ଆଲିଆଙ୍କ ବଡ଼ ଫ୍ୟାନ୍ ମହେଶ
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଫିଲ୍ମ ‘ରକି ଔର ରାନୀ କି ପ୍ରେମ୍ କାହାଣୀ’କୁ ନେଇ ଏବେ ଦର୍ଶକଙ୍କ ମଧ୍ୟରେ ଜବରଦସ୍ତ କ୍ରେଜ୍ ରହିଛି। ବୁଧବାର ଏହି ଫିଲ୍ମର ସ୍ପେଶାଲ ସ୍କ୍ରିନିଂ ମୁମ୍ବାଇରେ ହୋଇଥିଲା। ସେଠାରେ ଅନେକ ନାମୀଦାମୀ କଳାକାର…
ନିଜ ବିବାହରେ ମା’ଙ୍କୁ ବି ଡାକି ନ ଥିଲେ ସୈଫ
ବମ୍ବେ: ନବାବ ଘରର ପୁଅ। ହେଲେ ଲୁଚିଲୁଚି କରିଥିଲେ ବିବାହ। ଆମେ କହୁଛି ଅଭିନେତା ସୈଫ ଅଲ୍ଲୀ ଖାଁଙ୍କ କଥା। ଅଭିନେତ୍ରୀ ଅମୃତା ସିଂହଙ୍କୁ ପ୍ରଥମ ବିବାହ କରିଥିଲେ ସେ। ହେଲେ ଏହି ବିବାହକୁ ସେ ନିଜ ମା’ଙ୍କୁ ବି ଡାକି…
ବାଲିରେ ଗର୍ଲସ ଟ୍ରିପ ଏନଜୟ କରୁଛନ୍ତି ସାମନ୍ଥା
ମୁମ୍ବାଇ: ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁ ବାଲିରେ ଏବେ ଭ୍ୟାକେଶନ ଏନଜୟ କରୁଛନ୍ତି। ଏବେ ସେ ଗର୍ଲସ ଟ୍ରିପରେ ଯାଇଛନ୍ତି। ସେଠାକାର କିଛି ଭିଡିଓ ଓ ଫଟୋ ସେ ସୋସିଆଲ ମିଡିଆରେ ଶେୟାର କରୁଛନ୍ତି। ନିକଟରେ ସେ ଅଭିନୟରୁ ଏକ ବର୍ଷର…
ଏହି ଅଭିନେତାଙ୍କୁ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ କହିଲେ ଉର୍ବଶୀ, ଦର୍ଶକେ ଆଶ୍ଚର୍ଯ୍ୟ
ମୁମ୍ବାଇ: ବଲିଉଡର ଆଗଧାଡିର ନାୟିକା ଉର୍ବଶୀ ରୌତେଲା ନିଜ ବୟାନ ଓ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ସବୁବେଳେ ଥାଆନ୍ତି ଚର୍ଚ୍ଚାରେ। କେତେଥର ସେ ଏହାକୁ ନେଇ ଟ୍ରୋଲର ବି ଶିକାର ହୋଇଛନ୍ତି। ଏବେ ନିକଟରେ ଉର୍ବଶୀ ଏମିତି ଏକ ଟୁଇଟ…
ଅନେକ ହିରୋଙ୍କ ସହ ଥିଲା ପ୍ରେମ ସମ୍ପର୍କ, ଏବେ ଏକା ଚାଲୁଛନ୍ତି ବାଟ
ମୁମ୍ବାଇ: କୁହାଯାଏ, ପ୍ରକୃତ ପ୍ରେମ ସହଜରେ ମିଳି ନ ଥାଏ। ଆଉ ଯାହାଙ୍କୁ ମିଳିଯାଏ ତାଙ୍କ ପ୍ରେମ ସଫଳ ହୋଇଥାଏ। ବଲିଉଡ୍ ଫିଲ୍ମରେ ୩ ଘଣ୍ଟା ମଧ୍ୟରେ ଆମେ ଅନେକ ଥର ଦେଖିଥାଉ ଜଣେ ଅଭିନେତ୍ରୀ ତାଙ୍କ ହିରୋଙ୍କ ପ୍ରେମ ପାଇବା…
ପରଦାରେ ଆଲିଆ-ରଣବୀରଙ୍କ ‘ରକି ଔର ରାନୀ କି ପ୍ରେମ କାହାନୀ’
ବମ୍ବେ: ପରଦାରେ ବଲିଉଡ୍ର ବହୁ ପ୍ରତିକ୍ଷୀତ ଫିଲ୍ମ ‘ରକି ଔର ରାନୀ କି ପ୍ରେମକାହାନୀ’। ଶୁକ୍ରବାର ଫିଲ୍ମଟି ରିଲିଜ ହୋଇଛି। ଏଥିରେ ଅଭିନେତା ରଣବୀର ସିଂହ ଏବଂ ଆଲିଆ ଭଟ୍ଟଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳୁଛି। ଦୀର୍ଘଦିନ ପରେ ନିର୍ଦ୍ଦେଶକ ଭାବେ…
୩ ବିବାହ, ୩୭ ବର୍ଷ ସାନ ଗାୟିକାଙ୍କ ସହ ରୋମାନ୍ସ; ବିବାଦରେ ଛନ୍ଦି ହୋଇଛନ୍ତି ଏହି ଭଜନ ସମ୍ରାଟ
ବମ୍ବେ: ଭଜନ ସମ୍ରାଟ ଅନୁପ ଜଲୋଟାଙ୍କୁ କିଏ ବା ନଜାଣେ। ଗାୟକ ହିସାବରେ ବେଶ ଖ୍ୟାତି ଅର୍ଜନ କରିଥିଲେ ହେଁ ବ୍ୟକ୍ତିଗତ ଜୀବନରେ ସେ ସେତିକି ଅସଫଳ। ଥରେ କି ଦୁଇଥର ନୁହେଁ ତିନି ଥର ସେ ବିବାହ କରିଛନ୍ତି। ହେଲେ…
ପ୍ରଭାସଙ୍କ ଫେସବୁକ୍ ହ୍ୟାକ୍
ସାଉଥ୍ ସୁପରଷ୍ଟାର ପ୍ରଭାସଙ୍କ ଦେଶ ତଥା ବିଦେଶରେ ଅନେକ ପ୍ରଶଂସକ ଅଛନ୍ତି। କିନ୍ତୁ ସେ ସୋସିଆଲ ମିଡିଆରେ ବେଶୀ ସକ୍ରିୟ ନୁହଁନ୍ତି। ପ୍ରଭାସ ଫେସବୁକ ଏବଂ ଇନଷ୍ଟାଗ୍ରାମ ଆକାଉଣ୍ଟକୁ କେବଳ ତାଙ୍କର ଆଗାମୀ ଚଳଚ୍ଚିତ୍ର ବିଷୟରେ ଅପଡେଟ ଶେୟାର କରିବାକୁ ବ୍ୟବହାର…
ଗ୍ରୀକ୍ ଗର୍ଲଫ୍ରେଣ୍ଡଙ୍କୁ ବିବାହ କଲେ କୁଣ୍ଡଲି ଭାଗ୍ୟ ଫେମ୍ ମାନୀତ
ମୁମ୍ବାଇ: କୁଣ୍ଡଲି ଭାଗ୍ୟ ଫେମ୍ ଅଭିନେତା ମାନୀତ ଜୌରା ତାଙ୍କ ଜୀବନରେ ଏକ ନୂତନ ଅଧ୍ୟାୟ ଆରମ୍ଭ କରିଛନ୍ତ। ସେ ଦୀର୍ଘ ଦିନ ଧରି ଗ୍ରୀକ୍ ଗର୍ଲଫ୍ରେଣ୍ଡ ଆଣ୍ଡ୍ରିଆ ପାନାଗିଓଟୋପୁଲୁଙ୍କୁ ଜୁଲାଇ ୯ ବିବାହ କରିଛନ୍ତି। ଆଣ୍ଡ୍ରିଆ ଜଣେ ନୃତ୍ୟ ଶିକ୍ଷକ।…
‘ମୋତେ ଆଜିଯାଏ ପ୍ରକୃତ ପ୍ରେମ ମିଳିନାହିଁ’
ମୁମ୍ବାଇ: କୁହାଯାଏ, ପ୍ରକୃତ ପ୍ରେମ ସହଜରେ ମିଳି ନ ଥାଏ। ଯାହାଙ୍କୁ ମିଳିଥାଏ ସେ ଭାଗ୍ୟବାନ ବୋଲି ଧରାଯାଏ। ବଲିଉଡ୍ ଫିଲ୍ମରେ ୩ ଘଣ୍ଟା ମଧ୍ୟରେ ଆମେ ଅନେକ ଥର ଦେଖିଥାଉ ଜଣେ ଅଭିନେତା ତାଙ୍କ ପ୍ରେମ ପାଇବା ପାଇଁ କେତେ…
କରୀନା କପୁରଙ୍କୁ ଅହଂକାରୀ କହିଲେ ନାରାୟଣ ମୂର୍ତ୍ତି
ଇନଫୋସିସର ସହପ୍ରତିଷ୍ଠାତା ନାରାୟଣ ମୂର୍ତ୍ତିଙ୍କ ଏକ ପୁରୁଣା ଭିଡିଓ ଆଜିକାଲି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ସେ ବଲିଉଡ ଅଭିନେତ୍ରୀ କରୀନା କପୁର ଖାନଙ୍କୁ ଅହଂକାରୀ ବୋଲି କହିଛନ୍ତି। ନାରାୟଣ ମୂର୍ତ୍ତି ତାଙ୍କ ପତ୍ନୀ ସୁଧାଙ୍କ ସହ…
ଶ୍ରାବଣରେ ଶିବ ତାଣ୍ଡବ କଲେ ଅକ୍ଷୟ
ମୁମ୍ବାଇ: ବଲିଉଡ ଖିଲାଡି ବୟ ଅକ୍ଷୟ କୁମାରଙ୍କ ମୁଭି ’ଓ ମାଇ ଗଡ ୨’କୁ ନେଇ ଖୁବ ଚର୍ଚ୍ଚା ହେଉଛି। ଏହାର ଟ୍ରେଲର ରିଲିଜ ସରିଛି। ଗୁରୁବାର ଏହି ମୁଭିର ଏକ ଗୀତ ହର ହର ମହାଦେବ ରିଲିଜ ହୋଇଛି। ଶ୍ରାବଣ…
Archives


