ପୁଣିଥରେ ଏକାଠି ଆସିବେ ‘ରାମ ସେତୁ’ର ନିର୍ମାତା-ନିର୍ଦ୍ଦେଶକ

ମୁମ୍ବାଇ: ବିଗ ବଜେଟ ଫିଲ୍ମ ‘ରାମ ସେତୁ’କୁ ଏକ ଭିନ୍ନସ୍ତରକୁ ନେଇଯାଇଥିବା ନିର୍ମାତା-ନିର୍ଦ୍ଦେଶକ ଯୋଡି ମହାବୀର ଜୈନ ଓ ଅଭିଶେକ ଶର୍ମା ପୁଣିଥରେ ଆଉ ଏକ ମନ ଛୁଇଁଲା ଭଳି ପ୍ରୋଜେକ୍ଟ ନେଇ ଆସୁଥିବା ଜଣାପଡିଛି । ଏହି ପ୍ରୋଜେକ୍ଟ ସମ୍ପର୍କରେ ଏପର୍ଯ୍ୟନ୍ତ ସମସ୍ତ ବିବରଣୀ ନ ମିଳିଥିବା ବେଳେ ଏତିକି ସୂଚନା ମିଳିଛି ଯେ ଏମାନଙ୍କ ଅଗାମୀ ଅନଟାଇଟଲ ପ୍ରୋଜେକ୍ଟ ଏକ ଥ୍ରୀଲର ଓ ଲେଖକ ପ୍ରିୟମ ଗାନ୍ଧୀ ମୋଦିଙ୍କ ପୁସ୍ତକ ‘ଏ ନେଶନ ଟୁ ପ୍ରୋଟେକ୍ଟ’ ଉପରେ ଅଧାରିତ ।
ଫିଲ୍ମର ନିର୍ଦ୍ଦେଶନା ଦେବେ ଅଭିଶେକ ଶର୍ମା । ତେବେ କଳାକାରଙ୍କ ନାମକୁ ମେକର୍ସ ସିକ୍ରେଟ ର୍‌ଖିଛନ୍ତି । ଗୁଡ ଲକ ଜେରି, ଉଁଚାଇ ଓ ରାମ ସେତୁ ଭଳି ଫିଲ୍ମ ନିର୍ମାଣ କରିବା ପରେ ମହାବରୀ ଜୈନ ଓ ଅଭିଶେକ ଶର୍ମାଙ୍କୁ ପୁଣିଥରେ ଆଉ ଏକ ପ୍ରୋଜେକ୍ଟରେ ଦେଖିବାକୁ ମିଳିବ ବୋଲି ଶୁଣିବା ପରେ ଦର୍ଶକଙ୍କ ଉତ୍ସାହ ବଢି ଯାଇଛି ।
ଅଭିଶେକ ଶର୍ମା ତେରେ ବିନ ଲାଡେନ, ଦ ସୌକିନ୍ସ, ପରମାଣୁ: ଦ ଷ୍ଟୋରୀ ଅଫ ପୋଖରାନ ଓ ସୁରଜ ପେ ମଙ୍ଗଳ ଭାରି ଭଳି ମୁଭିର ନିର୍ଦ୍ଦେଶନା ଦେଇଛନ୍ତି । ଏପଟେ ଅକ୍ଷୟ କୁମାର, ଜ୍ୟାକଲିନ ଫର୍ନାଡିଜ ଓ ନୁସରତ ଭରୁଚା ଷ୍ଟାରର ମୁଭି ‘ରାମ ସେତୁ’ ୨୫ ଅକ୍ଟୋବରରେ ରିଲିଜ୍ ହେବାକୁ ଯାଉଛି । କିଛିଦିନ ତଳେ ମୁଭିର ନୂଆ ଟ୍ରେଲର ରିଲିଜ୍ କରାଯାଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମ ପାଇଁ ହାତରେ ନାହିଁ ସମୟ…

ମୁମ୍ବାଇ: ଛୋଟ ପରଦାରେ ନିଜର ଅଭିନୟ ପାଇଁ ବେଶ ଚର୍ଚ୍ଚାରେ ଥିବା ସୃତି ଝାଙ୍କୁ ଶୁକ୍ରବାର ୩୫ବର୍ଷ ପୂରଣ ହୋଇଛି। ୧୯୮୬ ଫେବୃୟାରୀ ୨୬ରେ ସେ...

ଟାଇମ୍‌ ପ୍ରଭାବଶାଳୀ ବ୍ୟକ୍ତି ତାଲିକାରେ ଏହି ଲୋକପ୍ରିୟ ଅଭିନେତା

ବଲିଉଡ୍‌ ଅଭିନେତା ଆୟୁଷ୍ମାନ ଖୁରାନା ଆଉ ଏକ ସଫଳତା ହାସଲ କରିଛନ୍ତି। ସେ ଟାଇମ୍‌ ପତ୍ରିକାର ୧୦୦ ଜଣ ବ୍ୟକ୍ତିଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି। କେବଳ...

୩୧ ବର୍ଷରେ ତମନ୍ନା: ବାହୁବଳୀ ରାତାରାତି କରିଥିଲା ସୁପରଷ୍ଟାର

ମୁମ୍ବାଇ,୨୧।୧୨: ସାଉଥ୍‌ ଫିଲ୍ମରୁ ବଲିଉଡ୍‌ରେ ପାଦ ଥାପିଥିବା ସୁନ୍ଦରୀ ଅଭିନେତ୍ରୀ ତମନ୍ନା ଭାଟିଆ ସୋମବାର ୩୧ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୮୯ ଡିସେମ୍ବର ୨୧ରେ ସେ...

ରିଲିଜ ହେବନି ସଲମାନଙ୍କ ଅଭିନୀତ ଫିଲ୍ମ

ମୁମ୍ବାଇ: ବଲିଉଡ ଦବଙ୍ଗ ଖାନ ସଲମାନଙ୍କ ଅଭିନୀତ ଫିଲ୍ମ ରିଲିଜ୍ ହେବନାହିଁ । କଥାଟା ଶୁଣିବାକୁ ଟିକେ ଅଡୁଆ ଲାଗୁଥିଲେ ବି ସତ । ମିଡିଆ...

ତୃତୀୟ ସପ୍ତାହରେ ଫିଲ୍ମ ‘ଆରଆରଆର’ର ଜବରଦସ୍ତ ରେକର୍ଡ

ମୁମ୍ବାଇ: କୋମାରାମ ଭୀମ ଓ ଆଲୁରୀ ସୀତାରାମ ରାଜୁଙ୍କ ଚରିତ୍ରରେ ଅଭିନୟ କରିଥିବା ଜୁନିୟର ଏନ୍‌ଟିଆର ଓ ରାମଚରଣଙ୍କ ବେଶ୍‌ ରୋମାଞ୍ଚକର କାହାଣୀ ‘ଆରଆରଆର’ ବକ୍ସ...

ଅତୀତର ସ୍ମୃତିକୁ ସାଉଁଟିଲେ ଅନୁପମ

ମୁମ୍ବାଇ: ବଲିଉଡ୍‌ର ଲିଜେଣ୍ଡ ଅଭିନେତା ଅନୁପମ ଖେର ସୋମବାର ନିଜର ୩୪ତମ ବିବାହ ବାର୍ଷିକୀ ପାଳନ କରିଛନ୍ତି। ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରହୁଥିବା ଅନୁପମ...

ଶାହାରୁଖଙ୍କ ସହ ବିବାଦକୁ ନେଇ ମୁହଁ ଖୋଲିଲେ ଅଜୟ ଦେବଗନ

ମୁମ୍ବାଇ: ଅଜୟ ଦେବଗନ ଏବଂ ଶାହରୁଖ ଖାନ ହେଉଛନ୍ତି ବଲିଉଡ୍‌ର ସୁପରଷ୍ଟାର। ଦୁହେଁ ଗୋଟିଏ ବର୍ଷ ମଧ୍ୟରେ ହିଁ ବଲିଉଡରେ ଏଣ୍ଟ୍ରି କରିଥିଲେ। ୧୯୯୧ରେ ବଲିଉଡ୍‌...

ବିଶ୍ୱ ଦରବାରରେ ଲାସ୍ୟମୟୀ ଅଭିନେତ୍ରୀ ମାତନ

ଯାତ୍ରା ଜଗତର ଜଣେ ଲାସ୍ୟମୟୀ ଅଭିନେତ୍ରୀ ହେଉଛନ୍ତି ମାତନ। ରୂପ ଯେମିତି ଗୁଣ ବି ସେମିତି। ଡ୍ୟାନ୍ସରେ ଯେମିତି ଡାଏଲଗ୍‌ରେ ସେମିତି। ଚେହେରା ଯେମିତି ଅଭିନୟ...

Advertisement
Archives

Model This Week