ଆକ୍ସନ କୁଇନ୍ ହେବେ ଆଲିଆ ! ଓ୍ବାଇଆର୍ଏଫ୍ର…
ବମ୍ବେ: ଖୁବ୍ଶୀଘ୍ର ବଲିଉଡ୍ର ସବୁଠୁ ବଡ ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶନା କମ୍ପାନୀ ଓ୍ବାଇଆର୍ଏଫ୍ ଏକ ନୂଆ ପ୍ରୋଜେକ୍ଟ ଉପରେ କାମ କରିବାକୁ ଯାଉଛି। ଉକ୍ତ ଫିଲ୍ମଟି ନାରୀକୈନ୍ଦ୍ରିକ ହେବ, ଯେଉଁଥିରେ ଚୁଲବୁଲି ଅଭିନେତ୍ରୀ ଆଲିଆ ଭଟ୍ଟ ନଜର ଆସିବେ। ଏହାପରେ…
ଏକ ନୂଆ ଫିଲ୍ମରେ ନଜର ଆସିବେ ସଲମାନ, ସ୍କ୍ରିପ୍ଟ ଶେଷ
ମୁମ୍ବାଇ: ବଲିଉଡର ଦବଙ୍ଗ ଖାନ୍ ସଲମାନଙ୍କ ଫିଲ୍ମ ବକ୍ସ ଅଫିସରେ ହିଟ୍ ହେଉ କି ଫ୍ଲପ୍, ତାଙ୍କ ପ୍ରଶଂସକମାନେ ସଲମାନଙ୍କୁ ଫିଲ୍ମ ସ୍କ୍ରିନରେ ଦେଖିବାକୁ ସବୁବେଳେ ଇଚ୍ଛା ପ୍ରକାଶ କରିଥାନ୍ତି। ତାଙ୍କର ଶେଷ ରିଲିଜ ଫିଲ୍ମ ‘କିସି କା ଭାଇ, କିସି…
ହୃଦୟ ଜିତିଲେ ଆଲିଆ
ବଲିଉଡ୍ ଅଭିନେତ୍ରୀ ଆଲିଆ ଭଟ୍ଟ ତାଙ୍କ ଅଭିନୟ ସହ ଦର୍ଶକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ଏବେ ସେ ସେ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ରକି ଔର ରାନୀ କି ପ୍ରେମ କାହାଣୀ’ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି। ଫିଲ୍ମ…
ମେଲବର୍ନ ଫିଲ୍ମ ଫେଷ୍ଟିଭାଲର ନୋମିନେଶନ ଘୋଷଣା: ବେଷ୍ଟ ଫିଲ୍ମରେ ‘ପଠାନ’କୁ ଟକ୍କର ଦେବ ‘ଭେଡିଆ’
ମୁମ୍ବାଇ: ଭାରତୀୟ ସିନେମାକୁ ନେଇ ସାରା ବିଶ୍ୱରେ ଆୟୋଜିତ ହୋଇଥିବା ଅନେକ ଚଳଚ୍ଚିତ୍ର ମହୋତ୍ସବ ମଧ୍ୟରୁ ମେଲବର୍ନର ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲ ମଧ୍ୟ ନିଜର ଆୟୋଜନକୁ ନେଇ ମୁମ୍ବାଇ ଚଳଚ୍ଚିତ୍ର ଜଗତରେ ଚର୍ଚ୍ଚାରେ ରହିଛି। ଏହି ପୁରସ୍କାର ପାଇଁ କେଉଁ ଜ୍ୟୁରୀ…
‘ଚନ୍ଦ୍ରୟାନ-୩’ ଶୁଭାରମ୍ଭରେ ପୁରୁଣା ଟୁଇଟ୍ ଶେୟାର କଲେ ଅକ୍ଷୟ କୁମାର, ଲେଖିଲେ ଏମିତି କିଛି…
ମୁମ୍ବାଇ: ଆଜି ଦେଶ ପାଇଁ ଗର୍ବର ବିଷୟ, କାରଣ କିଛି ଘଣ୍ଟା ମଧ୍ୟରେ ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ‘ଚନ୍ଦ୍ରୟାନ-୩’ ଲଞ୍ଚ କରିବ। ସାଧାରଣ ଜନତାଠାରୁ ଆରମ୍ଭ କରି ସେଲିବ୍ରିଟି ପର୍ଯ୍ୟନ୍ତ ସମସ୍ତେ ଏହି ମିଶନ ପାଇଁ ବହୁତ ଖୁସି।…
ଓଟିଟିରେ ଡେବ୍ୟୁ କଲେ କାଜୋଲ
ଆଜିକାଲି ବଡ ବଡ କଳାକାର ଓଟିଟିରେ ପାଦ ରଖୁଛନ୍ତି। ଏହି କ୍ରମରେ ବଲିଉଡ୍ ଅଭିନେତ୍ରୀ କାଜୋଲ ମଧ୍ୟ ଏଣ୍ଟ୍ରି ମାରିଛନ୍ତି। କାଜୋଲଙ୍କ ଅଭିନୀତ ସିରିଜ୍ ‘ଦି ଟ୍ରାଏଲ’ ଡିଜ୍ନୀ ପ୍ଲସ ହଟଷ୍ଟାର୍ ରିଲିଜ୍ ହୋଇଛି। ପରାଗ ଦେଶାଇ, ଦୀପକ ଧର, ରାଜେଶ…
‘ଓଏମ୍ଜି-୨’ ରିଲିଜ୍ରେ ବ୍ରେକ୍
ମୁମ୍ବାଇ: ବର୍ତ୍ତମାନ ସମୟରେ ଅଭିନେତା ଅକ୍ଷୟ କୁମାରଙ୍କ ଫିଲ୍ମ ‘ଓଏମ୍ଜି-୨’କୁ ନେଇ ଚର୍ଚ୍ଚା ଲାଗିରହିଛି। ଫିଲ୍ମ ‘ଆଦିପୁରୁଷ’ର ବିବାଦୀୟ ଡାଇଲଗ୍ ପରେ ସେନ୍ସର ବୋର୍ଡ ଅତ୍ୟନ୍ତ ସତର୍କ ହୋଇପଡ଼ିଛି। କୌଣସି ବି ଫିଲ୍ମ ଯାହା ଭଗବାନଙ୍କ ସମ୍ବନ୍ଧୀୟ ତାକୁ ବିନା ଯାଞ୍ଚରେ…
‘ଚନ୍ଦୁ ଚାମ୍ପିୟନ’ର ଶୁଟିଂ ଆରମ୍ଭ କଲେ କାର୍ତ୍ତିକ
ମୁମ୍ବାଇ:ନିକଟରେ ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କ ଫିଲ୍ମ ‘ସତ୍ୟ ପ୍ରେମ୍ କି କଥା’ ରିଲିଜ୍ ହୋଇଥିବାବେଳେ ବକ୍ସ ଅଫିସରେ ତାହ ଭଲ ରୋଜଗାର କରିଥିଲା। ଏବେ ସେ ତାଙ୍କ ଆଗାମୀ ଫିଲ୍ମ ‘ଚନ୍ଦୁ ଚାମ୍ପିୟନ’ର ଶୁଟିଂ ଆରମ୍ଭ କରିଛନ୍ତି। କବି ଖାନ୍ଙ୍କ ନିର୍ଦ୍ଦେଶିତ…
ଅଟୋଗ୍ରାଫ୍ ପାଇବା ପରେ ଧୋନୀଙ୍କ ହାତକୁ ଚୁମ୍ବନ ଦେଲେ ଫିଲ୍ମ ନିର୍ଦ୍ଦେଶକ
ମହେନ୍ଦ୍ର ସିଂ ଧୋନୀ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥାଇ ପାରନ୍ତି, କିନ୍ତୁ ତାଙ୍କ କ୍ରେଜ୍ ଏବେ ବି ରହିଛି। ସେ ଜୁଆଡେ ଯାଆନ୍ତି, ତାଙ୍କ ପ୍ରଶଂସକମାନେ ତାଙ୍କୁ ଫଲୋ କରନ୍ତି। ଆଇପିଏଲ ୨୦୨୩ରେ ତାଙ୍କ ଟିମ୍ ଚେନ୍ନାଇ ସୁପର କିଙ୍ଗ୍ସ ଯେଉଁଠାକୁ…
ବିଗ୍ବସ୍ ଓଟିଟିରେ ହେବ ପାଞ୍ଚ ନୂଆ ଏଣ୍ଟ୍ରି
ବମ୍ବେ: ପୁଣି ଚର୍ଚ୍ଚାରେ ଟେଲିଭିଜନର ଲୋକପ୍ରିୟ ରିଆଲିଟି ଶୋ’ ବିଗ୍ବସ୍ ଓଟିଟି ୨। ଜିଓ ସିନେମାରେ ଲାଇଭ୍ ଷ୍ଟିମିଂ ହେଉଥିବା ଏହି ଶୋ’ର ଲୋକପ୍ରିୟତାକୁ ଦେଖି ନିର୍ମାତା ଏହାର ସମୟସୀମାକୁ ଦୁଇ ସପ୍ତାହ ବଢ଼ାଇ ଦେଇଛନ୍ତି। ଘରେ ନୂଆ ପ୍ରତିଯୋଗୀଙ୍କ ଏଣ୍ଟ୍ରି…
ଜନ ଅବ୍ରାହମଙ୍କ ସହ ଅନସ୍କ୍ରିନ ରୋମାନ୍ସ କରିବେ ତମନ୍ନା!
ମୁମ୍ବାଇ: ଅଭିନେତ୍ରୀ ତମନ୍ନା ଭାଟିଆ ଏବେ ତାଙ୍କ ସିରିଜ ‘ଜି କରଦା’କୁ ନେଇ ଅଛନ୍ତି ଚର୍ଚ୍ଚାରେ। ବହୁତ ଭଲ ପରଫରମାନ୍ସ ଦେଇ ତାଙ୍କ ଆକ୍ଟିଂ ସ୍କିଲର ପ୍ରମାଣ ଏହି ଶୋ’ରେ ପ୍ରଦର୍ଶିତ କରିଛନ୍ତି ଅଭିନେତ୍ରୀ।ଅନ୍ୟପଟେ ଆକ୍ସନ ଷ୍ଟାର ଜନ ଅବ୍ରାହମ ପଠାନରେ…
ଆଲିଆଙ୍କ ପାଇଁ କରନ୍ ଜୋହର ଦେଲେ ବଡ଼ ବଳିଦାନ
ବମ୍ବେ: ନିର୍ମାତା ତଥା ନିର୍ଦ୍ଦେଶକ କରନ ଜୋହର ଏବଂ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ମଧ୍ୟରେ ଥିବା ସମ୍ପର୍କ କାହାକୁ ବା ଅଛପା। କରନ୍ ଅଭିନେତ୍ରୀଙ୍କୁ ଝିଅ ବୋଲି କୁହନ୍ତି। ତାଙ୍କ ପାଇଁ କିଛି ବି କରିବାକୁ ପଛଘୁଞ୍ଚା ଦିଅନ୍ତି ନାହିଁ। ଏଇ…
Archives


