ଫିଲ୍ମ ନିର୍ମାତା ଲୀନା ମଣିମେକାଲାଇଙ୍କୁ ଆଶ୍ୱସ୍ତି: ଗିରଫଦାରୀ ଉପରେ ଲାଗିଲା ରୋକୋ
ନୂଆଦିଲ୍ଲୀ,୨୦।୧: ଫିଲ୍ମ ନିର୍ମାତା ଲୀନା ମଣିମେକାଲାଇଙ୍କୁ ସୁପ୍ରିମକୋର୍ଟରୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ଗିରଫଦାରୀରୁ କୋର୍ଟ ତାଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି। ଏଥିସହ ‘କାଳୀ’ ପୋଷ୍ଟର ବିବାଦକୁ ନେଇ ୪ଟି ରାଜ୍ୟରେ ରୁଜୁ ହୋଇଥିବା ଏଫ୍ଆଇଆର୍ ଉପରେ ମଧ୍ୟ କୌଣସି…
ପୁଣି ବଡ ପରଦାରେ ନଜର ଆସିବେ କପିଲ ଶର୍ମା
ମୁମ୍ବାଇ: ନିଜ କମେଡିଇରେ ସମସ୍ତଙ୍କୁ ହସାଇ ହସାଇ ବେଦମ କରୁଥିବା କପିଲ ଶର୍ମା ପୁଣିଥରେ ସିଲଭର ସ୍କ୍ରିନକୁ କମବ୍ୟାକ କରୁଛନ୍ତି । ସୂଚନାଯୋଗ୍ୟ, କପିଲ ଶର୍ମା ଖୁବଶୀଘ୍ର ନନ୍ଦିତା ଦାସଙ୍କ ଅପକମିଂ ମୁଭି ‘ଜ୍ୱିଗାଟୋ’ରେ ନିଜ ଅଭିନୟକୁ ନେଇ ଦର୍ଶକଙ୍କୁ ଗୁଦଗୁଦି…
୫ ବର୍ଷ ଧରି ଡିପ୍ରେଶନରେ ଥିଲେ ଏହି ଅଭିନେତ୍ରୀ
ମୁମ୍ବାଇ: ଅନେକ ମହିଳା ଗର୍ଭଧାରଣ ପରେ ଡିପ୍ରେଶନର ଶିକାର ହୁଅନ୍ତି। ଟିଭି ଅଭିନେତ୍ରୀମାନେ ମଧ୍ୟ ଏହି ପର୍ଯ୍ୟାୟ ଦେଇ ଗତି କରିଛନ୍ତି। ଏଥିମଧ୍ୟରୁ ଟେଲି ଅଭିନେତ୍ରୀ ଶ୍ୱେତା କାୱାତ୍ରା, ଯିଏକି ‘କାହାଣୀ ଘର ଘର କି’ ରେ ପଲ୍ଲବୀ ଭୂମିକାରେ ନଜର…
‘ଦ ନାଇଟ୍ ମ୍ୟାନେଜର’ର ଦମ୍ଦାର ଟ୍ରେଲର ରିଲିଜ୍
ମୁମ୍ବାଇ: ବଲିଉଡ୍ ଅଭିନେତା ଅନିଲ କପୁର ଓ ଆଦିତ୍ୟ କପୁରଙ୍କ ଅଭିନିତ ଓ୍ବେବ ସିରିଜ୍ ‘ଦ ନାଇଟ ମ୍ୟାନେଜର’ର ଟ୍ରେଲର ରିଲିଜ୍ ହୋଇଛି। ଟ୍ରେଲରରେ ଅନିଲ କପୁରଙ୍କୁ ସମ୍ପୂର୍ଣ୍ଣ ଭିନ୍ନ ଶୈଳୀରେ ଦେଖିବାକୁ ମିଳିଥିବା ବେଳେ ଆଦିତ୍ୟ ମଧ୍ୟ ନିଆରା ଅନ୍ଦାଜରେ…
ଶିଳ୍ପାଙ୍କ ଜବରଦସ୍ତ ଡ୍ୟାନ୍ସ
ମୁମ୍ବାଇ: ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ତାଙ୍କର ଫିଟ୍ନେସ୍କୁ ନେଇ ସବୁବେଳେ ଚର୍ଚ୍ଚାରେ ଥାନ୍ତି। ଶିଳ୍ପା ସୋସିଆଲ ମିଡିଆରେ ବହୁତ ଆକ୍ଟିଭ୍। ଅଧିକାଂଶ ସମୟରେ ସେ ତାଙ୍କର ଷ୍ଟାଇଲିସ୍ ଫଟୋଗୁଡ଼ିକୁ ସୋସିଆଲ ମିଡିଆରେ ପୋଷ୍ଟ ବି କରିଥାନ୍ତି। ସେ ଏବେ ତାଙ୍କର ଏକ…
‘କାହାକୁ ଦୁଃଖ ଦେବା ପୂର୍ବରୁ ଦୁଇଥର ଭାବ’
ମୁମ୍ବାଇ: ଡ୍ରାମାକୁଇନ୍ ରାଖୀ ସାଓ୍ବନ୍ତ ଆଜିକାଲି ଅନେକ ଚର୍ଚ୍ଚାରେ ରହୁଛନ୍ତି। ପୂର୍ବରୁ ବିବାହକୁ ନେଇ ଚର୍ଚ୍ଚାକୁ ଆସିଥିବା ବେଳେ ଏବେ ମୁମ୍ବାଇ ପୋଲିସ ପଚରାଉଚରା କରିବା ପରେ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ଶେର୍ଲିନ ଚୋପ୍ରାଙ୍କ ଅଭିଯୋଗ ପରେ ରାଖୀଙ୍କୁ ଗୁରୁବାର…
କ୍ୟାଟ୍ରିନାଙ୍କୁ ଆଡ଼ ଆଖିରେ ଚାହିଁଲେନି ରଣବୀର-ଆଲିଆ
ମୁମ୍ବାଇ: ଆଫେୟାର ଏବଂ ବ୍ରେକଅପ୍ ବଲିଉଡରେ କିଛି ନୂଆ କଥା ନୁହେଁ। ବହୁ ବର୍ଷ ଧରି ସମ୍ପର୍କ ଥିବା ସତ୍ତ୍ୱେ ଅନେକ ଷ୍ଟାର୍ ବିବାହ କରିପାରି ନାହାନ୍ତି। ସେମାନଙ୍କର ରାସ୍ତା ଅଲଗା ହୋଇଯାଇଛି। ରଣବୀର କପୁର ଏବଂ କ୍ୟାଟ୍ରିନା କୈଫ୍ ସେମାନଙ୍କ…
‘ପଠାନ’ର ଆଡଭାନ୍ସ ଟିକେଟ୍ ବୁକିଂ ଆରମ୍ଭ,ବିକ୍ରି ହେଲାଣି ଏତିକି ଲକ୍ଷ ଟିକେଟ୍
ମୁମ୍ବାଇ: ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କ ଅପକମିଙ୍ଗ୍ ଚଳଚ୍ଚିତ୍ର ‘ପଠାନ’କୁ ସମସ୍ତେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ତେବେ ବିଦେଶରେ ‘ପଠାନ’ ଆଡଭାନ୍ସ ଟିକେଟ୍ ବୁକିଂରେ ବମ୍ପର ରୋଜଗାର କରିଛି । ଏଭଳି ପରିସ୍ଥିତିରେ ଭାରତରେ ଏହି ଚଳଚ୍ଚିତ୍ର ପାଇଁ ଆଡଭାନ୍ସ…
ମହେଶ ଭଟ୍ଟଙ୍କ ହାର୍ଟ ସର୍ଜରି
ଆଜିକାଲି ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ତଥା ଅଭିନେତ୍ରୀ ଆଳିଆଭ ଭଟ୍ଟଙ୍କ ମହେଶ ଭଟ୍ଟଙ୍କ ସ୍ବାସ୍ଥ୍ୟକୁ ନେଇ ଭଟ୍ଟ ପରିବାର ଟେନସନରେ ଅଛନ୍ତି। ନିକଟରେ ମହେଶଙ୍କ ହାର୍ଟ ସର୍ଜରି ହୋଇଛି। ବର୍ତ୍ତମାନ ସେ ସୁସ୍ଥ ଅଛନ୍ତି। ଗତ ମାସରେ ମହେଶ ତାଙ୍କ ହାର୍ଟ…
ମୋ ଫ୍ୟୁଜ୍ ଉଡିଯାଇଛି…କାହିଁକି ଏମିତି କହିଲେ ରଣବୀର
ବଲିଉଡ୍ ଅଭିନେତା ରଣବୀର ସିଂ ଅନେକ ସମୟରେ ଚର୍ଚ୍ଚାରେ ଥାଆନ୍ତି। ଅଭିନୟ ସହିତ ସେ ନିଜର ବିନ୍ଦାସ ଅନ୍ଦାଜ୍ ଏବଂ ଡ୍ରେସିଂ ଷ୍ଟାଇଲ୍ ପାଇଁ ମଧ୍ୟ ଜଣାଶୁଣା। ନିକଟରେ ସେ ତାଙ୍କ ସ୍କୁଲ ଦିନର ସୁନ୍ଦର ସ୍ମୃତିକୁ ମନେ ପକାଇ ଅନେକ…
ଝିଅ ସହ ପ୍ରଥମ ଫଟୋଶୁଟ୍ କଲେ ପ୍ରିୟଙ୍କା
ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ମା’ ହେବା ପରେ ଅଧିକାଂଶ ସମୟ ଝିଅ ମାଳତୀ ମେରିଙ୍କ ସହ ବିତାଉଛନ୍ତି। ନିକଟରେ ସେ ଝିଅ ସହ ପ୍ରଥମ ଫଟୋଶୁଟ କରିଛନ୍ତି। ଯାହାର ଝଲକ ସେ ପ୍ରଶଂସକଙ୍କୁ ଦେଖାଇଛନ୍ତି। ତେବେ ଏଥର ମଧ୍ୟ ପ୍ରିୟଙ୍କା…
ଫଟୋ ପାଇଁ ପ୍ରଶଂସା
ମୁମ୍ବାଇ: ଫଟୋ ଶୁଟ୍ ପାଇଁ ସବୁବେଳେ ଚର୍ଚ୍ଚାରେ ରହନ୍ତି ବଲିଉଡ୍ ଅଭିନେତ୍ରୀ ଦିଶା ପଟାନୀ। ନିକଟରେ ସେ କରିଥିବା ଲକ୍ଜୁରୀ କ୍ଲଥିଙ୍ଗ ବ୍ରାଣ୍ଡର ଫଟୋଶୁଟ୍ର ଫଟୋ ଇନ୍ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଫଟୋରେ ଦିଶା ଟାଇଗର ପ୍ରିଣ୍ଟର ଟପ୍ ପିନ୍ଧି ପୋଜ୍ ଦେଇଥିବାର…
Archives


