ମନୋରଞ୍ଜନ

ବିକ୍ରିହେଲା ବଲିଉଡ୍‌ର ଶୋ’ମ୍ୟାନ୍‌ ରାଜ କପୁରଙ୍କ ଘର

ମୁମ୍ବାଇ: ବଲିଉଡ୍‌ର ଶୋ’ ମ୍ୟାନ୍‌ ତଥା ଦିବଂଗତ ଅଭିନେତା ରାଜ କପୁରଙ୍କ ଐତିହାସିକ ବଙ୍ଗଳା ବିକ୍ରି ହୋଇଛି। ମୁମ୍ବାଇର ଚେମ୍ବୁରସ୍ଥିତ ଏହି ବଙ୍ଗଳାକୁ ଗୋଦରେଜ୍‌ ପ୍ରପର୍ଟିଜ୍‌ ଏଲ୍‌ଟିଡି ୧୦୦ କୋଟିରେ କିଣିଛି। ଏନେଇ କମ୍ପାନୀର ଚେୟାରମ୍ୟାନ ଫିରୋଜଶା ଗୋଦରେଜ୍‌ ସୂଚନା ଦେଇଛନ୍ତି।…

ଜୁନିୟର ଏନଟିଆରଙ୍କ କଜିନ ନନ୍ଦମୁରି ତାରକ ରତ୍ନଙ୍କ ପରଲୋକ

ଚେନ୍ନାଇ,୧୯ ।୨:  ଜୁନିୟର ଏନଟିଆରଙ୍କ ସମ୍ପର୍କିୟ ଭାଇ ତଥା ଅଭିନେତା ଓ ରାଜନେତା ନନ୍ଦମୁରି ତାରକ ରତ୍ନଙ୍କର ଶନିବାର ପରଲୋକ ହୋଇଛି । ତାଙ୍କୁ ବେଙ୍ଗାଲୁରୁର ନାରାୟଣ ହାର୍ଟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କର ଏହି ଆକଷ୍ମିକ ମୃତ୍ୟୁ ସମଗ୍ର…

କାର୍ତ୍ତିକଙ୍କ ଚାଲାଣ କାଟିଲା ପୋଲିସ

ମୁମ୍ବାଇ: ଅଭିନେତା କାର୍ତ୍ତିକ ଆର୍ଯ୍ୟନ ତାଙ୍କ ଫିଲ୍ମ ‘ଶେହଜାଦା’କୁ ନେଇ ଖୁବ୍‌ ଚର୍ଚ୍ଚାରେ ଅଛନ୍ତି। କାର୍ତ୍ତିକ ଏବଂ କ୍ରୀତି ସାନନଙ୍କ ଏହି ଫିଲ୍ମ ରିଲିଜ ହେବା ପରଠାରୁ ଏହା ରେକର୍ଡ କରିଛି। ଉଭୟେ ‘ଶେହଜାଦା’କୁ ନେଇ ବହୁତ ଉତ୍ସାହିତ ଅଛନ୍ତି। କାର୍ତ୍ତିକ…

ଅଙ୍କିତ ନୁହନ୍ତି, ଷ୍ଟାନଙ୍କୁ ଡେଟ୍‌ କରିବାକୁ ଚାହାନ୍ତି ପ୍ରିୟଙ୍କା

ବମ୍ବେ: ବିଗ୍‌ବସ୍‌ ଜିତି ନାହାନ୍ତି ସତ, ହେଲେ ଦର୍ଶକଙ୍କ ହୃଦୟ ଜିତିବାରେ ସଫଳ ହୋଇଛନ୍ତି। ଆମେ କହୁଛୁ ବିବାଦୀୟ ରିଆଲିଟି ଶୋ’ରେ ଭାଗ ନେଇଥିବା ପ୍ରତିଯୋଗୀ ତଥା ଅଭିନେତ୍ରୀ ପ୍ରିୟଙ୍କା ଚାହର ଚୌଧୁରୀଙ୍କ କଥା। ଶୋ’ ଶେଷ ହେବା ପରେ ଅନେକ…

୨୦୨୪ରେ ରିଲିଜ ହେବ ‘ପ୍ରୋଜେକ୍ଟ କେ’

ବମ୍ବେ: ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ପ୍ରୋଜେକ୍ଟ କେ’ର ପ୍ରଥମ ପୋଷ୍ଟର ରିଲିଜ କରାଯାଇଛି। ମହାଶିବରାତ୍ରୀ ଉପଲକ୍ଷେ ଅଭିନେତ୍ରୀ ଦୀପିକା ପାଦ୍ୟୁକୋନ୍‌ ପ୍ରଶଂସକଙ୍କୁ ଖୁସି ଖବର ଦେଇ ଏହାର ରିଲିଜ୍‌ ଡେଟ୍‌ ବିଷୟରେ ଜଣାଇଛନ୍ତି। ‘ପ୍ରୋଜେକ୍ଟ କେ’ ଏକ ସାଇନ୍ସ ଫ୍ରିକ୍ସନ ଫିଲ୍ମ।…

୧୭ ବର୍ଷ ବୟସରେ ପ୍ରେମରେ ପଡିଥିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ଟେଲି ଅଭିନେତ୍ରୀ ଶିବାଙ୍ଗୀ ଯୋଶୀଙ୍କୁ ‘ୟେ ରିସ୍ତା କିୟା କେହଲତା ହୈ’ରୁ ଲାଇମଲାଇଟ୍‌ରେ ରହିଥିଲେ। ଅଭିନେତ୍ରୀ ନାଇରାଙ୍କ ଚରିତ୍ର ପାଇଁ ଅନେକ ପ୍ରଶଂସା ଲାଭ କରିଛନ୍ତି। ଲୋକମାନେ ତଥାପି ତାଙ୍କୁ ନାଇରା ନାମରେ ଜାଣିଛନ୍ତି। ଏହି ଶୋ’ ପରେ ଅଭିନେତ୍ରୀଙ୍କୁ…

ସ୍ମୃତି ଇରାନୀଙ୍କ ଝିଅ ରିସେପ୍‌ଶନ ପାର୍ଟିରେ ପହଞ୍ଚିଲେ ବଲିଉଡର ଏହି ସେଲିବ୍ରିଟି

ନୂଆଦିଲ୍ଲୀ,୧୮।୨: କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କ ଝିଅ ଶନେଲ ଇରାନୀ ନିକଟରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ରାଜସ୍ଥାନର ନାଗୌରର ୫୦୦ ବର୍ଷ ପୂରୁଣା ତଥା ଖୀବସର ଫୋର୍ଟରେ ସେ ଅର୍ଜୁନ ଭଲ୍ଲାଙ୍କୁ ବିବାହ କରିଛନ୍ତି। ତେବେ ବିବାହ ପରେ ଦମ୍ପତିଙ୍କ…

ପ୍ରଥମ ଦିନରେ ଏତିକି କୋଟି ରୋଜଗାର କଲା ‘ଶେହଜାଦା’

ମୁମ୍ବାଇ: ଅଭିନେତା କାର୍ତ୍ତିକ ଆର୍ୟନ ଏବଂ କ୍ରିତି ସାନନଙ୍କ ଅଭିନୀତ ଫିଲ୍ମ ‘ଶେହଜାଦା’ ଫେବୃଆରୀ ୧୭ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ‘ଶେହଜାଦା’କୁ ଆଣ୍ଟ ମ୍ୟାନ ୩’ ସହ ପ୍ରତିଯୋଗିତା କରିବାକୁ ପଡୁଛି। କାରଣ ଏହି ଦୁଇଟି ଫିଲ୍ମ ଏକ ଦିନରେ…

ଗର୍ଭଧାରଣ ଖବର ଉପରେ ନୀରବତା ଭାଙ୍ଗିଲେ ଅଙ୍କିତା

ମୁମ୍ବାଇ: ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ଆଜିକାଲି ତାଙ୍କର ଚଳଚ୍ଚିତ୍ର ‘ଦ ଲାଷ୍ଟ କଫି’ ପାଇଁ ଲାଇମ ଲାଇଟରେ ଅଛନ୍ତ। ବୃତ୍ତିଗତ ଜୀବନ ବ୍ୟତୀତ ଅଙ୍କିତା ତାଙ୍କ ବ୍ୟକ୍ତିଗତ ଜୀବନ ହେତୁ ଅନେକ ଲାଇମଲାଇଟରେ ରୁହନ୍ତି। ଅଭିନେତ୍ରୀ ବିବାହ ପରଠାରୁ ତାଙ୍କ ଗର୍ଭଧାରଣକୁ…

ପନ୍ତଙ୍କୁ ଛାଡ଼ି ଏହି ପାକିସ୍ତାନୀ କ୍ରିକେଟରଙ୍କ ପ୍ରେମରେ ପଡ଼ିଲେଣି ଉର୍ବଶୀ !

ବମ୍ବେ: ନିଜ ବୃତ୍ତିଗତ ଜୀବନଠାରୁ ଅଧିକ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲା। ଦୀର୍ଘଦିନ ଧରି ସେ କ୍ରିକେଟର ରିଷଭ ପନ୍ତଙ୍କୁ ନେଇ ଚର୍ଚ୍ଚାରେ ଥିବା ବେଳେ ଏବେ ତାଙ୍କ ନାମ ପାକିସ୍ତାନର କ୍ରିକେଟର…

ଶାହାରୁଖଙ୍କ ରେକର୍ଡ ଭାଙ୍ଗିଲେ ଏମ୍‌ସି ଷ୍ଟାନ୍‌

ବମ୍ବେ: ବିଗ୍‌ବସ୍‌ ବିଜେତା ହେବା ପରେ ରାପର୍‌ ଏମ୍‌ସି ଷ୍ଟାନ ଓରଫ ଅଲତାଫ ଶେଖଙ୍କ ଲୋକପ୍ରିୟତା ଆକଶ ଛୁଉଁଛି। ଏବେ ସେ ଭାରତର ସବୁଠାରୁ ଚର୍ଚ୍ଚିତ ସେଲିବ୍ରିଟି ପାଲଟିଛନ୍ତି। ସୋସିଆଲ ମିଡିଆରେ ସେ ଏକ ନୂଆ ଉପଲବ୍ଧି ହାସଲ କରିଛନ୍ତି। ସେ…

ଏତିକି ଟଙ୍କାର ମାଲିକାଣୀ ସ୍ବରା ଭାସ୍କର

ମୁମ୍ବାଇ: ଅଭିନେତ୍ରୀ ସ୍ବରା ଭାସ୍କର ଇତିମଧ୍ୟରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସ୍ବରା ଲୁଚିଛପି ପ୍ରେମିକ ତଥା ଯୁବନେତା ଫହାଦ ଅହମ୍ମଦଙ୍କୁ କୋର୍ଟମ୍ୟାରେଜ କରିନେଇଛନ୍ତି। ବିଳାସପୂର୍ଣ୍ଣ ଜୀବନ ବଞ୍ଚୁଥିବା ସ୍ବରାଙ୍କ ନିକଟରେ ଅମାପ ସମ୍ପତ୍ତି ରହିଛି। ସ୍ବରାଙ୍କ ନିକଟରେ ପ୍ରାୟ ୪୦…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri