାମ ଚରଣଙ୍କ ସ୍ତ୍ରୀ ଉପାସନା

ହାଇଦ୍ରାବାଦ: ବିବାହର ଦଶ ବର୍ଷ ବିତିଲାଣି। ହେଲେ ମା’ ହେବାକୁ ଚାହୁଁନାହାନ୍ତି ଆର୍‌ଆର୍‌ଆର୍‌ ଅଭିନେତା ରାମ ଚରଣଙ୍କ ସ୍ତ୍ରୀ ଉପାସନା କାମିନେନୀ। ପୂର୍ବରୁ ଏନେଇ ଅନେକ ଥର ପଚରାଯାଇଥିଲେ ହେଁ ସେ ଚୁପ୍‌ ରହିଥିଲେ। ହେଲେ ନିକଟରେ ଏକ ସାକ୍ଷାତକାରରେ ଉପାସନା…

ବିବାହ ବନ୍ଧନରେ ଆବଦ୍ଧ ହେଲେ ପାୟଲ

ବମ୍ବେ: ବିବାହ ବନ୍ଧନରେ ଆବଦ୍ଧ ହେଲେ ଲକ୍‌ଅପ୍‌ ତଥା ବିଗ୍‌ବସ୍‌ର ପ୍ରତିଯୋଗୀ ଥିବା ପାୟଲ ରୋହତଗୀ। ଦୀର୍ଘ ଦିନର ପ୍ରେମିକ ସଂଗ୍ରାମ ସିଂହଙ୍କ ହାତ ଧରିଛନ୍ତି ସେ। ସୋସିଆଲ ମିଡିଆରେ ବିବାହର ଏକ ଫଟୋ ଶେୟାର କରି ପାୟଲ ସମସ୍ତଙ୍କ ସହ…

ସବାଙ୍କୁ ଦେଖୁ ଦେଖୁ ହ୍ରିତିକ୍‌ ବୋଲି କହିଲେ ପ୍ରଶଂସକ

ବଲିଉଡ୍‌ ଅଭିନେତା ହ୍ରିତିକ ରୋଶନ ବର୍ତ୍ତମାନ ପ୍ୟାରିସ୍‌ରେ ସବାଙ୍କ ସହ ରୋମାଣ୍ଟିକ ସମୟ ବିତାଉଛନ୍ତି । ଏହାର ଏକ ଭିଡିଓ ସବା ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏହି ଭିଡିଓ ଦେଖିବା ପରେ ପ୍ରଶଂସକମାନେ ହ୍ରିତିକଙ୍କ ଷ୍ଟାଇଲ ଏବଂ ଉଭୟଙ୍କ ରୋମାନ୍ସ…

ମଲାଇକାଙ୍କ ଉପରୁ ହଟିଲାନି ବୃଦ୍ଧଙ୍କ ନଜର

ମୁମ୍ବାଇ: ଫ୍ୟାଶନ ଡିଭା ମଲାଇକା ଆରୋରା ସବୁବେଳେ ତାଙ୍କର ଗ୍ଲାମରସ୍‌ ଲୁକ୍‌ ପାଇଁ ଚର୍ଚ୍ଚାରେ ରହିଥାନ୍ତି। କୌଣସି ଇଭେଣ୍ଟ ହେଉ କି କୌଣସି ଜିମ୍‌ ସେଣ୍ଟର। ସେ ଯେଉଁଠିକି ବି ଯାଆନ୍ତି ଲୋକେ ତାଙ୍କୁ ବୁଲି ବୁଲି ଚାହାନ୍ତି। କାରଣ କେବଳ…

ଗର୍ଭବତୀ ଥାଇ ବି ଶୁଟିଂ ସେଟ୍‌ରେ ଫାଇଟ୍‌ ସିନ୍‌ କରୁଛନ୍ତି ଆଲିଆ

ମୁମ୍ବାଇ: ଗର୍ଭଧାରଣ ସମୟକୁ ଉପଭୋଗ କରିବା ପରିବର୍ତ୍ତେ ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ଆଜିକାଲି ଜୋର୍‌ଦାର୍‌ ଅଭିନୟ କରୁଛନ୍ତି। ନିକଟରେ ଆଲିଆ ହଲିଉଡ୍‌ ଡେବ୍ୟୁ ଫିଲ୍ମ ‘ହାର୍ଟ ଅଫ୍‌ ଷ୍ଟୋନ୍‌’ର ଶୁଟିଂ ଶେଷ କରିଥିଲେ। ଶୁଟିଂ ଶେଷରେ ଆଲିଆ ‘ଓ୍ବାଣ୍ଡର ଓମ୍ୟାନ’…

ଖିଲାଡି କିଙ୍ଗ୍‌ଙ୍କ ନୂଆ ନାୟିକା

ବମ୍ବେ: ବଲିଉଡ୍‌ରେ ଡେବ୍ୟୁ କରିବେ ଲୋକପ୍ରିୟ ଟେଲି ତଥା ପଞ୍ଜାବୀ ଅଭିନେତ୍ରୀ ସରଗୁନ୍‌ ମେହଟ୍ଟା। ପ୍ରଥମ ଫିଲ୍ମରେ ସେ ସୁପରଷ୍ଟାର ଅକ୍ଷୟ କୁମାରଙ୍କ ସହ କରିବେ କାମ। ଚଳଚ୍ଚିତ୍ର ‘ମିଶନ ସିଣ୍ଡ୍ରେଲା’ରେ ସେ ବଲିଉଡ୍‌ରେ ପାଦ ରଖିବାକୁ ଯାଉଥିବା ଜଣାପଡ଼ିଛି। ନିଜର…

ରେକର୍ଡ କଲା ପ୍ରଥମ ଏପିସୋଡ୍‌

ବମ୍ବେ: କରନ୍‌ ଜୋହରଙ୍କ ଲୋକପ୍ରିୟ ଶୋ’ ‘କଫି ଉଇଥ୍‌ କରନ୍‌’ ପୁଣି ଥରେ ଲୋକଙ୍କ ମନୋରଞ୍ଜନ କରୁଛି। ଦୀର୍ଘ ତିନି ବର୍ଷ ପରେ ଶୋ’ ପ୍ରସାରିତ ହେଉଥିବା ଯୋଗୁ ଏହା ନୂଆ ରେକର୍ଡ କରିଛି। ଗୁରୁବାର ପ୍ରଥମ ଏପିସୋଡରେ ଆଲିଆ ଭଟ୍ଟ…

ହଲିଉଡରେ ଜ୍ୟାକଲିନ

ମୁମ୍ବାଇ: ବଲିଉଡରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଜ୍ୟାକଲିନ ପର୍ନାଡିଜ ଏବେ ହଲିଉଡ ପାଇଁ ପ୍ରସ୍ତୁତ ହୋଇଗଲେଣି । ନିଜର ଷ୍ଟାଇଲିସ ଲୁକ ଓ ସାମଜିକ କାର୍ଯ୍ୟ ପାଇଁ ବେଶ ପରିଚିତ ଏହି ନାୟିକା । ବିଶେଷ ଭାବେ…

ଡେଟ୍‌ କରୁଛନ୍ତି ପରିଣୀତି!

ବମ୍ବେ: ଡେଟ୍‌ କରୁଛନ୍ତି ପରିଣୀତି। ଲୋକପ୍ରିୟ ଗାୟକ ହାର୍ଡି ସାନ୍ଧୁଙ୍କ ସହ ତାଙ୍କୁ ଏକାଠି ଦେଖାଯିବା ପରେ କିଛି ଏଭଳି ଚର୍ଚ୍ଚା ଏବେ ବଢ଼ିବାରେ ଲାଗିଛି। କିଛି ଏହାକୁ ଗୁଜବ କହୁଥିବା ବେଳେ କିଛି ନୂଆ ଯୋଡ଼ିଙ୍କୁ ଶୁଭକାମନା ଜଣାଉଛନ୍ତି। ସେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri