ନିର୍ମାଣ ହେବ ଶେଫ ସଞ୍ଜିବ କପୁରଙ୍କ ବାୟୋପିକ
ମୁମ୍ବାଇ: ଶେଫ ସଞ୍ଜିବ କପୁରଙ୍କ ଶୋ’ ‘ସଞ୍ଜିବ କପୁରର୍ସ କିଚେନ’କୁ ସମସ୍ତେ ଅଳ୍ପ ବହୁତେ ମନେ ରଖିଥିବେ ନିଶ୍ଚୟ । ଟେଲିଭିଜନର ଏହା ଏକ ଲୋକପ୍ରିୟ କାର୍ଯ୍ୟକ୍ରମ ଥିଲା । ଖାଦ୍ୟ ପ୍ରସ୍ତୁତ କରିବା, ଖାଦ୍ୟ ଖାଇବା ଓ ଖୁଆଇବାରେ ରୁଚି…
ପରଲୋକରେ ଗାୟକ ଶିବାମୋଗା ସୁବାବ୍ନା
ପ୍ରସିଦ୍ଧ କନ୍ନଡ ଗାୟକ ଶିବମୋଗା ସୁବବ୍ନାଙ୍କର ହୃଦଘାତରେ ପରଲୋକ ହୋଇଯାଇଛି। ଗୁରୁବାର ରାତିରେ ଏକ ଘରୋଇ ଡାକ୍ତରଖାନାରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା। ସୁବବ୍ନା ହେଉଛନ୍ତି କନ୍ନଡ ଭାଷାର ପ୍ରଥମ…
ଅମିରଙ୍କ ବିଫଳତାରେ ଖୁସି ଭାଜପା ଏମ୍ପି
ନୂଆଦିଲ୍ଲୀ,୧୨।୮: ବଲିଉଡ ସୁପରଷ୍ଟାର ଅମିର ଖାନଙ୍କ ଫିଲ୍ମ ‘ଲାଲ ସିଂ ଚଢା’ ମୁକ୍ତିଲାଭ କରିଛନ୍ତି। କିଛି ଦିନ ହେବ ଫିଲ୍ମକୁ ବଏକଟ ନେଇ ସୋସିଆଲ ମିଡିଆରେ ଏକ ଅଭିଯାନ ଚାଲିଛି। ଏହି ମଧ୍ୟରେ ଫିଲ୍ମର ଓପନିଂ ଅତ୍ୟନ୍ତ ଖରାପ ରହିଛି। ଯେଉଁମାନେ…
‘ବ୍ରହ୍ମାସ୍ତ୍ର’ରେ ଶାହାରୁଖ୍
ମୁମ୍ବାଇ: ବଲିଉଡ ଅଭିନେତା ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ଅଭିନୀତ ଫିଲ୍ମ ‘ବ୍ରହ୍ମାସ୍ତ୍ର’ସେପ୍ଟେମ୍ବର ୯ରେ ରିଲିଜ୍ ହେବାକୁ ଯାଉଛି। ଯାହାକୁ ଦେଖିବାକୁ ପ୍ରସଂଶକ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ତେବେ ଜୁନ୍ ୧୫ରେ ଫିଲ୍ମର ଟ୍ରେଲର ରିଲିଜ୍ ହେବା ପରେ…
ନୌସେନା ଜାହାଜରେ ସମୟ ବିତାଇଲେ ସଲମାନ
ନୂଆଦିଲ୍ଲୀ: ବଲିଉଡ୍ ଅଭିନେତା ସଲମାନ ଖାନ୍ ଫିଲ୍ମ ଶୁଟିଂରୁ ବ୍ରେକ୍ ନେଇ ଗୁରୁବାର ଦିନସାରା ଭାରତୀୟ ନୌସେନା ସହ ସମୟ ବିତାଇଛନ୍ତି। ନୌସେନା ଜାହାଜ ଆଇଏନ୍ଏସ୍ ବିଶାଖାପଟ୍ନମରେ ନାଭିକଙ୍କୁ ଭେଟି ସଲମାନ ଉପକୂଳ ସୁରକ୍ଷାକର୍ମୀଙ୍କ ସହ ଆଲୋଚନା କରିଥିଲେ। ଏପରିକି ସେମାନଙ୍କ…
ମଦ କମ୍ପାନୀ ବିଜ୍ଞାପନକୁ ମନା କରି ପୁଣି ଚର୍ଚ୍ଚାରେ ଅଲ୍ଲୁ ଅର୍ଜୁନ୍
ସାଉଥ୍ ସୁପରଷ୍ଟାର୍ ଅଲ୍ଲୁ ଅର୍ଜୁନ୍ ଲୁକ୍ ଏବଂ ଜବରଦସ୍ତ ଅଭିନୟକୁ ନେଇ ଚର୍ଚ୍ଚାରେ ରୁହନ୍ତି। ନିକଟରେ ପାନ ମସଲା ବିଜ୍ଞାପନକୁ ମନା କରି ପ୍ରସଂଶା ସାଉଟିଥିଲେ। ବର୍ତ୍ତମାନ ମଦ କମ୍ପାନୀର ବିଜ୍ଞାପନକୁ ମନା କରିଦେଇଛନ୍ତି। ଯାହାକୁ ନେଇ ସେ ରିଅଲ ହିରୋ…
ଦିଶାଙ୍କଠାରୁ ଅଲଗା ହେବା ପରେ ଏହି ଅଭିନେତ୍ରୀଙ୍କୁ ଡେଟ୍ କରୁଛନ୍ତି ଟାଇଗର !
ବମ୍ବେ: କିଛି ଦିନ ତଳେ ଅଭିନେତ୍ରୀ ଦିଶା ପଟାନୀଙ୍କ ସହ ଅଭିନେତା ଟାଇଗର ଶ୍ରଫ୍ଙ୍କ ବ୍ରେକ୍ଅପ୍ ହୋଇଥିବା ଖବର ଚର୍ଚ୍ଚାର ବିଷୟ ପାଲଟିଥିଲା। ହେଲେ ଉଭୟଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ଦେଖି ଏସବୁ ଗୁଜବ ପରି ମନେ ହୋଇଥିଲା। ହେଲେ ଟାଇଗରଙ୍କ…
ଡାକ୍ତରଖାନାରେ ପହଞ୍ଚିଲେ ରାଜୁଙ୍କ ସ୍ତ୍ରୀ-ବନ୍ଧୁ; ଫୋନ ଯୋଗେ କଥା ହେଲେ ଯୋଗୀ
ବମ୍ବେ: କାଲି ଦୁନିଆକୁ ହସାଉଥିବା ଲୋକ ଆଜି ଜୀବନ ମରଣ ସହ କରୁଛି ସଂଘର୍ଷ। କେତେବେଳେ କ’ଣ ହେବ କୁହାଯାଇ ନ ପାରେ। ଆମେ କହୁଛୁ ଦେଶର ଖ୍ୟାତନାମା ଷ୍ଟାଣ୍ଡ ଅପ୍ କମେଡିଆନ୍ ରାଜୁ ଶ୍ରୀବାସ୍ତବଙ୍କ ବିଷୟରେ। ବୁଧବାର ଜିମ୍ରେ ଟ୍ରେଡ୍ମିଲ…
ମଲାଇକାଙ୍କୁ କେବେ କରିବେ ବିବାହ? ଜାଣନ୍ତୁ କ’ଣ କହିଲେ ଅଭିନେତା
କରନ ଜୋହରଙ୍କ ଶୋ’ ‘କଫି ୱିଥ୍ କରନ’ରେ ଭିନ୍ନ ଭିନ୍ନ ଅଭିନେତା-ଅଭିନେତ୍ରୀ ନଜର ଆସନ୍ତି। ଏହି ଶୋ’ ମାଧ୍ୟମରେ ସେ ତାଙ୍କର ବ୍ୟକ୍ତିଗତ ଏବଂ ବୃତ୍ତିଗତ ବିଷୟରେ ଖୁଲାସା କରୁଥିବା ଦେଖିବାକୁ ମିଳେ। ତେବେ ଏପିସୋଡ୍ -୬ରେ କରନଙ୍କ ଏହି ଶୋ’ରେ…
ଝିଅ ମାଳତୀଙ୍କ ଫଟୋ ଶେୟାର କଲେ ପ୍ରିୟଙ୍କା
ବଲିଉଡ୍ ତଥା ହଲିଉଡ୍ରେ ନିଜର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ପ୍ରାୟତଃ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରୁହନ୍ତି। ଏହା ସହିତ ସେ ତାଙ୍କ ପରିବାର ସହିତ ସମୟ ବିତାଇବାକୁ ମଧ୍ୟ ଭଲ ପାଆନ୍ତି। ନିକଟରେ…
ରିଲିଜ୍ ହେଲା ଆମିରଙ୍କ ଫିଲ୍ମ: ସିନେମା ହଲ୍ରେ ଦର୍ଶକଙ୍କ ଭିଡ
ବହୁ ପ୍ରତୀକ୍ଷାର ହେଲା ଅନ୍ତ। ଅଭିନେତା ଆମିର ଖାଁ ଏବଂ କରୀନା କପୁରଙ୍କ ଅଭିନୀତ ଫିଲ୍ମ ‘ଲାଲ୍ ସିଂ ଚଡ୍ଡା’ ଗୁରୁବାର ରିଲିଜ୍ ହୋଇଯାଇଛି। ଯାହାକୁ ଦେଖିବାକୁ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଥିଲା। ସକାଳୁ ସକାଳୁ ଆମିରଙ୍କ ଫିଲ୍ମ ଦେଖିବାକୁ ସିନେମା…
ସୋସିଆଲ ମିଡିଆରେ ଗୋଟିଏ ପୋଷ୍ଟ ପାଇଁ ଏତିକି ଟଙ୍କା ନିଅନ୍ତି ଆଲିଆ
ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ଖୁବ୍ ସମୟ ମଧ୍ୟରେ ଇଣ୍ଡଷ୍ଟ୍ରିରେ ନିଜର ପରିଚୟ ସୃଷ୍ଟି କରିଛନ୍ତି। ଆଜିର ସମୟରେ ତାଙ୍କର ଚାହିଦା କେବଳ ଫିଲ୍ମରେ ନୁହେଁ, ସୋସିଆଲ ମିଡିଆ ପ୍ଲାଟଫର୍ମରେ ମଧ୍ୟ ରହିଛି। ନିକଟରେ ଗଙ୍ଗୁବାଇ କାଠିଆଓ୍ବାଡି ଏବଂ ଆରଆରଆର ଭଳି…
Archives


