ଲାଲ୍ ରଙ୍ଗର ସାଲଓ୍ବାର ସାଙ୍ଗକୁ ଲମ୍ବା କେଶ: ଭାଇରାଲ ହେଉଛି ଆୟୁଷ୍ମାନଙ୍କ ଯୁବତୀ ବେଶ…
ବମ୍ବେ: ଆଗାମୀ ଫିଲ୍ମ ‘ଡ଼୍ରିମଗର୍ଲ-୨’ ଲାଗି ଘୋଷଣା ପରେ ଶୁଟିଂ ଆରମ୍ଭ କରିଛନ୍ତି ଅଭିନେତା ଆୟୁଷ୍ମାନ ଖୁରାନା। ଯୁବତୀ ବେଶରେ ତାଙ୍କୁ ସ୍ପଟ୍ ମଧ୍ୟ କରାଯାଇଛି। ଏହାର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଫଟୋରେ ଲାଲ ରଙ୍ଗର ସାଲଓ୍ବାର…
ବିଗ୍ ବସ୍ ଫେମ୍ ଏହି ରୋମାଣ୍ଟିକ୍ ଯୋଡ଼ିଙ୍କ ହେଲା ବ୍ରେକ୍ଅପ୍
ବମ୍ବେ: ବିଗ୍ବସ୍ରୁ ପ୍ରେମ ଆଉ ଏବେ ବ୍ରେକ୍ଅପ୍କୁ ନେଇ ଚର୍ଚ୍ଚାରେ ଅଛନ୍ତି ଏକ ସେଲିବ୍ରିଟି ଯୋଡ଼ି। ଏହି ବିବାଦୀୟ ରିଆଲିଟି ଶୋ’ରେ ପ୍ରତିଯୋଗୀ ଭାବେ ଭାଗ ନେଇଥିବା ଈଶାନ ସେହଗଲ ଏବଂ ମାୟଶା ଆୟାର ପରସ୍ପରଠାରୁ ଅଲଗା ହୋଇଛନ୍ତି। ଦୀର୍ଘଦିନରୁ ଉଭୟଙ୍କ…
‘ଯବାନ’ରେ ଏହି ସାଉଥ୍ ସୁପରଷ୍ଟାରଙ୍କ ସହ ଧମାକା କରିବେ ଶାହାରୁଖ!
ମୁମ୍ବାଇ: ଲମ୍ବା ବ୍ରେକ୍ ପରେ ଏବେ ପୁଣିଥରେ ବଡ ପରଦାରେ ଧମାଲ କରିବାକୁ ଫେରିଛନ୍ତି କିଙ୍ଗ ଖାଁ । ୨୦୨୩ରେ ହେବ ତାଙ୍କର ଧମାକାଦାର ଏଣ୍ଟ୍ରି । କାରଣ ୨୦୨୩ରେ ଶାହାରୁଖଙ୍କର ଏକକାଳୀନ ପ୍ରାୟ ୩ଟି ଫିଲ୍ମ ରିଲିଜ ହେବାକୁ ଯାଉଛି…
ବ୍ରହ୍ମାସ୍ତ୍ର ପାଇଁ ଫିଜ ନେଇ ନାହାନ୍ତି ରଣବୀର-ଆଲିଆ!
ମୁମ୍ବାଇ: ଆୟାନ ମୁଖାର୍ଜୀଙ୍କ ଫିଲ୍ମ ‘ବ୍ରହ୍ମାସ୍ତ୍ର’କୁ ନେଇ ସବୁଆଡେ ଚର୍ଚ୍ଚା । ଏହା ବକ୍ସ ଅଫିସରେ ଭଲ ବିଜନେସ କରିଛି । ହେଲେ ଏହି ଫିଲ୍ମ ତା’ର ବଜେଟ ଅନୁଯାୟୀ ବିଜନେସ କରିପାରି ନାହିଁ । କେହି କେହି ଏହାର ବିଜନେସକୁ…
ସିନେମା ଦିବସରେ ଭେଟି : ୭୫ ଟଙ୍କାରେ ଦେଖିପାରିବେ ସବୁ ଫିଲ୍ମ
ମୁମ୍ବାଇ: ସିନେ ପ୍ରେମୀଙ୍କୁ ସିନେମା ଡେ’ରେ ଭେଟି। ମଲ୍ଟି ପ୍ଲେକ୍ସ ମାଲିକ ସଂଘ ପକ୍ଷରୁ ଦର୍ଶକଙ୍କ ପାଇଁ ଏକ ନିଆରା ପ୍ରୟାସ କରିଛନ୍ତି। କେବଳ ୭୫ ଟଙ୍କାରେ ସିନେମା ହଲ୍ରେ ସମସ୍ତ ଫିଲ୍ମ ଦେଖିପାରିବେ। ମଲ୍ଟି ପ୍ଲେକ୍ସ ହେଉ ଅବା ସିଙ୍ଗେଲ…
ଫିଲ୍ମ ଷ୍ଟାଇଲ୍ରେ ଅମିରଙ୍କ ଝିଅଙ୍କୁ ପ୍ରପୋଜ କଲେ ନୁପୁର
ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଅମିର ଖାନଙ୍କ ଝିଅ ଇରା ପ୍ରାୟତଃ ଚର୍ଚ୍ଚାରେ ଥାନ୍ତି। ଖାନ ଇରା ସୋସିଆଲ ମିଡିଆରେ ବେଶ୍ ସକ୍ରିୟ। ଇରା ସୋସିଆଲ ମିଡିଆ ମାଧ୍ୟମରେ ତାଙ୍କ ବ୍ୟକ୍ତିଗତ ଜୀବନ ସହିତ ଜଡିତ ଖବର ପ୍ରଶଂସକଙ୍କ ସହ ଶେୟାର କରନ୍ତି।…
ଏହି ଦିନ ପରଦାକୁ ଆସିବ ସାମନ୍ଥାଙ୍କ ଫିଲ୍ମ ‘ଶକୁନ୍ତଳମ୍’
ମୁମ୍ବାଇ: ସାଉଥ୍ ଅଭିନେତ୍ରୀ ସାମନ୍ଥା ରୁ୍ଥ୍ ପ୍ରଭୁ ତାଙ୍କ ଅପକମିଙ୍ଗ୍ ଫିଲ୍ମ ‘ଶକୁନ୍ତଳମ୍’କୁ ନେଇ ଏବେ ଚର୍ଚ୍ଚାରେ ଅଛନ୍ତି। ବର୍ତ୍ତମାନ ଏହି ଫିଲ୍ମକୁ ନେଇ ଏକ ଅପ୍ଡେଟ୍ ସାମ୍ନାକୁ ଆସିଛି। ଗୁନାସେଖରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ନଭେମ୍ବର ୪ରେ ବଡ ପରଦାରେ…
ଦିଲ୍ଲୀ କ୍ରାଇମ-୨ ପରେ କୌଶଲ ଓଜାଙ୍କ ଫିଲ୍ମରେ ଆସିବେ ନଜର
‘ଦିଲ୍ଲୀ କ୍ରାଇମ-୨’ ପରେ ଏବେ ଅଭିନେତ୍ରୀ ରସିକା ଦୁଗଲ ନିର୍ଦ୍ଦେଶକ କୌଶଲ ଓଜାଙ୍କ ଅପକମିଙ୍ଗ୍ ଫିଲ୍ମ ‘ଲିଟିଲ ଥୋମାସ’ରେ ସେ ନଜର ଆସିବେ। ଫିଲ୍ମଟି ଡ୍ରାମା-କମେଡି ଉପରେ ଆଧାରିତ। ଏହା ପୂର୍ବରୁ ମଧ୍ୟ ଏକ କ୍ଷୁଦ୍ର ଫିଲ୍ମ ‘ଦ ମିନିଏଚରିଷ୍ଟ ଅଫ…
ଚଳନ୍ତା ବିମାନରେ ଦୀପିକାଙ୍କ ସହ ଏମିତି କାମ କଲେ ଉର୍ବଶୀ
ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ଆଜିକାଲି ତାଙ୍କର ଆଗାମୀ ପ୍ରୋଜେକ୍ଟରେ ବ୍ୟସ୍ତ ଅଛନ୍ତି। ନିକଟରେ ଏକ ବିମାନରେ ସେ ଅଭିନେତ୍ରୀ ଉର୍ବଶୀ ରଉତେଲାଙ୍କୁ ଭେଟିଥିଲେ। ଦୁବାଇରୁ ମୁମ୍ବାଇ ଫେରିବା ବାଟରେ ଦୁହେଁ ସାକ୍ଷାତ ହୋଇଥିବା ଜଣାପଡିଛି। ଚଳନ୍ତା ବିମାନରେ ସାକ୍ଷାତ ସମୟରେ…
ଅଭିନେତା ବାବୁସାନ ଅସୁସ୍ଥ
ଭୁବନେଶ୍ୱର,୨୩।୯(ବ୍ୟୁରୋ): ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ବାବୁସାନ ମହାନ୍ତି ଅସୁସ୍ଥ ଥିବା ତାଙ୍କ ଫ୍ୟାନ୍ଙ୍କ ମହଲରୁ ସୂଚନା ମିଳିଛି। ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ସେ ଚିକିତ୍ସାଧୀନ ଅଛନ୍ତି। ୬ ଦିନ ତଳେ ତାଙ୍କ ଶରୀରର ଅକ୍ସିଜେନ ମାତ୍ରା କମିଯିବାରୁ ସେ ଅସୁସ୍ଥ…
ବିଗ୍ବସ୍କୁ ଆସିବା ପାଇଁ ଶିଳ୍ପାଙ୍କ ସ୍ବାମୀ ଦାବି କରୁଛନ୍ତି ଏତିକି କୋଟି, ଫି’ ଜାଣିଲେ ଚମକି ପଡ଼ିବେ
ମୁମ୍ବାଇ: ବିଗ୍ବସ୍- ୧୬ରେ ଦିନକୁ ଦିନ ନୂଆ ନୂଆ କଥା ସାମ୍ନାକୁ ଆସୁଛି। ଶୋ’ରେ ଭାଗ ନେବା ପାଇଁ ଏପର୍ଯ୍ୟନ୍ତ ଅନେକ ଲୋକଙ୍କ ନାଁ ସାମ୍ନାକୁ ଆସିଛି। ଏଥି ସହିତ ଅନେକ ପ୍ରତିଯୋଗୀଙ୍କ ନାମ ମଧ୍ୟ ଷ୍ଟାମ୍ପ କରାଯାଇଛି। ତଥାପି ଏପରି…
ଆସନ୍ତା ୨୫ରେ ଟେଲିଭିଜନରେ ପ୍ରସାରିତ ହେବ ‘ଆର୍ଆର୍ଆର୍’
ମୁମ୍ବାଇ: ଏସ୍ ଏସ ରାଜାମୌଲିଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଆର୍ଆର୍ଆର୍’ ଚଳିତ ବର୍ଷ ସୁପରହିଟ୍ ଫିଲ୍ମ ବୋଲି ପ୍ରମାଣିତ ହୋଇଛି। ଏହି ଫିଲ୍ମଟି ମାର୍ଚ୍ଚ ୨୪ରେ ପରଦାକୁ ଆସିଥିଲା। ଯାହା ବେଶ୍ ଲୋକପ୍ରିୟ ହୋଇଥିଲା। ବକ୍ସ ଅଫିସରେ ମଧ୍ୟ ରେକର୍ଡ ସଂଖ୍ୟକ ଆୟ…
Archives


