ମନୋରଞ୍ଜନ

ଏବେ କିନ୍ନର ଭୂମିକାରେ ନଜର ଆସିବେ ସୁସ୍ମିତା

ମୁମ୍ବାଇ: ଟ୍ରାନ୍ସଜେଣ୍ଡର କମ୍ୟୁନିଟିକୁ ଏବେ ପର୍ଯ୍ୟନ୍ତ ଅନେକ ସ୍ଥାନରେ ଆଜି ପର୍ଯ୍ୟନ୍ତ ଗ୍ରହଣ କରିପାରୁ ନାହାନ୍ତି ଲୋକେ। ଏବେ ପର୍ଯ୍ୟନ୍ତ ସେମାନଙ୍କୁ ସମ୍ମାନଜନକ ସ୍ଥାନ ବି ମିଳିପାରୁ ନାହିଁ। ଏବେବି ଏହି କୁମ୍ୟୁନିଟି ତାଳି ବଜାଇ ଓ ଶୁଭେଚ୍ଛା ଜଣାଇ ନିଜର…

ଲିକ ହେଲା କାର୍ତ୍ତିକ-କିଆରାଙ୍କ ୱେଡିଂ ଭିଡିଓ!

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କିଆରା ଆଡଭାନୀ ଓ ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କ ଯୋଡିକୁ ଦର୍ଶକେ ବେଶ ପସନ୍ଦ କରନ୍ତି । ଏମାନେ ବଡ ପରଦାରେ ପୁଣିଥରେ ଜଲୱା ଦେଖାଇବାକୁ ପ୍ରସ୍ତୂତ ହୋଇ ଗଲେଣି । କିଆରା ଓ କାର୍ତ୍ତିକ ଖୁବଶୀଘ୍ର ମୁଭି…

ନିକଙ୍କ ଜେରକ୍ସ କପି ହେଉଛନ୍ତି ମାଳତି

ମୁମ୍ବାଇ: ଆମ ଆଦମୀ ପାର୍ଟିର ବିଧାୟକ ରାଘବ ଚଢା ଓ ବଲିଉଡ ଅଭିନେତ୍ରୀ ପରିଣିତି ଚୋପ୍ରାଙ୍କ ବିବାହ ଖବର ମଧ୍ୟରେ ଭାରତ ପହଞ୍ଚିଛନ୍ତି ବଲିଉଡ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରାଙ୍କ ପରିବାର । ଶୁକ୍ରବାର ପ୍ରିୟଙ୍କା ପତି ନିକ ଜୋନସ ଓ…

‘କିସି କା ଭାଇ କିସି କା ଜାନ୍‌’ର ନୂଆ ଗୀତ ରିଲିଜ

ମୁମ୍ବାଇ: ସଲମାନ ଖାନ୍‌ ତାଙ୍କ ଫିଲ୍ମ ‘କିସି କା ଭାଇ କିସି କି ଜାନ’ର ଲାଟେଷ୍ଟ ଗୀତ ‘ବଟୁକମ୍ମା’ ରିଲିଜ କରିଛନ୍ତି। ‘ବଟୁକମ୍ମା’ ହେଉଛି ତେଲେଙ୍ଗାନାର ବାର୍ଷିକ ମହୋତ୍ସବ। ଯାହା ତେଲେଙ୍ଗାନାର ମହିଳାମାନେ ୯ ଦିନ ଧରି ପାଳନ କରନ୍ତି ଏବଂ…

ଖୁବ୍‌ଶୀଘ୍ର ରିଲିଜ ହେବ ସତୀଶ କୌଶିକଙ୍କ ଶେଷ ଫିଲ୍ମ

ମୁମ୍ବାଇ: ଅଭିନେତା ସତୀଶ କୌଶିକ ଆମ ଗହଣରେ ଆଉ ନାହାନ୍ତି। ୬୬ ବର୍ଷ ବୟସରେ ମାର୍ଚ୍ଚ ୯ରେ ତାଙ୍କର ମୃତ୍ୟୁ ଘଟିଛି। କରାଯାଉଛି। ଯଦିଓ ସତୀଶ ଏହି ଦୁନିଆରେ ନାହାଁନ୍ତି, ତାଙ୍କ ଚଳଚ୍ଚିତ୍ର ଏବଂ ଅଭିନୟ ଯୋଗୁ ସେ ସର୍ବଦା ଲୋକଙ୍କ…

ପ୍ରଥମ ଦିନରେ ଏତିକି କୋଟି ରୋଜଗାର କଲା ଅଜୟ ଦେବଗନଙ୍କ ଫିଲ୍ମ

ମୁମ୍ବାଇ: ଅଭିନେତା ଅଜୟ ଦେବଗନଙ୍କ ଶେଷ ରିଲିଜ ଫିଲ୍ମ ‘ଦୃଶ୍ୟମ-୨’ ବକ୍ସ ଅଫିସରେ ରେକର୍ଡ ଭାଙ୍ଗିଛି। ପୁଣିଥରେ ଅଜୟ ଆକ୍ସନ-ଥ୍ରୀଲର ଫିଲ୍ମ ‘ଭୋଳା’ ସହିତ ରାମ ନବମୀ ଅବସରରେ ପ୍ରେକ୍ଷାଳୟକୁ ଫେରିଛନ୍ତି। ଏହି ଫିଲ୍ମକୁ ଅଜୟ ନିଜେ ନିର୍ଦ୍ଦେଶନା ଦେଇଛନ୍ତି। ଦର୍ଶକ…

ପ୍ରେମରେ ପଡ଼ିଛନ୍ତି ନାଗା ଚୈତନ୍ୟ

ମୁମ୍ବାଇ: ସାଉଥ୍‌ ସୁପରଷ୍ଟାର ନାଗା ଚୈତନ୍ୟ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାକୁ ଆସିଥିଲେ। ୨୦୨୧ରେ ସ୍ତ୍ରୀ ସାମନ୍ଥା ରୁଥ ପ୍ରଭୁଙ୍କ ସହ ତାଙ୍କର ଛାଡ଼ପତ୍ର ହୋଇଥିଲା। ହେଲେ ଏବେ ସେ ପୁଣି ପ୍ରେମରେ ପଡ଼ିଥିବା ଜାଣିବାକୁ ମିଳୁଛି। ପୂର୍ବରୁ ଅଭିନେତ୍ରୀ…

ଓସ୍କାର ବିଜେତାଙ୍କୁ ଭେଟିଲେ ମୋଦି

ନୂଆଦିଲ୍ଲୀ,୩୦।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଓସ୍କାର ବିଜେତା ଚଳଚ୍ଚିତ୍ର ‘ଦି ଏଲିଫ୍ୟାଣ୍ଟ ହ୍ବିସ୍‌ପର୍‌’ର ନିର୍ମାତା-ନିର୍ଦ୍ଦେଶକ ଗୁନିତ ମୋଙ୍ଗା ଏବଂ କାର୍ତ୍ତିକି ଗୋନସାଲଭସଙ୍କୁ ଭେଟିଛନ୍ତି। ପ୍ରଧାନମନ୍ତ୍ରୀ ଟୁଇଟ୍‌ ଯୋଗେ ସାକ୍ଷାତ ସମୟର ଫଟୋ ମଧ୍ୟ ଶେୟାର କରିଛନ୍ତି। ସେ ଲେଖିଛନ୍ତି, ‘ଦି…

ଏମିତି ଭିଡିଓ ଶେୟାର କଲେ ଅମିତାଭ, ଚମକି ଉଠିଲେ ପ୍ରଶଂସକ

ମୁମ୍ବାଇ: ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନ ମହାକାଶକୁ ନେଇ ବେଶ ଉତ୍ସାହିତ । ସୋସିଆଲ ମିଡିଆରେ ଏହି ମେଗାଷ୍ଟାର ଆକାଶରେ ୫ ଗ୍ରହଙ୍କ ପରେଡର ଏକ ଦୁର୍ଲଭ ଭିଡିଓ ଶେୟାର କରିଛନ୍ତି । ଭିଡିଓରେ ବୁଧ ଶୁକ୍ର, ମଙ୍ଗଳ, ବୃହସ୍ପତି ଓ…

ସଫଳତା ପଥେ ଜିନୁ

ପ୍ରଥମେ ଥିଏଟର ତା’ପରେ ଧାରାବାହିକ। ବାସ୍‌, ସେଇଠୁ ହିଁ ସେ ଅଭିନୟକୁ ପେସା କରିବାକୁ ମନସ୍ଥ କରିନେଇଥିଲେ। ୨୦୦୮ରେ ସେ ପାଦ ଥାପିଥିଲେ ଜଲିଉଡ୍‌ରେ। ଏହି ଅଭିନେତା ଜଣକ ହେଉଛନ୍ତି ଜିନୁ। ବର୍ତ୍ତମାନ ଅପେରା ସ୍ବର୍ଣ୍ଣମହଲରେ ନିଜ କ୍ୟାରିୟରକୁ ଆଗେଇ ନେଉଛନ୍ତି।…

ଅଜୟ ଦେବଗନଙ୍କୁ ଝଟକା, ରିଲିଜର କିଛି ଘଣ୍ଟା ମଧ୍ୟରେ ଅନ୍‌ଲାଇନରେ ଲିକ୍‌

ମୁମ୍ବାଇ: ବଲିଉଡ ଅଭିନେତା ଅଜୟ ଦେବଗନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଭୋଳା’ ଗୁରୁବାର ରିଲିଜ ହୋଇଥିବା ବେଳେ ଏବେ ନିର୍ମତାଙ୍କୁ ଝଟକା ଲାଗିଛି। ଫିଲ୍ମଟି ରିଲିଜ ହେବାର କିଛି ଘଣ୍ଟା ମଧ୍ୟରେ ଅନ୍‌ଲାଇନରେ ଲିକ୍‌ ହୋଇଛି। ଦୀର୍ଘ ଦିନ ଧରି ବି-ଟାଉନରେ…

‘ଦିଦି ନଂ-୧’ରେ ସ୍ବାମୀ-ସ୍ତ୍ରୀର ପରିଭାଷା

ଜୀ-ସାର୍ଥକର ବିବାହ ମହୋତ୍ସବ ଧାରାରେ ସାମିଲ ହୋଇଛି ଅନ୍ୟତମ ଲୋକାପ୍ରିୟ ରିଆଲିଟି ଶୋ’ ‘ଦିଦି ନଂ-୧’ । ଏହି ସପ୍ତାହ ଦିଦି ନଂ-୧ରେ ଦିଦିମାନେ ସେମାନଙ୍କର ବୈବାହିକ ଜୀବନର ତିକ୍ତ-ମଧୁର ସମ୍ପର୍କ ବିଷୟରେ ଆଲୋଚନା କରୁଛନ୍ତି। ନିଜର ସ୍ବତନ୍ତ୍ର ଦିନର ସ୍ମୃତି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri