ମନୋରଞ୍ଜନ

ଜାଣନ୍ତି କି ସଞ୍ଜୟଙ୍କ ବିଳାସପୂର୍ଣ୍ଣ ବଙ୍ଗଳାର ଦାମ୍‌?

ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତଙ୍କ ଆଜି ୬୩ ତମ ଜନ୍ମ ଦିନ। ତାଙ୍କ ଅଭିନୟରେ ସେ କୋଟି କୋଟି ଦର୍ଶକଙ୍କ ହୃଦୟ ଜିତିପାରିଛନ୍ତି। ସେ ଜୀବନରେ ଅନେକ ଉତ୍ଥାନ-ପତନ ଦେଇ ଗତି କରିଛନ୍ତି। ତାଙ୍କ ଜୀବନରେ ଏପରି କିଛି ସମୟ ଆସି…

ବିପାଶାଙ୍କ ପୂର୍ବରୁ ଏହି ଦୁଇ ଅଭିନେତ୍ରୀଙ୍କୁ ବିବାହ କରିଥିଲେ କରଣ

ବଲିଉଡ୍‌ ଅଭିନେତ୍ରୀ ବିପାଶା ବସୁ ଏବଂ ଅଭିନେତା କରଣ ସିଂ ଗ୍ରୋଭର ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌। ଫଟୋ, ଭିଡିଓ ଶେୟାର କରି ଫ୍ୟାନ୍ସଙ୍କ ସହ ଯୋଡ଼ି ହୋଇ ରୁହନ୍ତି। ଏହାରି ମଧ୍ୟରେ ବିପାଶା-କରଣଙ୍କ ଘରକୁ ଖୁବ୍‌ଶୀଘ୍ର କୁନି ଅତିଥି ଆସିବାକୁ…

ରଣବୀରଙ୍କ ପରେ ନ୍ୟୁଡ୍‌ ଫଟୋ ଶେୟାର କଲେ ନକୁଲ, ଧାର ନେଲେ କି କାର୍ପେଟ

ବଲିଉଡ ଅଭିନେତା ରଣଭୀର ସିଂଙ୍କ ନ୍ୟୁଡ୍‌ ଫଟୋଶୁଟ୍‌କୁ ନେଇ ବିବାଦ ଥମି ନ ଥିବା ବେଳେ ବର୍ତ୍ତମାନ ଅଭିନେତା ନକୁଲ ମେହେଟ୍ଟା ରଣଭୀରଙ୍କ ପରି ସୋସିଆଲ ମିଡିଆରେ ଏକ ନ୍ୟୁଡ୍‌ ଫଟୋ ଶେୟାର କରିଛନ୍ତି। ଗୋଟିଏ ପଟେ ‘ବଡେ ଆଛେ ଲଗ୍‌ତେ…

ମାଆ ହେବେ ବିପାଶା!

ମୁମ୍ବାଇ: ବଲିଉଡରେ ଏବେ ପ୍ୟାରେଣ୍ଟହୁଡକୁ ନେଇ ଖୁବ୍ ଚର୍ଚ୍ଚା । ଜଣକ ପରେ ଜଣେ ସେଲିବ୍ରିଟିଙ୍କ ଘରକୁ କୁନି ଅତିଥି ଆସୁଥିବା ବେଳେ ଏବେ ଏଥିରେ ଯାଡି ହୋଇଯାଇଛି ବୋଲ୍ଡ ବିୟୁଟି ବିପାଶା ବସୁ ଓ ତାଙ୍କ ସ୍ୱାମୀ କରଣ ସିଂ…

‘ଯଦି ମୋ ସହିତ କିଛି ଘଟେ, ନାନା ପାଟେକର ଦାୟୀ ରହିବେ’, ଏଭଳି କାହିଁକି କହିଲେ ଅଭିନେତ୍ରୀ?

ଅଭିନେତ୍ରୀ ତନୁଶ୍ରୀ ଦତ୍ତ ୨୦୧୮ରେ ସୋସିଆଲ ମିଡିଆରେ ମିଟୁ ହ୍ୟାସଟ୍ୟାଗ ଆରମ୍ଭ କରି କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରଦେଇଥିଲେ। ଯେଉଁଥିରେ ସେ ବଡ଼ ଖୁଲାସା କରିଥିଲେ। ସେବେଠାରୁ କ୍ରମାଗତ ଭାବରେ ତନୁଶ୍ରୀ ତାଙ୍କ ପୋଷ୍ଟ ଏବଂ ସାକ୍ଷାତକାର ମାଧ୍ୟମରେ ବଲିଉଡ ମାଫିଆ…

ସତ ହେବ କି ଶାହରୁଖଙ୍କ ଭବିଷ୍ୟବାଣୀ

ବଲିଉଡ ଅଭିନେତା ରଣବୀର ସିଂ ଜବରଦସ୍ତ ଅଭିନୟ ବ୍ୟତୀତ ଚମତ୍କାର ଫ୍ୟାଶନ ପାଇଁ ଜଣାଶୁଣା। ଅନେକ ଥର ତାଙ୍କୁ ଭିନ୍ନ ଫ୍ୟାଶନ ପାଇଁ ଟ୍ରୋଲ ମଧ୍ୟ କରାଯାଏ। କିନ୍ତୁ ଏଥିରେ ତାଙ୍କର କୌଣସି ଫରକ ପଡେ ନାହିଁ। ନିକଟରେ ରଣବୀର ଏକ…

ପ୍ରଭାସଙ୍କ ସହ କାମ କରିବାକୁ ଚାହାନ୍ତି କିଚ୍ଚା ସୁଦିପ, ରଖିଛନ୍ତି ଏହି ସର୍ତ୍ତ!

ଚେନ୍ନାଇ: କନ୍ନଡ ଷ୍ଟାର କିଚ୍ଚା ସୁଦିପଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ‘ବିକ୍ରାନ୍ତ ରୋନା’ ଇତିମଧ୍ୟରେ ରିଲିଜ ହୋଇ ସାରିଛି । ଏହି ଫାଣ୍ଟାସି ଆକ୍ସନ-ଆଡଭେନଚର ଡ୍ରାମା ଫିଲ୍ମ କନ୍ନଡ ବ୍ୟତୀତ ତାମିଲ, ତେଲଗୁ, ମଲାୟାଲମ ଓ ହିନ୍ଦୀରେ ବି ରିଲିଜ ହୋଇଛି…

ବିବାଦରେ ‘ରାମସେତୁ’

ମୁମ୍ବାଇ: ସୁପରଷ୍ଟାର ଅକ୍ଷୟ କୁମାରଙ୍କ ଦିନ ଆଜିକାଲି ଭଲ ଚାଲି ନ ଥିବା ଜଣାପଡ଼ିଛି। ଗୋଟିଏ ପଟେ ବଚ୍ଚନ ପାଣ୍ଡେ ଏବଂ ସମ୍ରାଟ ପ୍ରୀତିରାଜଙ୍କ ସମେତ ତାଙ୍କ ଫିଲ୍ମ କ୍ରମାଗତ ଭାବେ ଫ୍ଲପ୍‌ ହେଉଛି। ଅନ୍ୟପଟେ ଯେଉଁ ଫିଲ୍ମଗୁଡ଼ିକ ରିଲିଜ ପାଇଁ…

ଦିନେ ଡାକ୍ତର କହିଥିଲେ ତୁମେ ମା’ ହୋଇପାରିବ ନାହିଁ, ଏବେ ଚତୁର୍ଥଥର ମା’ ହେବାକୁ ଯାଉଛନ୍ତି ଏହି ଅଭିନେତ୍ରୀ!

ପଞ୍ଜାବୀ ସିନେମାର ପ୍ରସିଦ୍ଧ ଅଭିନେତ୍ରୀ ନୀରୁ ବାଜୱା ଚତୁର୍ଥ ଥର ପାଇଁ ମା’ ହେବାକୁ ଯାଉଛନ୍ତି। ସେ ଭିଡିଓ ଶେୟାର କରି ଏହି ଖୁସି ଖବର ପ୍ରଶଂସକଙ୍କୁ ଜଣାଇଛନ୍ତି। ଏଥିରେ ତାଙ୍କ ବେବି ବମ୍ପ ସ୍ପଷ୍ଟ ନଜର ଆସିଛି। ପୂର୍ବରୁ ତାଙ୍କର…

ବିଚ୍ଛେଦ ପୂର୍ବରୁ ନାଗାଙ୍କ ସହ ରହୁଥିବା ଘର କିଣିଲେ ସାମନ୍ଥା, ଦାମ୍‌ ଜାଣିଲେ…

ସାଉଥ୍‌ ଅଭିନେତ୍ରୀ ସାମନ୍ଥା ରୁଥ୍‌ ପ୍ରଭୁ ବ୍ୟକ୍ତଗତ ଏବଂ ବୃତ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରୁହନ୍ତି। ନିକଟରେ ସ୍ବାମୀ ତଥା ଅଭିନେତା ନାଗା ଚୈତନ୍ୟଙ୍କଠାରୁ ଅଲଗା ହେବା ଖବର ଫ୍ୟାନ୍ସଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ହେଲେ ପୁଣି ଏବେ ଅଭିନେତ୍ରୀ ଚର୍ଚ୍ଚାକୁ ଆସିଛନ୍ତି।…

ସ୍ୱପ୍ନ ସତ ହୁଏ : ସନ୍ନି ଲିଓନ

ମୁମ୍ବାଇ: ଚର୍ଚ୍ଚାରେ ପର୍ନ ଷ୍ଟାର ତଥା ବଲିଉଡ ଅଭିନେତ୍ରୀ ସନ୍ନି ଲିଓନ । ଅଭିନେତ୍ରୀ କହିଛନ୍ତି ସ୍ୱପ୍ନ ସତ ହୁଏ । ଏବେ ଦର୍ଶକଙ୍କ ମନରେ ପ୍ରଶ୍ନ କେଉଁ ସ୍ୱପ୍ନ । ତେବେ ଏହାକୁ ସେ କ୍ଲିୟର ବି କରିଛନ୍ତି ।…

ରିଲିଜ୍‌ ହେଲା ବହୁ ପ୍ରତିକ୍ଷୀତ ଫିଲ୍ମ ‘ଏକ୍‌ ଭିଲେନ୍‌ ରିଟର୍ନସ’

ମୁମ୍ବାଇ: ବହୁ ପ୍ରତିକ୍ଷୀତ ଫିଲ୍ମ ‘ଏକ୍‌ ଭିଲେନ୍‌ ରିଟର୍ନସ’ଶୁକ୍ରବାର ରିଲିଜ୍‌ ହୋଇଯାଇଛି। ଏଥିରେ ଦିଶା ପଟାନି, ଅର୍ଜୁନ କପୁର୍‌, ଜନ୍‌ ଆବ୍ରହମ୍‌ ଏବଂ ତାର ସୂତାରିଆଙ୍କୁ ଦେଖିବାକୁ ପାଇବେ ଦର୍ଶକ। ଫିଲ୍ମକୁ ମୋହିତ୍‌ ସୁରି ନିର୍ଦ୍ଦେଶନା ଦେଇଛନ୍ତି। ଏହି ଫିଲ୍ମଟି ୨୦୧୪ରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri