ଓସ୍କାରରେ ଭାରତକୁ ସଫଳତା: ବେଷ୍ଟ୍ ଡକ୍ୟୁମେଣ୍ଟାରୀ ଶର୍ଟ ଫିଲ୍ମ ଆଓ୍ବାର୍ଡ ଜିତିଲା ‘ଦ ଏଲିଫ୍ୟାଣ୍ଟ ହ୍ବିସ୍ପର୍ସ’
ଓସ୍କାର ୨୦୨୩ରେ ଭାରତକୁ ସଫଳତା ମିଳିଛି। ‘ଦ ଏଲିଫ୍ୟାଣ୍ଟ ହ୍ବିସ୍ପର୍ସ’ ବେଷ୍ଟ୍ ଡକ୍ୟୁମେଣ୍ଟାରୀ ଶର୍ଟ ଫିଲ୍ମ ଭାବେ ଓସ୍କାର ଜିତିଛି। ଯଦିଓ ଆରମ୍ଭରୁ ଶ୍ରେଷ୍ଠ ଫିଚର ଡକ୍ୟୁମେଣ୍ଟାରୀ ବର୍ଗରେ ‘ଅଲ ଦ୍ୟାଟ୍ ବ୍ରିଥ୍ସ’ ପୁରସ୍କାର ରେସ୍ରୁ ବାଦ୍ ପଡିଥିଲା କିନ୍ତୁ ‘ଦ…
‘ଅଲ ଦ୍ୟାଟ୍ ବ୍ରିଥ୍ସ’କୁ ମିଳିଲାନି ଓସ୍କାର
ଚଳିତବର୍ଷର ଓସ୍କାର ପୁରସ୍କାର ଘୋଷଣା କରାଯାଇଛି। ଓସ୍କାର ୨୦୨୩ରେ ଭାରତକୁ ଗୋଟିଏ ନୁହେଁ, ତିନୋଟି ବିଭାଗରେ ନାମାଙ୍କନ ମିଳିଥିଲା। ଶୌନକ ସେନ୍ଙ୍କ ‘ଅଲ ଦ୍ୟାଟ୍ ବ୍ରିଥ୍ସ’ ଶ୍ରେଷ୍ଠ ଫିଚର ଡକ୍ୟୁମେଣ୍ଟାରୀ ବର୍ଗରେ ଭାରତରୁ ପଠାଯାଇଥିଲା। କିନ୍ତୁ ଫିଲ୍ମଟି ପୁରସ୍କାର ଜିତିପାରି ନାହିଁ।…
ଓସ୍କାର ପୁରସ୍କାର ଘୋଷଣା: ଜାଣନ୍ତୁ କାହାକୁ ମିଳିଲା କେଉଁ ପୁରସ୍କାର
ମନୋରଞ୍ଜନର ସବୁଠୁ ବଡ଼ ପୁରସ୍କାର ଭାବେ ବିବେଚନା କରାଯାଉଥିବା ଓସ୍କାର ପୁରସ୍କାର ଘୋଷଣା କରାଯାଇଛି। ଆମେରିକାର ଲସ୍ ଏଞ୍ଜେଲସ ଓସ୍କାର ୨୦୨୩ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଡଲବି ଥିଏଟରରେ ଏହି ପୁରସ୍କାର ଶୋ’ ଚାଲିଛି। ଓସ୍କାର ୨୦୨୩ରେ ଗୁଏଲର୍ମୋ ଡେଲ ଟୋରୋଙ୍କ…
ଜୁଲାଇରେ ଆରମ୍ଭହେବ ଶ୍ରଦ୍ଧାଙ୍କ ଫିଲ୍ମ ସ୍ତ୍ରୀ-୨ର ଶୁଟିଂ
ମୁମ୍ବାଇ: ରାଜକୁମାର ରାଓ ଓ ଶ୍ରଦ୍ଧା କପୁରଙ୍କ ମୁଭି ସ୍ତ୍ରୀ ୨୦୧୭ରେ ରିଲିଜ୍ ହୋଇଥିଲା । ସେତେବେଳେ ଏହି ମୁଭି ସମସ୍ତଙ୍କୁ ଖୁବ୍ ହସାଇଥିଲା ଓ ଡରାଇ ବି ଥିଲା । ଆଉ ଫିଲ୍ମଟି ଏମିତି ଯାଗାରେ ଶେଷ ହୋଇଥିଲା ସମସ୍ତେ…
ଋଷି କପୁରଙ୍କୁ ମନେ ପକାଇଲେ ନୀତୁ, ଫଟୋ ଶେୟାର କରି କହିଲେ ଏମିତି
ମୁମ୍ବାଇ: ଭେଟେରାନ ଅଭିନେତା ଋଷି କପୁରଙ୍କ ଦେହାନ୍ତ ହେବାର ତିନି ବର୍ଷ ବିତିଗଲାଣି। କିନ୍ତୁ ଆଜି ବି ତାଙ୍କ ପ୍ରଶଂସକମାନେ ତାଙ୍କୁ ବହୁତ ମନେ ପକାଉଛନ୍ତି। ଋଷିଙ୍କ ପରିବାର ତାଙ୍କ ଅନୁପସ୍ଥିତିକୁ ସବୁବେଳେ ଝୁରି ହେଉଛନ୍ତି। ଅଭିନେତାଙ୍କ ସ୍ତ୍ରୀ ନୀତୁ କପୁର…
ରାଗିଗଲେ କରିସ୍ମା
୯୦ର ସୁନପହିଟ ଅଭିନେତ୍ରୀ କରିସ୍ମା କପୁର ୧୨ ବର୍ଷ ପରେ ଫିଲ୍ମ ‘ମର୍ଡର ମୁବାରକ’ ଜରିଆରେ ବଲିଉଡ୍କୁ କମ୍ବ୍ୟାକ୍ କରୁଛନ୍ତି। ଏହି ଫିଲ୍ମ ୨୦୨୪ରେ ଓଟିଟି ପ୍ଲାଟଫର୍ମରେ ମୁକ୍ତିଲାଭ କରିବ। କରିସ୍ମା ଅଭିନୟ ଦୁନିଆରେ ପୁଣି ନିଜର ଜଲଓ୍ବା ଦେଖାଇବାକୁ ପ୍ରସ୍ତୁତ…
ବ୍ରେକ୍ଅପ୍ ପରେ ବି ଏକ୍ସ-ବୟଫ୍ରେଣ୍ଡଙ୍କ ହାତ ଛାଡିନାହାନ୍ତି ମିସ ୟୁନିଭର୍ସ
ପୂର୍ବତନ ମିସ ୟୁନିଭର୍ସ ସୁସ୍ମିତା ସେନ ହୃଦଘାତ ପରେ ପ୍ରଶଂସକଙ୍କ ଗହଣକୁ ପୁଣି ଫେରିଛନ୍ତି। ସେ ତାଙ୍କ ପୂର୍ବତନ ପ୍ରେମିକା ରୋହମାନ ଶଲଙ୍କ ସହ ନଜର ଆସିଛନ୍ତି। ଦୁହିଁଙ୍କୁ ଏକାଠି ଦେଖି ତାଙ୍କ ପ୍ରଶଂସକମାନେ ବହୁତ ଖୁସି ଅଛନ୍ତି। ଏହି ଅବସରରେ…
ମାଧୁରୀଙ୍କ ମା’ଙ୍କର ପରଲୋକ…
ମୁମ୍ବାଇ,୧୨।୩ : ବଲିଉଡ ଅଭିନେତ୍ରୀ ମାଧୁରୀ ଦୀକ୍ଷିତଙ୍କ ମାଙ୍କର ପରଲୋକ ଘଟିଛି। ରବିବାର ପୂର୍ବାହ୍ନ ୮ଟା ୪୦ରେ ତାଙ୍କ ମାତା ସ୍ନେହଲତା ଦେଶମୁଖଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା। ମାଧୁରୀ ଏବଂ ତାଙ୍କ ସ୍ବାମୀ…
‘ଦି କପିଲ ଶର୍ମା ଶୋ’କୁ ମୋଦି ଆମନ୍ତ୍ରିତ
ମୁମ୍ବାଇ: ‘ଦି କପିଲ ଶର୍ମା ଶୋ’ ବିଷୟରେ କିଏ ନ ଜାଣିଛି। ଛୋଟଠାରୁ ବଡ଼ ପର୍ଯ୍ୟନ୍ତ ସମସ୍ତେ ଏହି ଶୋ’ ଦେଖିବାକୁ ବେଶ୍ ପସନ୍ଦ କରିଥା’ନ୍ତି। ତେବେ ଏହି ଶୋ’ରେ ବହୁ ବଡ଼ ବଡ଼ ସେଲିବ୍ରିଟି, ରାଜନେତା, କ୍ରିକେଟର, ଖବରଦାତାଙ୍କ ପରି…
ସତୀଶଙ୍କୁ ଦିଲ୍ଲୀ ବ୍ୟବସାୟୀ ହତ୍ୟା କରିଥିବା ଅଭିଯୋଗ
ନୂଆଦିଲ୍ଲୀ: ଖ୍ୟାତନାମା ବଲିଉଡ୍ ଅଭିନେତା ତଥା ଫିଲ୍ମ ନିର୍ଦ୍ଦେଶକ ସତୀଶ କୌଶିକଙ୍କୁ ଦିଲ୍ଲୀର ଜଣେ ବ୍ୟବସାୟୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଉକ୍ତ ବ୍ୟବସାୟୀଙ୍କ ସ୍ତ୍ରୀ ନିଜେ ଦିଲ୍ଲୀ ପୋଲିସ କମିଶନରଙ୍କ କାର୍ଯ୍ୟାଳୟରେ ଏହି ଅଭିଯୋଗ କରିଛନ୍ତି। ଦୁବାଇରେ ନିବେଶ କରିବା…
ଷ୍ଟେଜରେ ପରଫର୍ମ କରୁଥିବା ସମୟରେ ର୍ୟାପର କୋଷ୍ଟା ଟିଚଙ୍କ ପରଲୋକ, ସାମ୍ନାକୁ ଆସିଲା ମୃତ୍ୟୁ ପୂର୍ବର ଭିଡିଓ
ଜୋହାନସବର୍ଗ,୧୨ ।୩: ଦକ୍ଷିଣ ଆଫ୍ରିକାର ର୍ୟାପର ଓ ମ୍ୟୁଜିସିୟାନ କୋଷ୍ଟା ଟିଚ ଜୋହାନସବର୍ଗରେ ଏକ କନସର୍ଟରେ ପରଫର୍ମ କରୁଥିବା ସମୟରେ ବେହୋସ ହୋଇ ପଡିଯାଇଥିଲେ । ଏହି ସମୟରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା ବୋଲି କୁହାଯାଉଛି । ତାଙ୍କୁ ମାତ…
ପିଲାବେଳେ ମୋତେ ଅବୈଧ ଛୁଆ କହି ପରିହାସ କରୁଥିଲେ ଲୋକେ: ମହେଶ ଭଟ୍ଟ
ବମ୍ବେ: ଫିଲ୍ମ ସହ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଖବର ଶିରୋନାମାରେ ରହିଥାନ୍ତି ନିର୍ଦ୍ଦେଶକ ମହେଶ ଭଟ୍ଟ। ଏବେ ସେ ଏକ ଶୋ’ରେ ତାଙ୍କୁ ଅବୈଧ ସନ୍ତାନ କୁହାଯାଉଥିବା କଥା କହି ଚର୍ଚ୍ଚାକୁ ଆସିଛନ୍ତି। ଏଥିଲାଗି ତାଙ୍କ ମା’ ମୁସଲମାନ ହୋଇ…
Archives


