ମନୋରଞ୍ଜନ

ମା’ ହେଲେ ଅଭିନେତ୍ରୀ ନେହା ମର୍ଦା

ମୁମ୍ବାଇ: ଛୋଟ ପରଦାରେ ନଜ ପାଇଁ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ନେହା ମର୍ଦା ବିବାହର ୧୦ ବର୍ଷ ପରେ ମା’ ହୋଇଛନ୍ତି। ଶୁକ୍ରବାର ସେ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଛନ୍ତି। ତେବେ ନେହାଙ୍କର ପ୍ରି-ମେଚ୍ଚୋର ଡେଲିଭରୀ ହୋଇଛି। ବର୍ତ୍ତମାନ…

ଟାଇମ ୧୦୦ର ଶୀର୍ଷ ତାଲିକାରେ ଶାହରୁଖ ଖାନ

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କ ଫିଲ୍ମ‘ପଠାନ୍‌’ସାରା ଦେଶରେ ରେକର୍ଡ ସୃଷ୍ଟି କରିଛି। ଏହି ସମୟରେ ଶାହରୁଖ ନିଜ ନାଁକୁ ଟାଇମ ୧୦୦ତାଲିକାର ଶୀର୍ଷରେ ସ୍ଥାନିତ କରିଛନ୍ତି। କେବଳ ଏତିକି ନୁହେଁ, ସେ ଫୁଟବଲ ଖେଳାଳି ଲିଓନେଲ ମେସି, ପ୍ରିନ୍ସ ହ୍ୟାରି,…

ହତ୍ୟା ଧମକ ମଧ୍ୟରେ ବୁଲେଟ ପ୍ରୁଫ ଗାଡି କିଣିଲେ ସଲମାନ

ମୁମ୍ବାଇ: ଗତ କିଛି ମାସ ହେବ ବଲିଉଡ ଭାଇଜାନ ସଲମାନ ଖାଁଙ୍କୁ ହତ୍ୟା ଧମକ ମିଳୁଛି। ଲରେନ୍ସ ବିଶ୍ନୋଇ ଓ ତାଙ୍କ ଗ୍ୟାଙ୍ଗ ପକ୍ଷରୁ ଏହି ହତ୍ୟା ଧମକ ଦିଆଯାଇଛି। ଲଗାତାର ମିଳୁଥିବା ଧମକ ପରେ ଅଭିନେତାଙ୍କୁ ଓ୍ବାଇ ପ୍ଲସ କାଟାଗୋରୀର…

ରେସଲର ଜନ ସିନାଙ୍କ ସହ ଅନସ୍କ୍ରିନ ରୋମାନ୍ସ କରିବେ ଦେଶୀ ଗର୍ଲ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଆମଜନ ପ୍ରାଇମରେ ନିଜର ସ୍ପାଇ ଥ୍ରିଲର ଓ୍ବେବ ସିରିଜ ‘ସିଡାଟେଲ’ ସହ ଓଟିଟି ଡେବ୍ୟୁ କରିବାକୁ ଯାଉଛନ୍ତି। ଏବେ ଅଭିନେତ୍ରୀ ସିରିଜର ପ୍ରମୋଶନରେ ବିଜି ଅଛନ୍ତି। ଏପଟେ ଶୋ’ ରିଲିଜ ହେବା ପୂର୍ବରୁ ପ୍ରିୟଙ୍କା…

ଭୋଜପୁରୀ ଅଭିନେତ୍ରୀ ଆକାଂକ୍ଷା ଦୁବେ ମୃତ୍ୟୁ ମାମଲାରେ ଗାୟକ ସମର ସିଂ ଗିରଫ

ଗାଜିଆବାଦ,୭।୪: ଭୋଜପୁରୀ ଅଭିନେତ୍ରୀ ଆକାଂକ୍ଷା ଦୁବେଙ୍କ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ସିଙ୍ଗର ସମର ସିଂଙ୍କୁ ଉତ୍ତର ପ୍ରଦେଶ ପୋଲିସ ଗିରଫ କରିଛି। ପୋଲିସ ସମର ସିଂଙ୍କୁ ଗାଜିଆବାଦର ନନ୍ଦଗ୍ରାମ ଥାନା ଅଞ୍ଚଳରୁ ଗୁରୁବାର ରାତିରେ ଗିରଫ କରିଛି। ଗାଜିଆବାଦ ପୋଲିସ…

ଅଭିନେତ୍ରୀ ଅମୀଷା ପଟେଲଙ୍କ ନାଁରେ ୱାରେଣ୍ଟ ଜାରି

ରାଞ୍ଚି,୭।୪: ଠକେଇ ଓ ଚେକ ବାଉନ୍ସ ମାମଲାରେ ବଲିଉଡ ଅଭିନେତ୍ରୀ ଅମୀଷା ପଟେଲ ଓ ତାଙ୍କ ବିଜନେସ ପାର୍ଟନର କ୍ରୁନାଲଙ୍କ ବିରୋଧରେ ରାଞ୍ଚିର ଏକ କୋର୍ଟ ୱାରେଣ୍ଟ ଜାରି କରିଛନ୍ତି। ଝାଡଖଣ୍ଡର ଫିଲ୍ମ ପ୍ରଡ୍ୟୁସର ଅଜୟ କୁମାର ସିଂ ଅମୀଷା ପଟେଲ…

ଶୁଟିଂସେଟ୍‌ରେ ଅମୀରଙ୍କୁ ପିଟିବାକୁ ଦୌଡ଼ିଥିଲେ ମାଧୁରୀ

ମୁମ୍ବାଇ: ଅମୀର ଖାନ୍‌ ଏବଂ ମାଧୁରୀ ଦୀକ୍ଷିତ ଦୁଇଜଣ ଯାକ ବଲିଉଡ୍‌ର ସୁପରଷ୍ଟାର। ଏମାନେ ନିଜ କାର୍ଯ୍ୟକୁ ବହୁତ ଗମ୍ଭୀରତାର ସହ ନେଇଥାନ୍ତି। ଉଭୟଙ୍କୁ ବଲିଉଡ୍‌ର ଶ୍ରେଷ୍ଠ ଅଭିନେତ୍ରୀ/ଅଭିନେତା ଭାବରେ ବିବେଚନା କରାଯାଏ। ଅମୀର ଏବଂ ମାଧୁରୀ ଏକାଠି ଅଧିକ ଫିଲ୍ମରେ…

କଶ୍ମୀରରେ କିଆରା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କିଆରା ଆଡଭାନୀ ଏବଂ ସହ-ଅଭିନେତା କାର୍ତ୍ତିକ ଆର୍ଯ୍ୟନ ସେମାନଙ୍କ ଆଗାମୀ ଫିଲ୍ମ ଶୁଟିଂ ପାଇଁ ବର୍ତ୍ତମାନ କଶ୍ମୀରରେ ଅଛନ୍ତି। କଶ୍ମୀରର ସୋନାମାର୍ଗ ସହରରେ ଦୁହିଁଙ୍କ ଫିଲ୍ମ ‘ସତ୍ୟପ୍ରେମ କି କଥା’ର ଶୁଟିଂ ଚାଲିଛି। ଏହା ମଧ୍ୟରେ କିଆରା…

ଇଡେନ ଗାର୍ଡେନରେ ଜୁହି ଚାଓ୍ବଲା, ଭାଇରାଲ ହେଉଛି ଭିଡିଓ

କୋଲକାତା,୬ା୪: ଇଡେନ ଗାର୍ଡେନ ଗ୍ରାଉଣ୍ଡରେ କୋଲକାତା ନାଇଟ ରାଇଡର୍ସ (କେକେଆର୍‌) ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ମ୍ୟାଚ୍‌ ଜାରି ରହିଛି। ଏହି ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଅଧିନାୟକ ଫାଫ୍‌ ଡୁପ୍ଲେସି ଟସ୍‌ ଜିତିବା ପରେ ପ୍ରଥମେ ବୋଲିଂ…

ଖୁବଶୀଘ୍ର ବିବାହ କରିବେ ମଲାଇକା-ଅର୍ଜୁନ!

ମୁମ୍ବାଇ: ବଲିଉଡ ଦିଭା ମଲାଇକା ଆରୋରା ଓ ଅର୍ଜୁନ କପୁର ବିବାହ କରିବେ…। ଯଦି ଏହି କଥାକୁ ନେଇ ଆପଣଙ୍କ ମନରେ କିଛି ଦ୍ୱନ୍ଦ୍ୱ ରହିଛି ତେବେ ଏହାକୁ ଦୂର କରି ଦିଅନ୍ତୁ। କାରଣ ମଲାଇକା ନିଜେ ଏହାକୁ କନଫର୍ମ କରିଛନ୍ତି।…

ଏପ୍ରିଲରେ ହେବ ପରିଣିତି-ରାଘବଙ୍କ ନିର୍ବନ୍ଧ!

ମୁମ୍ବାଇ: ବଲିଉଡ ଫିଲ୍ମର ଆଗଧାଡିର ନାୟିକା ପରିଣିତି ଚୋପ୍ରା ଓ ଆମ ଆଦମୀ ପାର୍ଟି(ଏଏପି)ର ବିଧାୟକ ରାଘବ ଚଢାଙ୍କ ରିଲେଶନକୁ ନେଇ ଏବେ ଖୁବ ଚର୍ଚ୍ଚା ହେଉଛି। ଏମାନଙ୍କ ବିବାହକୁ ନେଇ ଭିନ୍ନ ଭିନ୍ନ ପ୍ରକାର ଖବର ସାମ୍ନାକୁ ଆସୁଛି। ହେଲେ…

ଗୋବିନ୍ଦାଙ୍କ ଗୀତରେ ଡ୍ୟାନ୍ସ କଲେ ବିଦେଶୀ ମହିଳା, ଭିଡିଓରେ ଷ୍ଟେପ୍‌ ଦେଖିଲେ…

ମୁମ୍ବାଇ: ବଲିଉଡ୍‌ ଫିଲ୍ମ ଏବଂ ହିନ୍ଦୀ ଗୀତର ପ୍ରଶଂସକ ସମଗ୍ର ବିଶ୍ୱରେ ରହିଛନ୍ତି। ହିନ୍ଦୀ ଫିଲ୍ମର ଅନେକ ଟ୍ରେଣ୍ଡ ଗୀତ ଲୋକଙ୍କୁ ଡ୍ୟାନ୍ସ କରିବାକୁ ବାଧ୍ୟ କରିଥାଏ। ଏହା କେବଳ ଭାରତରେ ନୁହେଁ, ବିଦେଶରେ ମଧ୍ୟ ଦେଖିବାକୁ ମିଳିଛି। ଅନେକ ବିଦେଶୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri