ଆମିରଙ୍କ କ୍ୟାରିୟର ଟଳମଳ
ମୁମ୍ବାଇ: ସାମାଜିକ ଗଣମାଧ୍ୟମରୁ ଏବେ କୌଣସି କଥା ଅଛପା ହୋଇ ରହୁନାହିଁ। ଯେଉଁ ଖବରଗୁଡ଼ିକ ଲୋକଲୋଚନକୁ ଆସିପାରୁ ନାହିଁ ସେ ସବୁ ସୋସିଆଲ ମିଡିଆରେ ଘୁରିବୁଲୁଛି। ଅନ୍ୟପଟେ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆ ୟୁଜରଙ୍କ ଟ୍ରୋଲ ଏକ ଟ୍ରେଣ୍ଡ ପାଲଟିଛି। ଆଉ…
କୋମାରେ ରାଜୁ ଶ୍ରୀବାସ୍ତବ
ନୂଆଦିଲ୍ଲୀ,୧୯।୮: କମେଡିଆନ ରାଜୁ ଶ୍ରୀବାସ୍ତବଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ପ୍ରତ୍ୟେକ ଦିନ ନୂଆ ନୂଆ ଖବର ସାମ୍ନାକୁ ଆସୁଛି। ଶୁକ୍ରବାର ମଧ୍ୟ ତାଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଏକ ନୂଆ ଖବର ସାମ୍ନାକୁ ଆସିଛି। ବର୍ତ୍ତମାନ ରାଜୁ ଶ୍ରୀବାସ୍ତବ କୋମାରେ ଅଛନ୍ତି। ଶୁକ୍ରବାର ଏନେଇ…
ରିଲିଜ ହେଲା ‘କଠପୁତଲି’ର ଟିଜର
ମୁମ୍ବାଇ: ବଲିଉଡ ଖିଲାଡି ବୟ ଅକ୍ଷୟ କୁମାର ଓ ରକୁଲ ପ୍ରୀତ ସିଂଙ୍କ ଅଭିନୀତ ଫିଲ୍ମ ‘କଟପୁତଲି’ର ଟିଜର ରିଲିଜ ହୋଇଛି । ଏଥିରେ ଅକ୍ଷୟ ପୋଲିସ ପୋଷାକରେ ନଜର ଆସୁଥିବା ବେଳେ ଜଣେ ସିରିଏଲ କିଲରର ପିଛା କରୁଥିବା ଦେଖାଯାଇଛି…
‘ଦ କଶ୍ମୀର ଫାଇଲ୍ସ’କୁ ନିନ୍ଦା କଲେ କାନାଡା ଫିଲ୍ମ ମେକର, ଓସ୍କାର ପଠାଇଲେ ଲଜ୍ଜିତ ହେବ ଭାରତ
ମୁମ୍ବାଇ: ଚଳିତ ବର୍ଷ ମାର୍ଚ୍ଚରେ ରିଲିଜ୍ ହୋଇଥିବା ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’କୁ ଦର୍ଶକେ ଖୁବ୍ ପସନ୍ଦ କରିଥିଲେ । ବହୁ ବାଦ ବିବାଦ ପରେ ବି ଏହା ଦର୍ଶକଙ୍କ ମନକୁ ଛୁଇଁ ପାରିଥିଲା । କେବଳ…
ଅଡୁଆରେ ଅଭିନେତା ସୁରଜ ପାଞ୍ଚୋଲି
ମୁମ୍ବାଇ: ବଲିଉଡ୍ର ଦିବଂଗତ ଅଭିନେତ୍ରୀ ଜିଆ ଖାନ୍ଙ୍କ ମା’ ରାବିଆ ଖାନ୍ ଅଭିନେତା ସୁରଜ ପାଞ୍ଚୋଲିଙ୍କ ବିରୋଧରେ ମୁମ୍ବାଇ କୋର୍ଟରେ ତାଙ୍କ ବୟାନ ରେକର୍ଡ କରିଛନ୍ତି। ଆଦିତ୍ୟ ପଞ୍ଚୋଲି ଏବ ଜରିନା ଓ୍ବହାବଙ୍କ ପୁଅ ସୁରଜ ତାଙ୍କ ପ୍ରେମିକା ଜିଆଙ୍କୁ ଶାରୀରିକ…
ଦୀର୍ଘ ଦିନ ପରେ ପରଦାକୁ ଫେରିବେ ଗୀତା ବାସ୍ରା
ମୁମାଇ: ଦୀର୍ଘ ଦିନର ବ୍ୟବଧାନ ପରେ ପରଦାକୁ ଫେରୁଛନ୍ତି ଅଭିନେତ୍ରୀ ଗୀତା ବାସ୍ରା। ସେ ଫିଲ୍ମ ‘ନୋଟରୀ’ରେ ନଜର ଆସିବେ ବୋଲି ଏବେ ଚର୍ଚ୍ଚା ହେଉଛି। ଫିଲ୍ମରେ ସେ ପରମବ୍ରତ ଚାଟାର୍ଜୀଙ୍କ ବିପକ୍ଷରେ ମୁଖ୍ୟ ଭୂମିକାରେ ଦର୍ଶକ ଦେଖିବାକୁ ପାଇବେ। ତେବେ…
କମେଡିଆନରୁ ଡେଲିଭରି ବୟ
ମୁମ୍ବାଇ: କପିଲ ଶର୍ମା କହିଲେ ବୁଝାଏ କମେଡି । କମେଡିଆନ କପିଲ ଶର୍ମା ଦେଶର ପ୍ରତି ଘରେ ବେଶ ପରିଚିତ । ଏବେବି ଏକ ଘରୋଇ ଟେଲିଭିଜନ ଚ୍ୟାନେଲରେ ‘ଦ କପିଲ ଶର୍ମା କମେଡି ଶୋ’ ବେଶ ଆଦୃତ । ଏବେ…
ବଲିଉଡରେ ବୟକଟ୍ ଟ୍ରେଣ୍ଡ୍: ଏବେ ଟାର୍ଗେଟ୍ରେ ସଲମାନ,ଶାହାରୁଖଙ୍କ ଫିଲ୍ମ
ବଲିଉଡରେ ଏବେ ବୟକଟ୍ ଟ୍ରେଣ୍ଡ୍ ଚାଲୁଛି। ନିକଟରେ ଆମିର ଖାନ୍ଙ୍କ ଫିଲ୍ମ ‘ଲାଲ୍ ସିଂ ଚଢା’କୁ ନେଇ ସୋସିଆଲ ମିଡିଆରେ ବୟକଟ୍ ଟ୍ରେଣ୍ଡ୍ ହେଉଥିଲା। ବର୍ତ୍ତମାନ ଶାହରୁଖ ଖାନ୍ଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ଟାଇଗର-୩ ବିବାଦ ଘେରକୁ ଆସିଛି। ଯାହାକୁ ନେଇ…
ରାଘବ ଜୁୟାଲଙ୍କୁ ଡେଟିଂ କଥା ଶୁଣି ରାଗିଗଲେ ଶେହନାଜ
ବମ୍ବେ: ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କ ପରେ ଭାଙ୍ଗି ପଡ଼ିଥିଲେ ଶେହନାଜ ଗିଲ୍। ବିଗ୍ ବସ୍ର ଏହି ଚର୍ଚ୍ଚିତ ଯୋଡ଼ିର ବିଚ୍ଛେଦ ଆଜି ବି ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି। ହେଲେ ଏବେ ଶେହନାଜ ଜୀବନରେ ଆଗକୁ ବଢ଼ି କାମ ଉପରେ ଧ୍ୟାନ ଦେଉଛନ୍ତି।…
ଏଥର ବିଗ୍ ବସ୍ ପାଇଁ ସଲମାନ ନେବେ ଏତିକି କୋଟି, ଜାଣିଲେ…
ମୁମ୍ବାଇ: ପ୍ରତିବର୍ଷ ପ୍ରଶଂସକମାନେ ସଲମାନ ଖାନ୍ଙ୍କ ଶୋ’ ‘ବିଗ୍ ବସ୍’କୁ ଦେଖିବା ପାଇଁ ବେଶ୍ ଉତ୍ସାହର ସହିତ ଅପେକ୍ଷା କରିଥାନ୍ତି। ଏହି ଶୋ’କୁ ଅନେକ ବିବାଦୀୟ ପ୍ରତିଯୋଗୀ ଆସନ୍ତି, ଯେଉଁମାନେ ସେମାନଙ୍କର ବ୍ୟକ୍ତିଗତ ଜୀବନ ବିଷୟରେ ପ୍ରକାଶ କରିଥାନ୍ତି, ଯାହା ଶୁଣିବା…
ଝଲକ୍ ଦିଖ୍ଲା ଜା’ରେ ନଜର ଆସିବେ କପିଲଙ୍କ ‘ଦାଦି’
ବମ୍ବେ: ଖୁବ୍ଶୀଘ୍ର ଟେଲି ପରଦାରେ ପ୍ରସାରିତ ହେବ ଲୋକପ୍ରିୟ ରିଆଲିଟି ଶୋ’ ‘ଝଲକ ଦିଖ୍ଲା ଜା-୧୦’। ଧିରେ ଧିରେ ଏଥିରେ ଭାଗ ନେବାକୁ ଥିବା ପ୍ରତିଯୋଗୀଙ୍କ ବିଷୟରେ ଖୁଲାସା ହେଉଛି। ସେମାନଙ୍କ ମଧ୍ୟରେ କପିଲ ଶର୍ମାଙ୍କ ଶୋ’ରେ ଲୋକପ୍ରିୟ ଚରିତ୍ର ‘ଦାଦି’ର…
ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କ ଅବସ୍ଥା ପୁଣି ଗୁରୁତର
ନୂଆଦିଲ୍ଲୀ,୧୮।୮: ପ୍ରସିଦ୍ଧ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ ହୃଦଘାତରେ ଆକ୍ରାନ୍ତ ହୋଇ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି। ୨ ଦିନ ତଳେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ କିଛିଟା ଉନ୍ନତି ପରିଲକ୍ଷିତ ହୋଇଥିଲା। କିନ୍ତୁ ଏବେ ପୁଣି ତାଙ୍କ…
Archives


