ପଠାନରେ ଦେଖିବାକୁ ମିଳିଲା ‘କିସି କା ଭାଇ କିସି କି ଜାନ୍’
ମୁମ୍ବାଇ: ସଲମାନଙ୍କ ପ୍ରଶଂସକଙ୍କ ପାଇଁ ଆଜି ଦିନଟି ସବୁଠୁ ଖୁସି ଆଉ ସ୍ବତନ୍ତ୍ର ଦିନ। ଶାହାରୁଖଙ୍କ ପରେ ଆକ୍ସନ ଅବତାର ପରେ ଭାଇଜାନ୍ଙ୍କୁ ଦେଖିବାକୁ ମିଳିଛି। ଭାଇଜାନଙ୍କ ଫିଲ୍ମ ‘କିସି କା ଭାଇ କିସି କି ଜାନ୍’ର ଟିଜର ରିଲିଜ ହୋଇଛି।…
ବଢ଼ୁଛି ଷ୍ଟାରଡମ୍: ବିଗ୍ବସ୍ ପରେ ଏବେ ‘ବିଗ୍ ବ୍ରଦର’ ୟୁକେରେ ନଜର ଆସିବେ ଅବ୍ଦୁ
ବମ୍ବେ: ବିଗ୍ବସ୍ ୧୬ରେ ସବୁଠାରୁ ଚର୍ଚ୍ଚିତ ପ୍ରତିଯୋଗୀଙ୍କ ମଧ୍ୟରୁ ଜଣେ ଥିଲେ ଅବ୍ଜୁ ରୋଜିକ୍। ତାଜାକିସ୍ତାନରୁ ଆସିଥିବା ଅବ୍ଦୁ ଲୋକପ୍ରିୟ ରିଆଲିଟି ଶୋ’ରେ ଭାଗ ନେଇ ରାତାରାତି ଷ୍ଟାରଡମ୍ ପାଇଥିଲେ। ଏବେ ତାଙ୍କ ଲୋକପ୍ରିୟତା ଏତେ ବଢ଼ି ଯାଇଛି ଯେ ତାଙ୍କୁ…
ମା’ଙ୍କ ମଙ୍ଗଳସୂତ୍ର ପିନ୍ଧିଥାନ୍ତି ଏହି ଲୋକପ୍ରିୟ ଗାୟକ, କାରଣ ଜାଣିଲେ…
ବମ୍ବେ: ବାପାଙ୍କ ମୃତ୍ୟୁ ପରେ ମା’ଙ୍କ ମଙ୍ଗଳସୂତ୍ର ପିନ୍ଧୁଛନ୍ତି ଲୋକପ୍ରିୟ ଗାୟକ ପଳାଶ ସେନ। କଥାଟି ଅନେକଙ୍କୁ ଅଜବ ଲାଗିପାରେ। ହେଲେ ସେ ଯେବେ ବି ଷ୍ଟେଜକୁ ଯାଆନ୍ତି ମଙ୍ଗଳସୂତ୍ର ପିନ୍ଧି ଗାଇବାକୁ ପସନ୍ଦ କରନ୍ତି। ଏକ ସାକ୍ଷାତକାରରେ ଏହି କଥା…
ବହୁ ପ୍ରତୀକ୍ଷିତ ଫିଲ୍ମ ‘କିସି କା ଭାଇ କିସି କି ଜାନ’ ଟିଜର ରିଲିଜ୍
ଶେଷରେ ବଲିଉଡର ମେଗା ସୁପରଷ୍ଟାର ସଲମାନ ଖାନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘କିସି କା ଭାଇ କିସି କି ଜାନ’ର ଟିଜର ମୁକ୍ତିଲାଭ କରିଛି। ଟିଜର୍କୁ ଦର୍ଶକ ବେଶ୍ ପ୍ରଶଂସା ମଧ୍ୟ କରୁଛନ୍ତି। ଏହି ଫିଲ୍ମ ଟିଜରରେ ସଲମାନ୍ ଜଣେ ଦକ୍ଷିଣ…
ଝିଅଙ୍କୁ ଟ୍ରୋଲ୍ କଲେ ଶାହରୁଖ
ବଲିଉଡ୍ ବାଦ୍ଶାହ ଶାହରୁଖ ଖାନ ‘ପଠାନ’ ମାଧ୍ୟମରେ ପ୍ରାୟ ୪ ବର୍ଷ ପରେ ବଡ ପରଦାରେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଫିଲ୍ମରେ ତାଙ୍କ ଅଭିନୟକୁ ମଧ୍ୟ ବେଶ୍ ପ୍ରଶଂସା କରାଯାଉଛି। ଆଜିକାଲି ଶାହରୁଖ ସୋସିଆଲ ମିଡିଆରେ ବେଶ୍ ସକ୍ରିୟ। ଏଠାରେ ସେ କେବଳ…
‘ପଠାନ୍’ ରିଲିଜକୁ ନେଇ ଶାହାରୁଖଙ୍କୁ ଶୁଭେଚ୍ଛା ଜଣାଇଲେ କାର୍ତ୍ତିକ
ନୂଆଦିଲ୍ଲୀ,୨୫।୧: ଦୀର୍ଘଦିନର ବ୍ୟବଧାନ ପରେ ବଲିଉଡ୍ କିଙ୍ଗ ଖାନ୍ ଶାହାରୁଖଙ୍କ ଫିଲ୍ମ ରିଲିଜ ହୋଇଛି। ‘ପଠାନ୍’କୁ ନେଇ ଦେଶ ତଥା ବିଦେଶର ପ୍ରଶଂସକଙ୍କ ମଧ୍ୟରେ ଭିନ୍ନ କ୍ରେଜ ଦେଖିବାକୁ ମିଳିଛି। ଏସବୁ ମଧ୍ୟରେ ଭାରତୀୟ ବ୍ୟାଟ୍ସମ୍ୟାନ୍ ଦୀନେଶ କାର୍ତ୍ତିକ ଟୁଇଟ୍ କରି…
ରିଲିଜ୍ ହେଲା ‘ପଠାନ’: ଜବରଦସ୍ତ ଲୁକ୍ରେ ନଜର ଆସିଲେ ଶାହାରୁଖ
ମୁମ୍ବାଇ: ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ରିଲିଜ୍ ହେଲା ଫିଲ୍ମ ‘ପଠାନ’। ଏହି ଫିଲ୍ମ ମାଧ୍ୟମରେ ବଲିଉଡ ସୁପରଷ୍ଟାର ଶାହରୁଖ ଖାନ ୪ ବର୍ଷ ପରେ ପରଦାକୁ ଫେରିଛନ୍ତି। ଯାହାକୁ ଦେଖିବାକୁ ଦର୍ଶକ ବହୁଦିନ ହେବ ଅପେକ୍ଷା କରି ରହିଥିଲେ। ଫିଲ୍ମଟି…
ଆଜି ‘ପଠାନ୍’ ରିଲିଜ୍
ମୁମ୍ବାଇ: ବହୁ ବାଦବିବାଦ ପରେ ବୁଧବାର ରିଲିଜ୍ ହେଉଛି ବଲିଉଡ୍ର ଚର୍ଚ୍ଚିତ ଫିଲ୍ମ ‘ପଠାନ୍’। ଲୋକପ୍ରିୟ ଅଭିନେତା ଶାହରୁଖ୍ ଖାନ୍ଙ୍କ ହାଇବଜେଟ୍ ସିନେମା ପାଇଁ ମଙ୍ଗଳବାର ୪.୧୯ ଲକ୍ଷ ଆଡଭାନ୍ସ ଟିକେଟ ବିକ୍ରି ହୋଇଛି। ଫିଲ୍ମଟି ମୋଟ ୫, ୦୦୦ ପ୍ରେକ୍ଷାଳୟରେ…
ଏହି ଅଭିନେତ୍ରୀଙ୍କୁ ଚାପୁଡା ମାରିଥିଲେ ଇଶା
ବଲିଉଡ ଇଣ୍ଡଷ୍ଟ୍ରିରେ ଅଭିନେତ୍ରୀମାନଙ୍କ ମଧ୍ୟରେ ଝଗଡା ସାଧାରଣ କଥା। ଇଣ୍ଡଷ୍ଟ୍ରିରେ ଅନେକ ଅଭିନେତ୍ରୀ ଅଛନ୍ତି, ଯେଉଁମାନେ ଛୋଟଛୋଟ ମନୋମାଳିନ୍ୟ ଲାଗି ଚର୍ଚ୍ଚାକୁ ଆସିଥାନ୍ତି। ୨୦୦୬ ମସିହାରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ପ୍ୟାରେ ମୋହନ’ରେ ଇଶା ଏବଂ ଅମୃତାଙ୍କୁ ଏକାଠି ଦେଖିବାକୁ ମିଳିଥିଲା।…
ଇତିହାସ ରଚିଲା ଆର୍ଆର୍ଆର୍! ଓସ୍କାର ଦୌଡ଼ରେ ‘ନାଟୁ ନାଟୁ’, ଖୁସିରେ ଝୁମିଲା ପୁରା ଟିମ୍…
ବମ୍ବେ: ଇତିହାସ ରଚିଛି ଏସ୍.ଏସ୍. ରାଜାମୌଲୀଙ୍କ ଫିଲ୍ମ ‘ଆର୍ଆର୍ଆର୍’। ୯୫ତମ ଓସ୍କାର ପୁରସ୍କାର ୨୦୨୩ ପାଇଁ ନାମାଙ୍କନ ଶେଷ ହୋଇଥିବା ବେଳେ ଫିଲ୍ମର ଗୀତ ‘ନାଟୁ ନାଟୁ’ ଏଥିରେ ସ୍ଥାନ ପାଇଛି। ଏହା ‘ବେଷ୍ଟ ଅରିଜିନାଲ ସଙ୍ଗ’ କାଟାଗୋରୀ ଲାଗି ମନୋନୀତ…
ରାଜାମୌଲୀଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଲେ ରାମ ଗୋପାଳ ବର୍ମା!
ବମ୍ବେ: ନିଜର ଫିଲ୍ମକୁ ନେଇ ବିଶ୍ୱସ୍ତରରେ ପ୍ରଶଂସାର ପାତ୍ର ହୋଇଛନ୍ତି ଏସ୍.ଏସ୍. ରାଜାମୌଲୀ। ବାହୁବଳୀ ଏବଂ ଆର୍ଆର୍ଆର୍ ଭଳି ଫିଲ୍ମ ତାଙ୍କ ଲୋକପ୍ରିୟତାକୁ ବହୁଗୁଣିତ କରିଛି। ଏହାକୁ ଦେଖି ଇର୍ଷା କରିବା ସହ ଧମକ ଦେଇଛନ୍ତି ନିର୍ଦ୍ଦେଶକ ରାମ ଗୋପାଳ ବର୍ମା।…
ଟୁଇଟର୍କୁ ପୁଣି ଫେରିଲେ କଙ୍ଗନା: ଆଗାମୀ ଫିଲ୍ମ ରିଲିଜ ଡେଟ୍ ନେଇ କଲେ ଘୋଷଣା
ବମ୍ବେ: ଟୁଇଟର୍କୁ ଫେରିଲେ ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ। ସର୍ବଦା ନିଜର ବୟାନକୁ ନେଇ ବିବାଦକୁ ଆସୁଥିବା କଙ୍ଗନାଙ୍କ ଆକାଉଣ୍ଟ ପୁଣିଥରେ କାର୍ଯ୍ୟକ୍ଷମ ହୋଇଛି। ଫେରିବା ପରେ ସେ ନିଜର ବହୁ ପ୍ରତିକ୍ଷିତ ଫିଲ୍ମ ‘ଏମରଜେନ୍ସି’କୁ ନେଇ ବଡ଼ ଘୋଷଣା କରିଛନ୍ତି।…
Archives


