ସ୍ବାମୀଙ୍କଠାରୁ ଏହି ଅଭିନେତ୍ରୀଙ୍କର ଅଧିକ ଫଲୋଅର୍ସ
ମୁମ୍ବାଇ: ବଲିଉଡ୍ର କିଛି ଅଭିନେତ୍ରୀଙ୍କର ଲକ୍ଷାଧିକ ଫଲୋଅର୍ସ ଅଛନ୍ତି। ଏପରିକି ଏହି ଅଭିନେତ୍ରୀଙ୍କର ସ୍ବାମୀ ଜଣାଶୁଣା ଅଭିନେତା ହୋଇଥିଲେ ମଧ୍ୟ ତାଙ୍କର ଅଭିନେତ୍ରୀଙ୍କ ତୁଳନାରେ ଫ୍ୟାନ୍ ଫଲୋଅର୍ସ ରହିଛନ୍ତି। ଅଭିନେତ୍ରୀ ଦୀପିକା ପାଦୁକୋନଙ୍କର ସ୍ବାମୀ ରଣବୀର ସିଂଙ୍କଠାରୁ ଇନ୍ଷ୍ଟାଗ୍ରାମରେ ଅଧିକ ଫଲୋଅର୍ସ…
‘ଶେହଜାଦା’ରେ କାର୍ତ୍ତିକଙ୍କ ଜବରଦସ୍ତ ଏଣ୍ଟ୍ରି
ମୁମ୍ବାଇ: କାର୍ତ୍ତିକ ଆର୍ୟନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଶେହଜାଦା’ ଶୁକ୍ରବାର ବଡ଼ ପରଦାରେ ରିଲିଜ୍ ହୋଇଛି। ତେବେ ‘ଶେହଜାଦା’ରେ କାର୍ତ୍ତିକ ଜବରଦସ୍ତ ଏଣ୍ଟ୍ରି କରିଛନ୍ତି। ଏଥିସହ ଦର୍ଶକମାନେ ଫିଲ୍ମକୁ ନେଇ ଭଲ ରିଭ୍ୟୁ ମଧ୍ୟ ଦେଉଛନ୍ତି। ବକ୍ସ ଅଫିସରେ କାର୍ତ୍ତିକଙ୍କ ଏହି…
ଶିଜାନଙ୍କ ବିରୋଧରେ ୫୨୪ ପୃଷ୍ଠାର ଚାର୍ଜସିଟ୍ ଦାଖଲ କଲା ପୋଲିସ
ମୁମ୍ବାଇ,୧୭।୨: ଟେଲି ଅଭିନେତ୍ରୀ ତୁନିଶା ଶର୍ମାଙ୍କ ଆତ୍ମହତ୍ୟା ମାମଲାରେ ଅଭିନେତା ଶିଜାନ ଖାନ ଜେଲରେ ଅଛନ୍ତି। ତେବେ ଅଭିଯୁକ୍ତ ଶିଜାନଙ୍କ ବିରୋଧରେ ମିରାଭାୟନ୍ଦର ପୋଲିସ ୫୨୪ ପୃଷ୍ଠାର ଏକ ଚାର୍ଜସିଟ୍ ଦାଖଲ କରିଥିବା ଜଣାପଡିଛି। ଅନ୍ୟପଟେ,ଶୁକ୍ରବାର ବମ୍ବେ ହାଇକୋର୍ଟରେ ଶିଜାନଙ୍କ ଜାମିନ…
ନତାଶାଙ୍କ ବ୍ରାଇଡାଲ ଗାଉନ୍ ତିଆରି କରିବାକୁ ଲାଗିଥିଲା ୫୦ ଦିନ
ମୁମ୍ବାଇ: ଅଭିନେତ୍ରୀ ନତାଶା ଷ୍ଟାନକୋଭିକ୍ ଏବଂ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଫେବୃୟାରୀ ୧୪ ଅର୍ଥାତ୍ ଭାଲେଣ୍ଟାଇନ୍ସ୍ ଡେ’ରେ ପୁଣିଥରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ହାର୍ଦ୍ଦିକ ଏବଂ ନତାଶା ୨୦୨୦ରେ କୋର୍ଟ ବିବାହ କରିଥିଲେ। ବର୍ତ୍ତମାନ ଏହି ଦମ୍ପତି ପୁନର୍ବାର ବିବାହ…
ବଡ଼ ପରଦାରେ କାର୍ତ୍ତିକଙ୍କ ‘ଶେହଜାଦା’
ମୁମ୍ବାଇ: ବଲିଉଡ୍ ଅଭିନେତା କାର୍ତ୍ତିକ ଆର଼୍ୟାନ୍ ତାଙ୍କ ଆଗାମୀ ଫିଲ୍ମ ‘ଶେହଜାଦା’ର ପ୍ରମୋଶନକୁ ନେଇ ବ୍ୟସ୍ତ ଅଛନ୍ତି। ସେ ଦେଶର ବିଭିନ୍ନ ସ୍ଥାନକୁ ଯାଇ ସେଠାରେ ଫିଲ୍ମର ପ୍ରମୋଶନ କରୁଛନ୍ତି। ଏହା ମଧ୍ୟରେ ଶାହରୁଖ ଖାନ୍ଙ୍କ ଫିଲ୍ମ ‘ପଠାନ’ ଭଳି ଦୁବାଇର…
ପ୍ରେମିକ ଫହାଦ ଅହମ୍ମଦଙ୍କ ହାତ ଧରିଲେ ସ୍ବରା
ବମ୍ବେ: ବିବାହ ବନ୍ଧନରେ ଅଭିନେତ୍ରୀ ସ୍ବରା ଭାସ୍କର। ରାଜନୈତିକ କାର୍ଯ୍ୟକର୍ତ୍ତା ଫହାଦ ଅହମ୍ମଦଙ୍କୁ ସେ କୋର୍ଟରେ ବିବାହ କରିଛନ୍ତି। ସୋସିଆଲ ମିଡିଆରେ ସ୍ବରା ଏନେଇ ଫଟୋ ଏବଂ ଭିଡିଓ ଶେୟାର କରି ସମସ୍ତଙ୍କୁ ଜଣାଇଛନ୍ତି। ଭିଡିଓରେ ସ୍ବରା ନିଜର ପ୍ରେମକାହାଣୀ କିଭଳି…
ଶାହାରୁଖଙ୍କ ଗୀତରେ ଡ୍ୟାନ୍ସ କଲେ ଚାଇନାର ଏହି କୁନି ବାଳକ
ମୁମ୍ବାଇ: ଚାଇନାର ଜଣେ ଶିଶୁଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ପିଲାଟି କିଙ୍ଗଖାନ୍ ଶାହାରୁଖଙ୍କ ଫିଲ୍ମ ‘ମହୋବତ’ର ଗୀତ ‘ଆଁଖେ ଖୁଲି ହୋ ୟା ହୋ ବନ୍ଦ୍’ ଗୀତରେ ଡ୍ୟାନ୍ସ କରୁଛନ୍ତି। ଏହି ଭିଡିଓରେ ବିଶେଷ…
ବମ୍ପର ରୋଜଗାର ପରେ ଶସ୍ତା ହେଲା ‘ପଠାନ’ ଟିକେଟ୍
ମୁମ୍ବାଇ: ସୁପରଷ୍ଟାର ଶାହାରୁଖ ଖାନଙ୍କ ଫିଲ୍ମ ‘ପଠାନ’ କେବଳ ଭାରତରେ ନୁହେଁ ବିଦେଶରେ ମଧ୍ୟ ଏହାର କ୍ରେଜ୍ ରହିଛି। ତେବେ ଶାହରୁଖଙ୍କ ‘ପଠାନ’ ବର୍ତ୍ତମାନ ପର୍ଯ୍ୟନ୍ତ ସାରା ବିଶ୍ୱରେ ୯୬୪ କୋଟି ଟଙ୍କା ସଂଗ୍ରହ କରିଛି ଏବଂ ୧୦୦୦ କୋଟି କ୍ଲବରେ…
ରିଲିଜ୍ ପୂର୍ବରୁ କୋଟି କୋଟି ଟଙ୍କା ଆୟ କରିସାରିଲାଣି ‘ଶେହଜାଦା’
ମୁମ୍ବାଇ: କାର୍ତ୍ତିକ ଆର୍ୟନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଶେହଜାଦା’ ଆସନ୍ତାକାଲି ଅର୍ଥାତ୍ ଶୁକ୍ରବାର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ତେବେ ଫିଲ୍ମ ପାଇଁ ଟିକେଟ ପ୍ରି-ବୁକିଂ ମଧ୍ୟ ଏହି ସପ୍ତାହ ଆରମ୍ଭରୁ ଆରମ୍ଭ ହୋଇଯାଇଛି। ଏଥି ସହିତ ଫିଲ୍ମ ଏହାର ଡିଜିଟାଲ ଷ୍ଟ୍ରିମିଂ…
ପ୍ରଥମେ କରୁଥିଲେ ବିରୋଧ,ଏବେ କରୁଛନ୍ତି ପ୍ରଶଂସା…
ମୁମ୍ବାଇ: ସୁପରଷ୍ଟାର ଶାହରୁଖ ଖାନଙ୍କ ଅଭିନୀତ ଚଳଚ୍ଚିତ୍ର ‘ପଠାନ’ ବକ୍ସ ଅଫିସରେ ସଫଳତା ପାଇବାରେ ଲାଗିଛି। ଯେଉଁମାନେ ରିଲିଜ୍ ପୂର୍ବରୁ ଫିଲ୍ମକୁ ବିରୋଧ କରୁଥିଲେ, ଏବେ ସେହିମାନେ ଫିଲ୍ମକୁ ପ୍ରଶଂସା କରୁଥିବା ଦେଖାଯାଇଛି। ନିକଟରେ ଅଭିନେତ୍ରୀ କଙ୍ଗନା ରାଣାୱତ କିଛି ଦିନ…
କିଆରାଙ୍କୁ ଏକୁଟିଆ ଛାଡି କାମକୁ ଫେରିଲେ ସିଦ୍ଧାର୍ଥ
ବଲିଉଡ୍ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା ଏବଂ କିଆରା ଆଡଭାନୀ ଗତ କିଛି ଦିନ ହେବ ଚର୍ଚ୍ଚାରେ ରହିଆସିଛନ୍ତି। ଉଭୟ ଫେବୃଆରୀ ୭ରେ ରାଜସ୍ଥାନର ଜୈଶଲମିରର ସୂର୍ଯ୍ୟଗଡ ପ୍ୟାଲେସରେ ଘନିଷ୍ଠ ବନ୍ଧୁ ଏବଂ ପରିବାର ଲୋକଙ୍କ ଉପସ୍ଥିତିରେ ବିବାହ କରିଥିଲେ। ଏହା ପରେ…
ଆଖିବୁଜିଲେ ପ୍ରସିଦ୍ଧ ଅଭିନେତ୍ରୀ
ଷାଠିଏ ଦଶକରେ ନିଜର ଅଭିନୟ ଏବଂ ସୌନ୍ଦର୍ଯ୍ୟ ମାଧ୍ୟମରେ ଲୋକଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା ଅଭିନେତ୍ରୀ ରାକ୍ୱେଲ ୱେଲଚ ୮୨ ବର୍ଷ ବୟସରେ ଶେଷନିଶ୍ୱାସ ତ୍ୟାଗ କରିଛନ୍ତି। ରାକ୍ୱେଲ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ୫୦ ବର୍ଷ…
Archives


