ମନୋରଞ୍ଜନ

ସୋସିଆଲ ମିଡିଆରେ ଲାଟେଷ୍ଟ ଫଟୋ ଶେୟାର କରି କ୍ରିତି କହିଲେ…

ମୁମ୍ବାଇ: ଅଭିନେତ୍ରୀ କ୍ରିତି ସାନନ ଇନ୍‌ଷ୍ଟାଗ୍ରାମରେ ତାଙ୍କର ଲାଟେଷ୍ଟ ଫଟୋ ଶେୟାର କରିଛନ୍ତି। ଏଥିରେ ସେ ଚକୋଲେଟ କଲରର ଶାଢ଼ିି ପିନ୍ଧି ବୋଲ୍ଡ ପୋଜ ଦେଉଥିବାର ନଜର ଆସିଛନ୍ତି। ଏହା ବ୍ୟତୀତ ସେ ସୁନ୍ଦର ଜୋତା ମଧ୍ୟ ପିନ୍ଧିଛନ୍ତି। କ୍ରିତିଙ୍କ ଫଟୋଗୁଡ଼ିକୁ…

ଗୋଟିଏ ସିନ୍‌ ପାଇଁ ୧୪ ଘଣ୍ଟା ପାଣିରେ ରହିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ରକୁଲ ପ୍ରୀତ ସିଂ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ରକୁଲ ତାଙ୍କର ନୂଆ ଫିଲ୍ମ ‘ଆଇ ଲଭ୍‌ ୟୁ’କୁ ନେଇ ବେଶ୍‌ ଚର୍ଚ୍ଚାରେ। ରକୁଲଙ୍କ ବ୍ୟତୀତ ଏହି ଫିଲ୍ମରେ ପାଭେଲ ଗୁଲାଟି, ଅକ୍ଷୟ ଓବରାଏ ଏବଂ କିରଣ କୁମାର…

ଏକାଠି ନଜରଆସିବେ ଆସିବେ ଅମିତାଭ-ରଜନୀକାନ୍ତ

ମୁମ୍ବାଇ: ଅମିତାଭ ବଚ୍ଚନ ଏବଂ ରଜନୀକାନ୍ତ ଉଭୟ ଭେଟରାନ ଅଭିନେତା ଅଟନ୍ତି। ବଲିଉଡ ହେଉ ଅବା ସାଉଥ୍‌ ଫିଲ୍ମରେ ତାଙ୍କର ଦବ୍‌ଦବା ଆଜି ଯାଏଁ ରହି ଆସୁଛି। ଉଭୟଙ୍କର ଲୋକପ୍ରିୟତା ଅନୁସାରେ ଫ୍ୟାନ୍ସଙ୍କ ଲମ୍ବା ଲାଇନ୍‌ ଲାଗିଥାଏ। ଦୁହେଁ ଏକାଠି ’ହମ’,…

ପ୍ରେମିକଙ୍କୁ ଭେଟିବାକୁ ଅନ୍ୟ ଦେଶକୁ ଯାଇଥିଲେ ଏହି ଅଭିନେତ୍ରୀ, ହେଲେ ସେଠରେ

ଟେଲି ପରଦାରୁ ବଡ଼ ପରଦାର ଯାତ୍ରା ସହଜ ନ ଥିଲା, ହେଲେ ଜଣେ ସଫଳ ଅଭିନେତ୍ରୀ ଭାବେ ନିଜକୁ ସ୍ବତନ୍ତ୍ର ପରିଚୟ ଦେଇଛନ୍ତି ପ୍ରାଚୀ ଦେଶାଇ। ଧାରାବାହିକ ‘କସମ ସେ’ରୁ ଲୋକପ୍ରିୟତା ହାସଲ କରିବା ପରେ ସେ ବଲିଉଡରେ କାମ କରିବାକୁ…

‘ରାମାୟଣ’ରେ ରାମ ଚରିତ୍ରକୁ ସମାଲୋଚନା କଲେ କଙ୍ଗନା, ରଣବୀରଙ୍କୁ କହିଲେ ସ୍କିିନି ହ୍ବାଇଟ୍‌ ର଼୍ୟାଟ୍‌

ମୁମ୍ବାଇ: ନୀତେଶ ତୀଓ୍ବାରୀଙ୍କ ନିର୍ଦ୍ଦେଶିତ ଆଉ ଏକ ‘ରାମାୟଣ’କୁ ନେଇ ଫିଲ୍ମ ଆସିବାକୁ ଯାଉଛି। ଯେଉଁଥିରେ ବଲିଉଡର ଲଭ୍‌ ବାର୍ଡ ଆଲିୟା ଏବଂ ରଣବୀର ମୁଖ୍ୟ ଚରିତ୍ରରେ ଅଭିନୟ କରିବେ। ତେବେ ଏହାକୁ ସୋସିଆଲ ମିଡିଆରେ ସମାଲୋଚନା କରିଛନ୍ତି ବିବାଦୀୟ ଅଭିନେତ୍ରୀ…

‘କେରଲା ଷ୍ଟୋରି’ ସଫଳତା ପରେ ଆଗାମୀ ଫିଲ୍ମକୁ ନେଇ ଘୋଷଣା କଲେ ନିର୍ଦ୍ଦେଶକ, ଜାଣନ୍ତୁ କାହା ଉପରେ ହେବ ଆଧାରିତ

ମୁମ୍ବାଇ: ସୁଦୀପ୍ତୋ ସେନଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ଦ କେରଲା ଷ୍ଟୋରି’ ବକ୍ସ ଅଫିସରେ ଭଲ ବ୍ୟବସାୟ କରିଛି। ବାସ୍ତବ ଜୀବନ ସହିତ ଜଡିତ ଏହି ଚଳଚ୍ଚିତ୍ରର କାହାଣୀକୁ ଲୋକମାନେ ପସନ୍ଦ କରିଛନ୍ତି । ଏହି କାରଣରୁ ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ…

ପ୍ରିୟଙ୍କାଙ୍କ ନୂଆ ଲୁକ

ମୁମ୍ବାଇ: ବଲିଉଡର ଦେଶୀଗର୍ଲ ପ୍ରିୟଙ୍କା ଚୋପ୍ରା ଯୁଆଡେ ଯାଆନ୍ତି, ସେଠାରେ ସେ ନିଜ ଜଲଓ୍ବା ଦେଖାଇଥାଆନ୍ତି। ନିକଟରେ ଇଟାଲୀରେ ଚାଲିଥିବା ବୁଲଗାରି ଇଭେଣ୍ଟରେ ପ୍ରିୟଙ୍କାଙ୍କୁ ଦେଖିବାକୁ ମିଳିଥିଲା, ଯାହାର ଫଟୋ ଏବେ ଇଣ୍ଟରନେଟରେ ଧମାଲ କରିଛି। ଧାମଲ କରିବାର କାରଣ କିଛି…

ଏହି ଦିନଠୁ ଆରମ୍ଭ ହେବ ‘ଆଦିପୁରୁଷ’ର ଆଡଭାନ୍ସ ବୁକିଂ, ୧୦ ହଜାର ଟିକେଟ୍‌ କିଣିଲେ ରଣବୀର, ଜାଣନ୍ତୁ କାରଣ…

ମୁମ୍ବାଇ: ଜୁନ ୧୬ରେ ଅଭିନେତ୍ରୀ କ୍ରିତି ସାନନ ଏବଂ ପ୍ରଭାସଙ୍କ ଅଭିନୀତ ଫିଲ୍ମ ‘ଆଦିପୁରୁଷ’ ବଡ ପରଦାରେ ମୁକ୍ତିଲାଭ କରିବ। ତେବେ ଏହା ପୂର୍ବରୁ ମଧ୍ୟ ଏହାକୁ ନେଇ ବିବାଦ ଲାଗି ରହିଥିଲା। ଏହି ସମୟରେ ଖବର ଅଛି ଯେ ଫିଲ୍ମର…

ସୋସିଆଲ ମିଡିଆରୁ କାଜଲଙ୍କ ବିରତି

ମୁମ୍ବାଇ: ବର୍ତ୍ତମାନ ସମୟରେ ସମସ୍ତଙ୍କ ପାଇଁ ସୋସିଆଲ ମିଡିଆ ନିତାନ୍ତ ଆବଶ୍ୟକ ହୋଇଗଲାଣି। ଏହି ସମୟରେ ବଲିଉଡ୍‌ ଅଭିନେତ୍ରୀ କାଜଲ ଶୁକ୍ରବାର ଇନ୍‌ଷ୍ଟାଗ୍ରାମ୍‌ରେ ଏକ ପୋଷ୍ଟ ଶେୟାର କରିଛନ୍ତି। ଏହି ପୋଷ୍ଟ ଜରିଆରେ ସେ ସୋସିଆଲ ମିଡିଆରୁ ବିରତି ନେଉଛନ୍ତି ବୋଲି…

ଆୟେଶା ଶ୍ରଫ୍‌ଙ୍କଠାରୁ ୫୮ ଲକ୍ଷ ଠକେଇ

ମୁମ୍ବାଇ, ୯ା୬: ବଲିଉଡ୍‌ର ବରିଷ୍ଠ ଅଭିନେତା ଜାକି ଶ୍ରଫ୍‌ଙ୍କ ସ୍ତ୍ରୀ ଆୟେଶା ଶ୍ରଫ୍‌ ୫୮ ଲକ୍ଷ ଟଙ୍କା ଠକାମୀର ଶିକାର ହୋଇଛନ୍ତି। ଅଭିଯକ୍ତ ଆଲାନ ଫର୍ଣ୍ଣାଣ୍ଡିଜ୍‌ଙ୍କ ବିରୋଧରେ ମୁମ୍ବାଇ ସାନ୍ତାକ୍ରୁଜ୍‌ ଥାନା ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛନ୍ତି। ଖବର…

ରିଲିଜ ହେଲା ତାରା ସିଂ ଏବଂ ସାକାନାଙ୍କ ଲଭ ଷ୍ଟୋରୀ ଗଦର: ଏକ ପ୍ରେମ କଥା

ମୁମ୍ବାଇ: ଅନିଲ ଶର୍ମାଙ୍କ ୨୦୦୧ମସିହାର ବ୍ଲକବଷ୍ଟର ଫିଲ୍ମ ଗଦର: ଏକ ପ୍ରେମ କଥା 22 ବର୍ଷ ପରେ ପୁଣି ଥରେ ସିନେମା ହଲରେ ମୁକ୍ତିଲାଭ କରିଛି। ସନ୍ନି ଦେଓଲ ଏବଂ ଅମିଶା ପଟେଲଙ୍କ ଅଭିନୀତ ଏହି ଫିଲ୍ମ ୪କେ ରିଜଲ୍ୟୁଶନ ଏବଂ…

କଠିନ ସମୟ ଦେଇ ଗତି କରୁଛନ୍ତି କାଜୋଲ! ଏପରି କହିଲେ ପୋଷ୍ଟରେ…

ମୁମ୍ବାଇ: ବଲିଉଡର ଜଣାଶୁଣା ଅଭିନେତ୍ରୀ କାଜୋଲ କିଛିଦିନ ଧରି ସୋସିଆଲ ମିଡିଆରୁ ଦୂରେଇ ରହିଥିଲେ। ଏନେଇ ଶୁକ୍ରବାର ସେ ଏକ ପୋଷ୍ଟ ସେୟାର କରି ସୂଚନା ଦେଇଛନ୍ତି। ସେ ତାଙ୍କ ଜୀବନର କଠିନ ସମୟ ଦେଇ ଗତି କରୁଛନ୍ତି ବୋଲି ପୋଷ୍ଟରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri