ଅକ୍ଷୟଙ୍କ ପାଖରେ ଅଛି କି ୨୬୦ କୋଟିର ପ୍ରାଇଭେଟ୍ ଜେଟ୍, ନିଜେ କଲେ ଖୁଲାସା
ବଲିଉଡ ଅଭିନେତା ଅକ୍ଷୟ କୁମାର ଫିଲ୍ମ ଦୁନିଆରେ ନିଜର କୁଲ୍ ଅନ୍ଦାଜ୍ ପାଇଁ ଜଣାଶୁଣା। ତାଙ୍କୁ ନେଇ ଅନେକ ଖବର ପ୍ରସାରିତ ହୁଏ। ନିକଟରେ ଏକ ଖବର ଚର୍ଚ୍ଚାର ପରିସରକୁ ଆସିଥିଲା। ଅକ୍ଷୟ କୁଆଡେ ୨୬୦ କୋଟି ଟଙ୍କାର ଏକ ପ୍ରାଇଭେଟ୍…
ନାଗା ଚୈତନ୍ୟଙ୍କ ଏହି ଅଭିନେତ୍ରୀ ଏବେ ଚର୍ଚ୍ଚାରେ
ମୁମ୍ବାଇ: ଫିଲ୍ମ ‘ବେଙ୍ଗାରାଜୁ’ରେ ନାଗା ଚୈତନ୍ୟଙ୍କ ସହ କାମ କରିଥିବା ଅଭିନେତ୍ରୀ କୀର୍ତ୍ତି ଶେଟ୍ଟୀ ନିକଟରେ ଫିଲ୍ମଫେୟାର ଇଭେଣ୍ଟରେ ଯୋଗ ଦେଇଥିଲେ। ବର୍ତ୍ତମାନ ଅଭିନେତ୍ରୀ ଏହି ଇଭେଣ୍ଟରୁ ତାଙ୍କର ଲାଟେଷ୍ଟ ଫଟୋ ଶେୟାର କରିଛନ୍ତି, ଯେଉଁଥିରେ ତାଙ୍କ ଲୁକ ଚର୍ଚ୍ଚାରେ ରହିଛି।…
ଆତ୍ମହତ୍ୟା କଲେ ଅଭିନେତ୍ରୀ ବୈଶାଳୀ ଠକ୍କର
ମୁମ୍ବାଇ: ଟେଲିଭିଜନ ଇଣ୍ଡଷ୍ଟ୍ରିରୁ ଗୋଟିଏ ପରେ ଗୋଟିଏ ଦୁଃଖଦ ଖବର ସାମ୍ନାକୁ ଆସୁଛି । କିଛିଦିନ ତଳେ ‘ ଭାଭି ଜି ଘର ପର ହୈ’ର ମଲଖାନ ଉର୍ଫ ଦୀପେଶ ଭାନଙ୍କର ହୃଦଘାତରେ ପରଲୋକ ହୋଇଥିଲା । ଏବେ ଜଣେଇ ଫେମଶ…
କ୍ରିକେଟ ପଡ଼ିଆ ପରେ ଏବେ ଫିଲ୍ମ ଦୁନିଆରେ ପାଦ ଦେବେ ଧୋନୀ…
ନୂଆଦିଲ୍ଲୀ,୧୬।୧୦ : ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର ଅଛି! କ୍ରିକେଟ ପଡ଼ିଆରେ ନିଜର ସଫଳତା ଦେଖାଇବା ପରେ ବର୍ତ୍ତମାନ କ୍ୟାପଟେନ କୁଲ ଅଭିନୟ ଜଗତରେ ପାଦ ଦେବାକୁ ଯାଉଛନ୍ତି।…
ବାବା ରାମଦେବଙ୍କ ଟାର୍ଗେଟରେ ବଲିଉଡ ଷ୍ଟାର
ମୁମ୍ବାଇ,୧୬ ।୧୦: ଯୋଗ ଗୁରୁ ବାବା ରାମଦେବ ନିକଟରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସେଠାରେ ସେ ନିଶା ମୁକ୍ତି ଭାରତ ଉପରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରୁଥିଲେ । ଏହି ସମୟରେ ତାଙ୍କ ଟାର୍ଗେଟକୁ ଆସିଥିଲେ ବଲିଉଡ…
ପୁରୁଣାଦିନର ସ୍ମୃତିକୁ ମନେ ପକାଇଲେ ଏହି ଅଭିନେତ୍ରୀ, ଫଟୋ ଶେୟାର କରି କହିଲେ…
ମୁମ୍ବାଇ: ଅଭିନେତ୍ରୀ ଅମିଷା ପଟେଲ ଇନ୍ଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରିଛନ୍ତି। ଯେଉଁଥିରେ ସେ ତାଙ୍କର ପୁରୁଣା ଦିନକୁ ମନେ ପକାଇଛନ୍ତି। ଫଟୋ ଶେୟାର କରି ସେ କ୍ୟାପଶନ ଲେଖିଛନ୍ତି, ତାଙ୍କର ଜନ୍ମଦିନ ଆସୁଛି। ଶେୟାର କରିଥିବା ଫଟୋରେ ସେ ସଞ୍ଜୟ…
ପୂର୍ବ ପ୍ରେମିକ ଏବେ ଭଲ ବନ୍ଧୁ
ବମ୍ବେ: ପୂର୍ବ ପ୍ରେମିକ ଏବେ ବନ୍ଧୁ। ଅଭିନେତା ପାରସ କଲନାଓ୍ବତ ଏକଦା ସୋସିଆଲ ମିଡିଆ ସେନ୍ସେଶନ ଉର୍ଫି ଜାଭେଦଙ୍କୁ ଡେଟ୍ କରିଥିଲେ। ଉଭୟ ଏନେଇ ଅନେକ ଥର ମୁହଁ ଖୋଲିଛନ୍ତି। ବ୍ରେକ୍ଅପ୍ ହେବା ପରେ କିନ୍ତୁ ଉଭୟ ଭଲ ବନ୍ଧୁ ହୋଇଯାଇଛନ୍ତି।…
କଶ୍ମୀରକୁ ଫେରିଲା ବଲିଉଡ୍
ବମ୍ବେ: ଦିନ ଥିଲା ଅନେକ ବଲିଉଡ୍ ଫିଲ୍ମର ଶୁଟିଂ କଶ୍ମୀରରେ ହେଉଥିଲା। ‘ଜଙ୍ଗଲୀ’ଠାରୁ ଆରମ୍ଭ କରି ‘ଜବ ତକ୍ ହୈ ଜାନ୍’ ପର୍ଯ୍ୟନ୍ତ ଅନେକ ସିନେମାରେ କଶ୍ମୀରର ସୁନ୍ଦର ତଥା ମନୋଲୋଭା ପରିବେଶ ନଜର ଆସିଛି। ହେଲେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନକୁ…
ନୂଆ ଫିଲ୍ମର ଫାଷ୍ଟ ଲୁକ ଶେୟାର କଲେ ଅଜୟ
ମୁମ୍ବାଇ: ବଲିଉଡ ମୁଭି ‘ଦୃଶ୍ୟମ’ର ସକ୍ସେସ ପରେ ଅଜୟ ଦେବଗନ ‘ଦୃଶ୍ୟମ ୨’କୁ ନେଇ ହାଜର ହେବାକୁ ଯାଉଛନ୍ତି । ମୁଭିକୁ ନେଇ ଦର୍ଶକଙ୍କ ମନରେ ବେଳକୁ ବେଳ ଉତ୍ସୁକତା ବଢିବାରେ ଲାଗିଛି । କିଛିଦିନ ପୂର୍ବରୁ ମେକର୍ସ ମୁଭିର ରିକଲ…
ଦୀପାବଳିରେ ରିଲିଜ ହେବ ‘ଟାଇଗର ୩’
ବମ୍ବେ: ଅନେକ ଦିନର ବ୍ୟବଧାନ ପରେ ବଡ଼ ପରଦାକୁ ଫେରୁଛନ୍ତି ସଲମାନ୍ ଖାଁ। ଅଭିନେତାଙ୍କ ଫିଲ୍ମ ‘ଟାଇଗର-୩’ର ରିଲିଜକୁ ପ୍ରଶଂସକ ଅପେକ୍ଷା କରି ରହିଥିଲେ। ଏବେ ସଲମାନ ଫିଲ୍ମକୁ ନେଇ ବଡ଼ ଘୋଷଣା କରିଛନ୍ତି। ଆସନ୍ତା ବର୍ଷ ଦୀପାବଳିରେ ସଲମାନଙ୍କ ଏହି…
ଅଟୋରେ ମୁମ୍ବାଇ ବୁଲା
ମୁମ୍ବାଇ: ବଲିଉଡ୍ ଅଭିନେତା ବରୁଣ ଧଓ୍ବନ୍ ଅଟୋ ରିକ୍ସାରେ ବସି ମୁମ୍ବାଇ ବୁଲିଛନ୍ତି। ତେବେ ଏହାର ଭିଡିଓ ବରୁଣ ନିଜ ଇନ୍ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଅଟୋରେ ବସି ବରୁଣ ମୁମ୍ବାଇର ସୁନ୍ଦରତାକୁ ଉପଭୋଗ କରୁଥିବାବେଳେ ରାସ୍ତାକଡ଼ରେ ଥିବା ଲୋକଙ୍କୁ ଦେଖି ହସୁଥିବାର…
ହ୍ୟାରି ପୋଟରର ‘ହ୍ୟାଗରିଡ’ଙ୍କ ପରଲୋକ
ରୁଥେରଗ୍ଲେନ,୧୫ ।୧୦: ହ୍ୟାରି ପୋଟର ଫ୍ରାଞ୍ଚାଇଜିରେ ହ୍ୟାଗରିଡ ଭୂମିକାରେ ନଜର ଆସିଥିବା ହଲିଉଡ ଅଭିନେତା ରୋବି କୋଲଟ୍ରାନେଙ୍କର ପରଲୋକ ହୋଇଛି । ୭୨ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ଏଜେନ୍ସି ଡବ୍ଲୁଏମଇ ଏହି ଖବର…
Archives


