ମନୋରଞ୍ଜନ

ଦୀପିକାଙ୍କୁ କଙ୍ଗନାଙ୍କ ପ୍ରଶଂସା

ମୁମ୍ବାଇ: ଆମେରିକାର ଡଲ୍‌ବି ଥିଏଟରରେ ୯୫ତମ ଓସ୍କାର ଚଳଚ୍ଚିତ୍ର ପୁରସ୍କାର ସମାରୋହରେ ପ୍ରଥମ ଭାରତୀୟ ଅଭିନେତ୍ରୀ ଭାବେ ଦୀପିକା ପାଦୁକୋନ୍‌ ଉପସ୍ଥାପିକା ଭାବେ ପ୍ରତିନିଧିତ୍ୱ କରିଥିଲେ, ଯାହା ଦେଶ ପାଇଁ ଏକ ଗର୍ବ ଓ ଗୌରବର ବିଷୟ। ଏଥିସହ ଭାରତୀୟ ୨…

‘ନାଟୁ ନାଟୁ’ ଗୀତର ଲାଇଭ୍‌ ପରଫର୍ମାନ୍ସକୁ ଷ୍ଟାଣ୍ଡିଂ ଓବେଶନ୍‌

ମୁମ୍ବାଇ: ଆମେରିକାର ଲସ୍‌ଏଞ୍ଜେଲ୍‌ସର ଡଲ୍‌ବି ଥିଏଟରରେ ୯୫ତମ ଓସ୍କାର ଚଳଚ୍ଚିତ୍ର ପୁରସ୍କାର ସମାରୋହ ଆରମ୍ଭ ହୋଇଯାଇଛି। ଏହି ଚଳଚ୍ଚିତ୍ର ପୁରସ୍କାର ସମାରୋହରେ ଭାରତ ଇତିହାସ ସୃଷ୍ଟି କରିଛି। ଏସ୍‌ଏସ୍‌ ରାଜମୌଲିଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଆର୍‌ଆର୍‌ଆର୍‌’ର ନାଟୁ ନାଟୁ ଶ୍ରେଷ୍ଠ ଅରିଜିନାଲ ଗୀତ…

ଦେଶ ପାଇଁ ଆସିଛୁ, କିଛି ଏଭଳି କହି ପ୍ରତିକ୍ରିୟା ରଖିଲେ ଅଭିନେତା

ମୁମ୍ବାଇ: ୯୫ ତମ ଓସ୍କାର ସମାରୋହରେ ଦକ୍ଷିଣ ସିନେମାର ବ୍ଲକବଷ୍ଟର ଫିଲ୍ମ ‘ଆର୍‌ଆର୍‌ଆର୍‌’ର ନାଟୁ ନାଟୁ ଗୀତ ବେଷ୍ଟ ଅରିଜିନାଲ ସଙ୍ଗ୍‌ରେ ଓସ୍କାର ପୁରସ୍କାର ଲାଭ କରିଛି। ଏହି ବିଜୟ ପାଇଁ ‘ଆର୍‌ଆର୍‌ଆର୍‌’ ଟିମ୍‌କୁ ସମସ୍ତେ ଅଭିନନ୍ଦନ ଜଣାଉଛନ୍ତି। ଏହି ସମୟରେ…

ଆଓ୍ବାର୍ଡ ସମାରୋହରେ ରାଗରୁଷା ଭୁଲି ଦୁହେଁ ଦୁହିଁଙ୍କୁ ଆଲିଙ୍ଗନ କଲେ ରାମଚରଣ-ଏନ୍‌ଟିଆର

ମୁମ୍ବାଇ: ୯୫ ତମ ଓସ୍କାର ଆଓ୍ବାର୍ଡରେ ଭାରତ ୨ଟି ପୁରସ୍କାର ହାତେଇଛି। ରାଜାମୌଲିଙ୍କ ସୁପରହିଟ ଚଳଚ୍ଚିତ୍ର ‘ଆର୍‌ଆର୍‌ଆର୍‌’ ନାଟୁ-ନାଟୁ ଗୀତ ବେଷ୍ଟ ଅରିଜିନାଲ ସଙ୍ଗ୍‌ରେ ଓସ୍କାର ପୁରସ୍କାର ଲାଭ କରିଛି। ନାଟୁ-ନାଟୁର ସଂଗୀତ ରଚନା ଏମ୍‌ଏମ୍‌ କିରାଭାନୀ ଏବଂ ଗୀତିକାର ଚନ୍ଦ୍ର…

ଭାରତକୁ କେବେ ମିଳିଥିଲା ପ୍ରଥମ ଓସ୍କାର ଆଓ୍ବାର୍ଡ ?

ମୁମ୍ବାଇ: ୯୫ ତମ ଓସ୍କାର ଆଓ୍ବାର୍ଡ ସୋମବାର ଘୋଷଣା କରାଯାଇଛି। ଯେଉଁଥିରେ ଭାରତକୁ ଦୁଇଟି ପୁରସ୍କାର ମିଳିଛି। ରାଜାମୌଲିଙ୍କ ସୁପରହିଟ ଚଳଚ୍ଚିତ୍ର ‘ଆର୍‌ଆର୍‌ଆର୍‌’ ନାଟୁ-ନାଟୁ ଗୀତ ବେଷ୍ଟ ଅରିଜିନାଲ ସଙ୍ଗ୍‌ରେ ଓସ୍କାର ପୁରସ୍କାର ଲାଭ କରିଛି। ସେହିପରି ‘ଦ ଏଲିଫ୍ୟାଣ୍ଟ ହ୍ବିସପର୍ସ’…

ଏକାଥରକେ ୭ଟି ଓସ୍କାର ଆୱାର୍ଡ ହାତେଇ ଇତିହାସ ରଚିଲା ଏହି ଫିଲ୍ମ

ମୁମ୍ବାଇ: ୯୫ ତମ ଓସ୍କାର ଆୱାର୍ଡ ସୋମବାର ଘୋଷଣା କରାଯାଇଛି। ଯେଉଁଥିରେ ଭାରତ ଦୁଇଟି ପୁରସ୍କାର ଜିତିଛି। ତେବେ ଏହି ଓସ୍କାର ଆୱାର୍ଡରେ ହଲିଉଡ ଫିଲ୍ମ ଏଭ୍ରିଥିଙ୍ଗ ଏଭ୍ରିହୋୟାର୍‌ ଅଲ ଆଟ ୱାନ୍ସ ଏକାଥରକେ ୭ଟି ଆୱାର୍ଡ ହାତେଇ ଇତିହାସ ରଚିଛି।…

ଓସ୍କାର ବିଜେତାଙ୍କୁ କିପରି ଚୟନ କରାଯାଏ, ଜାଣନ୍ତୁ…

ମୁମ୍ବାଇ: ଓସ୍କାର ଆଓ୍ବାର୍ଡ ମନୋରଞ୍ଜନ ଜଗତର ଅନ୍ୟତମ ସମ୍ମାନଜନକ ପୁରସ୍କାର ଭାବରେ ପରିଗଣିତ ହୁଏ। ତେବେ ସୋମବାର ଓସ୍କାର ପୁରସ୍କାର ଘୋଷଣା କରାଯାଇଛି। ଯେଉଁଥିରେ ଭାରତ ଦୁଇଟି ପୁରସ୍କାର ଜିତିଛି। ରାଜାମୌଲିଙ୍କ ସୁପରହିଟ ଚଳଚ୍ଚିତ୍ର ‘ଆର୍‌ଆର୍‌ଆର୍‌’ ନାଟୁ-ନାଟୁ ଗୀତ ବେଷ୍ଟ ଅରିଜିନାଲ…

‘ସିଙ୍ଘମ ଏଗେନ୍‌’ରେ ପୁଣି ଧମାଲ କରିବ ରୋହିତ ଶେଟ୍ଟୀ, ଅଜୟ ଦେବଗନଙ୍କ ଯୋଡି

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଅଜୟ ଦେବଗନ ବର୍ତ୍ତମାନ ତାଙ୍କ ଅପକମିଙ୍ଗ୍‌ ଫିଲ୍ମ ‘ଭୋଳା’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଯଦି ଆମେ ଅଜୟ ଦେବଗନଙ୍କ ସର୍ବୋତ୍ତମ ଚଳଚ୍ଚିତ୍ର ବିଷୟରେ କହିବା ତେବେ ଫିଲ୍ମ ‘ସିଙ୍ଘମ’ନାମ ନିଶ୍ଚିତ ଭାବରେ ଶୀର୍ଷ ତାଲିକାରେ ଅନ୍ତର୍ଭୂକ୍ତ ହେବ।…

ୟୁକ୍ରେନ ରାଷ୍ଟ୍ରପତି ଭବନରେ ହୋଇଥିଲା ‘ନାଟୁ-ନାଟୁ’ର ଶୁଟିଂ

ମୁମ୍ବାଇ: ସାଉଥ ସିନେମାର ବ୍ଲକବୁଷ୍ଟର ମୁଭି ଆରଆରଆରର ସୁପରହିଟ ଗୀତ ନାଟୁ ନାଟୁ ଏବେ ଇତିହାସ ରଚିଛି । ଓସ୍କାର ଆୱାର୍ଡସ ୨୦୨୩ରେ ଆରଆରଆରର ନାଟୁ ନାଟୁ ଗୀତକୁ ବେଷ୍ଟ ଅରିଜିନାଲ ସଙ୍ଗ ଭାବେ ସମ୍ମାନୀତ କରାଯାଇଛି । ଏହାପରେ ଏବେ…

ମନ କିଣୁଛି ଦୀପିକାଙ୍କ ଓସ୍କାର ଆପ୍ଟର ଲୁକ ଇମେଜ

ମୁମ୍ବାଇ: ବଲିଉଡ ଦିଭା ଦୀପିକା ପାଦୁକୋନଙ୍କ କିଛି ଲେଟେଷ୍ଟ ଫଟୋ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି । ଦୀପିକାଙ୍କ ଏହି ଫଟୋ ଓସ୍କାର ଆୱାର୍ଡ ୨୦୨୩ ପରର । ଓସ୍କାର ଆୱାର୍ଡ ୨୦୨୩ରେ ପ୍ରେଜେଣ୍ଟର ଭାବେ ଦୀପିକା ପାଦୁକୋନ ମେହଫିଲ ଲୁଟି…

ପୁଟିନଙ୍କ ସବୁଠାରୁ ବଡ ସମାଲୋଚକଙ୍କ ଉପରେ ନିର୍ମିତ ଫିଲ୍ମକୁ ଓସ୍କାର…

ମସ୍କୋ,୧୩।୩ : ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସବୁଠାରୁ ବଡ ସମାଲୋଚକ ଆଲେକ୍ସୀ ନାଭାଲିନିଙ୍କ ଉପରେ ଡକ୍ୟୁମେଣ୍ଟାରୀ ଚଳଚ୍ଚିତ୍ରକୁ ଓସ୍କାର ୨୦୨୩ ମିଳିଛି। ଶ୍ରେଷ୍ଠ ଡକ୍ୟୁମେଣ୍ଟାରୀ ବର୍ଗରେ ଫିଲ୍ମକୁ ପୁରସ୍କାର ପ୍ରଦାନ କରାଯାଇଛି। ଏନେଇ ନାଭଲିନିଙ୍କ ସ୍ତ୍ରୀ ୟୁଲିଆ ନାଭାଲନାୟା ମଧ୍ୟ…

ଓସ୍କାରରେ ଇତିହାସ ରଚିଲା ଭାରତ

୯୫ତମ ଓସ୍କାର ସମାରୋହରେ ରାଜାମୌଲିଙ୍କ ସୁପରହିଟ୍‌ ଚଳଚ୍ଚିତ୍ର ‘ଆର୍‌ଆର୍‌ଆର୍‌’ ନାଟୁ-ନାଟୁ ଗୀତ ବେଷ୍ଟ୍‌ ଅରିଜିନାଲ୍‌ ସଙ୍ଗ୍‌ରେ ଓସ୍କାର ପୁରସ୍କାର ଲାଭ କରିଛି। ଚଳିତ ଓସ୍କାରରେ ଭାରତର ଏହା ଦ୍ୱିତୀୟ ପୁରସ୍କାର। ଏହାପୂର୍ବରୁ ‘ଦ ଏଲିଫ୍ୟାଣ୍ଟ ହ୍ବିସ୍‌ପର୍ସ’ ବେଷ୍ଟ ଡକ୍ୟୁମେଣ୍ଟାରି ଶର୍ଟ ଫିଲ୍ମ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri