ମନୋରଞ୍ଜନ

ଅଜୟ ଦେବଗନଙ୍କ ସହ ସ୍କ୍ରିନ ଶେୟାର କରିବାକୁ ନେଇ ଉତ୍ସାହିତ ଅଛନ୍ତି ବାଣୀ କପୁର

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ବାଣୀ କପୁର ପ୍ରଥମଥର ପାଇଁ ନାୟକ ଅଜୟ ଦେବଗନଙ୍କ ସହ ସ୍କ୍ରିନ ଶେୟାର କରିଛନ୍ତି। ଅପକମିଂ ଡ୍ରାମା ମୁଭି ‘ରେଡ ୨’ରେ ସେ ଅଜୟଙ୍କ ସହ ସ୍କ୍ରିନ ଶେୟାର କରିଛନ୍ତି। ଦ ମଚ ଆଓ୍ବେଟେଡ ସିକ୍ୱେଲ...

ଉତ୍ତରକାଶୀ ଟନେଲର ହିରୋଙ୍କୁ ଭେଟିଲେ ଶାହାରୁଖ, ନେଲେ ସେଲଫି

ମୁମ୍ବାଇ,୧୧।୧: ସୁପରଷ୍ଟାର ଶାହାରୁଖ ଖାଁ ବୁଧବାର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ସମୟରେ, ସେ ଉତ୍ତରକାଶୀ ଟନେଲରେ ଫସି ଥିବା ଶ୍ରମିକମାନଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରିଥିଲେ ସେହି ହିରୋମାନଙ୍କ ସହ ସାକ୍ଷାତ କରିଥିଲେ ଏବଂ ସେମାନଙ୍କ ସହ...

ସୀତାଙ୍କ ଚରିତ୍ର ମୋ’ ପାଇଁ ଜାତୀୟ ପୁରସ୍କାର ଜିତିବା ଭଳି: ଶିବ୍ୟା

ବମ୍ବେ: ପରଦାରେ ମା’ ସୀତାଙ୍କ ଭୂମିକା ତୁଲାଇବା କୌଣସି ଜାତୀୟ ପୁରସ୍କାରଠାରୁ କମ୍‌ ନୁହେଁ। ଏଥିଲାଗି ଅଭିନେତ୍ରୀ ଶିବ୍ୟା ପଠାନିଆ ନିଜକୁ ଭାଗ୍ୟଶାଳୀ ବୋଲି ମନେ କରନ୍ତି। ଶିବ୍ୟା ‘ରାଧାକୃଷ୍ଣ’ରେ ରାଧା, ‘ବାଲ ଶିବ’ରେ ମା’ ପାର୍ବତୀ ଏବଂ ‘ରାମ...

Love story: 12th Failର ରିଅଲ ଯୋଡିଙ୍କ ଫଟୋ ଭାଇରାଲ

ମୁମ୍ବାଇ: ଆଇପିଏସ ଅଫିସର ମନୋଜ କୁମାର ଶର୍ମାଙ୍କ ସଂଘର୍ଷ କାହାଣୀ ‘12th fail’ ଖୁବ୍‌ ପ୍ରଶଂସା ସାଉଁଟିଛି। ବଲିଉଡରେ ଏହି ଫିଲ୍ମ ସୁପର ହିଟ୍‌ ହୋଇଛି। ତେବେ ଏହି କାହାଣୀର ରିଅଲ କ୍ୟାରେକ୍ଟର ଅର୍ଥାତ୍‌ ଆଇପିଏସ ମନୋଜ ଓ ଆଇଆରଏସ...

ଏମପି କରିବେ ଅଭିନୟ: ରାମଲୀଳାରେ ମନୋଜ ତିଓ୍ବାରୀ ହେବେ ପର୍ଶୁରାମ-ଲକ୍ଷ୍ମଣଙ୍କ ଚରିତ୍ରରେ ରବି କିଶନ…

ଅଯୋଧ୍ୟା,୧୧।୧ : ରାମଲଲାଙ୍କର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମକୁ ସ୍ମରଣୀୟ କରିବା ପାଇଁ ୧୭ ରୁ ୨୨ ଜାନୁୟାରୀ ପର୍ଯ୍ୟନ୍ତ ଅଯୋଧ୍ୟାରେ ସରଯୁ ନଦି କୂଳରେ ଅବସ୍ଥିତ ରାମଘାଟରେ ରାମଲୀଳା ମଞ୍ଚସ୍ଥ ହେବ। ଏଥିରେ ଦିଲ୍ଲୀର ଭାଜପା ଏମପି ମନୋଜ ତିୱାରୀଙ୍କୁ...

ମହେଶ ବାବୁଙ୍କ ଫିଲ୍ମ ପ୍ରମୋଶନ ଇଭେଣ୍ଟରେ ଦଳାଚକଟା

ବଲିଉଡ ପରି ସାଉଥ ସିନେମାକୁ ନେଇ ପ୍ରଶଂସକଙ୍କ ମଧ୍ୟରେ କ୍ରେଜ ରହିଛି। ସାଉଥ ସୁପରଷ୍ଟାର ମହେଶ ବାବୁ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଗୁଣ୍ଟୁର କରମ’ ପାଇଁ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ଫିଲ୍ମର ଏକ ପ୍ରମୋଶନ ଇଭେଣ୍ଟ ଆୟୋଜିତ ହୋଇଥିଲା। ଏଥିରେ...

ଜନ୍ମଦିନରେ ଗର୍ଲଫ୍ରେଣ୍ଡଙ୍କୁ ଲିପ୍‌କିସ୍‌ ଦେଲେ ହ୍ରିତିକ୍‌

ବଲିଉଡ ସୁପର ହିରୋ ହ୍ରିତିକ ରୋଶନ ଆଜି ୫୦ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ପ୍ରଶଂସକଙ୍କ ଠାରୁ ଆରମ୍ଭ କରି ବଲିଉଡ ସେଲିବ୍ରିଟିମାନେ ତାଙ୍କୁ ସୋସିଆଲ ମିଡିଆରେ ଜନ୍ମଦିନର ଶୁଭେଚ୍ଛା ଜଣାଉଛନ୍ତି। ହ୍ରିତିକଙ୍କ ଗର୍ଲଫ୍ରେଣ୍ଡ ସବା ଆଜାଦ ମଧ୍ୟ...

ବକ୍ସ ଅଫିସ୍‌ରେ ଇତିହାସ ରଚିଲେ ପ୍ରଭାସ

ସୁପରଷ୍ଟାର ପ୍ରଭାସଙ୍କ ଅଭିନୀତ ଫିଲ୍ମ ‘ସାଲାର’ ବକ୍ସ ଅଫିସରେ ସୁପରହିଟ୍‌ ସାବ୍ୟସ୍ତ ହୋଇଛି। ରିଲିଜ୍‌ ଦିନଠାରୁ ଏହି ଫିଲ୍ମ ଦେଶ ତଥା ବିଦେଶରେ କୋଟି କୋଟି ଟଙ୍କା ଆୟ କରୁଛି। ‘ସାଲାର’ ବିଶ୍ୱ ବକ୍ସ ଅଫିସରେ ଏକ ନୂଆ ରେକର୍ଡ...

ପ୍ରସିଦ୍ଧ ଫିଲ୍ମ ନିର୍ମାତାଙ୍କ ପରଲୋକ

ନୂଆଦିଲ୍ଲୀ,୯।୧:ମାଲାୟାଲମ ଚଳଚ୍ଚିତ୍ର ନିର୍ମାତା ବିନୁଙ୍କ ଦେହାନ୍ତ ହୋଇଛି। ଅସୁସ୍ଥତା ହେତୁ ସେ କୋଏମ୍ବାଟୁରର ଏକ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୬୯ ବର୍ଷ ବୟସ ହୋଇଥିଲା। ମାଲାୟାଲମ ସିନେମାରେ ସୁରେଶ-ବିନୁ ଯୋଡି...

ରାମମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗଦେବେ ରଣଦୀପ

ମୁମ୍ବାଇ: ବଲିଉଡ୍‌ ଅଭିନେତା ରଣଦୀପ ହୁଡ୍ଡା ପ୍ରାୟତଃ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। କିଛିଦିନ ଆଗରୁ ସେ ତାଙ୍କ ବିବାହକୁ ନେଇ ଚର୍ଚ୍ଚାରେ ଥିଲେ। ଆସନ୍ତା ୨୨ ତାରିଖରେ ଅଯୋଧ୍ୟାରେ ରାମମନ୍ଦିରର ପ୍ରାଣ ପ୍ରତିଷ୍ଠା ସମାରୋହରେ ଯୋଗଦେବାକୁ ଅଭିନେତାଙ୍କୁ ନିମନ୍ତ୍ରଣ କରାଯାଇଛି।...

ନିରବିଲେ ‘ଆଓଗେ ଜବ୍‌ ତୁମ୍‌ ଓ ସାଜ୍‌ନା’ ଗାୟକ ଉସ୍ତାଦ ରଶିଦ ଖାନ୍‌, ୫୫ ବର୍ଷରେ ପରଲୋକ

କୋଲକାତା: ଖ୍ୟାତନାମା ଗାୟକ ଉସ୍ତାଦ ରଶିଦ ଖାନ୍‌ ଆଉ ନାହାନ୍ତି। ଦୀର୍ଘ ବର୍ଷ ଧରି କ୍ୟାନ୍‌ସର ସହ ଲଢ଼େଇରେ ହାରି ଯାଇଛନ୍ତି ସେ। କୋଲକାତାର ଏକ ଡାକ୍ତରଖାନାରେ ତାଙ୍କର ଚିକିତ୍ସା ଜାରି ରହିଥିବା ବେଳେ ମଙ୍ଗଳବାର ସେ ଆଖି ବୁଜିଛନ୍ତି।...

ମାଳଦ୍ୱୀପର ଫଟୋ ଶେୟାର କରି ଲାକ୍ଷାଦ୍ୱୀପକୁ ସପୋର୍ଟ କରୁଥିଲେ ରଣବୀର, ଟ୍ରୋଲର ହେଲେ ଶିକାର

ମୁମ୍ବାଇ: ଅନେକ ତାରକା ମାଳଦ୍ୱୀପ ବିବାଦକୁ ନେଇ ସୋସିଆଲ ମିଡିଆ ମାଧ୍ୟମରେ ଭାରତୀୟ ପର୍ଯ୍ୟଟନକୁ ସମର୍ଥନ କରୁଥିବା ବେଳେ ମତାମତ ଦେଉଛନ୍ତି। ଏହି କ୍ରମରେ ଅଭିନେତା ରଣବୀର ସିଂ ମଧ୍ୟ ଏମ୍ସ ଆକାଉଣ୍ଟରେ ଏକ ପୋଷ୍ଟ କରଛନ୍ତି ଏବଂ ମାଳଦ୍ୱୀପ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri