ମନୋରଞ୍ଜନ

ଏକତାଙ୍କ ଶୋ’ରେ ନୂଆ ନାଗିନ୍‌ ହେବେ ଏହି ଅଭିନେତ୍ରୀ

ବମ୍ବେ: କଲର୍ସ ଚ୍ୟାନେଲରେ ପ୍ରସାରିତ ଲୋକପ୍ରିୟ ଧାରାବାହିକ ମଧ୍ୟରୁ ‘ନାଗିନ’ ଅନ୍ୟତମ। ଏବେ ଏହାର ଷଷ୍ଠ ସିଜନ ଅନ୍ତିମ ଚରଣରେ ପହଞ୍ଚିଥିବା ବେଳେ ସପ୍ତମ ସିଜନ ଲାଗି ନାୟିକା ଖୋଜା ସରିଲାଣି। ସେ ଆଉ କେହି ନୁହନ୍ତି ବିଗ୍‌ବସ୍‌ ୧୬ର ଚର୍ଚ୍ଚିତ…

ଲଳିତ ମୋଦିଙ୍କ ସହ ସମ୍ପର୍କକୁ ନେଇ ନିରବତା ଭାଙ୍ଗିଲେ ସୁସ୍ମିତା

ବମ୍ବେ: ଫିଲ୍ମ ‘ତାଲି’କୁ ନେଇ ଚର୍ଚ୍ଚାରେ ଅଛନ୍ତି ବଲିଉଡ୍‌ ଅଭିନେତ୍ରୀ ସୁସ୍ମିତା ସେନ। ଟ୍ରାନ୍ସଜେଣ୍ଡର ଆକ୍ଟିଭିଷ୍ଟ ଗୌରୀ ସାଓ୍ବନ୍ତଙ୍କ ଉପରେ ନିର୍ମିତ ଏହି ବାୟୋପିକରେ ନଜର ଆସିବେ ସେ। ଅଭିନେତ୍ରୀ ଭାବେ ଏଭଳି ଚରିତ୍ର କରିବା ସୁସ୍ମିତାଙ୍କ ପାଇଁ ବେଶ ଚ୍ୟାଲେଞ୍ଜିଂ…

‘ଚନ୍ଦ୍ରମୁଖୀ ୨’ରେ କଙ୍ଗନାଙ୍କ ଫାଷ୍ଟ ଲୁକ ଆଉଟ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାଓ୍ବତ ଏବେ ସାଉଥ ସିନେମାରେ ପାଦ ରଖିଛନ୍ତି। ଆକ୍ଟର ରାଘବ ଲରେନ୍ସଙ୍କ ସହ ଅପକମିଂ ହରର-କମେଡି ମୁଭି ‘ଚନ୍ଦ୍ରମୁଖୀ ୨’ରେ ଲୋକଙ୍କୁ ହସାଇବାକୁ ପ୍ରସ୍ତୁତ ହୋଇଗଲେଣି। ଫିଲ୍ମର ଫାଷ୍ଟ ପାର୍ଟ ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲା।…

ଡରିଗଲେ ଜାହ୍ନବୀ

ମୁମ୍ବାଇ: ବଲିଉଡ ଦିଭା ଜାହ୍ନବୀ କପୁରଙ୍କ ଅଭିନୀତ ମୁଭି ‘ବବାଲ’ ନିକଟରେ ରିଲିଜ ହୋଇଛି। ଯାହାକୁ ନେଇ ସେ ଏବେ ଅଛନ୍ତି ଚର୍ଚ୍ଚାରେ। ଏହାସହ ଅଭିନେତ୍ରୀ ଏବେ ଏକ ପାପାରାଜି ଭିଡିଓକୁ ନେଇ ବି ଚର୍ଚ୍ଚାକୁ ଆସିଛନ୍ତି। ଜାହ୍ନବୀ ଏକ ବ୍ୟାଗି…

ଲୋକପ୍ରିୟ ଅଭିନେତା ମାର୍କ ମାଙ୍ଗୋଲିସଙ୍କ ଦେହାନ୍ତ

ଓ୍ବାଶିଂଟନ୍‌,୫।୮: ଆମେରିକାର ପ୍ରସିଦ୍ଧ ଟିଭି ଶୋ ‘ବ୍ରେକିଙ୍ଗ ବ୍ୟାଡ’ ଏବଂ ‘ବେଟର୍‌ କଲ ଶାଉଲ’ରେ ଅଭିନୟ କରିଥିବା ମାର୍କ ମାଙ୍ଗୋଲିସଙ୍କ ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୩ବର୍ଷ ବୟସ ହୋଇଥିଲା। ମାଙ୍ଗୋଲିସ ନ୍ୟୁୟର୍କର ଏକ ହସ୍ପିଟାଲରେ ମୃତ୍ୟୁ ବରଣ କରିଛନ୍ତି।

୪୯ ବର୍ଷରେ କାଜୋଲ, ଖାସ୍‌ ଦିନରେ ଟ୍ରୋଲରଙ୍କୁ କଲେ କଟାକ୍ଷ

ବମ୍ବେ: ବଲିଉଡର ଚୁଲବୁଲି ଅଭିନେତ୍ରୀ କାଜୋଲ ଆଜି ୪୯ ବର୍ଷରେ ପାଦ ରଖିଛନ୍ତି। ଏହି ଖାସ ଦିନକୁ ସେ ପରିବାରସହ ପାଳନ କରିବେ ବୋଲି ମନ ବଳାଇଛନ୍ତି। କାରଣ ତାଙ୍କ ଜନ୍ମଦିନ ସମସ୍ତଙ୍କ ପାଇଁ ଛୁଟିଦିନ ବୋଲି ସେ ଭାବନ୍ତି। ଏଥିଲାଗି…

କଳା ନିର୍ଦ୍ଦେଶକ ନିତିନ ଆତ୍ମହତ୍ୟା ମାମଲା: ୫ଜଣଙ୍କ ମିରୋଧରେ ମାମଲା ରୁଜୁ କଲା ପୋଲିସ

ମୁମ୍ବାଇ: ଫିଲ୍ମ ଦୁନିଆର ପ୍ରସିଦ୍ଧ କଳା ନିର୍ଦ୍ଦେଶକ ନିତିନ ଦେଶାଇଙ୍କ ଆତ୍ମହତ୍ୟାରେ ଅଭିନୟ ଜଗତ ସମେତ ସାରା ଦେଶ ସ୍ତବ୍ଧ ହୋଇଯାଇଥିଲା। ସେ ନିଜ ଷ୍ଟୁଡିଓରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ। ଏହି ଖବରରେ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଝଟକା ଲାଗିଥିଲା। ଏକ…

ପ୍ରଭାସଙ୍କ କେଉଁ ଇଚ୍ଛା ପୂରଣ କଲେ ଦୀପିକା

ମୁମ୍ବାଇ: ବଲିଉଡ୍‌ର ଡିମ୍ପଲ ଗର୍ଲ ଦୀପିକା ପାଦୁକୋନ ନିକଟରେ ଏକ ସାକ୍ଷାତ୍‌କାରରେ ସାଉଥ ସୁପରଷ୍ଟାର ପ୍ରଭାସଙ୍କ ବହୁ ଦିନର ଇଚ୍ଛାକୁ ପୂରଣ କରିଥିବା କହିଛନ୍ତି। ଫିଲ୍ମ ‘କଳ୍‌କୀ ୨୮୨୯ଏଡି’ରେ ପ୍ରଥମ ଥର ପାଇଁ ଦୀପିକା ଓ ପ୍ରଭାସଙ୍କୁ ବଡ଼ ପରଦାରେ ଏକାଠି…

ହୃଦଘାତରେ ଅଭିନେତ୍ରୀଙ୍କ ସ୍ବାମୀ ମୃତ, ବର୍ଷେ ତଳେ ହୋଇଥିଲା ବିବାହ

ହାଇଦ୍ରାବାଦ,୪।୮: ଦକ୍ଷିଣ ଭାରତର ଜଣାଶୁଣା ଟେଲି ଅଭିନେତ୍ରୀ ଶ୍ରୁତି ଶନମୁଗ ପ୍ରିୟାଙ୍କ ଉପରେ ଦୁଃଖର ପାହାଡ଼ ଭାଙ୍ଗି ପଡ଼ିଛି। ଶ୍ରୁତିଙ୍କ ସ୍ବାମୀ ଅରବିନ୍ଦ ଶେଖରଙ୍କ ହଠାତ ହୃଦଘାତରେ ମୃତ୍ୟୁ ଘଟିଛି। ତେବେ ଦୁହିଁଙ୍କ ବିବାହ ମେ ୨୦୨୨ରେ ହୋଇଥିବା ବେଳେ ଏବେ…

ସାବତ ମା’ କରିନାଙ୍କ ବଡ଼ ପ୍ରଶଂସକ ଥିଲେ ସାରା

ବମ୍ବେ: ସାବତ ମା’ କରିନା କପୁରଙ୍କ ସହ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍‌ଙ୍କର ବନ୍ଧୁତା ଭଳି ସମ୍ପର୍କ ରହିଛି। ପିଲାବେଳେ ସାରା ଅଭିନେତ୍ରୀ ଭାବେ କରିନାଙ୍କ ବଡ଼ ପ୍ରଶଂସକ ଥିଲେ। ‘କଭି ଖୁସି କଭି ଗମ୍‌’ର ଅଭିନୟକୁ ନେଇ ସେ ତାଙ୍କୁ…

ପରଦାରେ ଚୁମ୍ବନ ଦୃଶ୍ୟ ଦେଖି ଚିଡ଼ୁଥିଲେ ଆୟୁଷ୍ମାନଙ୍କ ପତ୍ନୀ, ଭାଙ୍ଗିବାକୁ ଚାହୁଁଥିଲେ ବିବାହ

ବମ୍ବେ: ବଲିଉଡ୍‌ର ସଫଳ ବିବାହିତ ଯୋଡ଼ିଙ୍କ ମଧ୍ୟରୁ ଅଭିନେତା ଆୟୁଷ୍ମାନ ଖୁରାନ୍ନା ଏବଂ ପତ୍ନୀ ତାହିରା କଶ୍ୟପ ଅନ୍ୟତମ। ଦୁହେଁ ଭିନ୍ନ ମଣିଷ ହୋଇଥିଲେ ହେଁ ପରସ୍ପରପ୍ରତି ଥିବା ବିଶ୍ୱାସ ଯୋଗୁ ସେମାନଙ୍କ ବିବାହ ଗାଡ଼ି ବେଶ ଭଲ ଭାବେ ଚାଲିଛି।…

ଲିଡ ରୋଲ ନ ମିଳିବାରୁ ଦୁଃଖ ପ୍ରକାଶ କଲେ ନୋରା

ମୁମ୍ବାଇ: ନିଜର ସୁନ୍ଦର ଡ୍ୟାନ୍ସ ନମ୍ବର୍ସ ପାଇଁ ବେଶ ପରିଚିତ ନୋରା ଫତେହି ଫିଲ୍ମ ‘ଷ୍ଟ୍ରିଟ ଡ୍ୟାନ୍ସର ୩ଡି’ରୁ ନିଜର ଆକ୍ଟିଂ କ୍ୟାରିୟର ଆରମ୍ଭ କରିଥିଲେ। ତାଙ୍କୁ କିଛି ଫିଲ୍ମରେ କାମ ମିଳିଥିଲା ହେଲେ ତାଙ୍କର ସାକି-ସାକି ଦିଲବର, ଗର୍ମି ଭଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?