ମନୋରଞ୍ଜନ

‘କିସି କା ଭାଇ କିସି କି ଜାନ୍‌’ ରିଲିଜ ପରେ ତର୍କ ବିତର୍କ ଆରମ୍ଭ

ମୁମ୍ବାଇ: ଫିଲ୍ମ  ‘କିସି କା ଭାଇ କିସି କି ଜାନ୍‌’ ରିଲିଜ ହୋଇଛି। ଏହି ଫିଲ୍ମରେ ଭାଇଜାନ ସଲମାନ ଦୀର୍ଘ ୪ ବର୍ଷ ପରେ ରୁପେଲି ପରଦାକୁ ଫେରିଛନ୍ତି। ରିଲିଜ ହେଉ ହେଉ ଫିଲ୍ମକୁ ନେଇ ନାନା ତର୍କ ବିତର୍କ ଆରମ୍ଭ…

ରିଲିଜ ହେଲା ସଲମାନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘କିସି କା ଭାଇ କିସି କି ଜାନ୍‌’

ମୁମ୍ବାଇ: ବଲିଉଡ ଅଭିନେତା ସଲମାନ ଖାନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘କିସି କା ଭାଇ କିସି କି ଜାନ୍‌’ ଶୁକ୍ରବାର ଇଦ ଅବସରରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ତେବେ ପ୍ରାୟ ତିନି ବର୍ଷ ପରେ ସଲମାନ ଏହି ଫିଲ୍ମ ମାଧ୍ୟମରେ ପରଦାକୁ…

ଆରାଧ୍ୟା ବଚ୍ଚନଙ୍କ ଉପରେ ବିଭ୍ରାନ୍ତିକର କଣ୍ଟେଣ୍ଟ କରିବା ମନା

ନୂଆଦିଲ୍ଲୀ,୨୧ା୪: ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଓ ଅଭିନେତା ଅଭିଷେକ ବଚ୍ଚନଙ୍କ ଝିଅ ଆରାଧ୍ୟା ବଚ୍ଚନଙ୍କ ଉପରେ ୟୁଟ୍ୟୁବ୍‌ ଚ୍ୟାନେଲଗୁଡ଼ିକରେ ବିଭ୍ରାନ୍ତିକର କଣ୍ଟେଣ୍ଟ ଦେଖାଯାଇପାରିବ ନାହିଁ ବୋଲି ଗୁରୁବାର ଦିଲ୍ଲୀ ହାଇକୋର୍ଟ ରାୟ ଦେଇଛନ୍ତି। ଏଥିସହ ଅନେକ ୟୁଟ୍ୟୁବ୍‌ ଚ୍ୟାନେଲକୁ ଏଭଳି…

ଆଉ ଏକ ଫିଲ୍ମରେ ନଜର ଆସିବେ ଶେହନାଜ

ମୁମ୍ବାଇ: ‘କିସି କା ଭାଇ କିସି କି ଜାନ୍‌’ ଫିଲ୍ମରେ ନଜର ଆସିବେ ଅଭିନେତ୍ରୀ ଶେହନାଜ ଗିଲ୍‌। ଏହି ଫିଲ୍ମକୁ ନେଇ ସେ ବହୁତ ଉତ୍ସାହିତ ଅଛନ୍ତି। ସେ ସଲମାନ ଖାନ୍‌ ଏବଂ ପୂଜା ହେଗ୍‌ଡେଙ୍କ ବିପକ୍ଷରେ ଡେବ୍ୟୁ କରୁଛନ୍ତି। ଏହି…

ଅକ୍ଟୋବରରେ ବିବାହ ବନ୍ଧନରେ ବାନ୍ଧି ହେବେ ପରିଣୀତି-ରାଘବ

ନୂଆଦିଲ୍ଲୀ/ମୁମ୍ବାଇ,୨୦।୪: ବଲିଉଡ୍‌ ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କ ଘରେ ଖୁବ୍‌ଶୀଘ୍ର ଶେହନାଇ ବାଜିବାକୁ ଯାଉଛି। ମିଳିଥିବା ରିପୋର୍ଟ ଅନୁସାରେ ଏଏପି ଏମ୍‌ପି ରାଘବ ଚଡ୍ଡା ଏବଂ ପରିଣୀତି ଚୋପ୍ରା ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ବହୁ ଦିନରୁ ଦୁହେଁ ଦୁହିଁଙ୍କୁ…

ହଲିଉଡ ମୁହାଁ ଭଂସାଲି

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଓ ନିର୍ଦ୍ଦେଶକ ଏସଏସ ରାଜାମୌଳିଙ୍କ ପରେ ବଲିଉଡର ନାମୀ ପ୍ରଯୋଜକ ସଞ୍ଜୟ ଲିଲା ଭଂସାଲିବି ଏବେ ହଲିଉଡ ମୁହାଁ ହୋଇଛନ୍ତି। ରିପୋର୍ଟ ଅନୁଯାୟୀ, ଭଂସାଲି ପ୍ରଡକସନ ବ୍ୟାନର ହଲିଉଡ ଏଜେନ୍ସି ଡବ୍ଲୁଏମଇ (ଓ୍ବିଲିୟମ ମରିସ…

ଏଲନ ମସ୍କଙ୍କ ସାମ୍ନାରେ ହାତ ଯୋଡିଲେ ଅମିତାଭ!

ମୁମ୍ବାଇ: ବଲିଉଡ ଦୁନିଆର ସୁପରଷ୍ଟାର ଅମିତାଭ ବଚ୍ଚନ ସେହି ସେଲିବ୍ରିଟିମାନଙ୍କ ମଧ୍ୟରୁ ଜଣେ ଯେକି ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ। ବଲିଉଡରୁ ସାମାଜିକ ଓ ରାଜନୈତିକ ପ୍ରାୟ ସମସ୍ତ ପ୍ରସଙ୍ଗ ଉପରେ ମତ ରଖୁଥିବା ଅମିତାଭଙ୍କର ରହିଛନ୍ତି ବହୁ ପ୍ରଶଂସକ। ବେଳେ…

କୋର୍ଟଙ୍କ ଦ୍ୱାରସ୍ଥ ହେଲେ ଐଶ୍ୱର୍ଯ୍ୟା ରାୟଙ୍କ ଝିଅ

ମୁମ୍ବାଇ,୨୦ା୪: ଅମିତାଭ ବଚ୍ଚନଙ୍କ ନାତୁଣୀ ତଥା ଐଶ୍ୱର୍ଯ୍ୟା ରାୟ-ଅଭିଷେକ ବଚ୍ଚନଙ୍କ ଝିଅ ଆରାଧ୍ୟା ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଛନ୍ତି। ୧୧ ବର୍ଷୀୟା ଆରାଧ୍ୟାଙ୍କ ପକ୍ଷରୁ କୋର୍ଟରେ ଏପରି ଅଭିଯୋଗ ଚର୍ଚ୍ଚାର ବିଷୟ ପାଲଟିଛି। ବାସ୍ତବରେ ଏକ ମିଥ୍ୟା ଖବର ମାମଲାରେ ବଚ୍ଚନ…

‘ଆର୍‌ଆର୍‌ଆର୍‌’ କୁ ତାମିଲ ଚଳଚ୍ଚିତ୍ର କହି ଟ୍ରୋଲ ହେଲେ ଦେଶୀ ଗର୍ଲ

ମୁମ୍ବାଇ: ବଲିଉଡ-ହଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏକ ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ତାଙ୍କର ଆଗାମୀ ୱେବ ସିରିଜ ‘ସିଟାଡେଲ’ ପାଇଁ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ଏହି ଆକ୍ସନ-ପ୍ୟାକ ସିରିଜ ବିଷୟରେ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ଅଛି। ଏହି ସିରିଜ…

ଫିଲ୍ମ ରିଲିଜ ପୂର୍ବରୁ ସଲମାନଙ୍କୁ ପୁଣି ହତ୍ୟା ଧମକ

ମୁମ୍ବାଇ,୨୦।୪: ବଲିଉଡ ଅଭିନେତା ସଲମାନ ଖାନ ବର୍ତ୍ତମାନ ତାଙ୍କର ଅପକମିଙ୍ଗ୍‌ ଫିଲ୍ମ ‘କିସି କା ଭାଇ କିସି କି ଜାନ’ ରେ ବହୁତ ବ୍ୟସ୍ତ ଅଛନ୍ତି। ଏହି ସମୟରେ ଏକ ଖବର ସାମ୍ନାକୁ ଆସିଛି ଯେ, ଫିଲ୍ମ ରିଲିଜ ହେବା ପୂର୍ବରୁ…

ଐଶ୍ୱର୍ଯ୍ୟାଙ୍କ ଲିଷ୍ଟରେ ନ ଥିଲା ଅଭିଷେକଙ୍କ ନାମ, ଏମିତି ଯୋଡ଼ି ହେଲା ଭାଗ୍ୟ

ମୁମ୍ବାଇ: ବଲିଉଡ୍‌ର ସବୁଠାରୁ ପାଓ୍ବାରଫୁଲ୍‌ କପଲଙ୍କ ମଧ୍ୟରେ ନୀଳନୟନା ଐଶ୍ୱର୍ଯ୍ୟା ରାୟ ଏବଂ ଅଭିଷେକ ବଚ୍ଚନ ଜଣାଶୁଣା। ୨୦୦୭ ଏପ୍ରିଲ ୨୦ରେ ଐଶ୍ୱର୍ଯ୍ୟା ବଚ୍ଚନ ପରିବାରର ବୋହୂ ହୋଇଥିଲେ। ଉଭୟେ ଆଜି ଅର୍ଥାତ୍‌ ଗୁରୁବାର ସେମାନଙ୍କର ୧୬ତମ ବିବାହ ବାର୍ଷିକୀ ପାଳନ…

ସ୍ବାଭିମାନ ଅଞ୍ଚଳରେ ପୁଷ୍ପା-୨ର ଶୁଟିଂ

ମାଲକାନଗିରି,୨୦ା୪(ଡି.ଏନ୍‌.ଏ.): ବହୁଚର୍ଚ୍ଚିତ ଦକ୍ଷିଣ ଭାରତର ଲୋକପ୍ରିୟ ଚଳଚ୍ଚିତ୍ର ‘ପୁଷ୍ପା ଦି ରାଇଜ୍‌’ ସମଗ୍ର ଦେଶରେ ସୁନାମ ଅର୍ଜନ କରିଛି। ଏବେ ଏହି ଚଳଚ୍ଚିତ୍ରର ଦ୍ୱିତୀୟ ଭାଗ ପୁଷ୍ପା-୨ର ଶୁଟିଂ ଓଡ଼ିଶାର ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକର ସ୍ବାଭିମାନ ଅଞ୍ଚଳରେ କରିବାକୁ ନିଷ୍ପତ୍ତି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri