ମନୋରଞ୍ଜନ

ଏହି ଅଭିନେତ୍ରୀଙ୍କ ପାଇଁ ହ୍ରିତିଙ୍କ ହୋଇଥିଲା ଛାଡପତ୍ର

ବଲିଉଡର ସୁପରଷ୍ଟାର ହ୍ରିତିକ୍‌ ରୋଶନ ଫିଲ୍ମ ‘କହୋନା ପ୍ୟାର୍‌ ହୈ’ରୁ ବଲିଉଡରେ ଡେବ୍ୟୁ କରିଥିଲେ । ପରେ ହ୍ରିତିକ୍‌ ସୁଜାନେ ଖାନଙ୍କୁ ବିବାହ କରିଥିଲେ। ତେବେ, ୨୦୧୪ରେ ଉଭୟଙ୍କ ଛାଡପତ୍ର ହୋଇଥିଲା। ସେହି ସମୟରେ କୁହାଯାଇଥିଲା ଯେ, ସେମାନଙ୍କ ଛାଡପତ୍ର କାରଣ…

ପ୍ରତୀକଙ୍କୁ ମିଳିଲା ବଡ଼ ସୁଯୋଗ, ‘ନାଗିନ୍‌-୬’ରେ କରିବେ ଏଣ୍ଟ୍ରି

ବମ୍ବେ: ବିଗ୍‌ ବସ୍‌ ଫେମ୍‌ ପ୍ରତୀକ ଶେହଜପାଲଙ୍କୁ ମିଳିଛି ବଡ଼ ବ୍ରେକ୍‌। ଲୋକପ୍ରିୟ ଟେଲି ଧାରବାହିକ ‘ନାଗିନ-୬’ରେ ସେ ନଜର ଆସିବେ। ଏନେଇ ସେ ସୋସିଆଲ ମିଡିଆରେ ଲମ୍ବା ପୋଷ୍ଟ ଲେଖି ପ୍ରଶଂସକଙ୍କୁ ଜଣାଇଛନ୍ତି। ଟେଲି ପରଦାରେ ସୁଯୋଗ ଦେଇଥିବାରୁ ସେ…

ଉର୍ବଶୀଙ୍କୁ ଫଲୋ କରି ଅନ୍‌ଫଲୋ କଲେ ଏହି କ୍ରିକେଟର

ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲା ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରୁହନ୍ତି। ନିକଟରେ ପାକିସ୍ତାନୀ କ୍ରିକେଟର ନସିମ ଶାହାଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହାରି ମଧ୍ୟରେ ଆଉ ଏକ ଖବର ସାମ୍ନାକୁ ଆସିଛି ଯେ, ନସିମ…

ବିଜ୍ଞାପନରେ ଏକାଠି ନଜର ଆସିବେ ଭିକି-କ୍ୟାଟ୍ରିନା

ମୁମ୍ବାଇ: ବଲିଉଡର ଚର୍ଚ୍ଚିତ ଦମ୍ପତି କ୍ୟାଟ୍ରିନା କୈଫ ଏବଂ ଭିକି କୌଶଲ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରୁହନ୍ତି। ବିବାହ ପରେ ଉଭୟେ ପ୍ରାୟତଃ ଏକାଠି ନଜର ଆସନ୍ତି । ବର୍ତ୍ତମାନ ଉଭୟ ପ୍ରଥମ ଥର ପାଇଁ ଏକାଠି…

ଜେଣ୍ଡାୟା ଶ୍ରେଷ୍ଠ ଅଭିନେତ୍ରୀ

ଓ୍ବାଶିଂଟନ: ଆମେରିକା ଲସ୍‌ ଏଞ୍ଜେଲସ୍‌ର ମାଇକ୍ରୋସଫ୍ଟ ଥିଏଟରରେ ଅନୁଷ୍ଠିତ ହୋଇଯାଇଛି ୭୪ତମ ପ୍ରାଇମ୍‌ଟାଇମ୍‌ ଏମି ଆଓ୍ବାର୍ଡ ସମାରୋହ। ଟେଲିଭିଜନ୍‌ କଳାକାର ଓ ଟେକ୍ନିକାଲ ଷ୍ଟାଫ୍‌ମାନଙ୍କ ପାଇଁ ଏହି ଆଓ୍ବାର୍ଡ ବିଶେଷ ଗୁରୁତ୍ୱ ବହନ କରିଥାଏ। ଚଳିତ ବର୍ଷ ଜେଣ୍ଡାୟାଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ…

ଆସନ୍ତାବର୍ଷ ଜାନୁୟାରୀରେ ରିଲିଜ୍‌ ହେବ ଫିଲ୍ମ ‘ଆଦିପୁରୁଷ’

ମୁମ୍ବାଇ: ସାଉଥ୍‌ ସୁପରଷ୍ଟାର ପ୍ରଭାସଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଆଦିପୁରୁଷ’ ଆସନ୍ତା ବର୍ଷ ଜାନୁୟାରୀରେ ରିଲିଜ୍‌ ହେବ। ନିକଟରେ ପ୍ରଭାସଙ୍କ ଫିଲ୍ମ ‘ ରାଧେଶ୍ୟାମ’ ପରଦାକୁ ଆସିଥିଲା। ହେଲେ ବକ୍ସ ଅଫିସରେ ଭଲ ପ୍ରର୍ଦଶନ କରି ନଥିବା ବେଳେ ‘ଆଦିପୁରୁଷ’କୁ ନେଇ…

ଦେଶଦ୍ରୋହୀ ଆଖ୍ୟା ପାଇବାକୁ ନେଇ ଭାବବିହ୍ବଳ ହେଲେ ଜୁବିନ୍‌; ଡିପ୍ରେସନକୁ ଚାଲିଯାଇଛନ୍ତି ମା’

ବମ୍ବେ: ଲୋକଙ୍କ ହୃଦୟରେ ସ୍ଥାନଟିଏ ପାଇବାକୁ କଳାକାରକୁ ଅନେକ ପରିଶ୍ରମ କରିବାକୁ ପଡେ। ହେଲେ ଛୋଟିଆ ଭୁଲ ଲାଗି ସବୁକିଛି ମାଟିରେ ମିଶିଯାଏ। କିଛି ସେଭଳି ଏବେ ଘଟିଛି ଲୋକପ୍ରିୟ ବଲିଉଡ ଗାୟକ ଜୁବିନ୍‌ ନୌଟିଆଲଙ୍କ କ୍ଷେତ୍ରରେ। ଏକ କନ୍‌ସର୍ଟକୁ ନେଇ…

ସଞ୍ଜୟ ଗାନ୍ଧୀଙ୍କ ଚରିତ୍ରରେ ନଜର ଆସିବେ ଏହି ଅଭିନେତା

ମୁମ୍ବାଇ: ବଲିଉଡ କୁଇନ କଙ୍ଗାନା ରାନାୱତ ଏବେ ତାଙ୍କ ଅପକମିଂ ଫିଲ୍ମ ‘ଏମରଜେନ୍ସି’କୁ ନେଇ ଖୁବ୍ ବ୍ୟସ୍ତ । ଏହି ଫିଲ୍ମରେ କଙ୍ଗନା ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ନଜର ଆସୁଛନ୍ତି । ଏହାର ଝଲକ ବି ସେ ଶେୟାର କରି ସାରିଛନ୍ତି…

୧୧୦ ବର୍ଷ ପୁରୁଣା କ୍ଲବରେ ହେବ ଅଲି ଫାଜଲ-ରୁଚା ଚଢାଙ୍କ ୱେଡିଂ ରିସେପଶନ, ମେମ୍ବରଶିପ ପାଇଁ ଲାଗିଯାଏ ବର୍ଷବର୍ଷ

ମୁମ୍ବାଇ: ବଲିଉଡରେ ଅନୁଷ୍ଠିତ ହେବାକୁ ଯାଉଛି ଆଉ ଏକ ଷ୍ଟାର ଯୋଡିଙ୍କ ବିବାହ । ବିୟୁଟିଫୁଲ ଆକ୍ଟ୍ରେସ୍ ରୁଚା ଚଢା ଓ ଅଲି ଫାଜଲ ଆସନ୍ତା ମାସରେ ବିବାହ କରିବାକୁ ଯାଉଛନ୍ତି । କପୁଲଙ୍କ ବିବାହ ଡେଟ୍‌ବି ସାମ୍ନାକୁ ଆସି ସାରିଛି…

ଆକ୍ସନ୍‌ ଫିଲ୍ମରେ ନଜର ଆସିବେ ହ୍ରିତିକ୍‌-ସୈଫ, ସେପ୍ଟେମ୍ବରରେ ହେବ ରିଲିଜ୍‌

ବଲିଉଡ ରକ୍‌ଷ୍ଟାର ହ୍ରିତିକ୍‌ ରୋଶନ ଏବଂ ସୈଫ ଅଲି ଖାନ୍‌ଙ୍କ ଅଭିନୀତ ଫିଲ୍ମ ‘ବିକ୍ରମ ଭେଧା’ ସେପ୍ଟେମ୍ବର ୩୦ରେ ରିଲିଜ୍‌ ହେବାକୁ ଯାଉଛି। ଯାହାକୁ ଦେଖିବାକୁ ଦର୍ଶକ ଅପେକ୍ଷା କରିଛନ୍ତି। ନିକଟରେ ଏହି ଫିଲ୍ମର ଟ୍ରେଲର ରିଲିଜ୍‌ ହୋଇଯାଇଛି। ଟ୍ରେଲର ଦେଖିବା…

ଏହି ଦିନ ଓଟିଟିରେ ରିଲିଜ୍‌ ହେବ ‘ବ୍ରହ୍ମାସ୍ତ୍ର’

ମୁମ୍ବାଇ: ବଲିଉଡ ଅଭିନେତା ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ଅଭିନୀତ ବହୁ ପ୍ରତୀକ୍ଷିତ ଫିଲ୍ମ‘ବ୍ରହ୍ମାସ୍ତ୍ର’ ସେପ୍ଟେମ୍ବର ୯ରେ ରିଲିଜ୍‌ ହୋଇଯାଇଛି। ଯାହାକୁ ଦେଖିବାକୁ ଦର୍ଶକ ଅନେକ ଦିନରୁ ଅପେକ୍ଷା କରିଥିଲେ। ଫିଲ୍ମଟି ରିଲିଜ୍‌ ହେବାର ୪ ଦିନ ହୋଇଥିଲେ ମଧ୍ୟ…

କ୍ରିତିଙ୍କ ବଦାନ୍ୟତା

ମୁମ୍ବାଇ: ପ୍ରତ୍ୟେକ କଳାକାର ପାଇଁ ସେମାନଙ୍କ ଫ୍ୟାନ୍ସମାନେ ହେଉଛନ୍ତି ଅମୂଲ୍ୟ ସମ୍ପଦ। କାରଣ ନିଜ ପ୍ରଶଂସକମାନଙ୍କ ଲାଗି ହିଁ ଜଣେ କଳାକାର ତାରକା ବା ସୁପରଷ୍ଟାର ହୋଇଥାଏ। ଫ୍ୟାନ୍‌ ପାଇଁ ବଲିଉଡ୍‌ ଅଭିନେତ୍ରୀ କ୍ରିତି ସନନ୍‌ ଭାବପ୍ରବଣ ହୋଇଥିବାର ଦେଖିବାକୁ ମିଳିଛି,…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri