ରାଜ କୁନ୍ଦ୍ରା-ଶିଳ୍ପା ଶେଟ୍ଟୀ ଠକେଇ ମାମଲାରେ ନୂଆ ମୋଡ଼, EOW ରାଡାରରେ ବିପାଶା ବସୁ, ନେହା ଧୁପିଆ, ଏକତା କପୁର
ମୁମ୍ବାଇ,୧୮।୯: ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଏବଂ ତାଙ୍କ ସ୍ବାମୀ ରାଜ କୁନ୍ଦ୍ରାଙ୍କ ସହିତ ଜଡିତ ୬୦ କୋଟି ଠକେଇ ମାମଲାରେ ଏକ ନୂତନ ମୋଡ଼ ଆସିଛି। ମୁମ୍ବାଇ ପୋଲିସର ଅର୍ଥନୈତିକ ଅପରାଧ ଶାଖା (EOW) ଏବେ ତିନି ଜଣ ପ୍ରମୁଖ…
ହଲିଉଡ୍ ତାରକା ସିଡନି ସ୍ୱିନିଙ୍କୁ ବଲିଉଡ୍ ଡେବ୍ୟୁ ପାଇଁ ମିଳିଲା ୫୩୦ କୋଟିର ଅଫର: ରିପୋର୍ଟ
ମୁମ୍ବାଇ: ହଲିଉଡ୍ ଅଭିନେତ୍ରୀ ସିଡନି ସ୍ୱିନି, ଯିଏ ‘ୟୁଫୋରିୟା’ ଓ ‘ଦ୍ୱିଟ୍ ଲୋଟସ୍’ରେ ଅଭିନୟ କରି ପ୍ରସିଦ୍ଧି ଲାଭ କରିଛନ୍ତି, ଏବେ ସେ ବଲିଉଡ୍ରେ ଡେବ୍ୟୁ କରିବାର ସୁଯୋଗ ପାଇଛନ୍ତି। ରିପୋର୍ଟ ଅନୁଯାୟୀ, ୨୮ ବର୍ଷୀୟ ସିଡନିଙ୍କୁ ଏକ ପ୍ରୋଡକ୍ସନ୍ କମ୍ପାନୀ…
ଦୀପିକାଙ୍କ ଡିମାଣ୍ଡ ଶୁଣି ମୁଣ୍ଡରେ ହାତ ଦେଲେ ନିର୍ଦ୍ଦେଶକ, ‘କଲ୍କି ୨’ରୁ ବିଦା
ହାଇଦ୍ରାବାଦ: ନିର୍ଦ୍ଦେଶକ ନାଗ ଅଶ୍ୱିନଙ୍କ ବ୍ଲକବଷ୍ଟର ଫିଲ୍ମ ‘କଲ୍କି ୨୮୯୮ ଏଡି’ରେ ଦୀପିକା ପାଦୁକୋନ SUM-80 ଚରିତ୍ରରେ ଅଭିନୟ କରିଥିଲେ। ଏହି ଫିଲ୍ମର ସିକ୍ୱେଲକୁ ନେଇ ଉତ୍ସାହ ଥିବା ବେଳେ ଖବର ମିଳିଛି ଯେ ଦୀପିକାଙ୍କୁ ଏହାର ସିକ୍ୱେଲରୁ ହଟାଇ ଦିଆଯାଇଛି।…
ସୁସ୍ଥ ହେଉଛନ୍ତି ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି, ଖୁବଶୀଘ୍ର ହେବେ ଡିସଚାର୍ଜ
କଟକ,୧୭।୯: ଓଲିଉଡ଼ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ହୋଇଛି। ସେପ୍ଟେମ୍ବର ୧୬ରେ ଫୁସଫୁସ ସଂକ୍ରମଣ ହେତୁ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଙ୍କ କହିବା ଅନୁଯାୟୀ, ଏହା ଏକ ସାମାନ୍ୟ ସଂକ୍ରମଣ ଏବଂ ଚିନ୍ତାର କୌଣସି…
୨୫ରୁ କାଜୋଲ, ଟ୍ବିଙ୍କଲଙ୍କ ଟକ୍ ଶୋ
ମୁମ୍ବାଇ: ଆସନ୍ତା ୨୫ରୁ ଓଟିଟି ଫ୍ଲାଟ୍ଫର୍ମ ପ୍ରାଇମ୍ ଭିଡିଓରେ ‘ଟୁ ମଚ୍ ଓ୍ବିଥ୍ କାଜୋଲ ଆଣ୍ଡ୍ ଟ୍ବିଙ୍କଲ’ ନାମକ ଏକ ଟକ୍ ଶୋ’ ଆରମ୍ଭ ହେବ। ଅଭିନେତ୍ରୀ କାଜୋଲ ଏବଂ ଟ୍ବିଙ୍କଲ ଖାନ୍ନା ଏହି ଶୋ’କୁ ହୋଷ୍ଟ କରିବେ। ରବିବାର ପ୍ରାଇମ୍…
ପ୍ରଥମ ସନ୍ତାନ ଅପେକ୍ଷାରେ କଟ୍ରିନା କୈଫ୍, ଭିକି କୌଶଲ; ନିଶ୍ଚିତ ହେଲା ଖବର
ମୁମ୍ବାଇ,୧୫।୯: ବଲିଉଡ ଅଭିନେତ୍ରୀ କଟ୍ରିନା କୈଫ୍ ଓ ଅଭିନେତା ଭିକି କୌଶଲ ସେମାନଙ୍କ ପ୍ରଥମ ସନ୍ତାନକୁ ଆଗମନ କରିବାକୁ ଅପେକ୍ଷା କରିଛନ୍ତି। ଦମ୍ପତି ଏ ନେଇ କୌଣସି ଘୋଷଣା କରିନାହାନ୍ତି, କିନ୍ତୁ ରିପୋର୍ଟ ଅନୁଯାୟୀ କଟ୍ରିନାଙ୍କ ପ୍ରଥମ ସନ୍ତାନ ଅକ୍ଟୋବର-ନଭେମ୍ବରରେ ଜନ୍ମ…
ଦିଶାଙ୍କ ଘର ଉପରକୁ ଗୁଳିମାଡ ଘଟଣାରେ ପୋଲିସ ହାତରେ ଲାଗିଲା ବଡ଼ ପ୍ରମାଣ, ଚର୍ଚ୍ଚାରେ ଅନିରୁଦ୍ଧାଚାର୍ଯ୍ୟଙ୍କ ନାମ
ମୁମ୍ବାଇ,୧୫।୯: ଯଦିଓ ଗୋଲ୍ଡି ବ୍ରାର ଗ୍ୟାଙ୍ଗ ଦିଶା ପାଟନୀଙ୍କ ଘରେ ଗୁଳି ଚଳାଇବା ପାଇଁ ନିଜକୁ ଦାୟି କରିଥିଲା, କିନ୍ତୁ ପୋଲିସ ଏପର୍ଯ୍ୟନ୍ତ କିଏ ଗୁଳି ଚଳାଇଥିଲା ତାହା ଜାଣିପାରି ନାହିଁ। ପୋଲିସ କହିଛି ଯେ କିଛି ସୁରାକ ଆଧାରରେ ଦୁଇଟି…
ନୂଆବର୍ଷରେ ଅନନ୍ୟା, କାର୍ତ୍ତିକଙ୍କ ଯୋଡ଼ି
ମୁମ୍ବାଇ: ଅଭିନେତ୍ରୀ ଅନନ୍ୟା ପାଣ୍ଡେ ଏବଂ ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କ ଆଗାମୀ ଫିଲ୍ମ ‘ତୁ ମେରୀ ମେ ତେରା, ମେ ତେରା ତୁ ମେରୀ’ ଫିଲ୍ମ ଆସନ୍ତା ଡିସେମ୍ବର ୩୧ରେ ରିଲିଜ୍ ହେବ। ପୂର୍ବରୁ ଏହି ଫିଲ୍ମ ଫେବୃଆରୀ ୧୩ରେ ରିଲିଜ୍…
ଅଭିନେତ୍ରୀ ଦିଶା ପଟାନୀଙ୍କ ଘର ଉପରକୁ ପୁଣି ବୋମାମାଡ଼, ସାମ୍ନାକୁ ଆସିଲା ସୁଟରଙ୍କ ସ୍କେଚ୍
ମୁମ୍ବାଇ,୧୪ା୯: ବରେଲିରେ ଅଭିନେତ୍ରୀ ଦିଶା ପଟାନୀଙ୍କ ଘର ଉପରକୁ ବୋମାମାଡ଼ ହୋଇଛି। ତେବେ ୨୪ ଘଣ୍ଟା ଭିତରେ ତାଙ୍କ ଘର ଉପରକୁ ଦ୍ୱିତୀୟଥର ବୋମାମାଡ଼ ହୋଇଛି। ଇତିମଧ୍ୟରେ ଗୁଳିମାଡ଼ କରିଥିବା ସୁଟରଙ୍କ ସ୍କେଚ୍ ସାମ୍ନାକୁ ଆସିଛି। ସୁଟରକୁ ଧରିବା ପାଇଁ ନୋଏଡା…
‘ଯିଏ ପ୍ରେମାନନ୍ଦ ମହାରାଜଙ୍କ ବିରୋଧରେ କହିବ…’, ଦିଶାଙ୍କ ଘର ଉପରେ ଗୁଳି ଚଳାଇବା ଘଟଣାରେ ବଡ଼ ଟୁଇଷ୍ଟ
ନୂଆଦିଲ୍ଲୀ,୧୩।୯: ଉତ୍ତର ପ୍ରଦେଶର ବରେଲିରେ ବଲିଉଡ ଅଭିନେତ୍ରୀ ଦିଶା ପଟାନିଙ୍କ ଘରେ ଗୁଳିକାଣ୍ଡ ମାମଲାରେ ଏକ ନୂତନ ମୋଡ଼ ଆସିଛି। ଭୋର ପ୍ରାୟ ସାଢ଼େ ୩ଟା ସମୟରେ ଅବସରପ୍ରାପ୍ତ ସିଓ ଜଗଦୀଶ ପଟାନିଙ୍କ ଘରେ ଦୁଇଜଣ ଅଜଣା ବାଇକ ଚଢ଼ି ଗୁଳି…
ବଲିଉଡ୍ରେ ହଇଚଇ: ଅଭିନେତ୍ରୀ ଦିଶା ପଟାନୀଙ୍କ ଘର ଉପରେ ଗୁଳିମାଡ଼,ଭୟରେ…
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଦିଶା ପଟାନୀଙ୍କ ଘରେ ଗୁଳିମାଡ଼। ତାଙ୍କ ବରେଲୀ (ଉତ୍ତର ପ୍ରଦେଶ)ସ୍ଥିତ ଘରେ ବିଳମ୍ବିତ ରାତିରେ ଗୁଳିମାଡ଼ କରାଯାଇଛି। ଏହାର ଦାୟିତ୍ୱ ରୋହିତ ଗୋଦାରା ଓ ଗୋଲ୍ଡି ବରାର ଆତଙ୍କବାଦୀ ଗୋଷ୍ଠୀ ନେଇଛନ୍ତି। ପ୍ରାରମ୍ଭିକ ସୂଚନା ଅନୁଯାୟୀ, ଏଥିରେ…
ଚଳନ୍ତା ଟ୍ରେନ୍ରୁ ଡେଇଁ ପଡ଼ିଲେ ଅଭିନେତ୍ରୀ, ସୋସିଆଲ ମିଡିଆରେ ପୋଷ୍ଟ କରି ନିଜେ କହିଲେ କାରଣ…
ମୁମ୍ବାଇ: ଛୋଟପରଦା ଏବଂ ବଲିଉଡ୍ ଇଣ୍ଡଷ୍ଟ୍ରିରେ ନିଜର ଏକ ସ୍ବତନ୍ତ୍ର ନାମ ସୃଷ୍ଟି କରିଥିବା ଅଭିନେତ୍ରୀ କରିସ୍ମା ଶର୍ମାଙ୍କ ବିଷୟରେ ଏକ ବଡ଼ ତଥା ଚର୍ଚ୍ଚିତ ଖବର ସାମ୍ନାକୁ ଆସୁଛି। ସେ ବୁଧବାର ମୁମ୍ବାଇର ଏକ ଚଳନ୍ତା ଲୋକାଲ ଟ୍ରେନରୁ ଡେଇଁ…
Archives


